ଖେଳ

ଓଡ଼ିଶାକୁ ୩ ସ୍ବର୍ଣ୍ଣ, ୧ ବ୍ରୋଞ୍ଜ

ଭୁବନେଶ୍ୱର, ୧୪।୬ (ତପନ ସ୍ବାଇଁ) ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ଅନୁଷ୍ଠିତ ଜାତୀୟ ଜୁନିୟର ଓ ସବ୍‌ଜୁନିୟର ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ୩ ସ୍ବର୍ଣ୍ଣ ଓ ୧ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସବ୍‌ଜୁନିୟର ପୁରୁଷ ୬୬ କେଜି ବିଭାଗରେ ଦୁଃଖୀରାମ…

ପଞ୍ଜାବ, ଦିଲ୍ଲୀର ବୃହତ୍‌ ବିଜୟ

ରାଉରକେଲା ଅଫିସ,୧୪।୬ (ଦୀନେଶ ମିଶ୍ର) ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ତ୍ରୟୋଦଶ ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିନରେ ୫ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଛି। ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ ଦଳ ୧୮-୦ ଗୋଲରେ ମିଜୋରାମ ଦଳକୁ ପରାସ୍ତ…

ଓସିଏଲ୍‌ ୨୦୨୩: ପୁମାସ୍‌, ଚିତାସ୍‌ ବିଜୟୀ

ଭୁବନେଶ୍ୱର, ୧୪ା୬ (ସରୋଜ ଜେନା) ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏଲ୍‌)୨୦୨୩ର ଦ୍ୱିତୀୟ ଦିନର ଖେଳରେ ବିଜୟୀ ହୋଇଛନ୍ତି ଓଡ଼ିଶା ପୁମାସ୍‌ ଓ ଓଡ଼ିଶା ଚିତାସ୍‌। ଉଭୟ ମ୍ୟାଚ୍‌ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ…

କଳିଙ୍ଗରେ ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ୍ସ

ଭୁବନେଶ୍ୱର, ୧୪।୬ (ତପନ ସ୍ବାଇଁ) ହକି ବିଶ୍ୱକପ ସମେତ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ସମ୍ପନ୍ନ ହୋଇଥିବା କଳିଙ୍ଗ ଷ୍ଟାଡିୟମରେ ଏବେ ହେବାକୁ ଯାଉଛି ୬୨ତମ ଜାତୀୟ ଆନ୍ତରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌। ଆଥଲେଟିକ୍ସ ଫେଡେରେଶନ ଅଫ୍‌…

ଅଧିକ ଦର୍ଶକଙ୍କ ଉପସ୍ଥିତି ଚାହାନ୍ତି ଛେତ୍ରୀ

ଭୁବନେଶ୍ୱର, ୧୪ା୬ (ସରୋଜ ଜେନା) କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଭାନୁଆଟୁ ବିପକ୍ଷ ମ୍ୟାଚକୁ ୧-୦ରେ ଜିତିବା ପରେ ଫ୍ୟାନଙ୍କୁ ପ୍ରଶଂସା କରିଛନ୍ତି ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ। ଏଠାରେ ଫ୍ୟାନ ମାନେ ବିପୁଳ ସଂଖ୍ୟାରେ…

କ୍ୱାର୍ଟର ଫାଇନାଲରେ ଓଡ଼ିଶା

(ତପନ ସ୍ବାଇଁ) ଭୁବନେଶ୍ୱର, ୧୪।୬: ଇଣ୍ଡିଆନ ରଗ୍‌ବୀ ଫୁଟବଲ ୟୁନିୟନ ଓ ରଗ୍‌ବୀ ଆସୋସିଏଶନ ଅଫ୍‌ ମହାରାଷ୍ଟ୍ରର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ସର୍ବଭାରତୀୟ ଜୁନିୟର ରଗ୍‌ବୀ ୭ଏସ୍‌ ଚାମ୍ପିୟନଶିପ୍‌ ପୁଣେଠାରେ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଓଡ଼ିଶା ବାଳକ ଦଳ ପ୍ରଭାବୀ…

ଅଲିମ୍ପିକ ସ୍ପ୍ରିଣ୍ଟର ଟୋରୀଙ୍କ ଅକାଳ ମୃତ୍ୟୁ

ଓର୍ଲାଣ୍ଡୋ(ଯୁକ୍ତରାଷ୍ଟ୍ର ଆମେରିକା),୧୪ା୬: ପ୍ରସବଜନିତ ଜଟିଳତା ଯୋଗୁ ଯୁକ୍ତରାଷ୍ଟ୍ର ଆମେରିକାର ଚାମ୍ପିୟନ ସ୍ପ୍ରିଣ୍ଟର ଟୋରୀ ବୋଓ୍ବିଙ୍କ ମୃତ୍ୟୁ ଘଟିଥିବା ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି। ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା। ବୋଓ୍ବି ୨୦୧୬ ରିଓ ଡି’ ଜେନିରୋ ଗେମ୍ସରେ ତିନୋଟି…

କୋରୋ ସିଂ ଭାରତର ଅଧିନାୟକ

ଖାଓ ୟାଇ (ଥାଇଲାଣ୍ଡ), ୧୪ା୬(ପି.ଟି.): ପ୍ରତିଭାବାନ ମିଡ୍‌ଫିଲ୍ଡର କୋରୋ ସିଂଙ୍କୁ ଏଏଫ୍‌ସି ଏସିଆନ ୧୭ ବର୍ଷରୁ କମ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ନିକଟ ଅତୀତରେ ୟୁରୋପ ଗସ୍ତରେ ଭଲ ପ୍ରଦର୍ଶନ କରିଥିବା ୧୬ ବର୍ଷୀୟ…

ହଂକଂକୁ ୯ ଉଇକେଟରେ ହରାଇଲା ଭାରତ

ମଙ୍ଗ କକ୍‌ (ହଂକଂ), ୧୪ା୬(ପି.ଟି.): ୨୩ ବର୍ଷରୁ କମ୍‌ ମହିଳା ଏମର୍ଜିଂ ଏସିଆ କପ୍‌ କ୍ରିକେଟରେ ହଂକଂକୁ ୯ ଉଇକେଟରେ ପରାସ୍ତ କରିଛି ଭାରତ। ୧୯ ବର୍ଷରୁ କମ୍‌ ବିଶ୍ୱକପ ବିଜୟୀ ଦଳ ତଥା ଓମେନ୍ସ ପ୍ରିମିୟର ଲିଗ୍‌ର ଏକାଧିକ ଖେଳାଳିଙ୍କୁ…

ମା’ବାପାଙ୍କୁ ସ୍ମାର୍ଟଫୋନ୍‌ ଉପହାର ଦେବେ ଅନୁ

ନୂଆଦିଲ୍ଳୀ, ୧୪ା୬(ପି.ଟି): ଜୁନିୟର ମହିଳା ଏସିଆ କପ୍‌ ହକି ଚାମ୍ପିୟନ ଭାରତୀୟ ଦଳର ଫରଓ୍ବାର୍ଡ ଅନୁ ନିଜ ମାତାପିତାଙ୍କୁ ସ୍ମାର୍ଟଫୋନ୍‌ ଗିଫ୍ଟ କରିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟରେ ଡବଲ୍‌ ହ୍ୟାଟ୍ରିକ୍‌ ଅର୍ଜନ କରିବା ସହିତ ଅନୁ ୯ଟି ଗୋଲ…

ଡବ୍ଲୁଟିସି ଫାଇନାଲ ୨୦୨୩: ଇଣ୍ଡିଆ ଟିମ୍‌କୁ ତାଗିଦ୍‌ କଲେ ରବି ଶାସ୍ତ୍ରୀ, କହିଲେ ମ୍ୟାଚ୍‌ ପ୍ରସ୍ତୁତି ପାଇଁ ଛାଡିବାକୁ ପଡିବ ଆଇପିଏଲ

ନୂଆଦିଲ୍ଲୀ,୧୩।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି) ଫାଇନାଲରେ ଭାରତୀୟ ଦଳକୁ ପରାଜୟର ମୁଖ୍ୟ କାରଣ ଦଳର ମୁଖ୍ୟ ଦଳର ପ୍ରସ୍ତୁତି ଅଭାବକୁୁ ଦର୍ଶାଉଛନ୍ତିି। ଫାଇନାଲ ମ୍ୟାଚରେ ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଏଭଳି ମ୍ୟାଚ ପାଇଁ ୨୦ରୁ…

ଯଦି ଡବ୍ଲୁଟିସି ଫାଇନାଲ ଭଳି ମ୍ୟାଚର ପ୍ରସ୍ତୁତି କରିବାର ଅଛି, ତେବେ ଆଇପିଏଲ ଛାଡିବାକୁ ପଡ଼ିବ: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୩।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି) ଫାଇନାଲରେ ଭାରତୀୟ ଦଳ ପରାଜୟ ହୋଇଛି। ଯାହାର ମୁଖ୍ୟ କାରଣ ଦଳର ପ୍ରସ୍ତୁତି ଅଭାବ ବୋଲି ଦର୍ଶାଯାଇଛି। ଫାଇନାଲ ମ୍ୟାଚରେ ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଏଭଳି ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?