ୱେଲ୍ସ ଦଳ, ପୁଅକୁ ସମର୍ଥନ ପାଇଁ ରାଉରକେଲାରେ ମା’ବାପା
ରାଉରକେଲା ଅଫିସ,୧୬।୧: ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ରବିବାର ପ୍ରଥମ ମ୍ୟାଚ୍ ସ୍ପେନ ଓ ୱେଲ୍ସ ଦଳ ମଧ୍ୟରେ ଖେଳାଯାଇଥିଲା। ୱେଲ୍ସ ଦଳ ତାର ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ଠାରୁ ୫-୦ ଗୋଲରେ ପରାସ୍ତ ହୋଇଥିବା ବେଳେ ରବିବାର ଦ୍ୱିତୀୟ...
ଓଡ଼ିଶା ବିପକ୍ଷରେ ହିମାଚଳ ୩୦୦/୮
ସମ୍ବଲପୁର,୧୬।୧(ବ୍ୟୁରୋ): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ୨୫ ବର୍ଷରୁ କମ୍ ସର୍ବଭାରତୀୟ କର୍ନେଲ ସି.କେ. ନାଇଡୁ ଟ୍ରଫିରେ ଓଡ଼ିଶା ଓ ହିମାଚଳ ପ୍ରଦେଶ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୋଇଛି। ପ୍ରଥମ ଦିନରେ ହିମାଚଳ ୮୫ ଓଭର ଖେଳି ୩୦୦...
ଶ୍ରଦ୍ଧାଞ୍ଜଳି ଜାତୀୟ ଚୟନକର୍ତ୍ତା
ଭୁବନେଶ୍ୱର, ୧୬।୧(କ୍ରୀଡ଼ା ପ୍ରତିନିଧି): ଭାରତୀୟ ମହିଳା ଫୁଟ୍ବଲ ଦଳର ପୂର୍ବତନ ଅଧିନାୟିକା ଓଡ଼ିଶାର ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ପାଇଁ ଆସିଛି ଆଉ ଏକ ଗୁରୁଦାୟିତ୍ୱ। ରାଜ୍ୟ ଏବଂ ଜାତୀୟ ସ୍ତରରେ ପୂର୍ବରୁ ଅନେକଥର କୋଚ୍, ଜଜ୍, ଚୟନକର୍ତ୍ତା ଦାୟିତ୍ୱକୁ ସଫଳତାର ସହ...
ରେକର୍ଡକୁ ନେଇ ହୃଦୟଛୁଆଁ କଥା କହିଲେ କୋହଲି
ଥିରୁଭାନନ୍ତପୁରମ୍,୧୬।୧: ତୃତୀୟ ଦିନିକିଆରେ ଭାରତ ଶ୍ରୀଲଙ୍କାକୁ ୩୧୭ ରନ ବ୍ୟବଧାନରେ ପରାସ୍ତ କରିଛି। ଏହାସହ ଟିମ ଇଣ୍ଡିଆ ସିରିଜ ୩-୦ରେ ଜିତିଛି। ଓପନର୍ ଶୁଭମାନ ଗିଲଙ୍କ ବ୍ୟତୀତ ବିରାଟ କୋହଲି ଭାରତୀୟ ଦଳ ପାଇଁ ଏକ ଚମତ୍କାର ଶତକୀୟ ଇନିଂସ...
ପୁରୁଷ ହକି ବିଶ୍ବକପ: ଭାରତ-ଇଂଲଣ୍ଡ ମ୍ୟାଚ୍ ଡ୍ର
ରାଉରକେଲା,୧୫।୧: ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍ ଡ୍ର ହୋଇଛି। ଏହି ମ୍ୟାଚ୍ରେ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ପ୍ରଥମ କ୍ୱାର୍ଟରରେ ଇଂଲଣ୍ଡ ଅଧିକ ସୁଯୋଗ...
ପୁରୁଷ ହକି ବିଶ୍ବକପ: ୱେଲ୍ସକୁ ୫-୧ ଗୋଲ୍ରେ ପରାସ୍ତ କଲା ସ୍ପେନ
ରାଉରକେଲା,୧୫।୧: ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ବକପର ଏକ ମ୍ୟାଚ୍ରେ ସ୍ପେନ ୫-୧ ଗୋଲ୍ରେ ୱେଲ୍ସକୁ ପରାସ୍ତ କରିଛି। ପ୍ରଥମ କ୍ବାର୍ଟରରେ ଉଭୟ ସ୍ପେନ ଓ ୱେଲ୍ସ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କିନ୍ତୁ...
ଇତିହାସ ରଚିଲା ଟିମ୍ ଇଣ୍ଡିଆ
ଥିରୁଭାନନ୍ତପୁରମ୍,୧୫।୧: ଥିରୁଭାନନ୍ତପୁରମ୍ରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଏହି ମ୍ୟାଚ୍ରେ ଟିମ ଇଣ୍ଡିଆ ୩୧୭ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ସହ ଭାରତର ଦିନିକିଆ କ୍ରିକେଟ ଇତିହାସରେ ସବୁଠାରୁ ବଡ ବିଜୟ ହାସଲ...
ଶ୍ରୀଲଙ୍କାକୁ ବିଶାଳ ଟାର୍ଗେଟ୍ ଦେଲା ଭାରତ
ଥିରୁଭାନନ୍ତପୁରମ୍,୧୫।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଶେଷ ଦିନିକିଆ ଥିରୁଭାନନ୍ତପୁରମ୍ରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଶ୍ରୀଲଙ୍କାକୁ ୩୯୧ ରନ୍ର ବିଶାଳ ଟାର୍ଗେଟ୍ ଦେଇଛି ଭାରତ। ଟସ ଜିତି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ...
ଶତକ ହାସଲ କଲେ କୋହଲି, ସଚିନଙ୍କ ମହାରେକର୍ଡର ନିକଟତର
ଥିରୁଭାନନ୍ତପୁରମ୍,୧୫।୧: ଭାତରୀୟ ବ୍ୟଟ୍ସମ୍ୟାନ୍ ବିରାଟ କୋହଲି ପୁଣି ନିଜ ପୁରୁଣା ଫର୍ମକୁ ଫେରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ସେ ୮୫ ବଲରୁ ଶତକ ହାସଲ କରିଛନ୍ତି। ଦିନିକିଆ କ୍ୟାରିୟରରେ ଏହା ତାଙ୍କର ୪୬ ତମ ଶତକ। ଏପରିକି ସିରିଜର...
ଭାରତୀୟ ଅଲମ୍ପିକ୍ ପଦକ ବିଜେତା କେଡି ଯାଦବଙ୍କୁ ମନେ ପକାଇଲା ଗୁଗଲ୍
ଭାରତୀୟ ଭେଟେରାନ ରେସଲର ଖାଶାବା ଦାଦାସାହେବ ଯାଦବଙ୍କ ୯୭ତମ ଜନ୍ମ ବାର୍ଷିକୀ॥ ଏହି ଅବସରରେ, ସର୍ଚ୍ଚ ଇଞ୍ଜିନ ଗୁଗଲ ଏକ ବିଶେଷ ଡୁଡଲ ତିଆରି କରି ତାଙ୍କର ଅବଦାନକୁ ମନେ ପକାଇଛି। ଗୁଗଲ ସମୟ ସମୟରେ ବଡ ବ୍ୟକ୍ତିତ୍ୱଙ୍କୁ ମନେ...
ତୃତୀୟ ଦିନିକିଆରେ ଚମକିଲେ ଶୁଭମନ
ଥିରୁବନନ୍ତପୁରମ୍,୧୫।୧: ଶ୍ରୀଲଙ୍କା ବିପକ୍ଷରେ ରବିବାର ଖେଳାଯାଉଥିବା ତୃତୀୟ ଦିନିକିଆରେ ଚମକିଛନ୍ତି ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍। ସେ ନିଜର ଦିନିକିଆ କ୍ୟାରିୟରରେ ଦ୍ୱିତୀୟ ଶତକ ମାରିବାରେ ସଫଳ ହୋଇଛନ୍ତି। ଗିଲ ୮୯ ବଲ୍ରେ ଏହି ଶତକ ପୂରଣ କରିଛନ୍ତି। ଏଥିରେ ୧୧...
ଦିନିକିଆ କ୍ରିକେଟରେ ରୋହିତ ଶର୍ମାଙ୍କ ବଡ଼ ରେକର୍ଡ
ଥିରୁବନନ୍ତପୁରମ୍,୧୫।୧:ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ମୁକାବିଲାରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ଅଧିନାୟକ ରୋହିତ ଶର୍ମା। ଦିନିକିଆ କ୍ରିକେଟରେ ସର୍ବାଧିକ ରନ୍ କରିଥିବା ଖେଳାଳି ମାମଲାରେ ସେ ଦକ୍ଷିଣ ଆଫ୍ରିକାର ତାରକା ଏବି...
Archives


