ନୂଆ ମିଟ୍ ରେକର୍ଡରେ ରେକର୍ଡ
ଭୁବନେଶ୍ୱର, ୨୮।୬(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ଆଥ୍ଲେଟିକ୍ସ ମିଟ୍ର ୬୯ତମ ସଂସ୍କରଣ ଗତ ରବିବାର ଶେଷ ହୋଇଛି। କିଟ୍ ଓ କିସ୍ ପରିସରରେ ଥିବା ଦୂତୀ ଚାନ୍ଦ ଆଥ୍ଲେଟିକ୍ସ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରତିଯୋଗିତାରେ ୧୭୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ବିଭିନ୍ନ ଇଭେଣ୍ଟରେ...
ଲେନି, ଆମେଙ୍କ ସହ ଓଏଫ୍ସିର ଚୁକ୍ତି
ଭୁବନେଶ୍ୱର, ୨୮ା୬(ସରୋଜ ଜେନା): ଓଡ଼ିଶା ଫୁଟବଲ୍ କ୍ଲବ୍(ଓଏଫ୍ସି) ପକ୍ଷରୁ ଆସନ୍ତା ସିଜନ ପାଇଁ ମିଡଫିଲ୍ଡର ଲେନି ରୋଡ୍ରିଗ୍ବେଜ ଓ ଡିଫେଣ୍ଡର ଆମେ ରଣାଓ୍ବଡେଙ୍କ ସହ ଚୁକ୍ତି ସ୍ବାକ୍ଷର କରାଯାଇଛି। ମଙ୍ଗଳବାର ଲେନିଙ୍କ ସହିତ ଏକବର୍ଷର ଚୁକ୍ତି ସ୍ବାକ୍ଷର ହୋଇଥିବା ବେଳେ...
ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଉଦ୍ଘାଟନୀ ମ୍ୟାଚ୍
ମୁମ୍ବାଇ, ୨୮ା୬ (ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପ୍- ୨୦୨୩କୁ ୧୦୦ ଦିନ ବାକି ରହିଥିବା ବେଳେ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ(ଆଇସିସି) ପକ୍ଷରୁ ପ୍ରକାଶ ପାଇଛି ଚୂଡାନ୍ତ କାର୍ଯ୍ୟସୂଚୀ। ବିଶ୍ୱର ସର୍ବବୃହତ୍ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରୁ ଅକ୍ଟୋବର...
ଏହିସବୁ କାରଣରୁ ଟିମ ଇଣ୍ଡିଆଠାରୁ ଦୂରରେ ସରଫରାଜ, ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ କରିବାକୁ ପଡ଼ିବ ଆହୁରି ଅପେକ୍ଷା
ନୂଆଦିଲ୍ଲୀ,୨୭।୬: ମୁମ୍ବାଇ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଷ୍ଟାର ବ୍ୟାଟ୍ସମ୍ୟାନ ସରଫରାଜ ଖାନ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ପ୍ରଥମ ଶ୍ରେଣୀ ସୁପରଷ୍ଟାର ସରଫରାଜଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇନାହିଁ। ଅନେକ କ୍ରିକେଟ ବିଶେଷଜ୍ଞ...
କ୍ରିକେଟ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷଣା: ଜାଣନ୍ତୁ କେବେ, କେଉଁଠି ହେବ ଭାରତ-ପାକିସ୍ତାନ ମହାମୁକାବିଲା
ନୂଆଦିଲ୍ଲୀ,୨୭।୬: ଦିନିକିଆ ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆଜିଠୁ ୧୦୦ଦିନ ପରେ ବିଶ୍ୱକପ ମ୍ୟାଚ ଆରମ୍ଭ ହେବ। ବିଶ୍ୱକପ ୨୦୨୩ କାର୍ଯ୍ୟସୂଚୀରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ୧୫ ଅକ୍ଟୋବରରେ ଅହମ୍ମଦାବାଦରେ ଖେଳାଯିବ। ଉଲ୍ଲେଖଥାଉ କି, ବିଶ୍ୱକପ...
ଶେଷ ଲିଗ୍ ମ୍ୟାଚ୍ରେ କୁଏଟ୍ ଚ୍ୟାଲେଞ୍ଜ
ବେଙ୍ଗାଲୁରୁ, ୨୭।୬(ପି.ଟି.): ବେଙ୍ଗାଲୁରୁର କାନ୍ତିରାବା ଷ୍ଟାଡିୟମରେ ଅନୁଷ୍ଠିତ ସାଫ୍ ଚାମ୍ପିୟନଶିପ୍ ୨୦୨୩ରେ ଗ୍ରୁପ୍ ଏ’ରେ ଭାରତ ନିଜର ଅନ୍ତିମ ମ୍ୟାଚ୍ ଖେଳିବ। ମଙ୍ଗଳବାର କୁଏଟ୍ ବିପକ୍ଷରେ ଦଳ ଏହାର ଅନ୍ତିମ ଲିଗ୍ ମ୍ୟାଚ୍ ଖେଳିବ। ଉଭୟ ଦଳ ସେମି ଫାଇନାଲରେ...
ନଟ୍ ୟେଟ୍ ଚାମ୍ପିୟନ୍
ଭୁବନେଶ୍ୱର, ୨୭ା୬, (ସରୋଜ ଜେନା): ଓସ୍କାର ସ୍ପୋର୍ଟିଂ ଆନୁକୂଲ୍ୟରେ ଅନୁଷ୍ଠିତ ୩ ଦିନିଆ ଆମ୍ବେଡକର ମେମୋରିଆଲ୍ ସିକ୍ସ ଏ ସାଇଡ୍ ଫୁଟବଲ ଟୁର୍ନାମେଣ୍ଟରେ ନଟ୍ ୟେଟ୍ ଦଳ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ୨୩ରୁ ୨୫ ଜୁନ୍ ଯାଏ ୟୁନିଟ୍-୮ସ୍ଥିତ...
ମହିଳା ଆଶେସ ଜିତିଲା ଅଷ୍ଟ୍ରେଲିଆ
ନଟିଂହାମ୍, ୨୭ ା୬: ଟେଣ୍ଟବ୍ରିଜରେ ଖେଳା ଯାଇଥିବା ଏକମାତ୍ର ଟେଷ୍ଟକୁ ୮୯ ରନରେ ଜିତିବା ସହ ମହିଳା ଆଶେଷ ଟେଷ୍ଟ ସିରିଜ୍ କବଜା କରିଛି ଅଷ୍ଟ୍ରେଲିଆ। ସ୍ପିନର ଆସ୍ଲେ ଗାର୍ଡନର ଦ୍ୱିତୀୟ ଇନିଂସରେ ୮ ଉଇକେଟ ନେଇ ବିଜୟରେ ମୁଖ୍ୟ...
ମହିଳା ବକ୍ସିଂ କୋଚ୍ରୁ ଓହରିଲେ ଭାସ୍କର
ନୂଆଦିଲ୍ଲୀ, ୨୭ା୬ (ପି.ଟି.): ଏସିଆନ ଗେମ୍ସ ଆଉ କିଛି ଦିନ ବାକି ରହିଥିବା ବେଳେ ଭାସ୍କର ଭଟ୍ଟ ମହିଳା ବକ୍ସିଂ ମୁଖ୍ୟ କୋଚ୍ ପଦବୀରୁ ଓହରିଯାଇଛନ୍ତି। ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ(ସାଇ)ରେ ତାଙ୍କୁ ହାଇ ପରଫର୍ମାନ୍ସ ଡାଇରେକ୍ଟର ଭାବେ ନୂଆ...
ଏମ୍ସିସି ଓ୍ବାଲର୍ଡ କ୍ରିକେଟ କମିଟିରେ ଝୁଲଣ
ଲଣ୍ଡନ, ୨୭ା୬ (ପି.ଟି.): ଭାରତର କିମ୍ବଦନ୍ତୀ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀ ଏମ୍ସିସି ଓ୍ବାଲର୍ଡ କ୍ରିକେଟ (ଡବ୍ଲ୍ୟୁସିସି) କମିଟିରେ ଯୋଗ ଦେଇଛନ୍ତି। ଏଥିରେ ଇଂଲଣ୍ଡ ମହିଳା ଦଳର ଅଧିନାୟିକା ହିଥର ନାଇଟ୍ ଓ ୨୦୧୯ ଦିନିକିଆ ବିଶ୍ୱକପ୍ ବିଜୟୀ ଅଧିନାୟକ...
ସେମି ଲାଇନ୍ ଅପ୍ ଚୂଡ଼ାନ୍ତ
ଭୁବନେଶ୍ୱର, ୨୭ା୬, (ବିଜୟ ରଣା): ଟିସିଏମ୍ ଓଡ଼ିଶା କ୍ରିକେଟ ଲିଗ୍ର ସେମିଫାଇନାଲ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଯାଇଛି। ମଙ୍ଗଳବାର ପ୍ରଥମ ସେମିଫାଇନାଲ ମ୍ୟାଚ ଓଡ଼ିଶା ଚିତାସ ଓ ଓଡ଼ିଶା ଲାୟନ୍ସ ମଧ୍ୟରେ ଖେଳାଯିବାକୁଥିବା ବେଳେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଓଡ଼ିଶା...
କ୍ରିକେଟରେ ୟୋ ୟୋ ଟେଷ୍ଟ
ଭାରତୀୟ କ୍ରିକେଟ ଦଳରେ ମୁମ୍ବାଇ କ୍ରିକେଟର ସର୍ଫରାଜ ଖାନ୍ଙ୍କୁ ସାମିଲ କରା ନ ଯିବାକୁ ନେଇ ତୁମ୍ବିତୋଫାନ ଉଠିଛି। ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଉ ନ ଥିବା ବେଳେ ଅନେକ ପୂର୍ବତନ କ୍ରିକେଟର ଏହାକୁ ନେଇ ଭିନ୍ନ ଭିନ୍ନ...
Archives


