ମୁମ୍ୱାଇକୁ ହରାଇଲା ପଞ୍ଜାବ
ମୁମ୍ୱାଇ,୧୬ା୪: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ଗୁରୁବାର ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍ଆଇ)କୁ ୭ ଉଇକେଟରେ ପରାସ୍ତ କରିଛି। କ୍ୱିଣ୍ଟନ ଡି’ କକ୍ଙ୍କ ଅପରାଜିତ ଶତକ ବଳରେ…
ଡି’ କକ୍ଙ୍କ ଅପରାଜିତ ଶତକ
ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍ଙ୍କ ଅପରାଜିତ ଶତକ ବଳରେ ମୁମ୍ୱାଇ ପ୍ରତିପକ୍ଷ ପଞ୍ଜାବ ସମ୍ମୁଖରେ ୧୯୬ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା…
ଫିଫା ମୁଖ୍ୟଙ୍କ ବଡ଼ ସୂଚନା: ବିଶ୍ୱକପ୍ ଖେଳିବ ଇରାନ୍
ପ୍ୟାରିସ୍,୧୬ା୪: ଆସନ୍ତା ଜୁନ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍ରେ ଇରାନ୍ ଖେଳିବ। ଏ ନେଇ ଫିଫା ମୁଖ୍ୟ ଜିଆନି ଇନ୍ଫାଣ୍ଟିନୋ ଗୁରୁବାର ସ୍ପଷ୍ଟ କରିଛନ୍ତି। ଆମେରିକା, ମେକ୍ସିିକୋ ଓ କାନାଡା ମିଳିତ ଭାବେ ବିଶ୍ୱ କ୍ରୀଡ଼ାର ସବୁଠୁ…
IPL 2026 ମଧ୍ୟରେ KKR ଅଧିନାୟକ ପଦରୁ ଇସ୍ତଫା ଦେଲେ ଅଜିଙ୍କ୍ୟ ରାହାଣେ, ହଠାତ ଦେଲେ ଇସ୍ତଫା, ଜାଣନ୍ତୁ ସତ୍ୟତା
ନୂଆଦିଲ୍ଲୀ,୧୬।୪: କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦରୁ ଅଜିଙ୍କ୍ୟ ରାହାଣେ ଇସ୍ତଫା ଦେଇଛନ୍ତି। ୨୦୨୬ ଆଇପିଏଲରେ କୋଲକାତା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହାଣେ ଅଧିନାୟକ ପଦ ଛାଡିବା ଖବର ବେଶ ଆଲୋଡ଼ନ ସୃଷ୍ଟି କରିଛି। ପ୍ରକୃତରେ, କେକେଆର୍ ଏପର୍ଯ୍ୟନ୍ତ ଆଇପିଏଲ…
ଘୋର ସମସ୍ୟାରେ SRH: ମାତ୍ର ତିନି ଦିନ ମଧ୍ୟରେ IPL 2026ରୁ ଦୁଇ ଷ୍ଟାର ଖେଳାଳି ବିଦା
ନୂଆଦିଲ୍ଲୀ,୧୬।୪: IPL 2026 ରୁ ଖେଳାଳିମାନଙ୍କୁ ବାଦ ଦିଆଯିବାର ଧାରା ଜାରି ରହିଛି। ସନରାଇଜର୍ସ ହାଇଦ୍ରାବାଦ ଏବେ ନିଶ୍ଚିତ କରିଛି ଯେ ଦ୍ରୁତ ବୋଲର ଡେଭିଡ ପେନ ଗୋଡ଼ ଆଘାତ ଯୋଗୁ ଟୁର୍ଣ୍ଣାମେଣ୍ଟରୁ ବାଦ ଦିଆଯାଇଛି। ଡେଭିଡ ପେନ ଜଣେ ଇଂଲିଶ…
T-20 କ୍ରିକେଟର ନୂଆ ‘ରେକର୍ଡ କିଙ୍ଗ’ ହେଲେ ବାବର ଆଜମ, ଭାଙ୍ଗିଲେ ବିରାଟ କୋହଲିଙ୍କ ମହାରେକର୍ଡ
ନୂଆଦିଲ୍ଲୀ,୧୬।୪: ୨୦୨୬ ପାକିସ୍ତାନ ସୁପର ଲିଗରେ ପେଶାୱାର ଜାଲମିର ଅଧିନାୟକ ବାବର ଆଜମ କ୍ୱେଟା ଗ୍ଲାଡିଏଟର୍ସ ବିପକ୍ଷରେ ୭୧ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳି ଇତିହାସ ରଚିଥିଲେ। ବାବର ଆଜମ T-20 କ୍ରିକେଟରେ ଅର୍ଦ୍ଧଶତକର ଏକ ଶତକ ପୂରଣ…
IPL ନିଲାମରେ ବିରାଟ କୋହଲିଙ୍କ ପାଇଁ ଦିଲ୍ଲୀ କାହିଁକି ନିଲାମ ଦେଲା ନାହିଁ? ରହସ୍ୟ ଖୋଲିଲେ ବୀରେନ୍ଦ୍ର ସେହୱାଗ
ନୂଆଦିଲ୍ଲୀ,୧୬।୪: ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହୱାଗ ପ୍ରକାଶ କରିଛନ୍ତି ଯେ କାହିଁକି ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ) ୨୦୦୮ ଆଇପିଏଲ ନିଲାମ ସମୟରେ ବିରାଟ କୋହଲିଙ୍କୁ ସେମାନଙ୍କ ଦଳରେ ସାମିଲ କରିନଥିଲା। ସେହୱାଗ ବ୍ୟାଖ୍ୟା କରିଛନ୍ତି ଯେ ଦିଲ୍ଲୀ…
କୋହଲିଙ୍କ ମୁଣ୍ଡରେ ଅଛି ଅରେଞ୍ଜ୍ କ୍ୟାପ୍: ଜାଣନ୍ତୁ କିଏ ପର୍ପଲ କ୍ୟାପ୍ ଦାବିଦାର
ନୂଆଦିଲ୍ଲୀ,୧୬।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ର ୨୩ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୫ ଉଇକେଟ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୧୪୬ ରନ୍ରେ ଅଲଆଉଟ ହୋଇଥିଲା। ଟାର୍ଗେଟ୍ର ପିଛା କରି ବିରାଟ କୋହଲି…
CSKକୁ ବଡ଼ ଝଟ୍କା: IPL 2026ରୁ ବାଦ୍ ପଡ଼ିଲେ ଏହି ଖେଳାଳି
ନୂଆଦିଲ୍ଲୀ,୧୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଆଉ ଜଣେ ଖେଳାଳି IPL 2026ରୁ ବାଦ ପଡ଼ିଛନ୍ତି। ଷ୍ଟାର ଫାଷ୍ଟ ବୋଲର ଖଲିଲ ଅହମ୍ମଦଙ୍କୁ ଆଘାତ ଯୋଗୁ ଚଳିତ ସିଜିନରୁ ବାଦ୍ ଦିଆଯାଇଛି। ବାମହାତୀ ଖଲିଲ CSK ପାଇଁ ଜଣେ ପ୍ରମୁଖ ବୋଲର ଥିଲେ।…
RCBର ଏତିହାସିକ ବିଜୟ, ପ୍ରଥମ ଥର ପାଇଁ ଘରୋଇ ମଇଦାନରେ ଲକ୍ଷ୍ନୌକୁ କଲା ପରାସ୍ତ
ନୂଆଦିଲ୍ଲୀ,୧୫।୪: ଭାରତୀୟ ପ୍ରିମିୟର ଲିଗ୍ ର ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜର ଘରୋଇ ଗ୍ରାଉଣ୍ଡ ଏମ୍.ଏ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) କୁ ପରାସ୍ତ କରିଛି। ବୋଲରଙ୍କ ଶାଣିତ ବୋଲିଂ ପରେ ବ୍ୟାଟରଙ୍କ…
ଏଥର ରାଜସ୍ଥାନ ରୟାଲ୍ସ ହିଁ ଜିତିବ ଆଇପିଏଲ୍? ଗୋଟିଏ ପରାଜୟ ଦେଲା ଖୁସିଖବର!
ନୂଆଦିଲ୍ଲୀ,୧୫।୪: ଆଇପିଏଲ୍ ୨୦୨୬ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ (RR) ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚ୍ରୁ ଦଳ ୪ଟିରେ ବିଜୟୀ ହୋଇଥିବାବେଳେ, ମାତ୍ର ଗୋଟିଏ ମ୍ୟାଚ୍ରେ ପରାଜୟର ସ୍ବାଦ ଚାଖିଛି। ଏହି ପରାଜୟ ଦଳକୁ ସନରାଇଜର୍ସ…
RCB ପ୍ଲେଇଂ ୧୧ରୁ ବାଦ୍ ପଡ଼ିଲେ ବିରାଟ କୋହଲି, କାହିଁକି ନିଆଗଲା ଏଭଳି ବଡ଼ ନିଷ୍ପତ୍ତି?
ବେଙ୍ଗାଲୁରୁ,୧୫।୪: ଆଇପିଏଲ୍ ୨୦୨୬ର ୨୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ RCB ଅଧିନାୟକ ରଜତ ପାଟିଦାର…

