ସ୍ବତନ୍ତ୍ର ରେକର୍ଡ ହାସଲ କଲେ ବିରାଟ କୋହଲି
କଲମ୍ବୋ,୧୨।୯: ଏସିଆ କପର ସୁପର-୪ରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ତାଙ୍କର ଦିନିକିଆ କ୍ୟାରିୟରର ୪୭ତମ ଶତକ। ଏହି ଫର୍ମାଟରେ ସର୍ବାଧିକ...
ଭାରତର ବୃହତ୍ ବିଜୟ ପରେ ଏମିତି କହିଲେ ରୋହିତ ଶର୍ମା
କଲମ୍ବୋ,୧୨।୯: ଏସିଆ କପ ୨୦୨୩ର ସୁପର-୪ରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଏହି ମ୍ୟାଚ୍ରେ ଟିମ ଇଣ୍ଡିଆ ୨୨୮ ରନ୍ରେ ଜିତିଛି। ପାକିସ୍ତାନ ବିପକ୍ଷ ଦିନିକିଆରେ ଭାରତର ସବୁଠାରୁ ବଡ ବିଜୟ। ଏହି ବିଜୟ...
୩ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି-ରାହୁଲ
କଲମ୍ବୋ,୧୨।୯: ଏସିଆ କପ୍ ସୁପର-୪ ଏକ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୨୮ ରନ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି। ତେବେ ଏହାପୂର୍ବରୁ ବିରାଟ କୋହଲି ଏବଂ କେ.ଏଲ...
ପାକିସ୍ତାନୀ କ୍ରିକେଟରଙ୍କୁ ୧୨ ବର୍ଷ ଜେଲ୍
କଲମ୍ବୋ,୧୨ା୯: ଜଣେ ନେତାଙ୍କ ହତ୍ୟାର ସୁପାରି ଦେବା ଅଭିଯୋଗରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଖଲିଦ୍ ଲତିଫଙ୍କୁ ୧୨ ବର୍ଷ ଜେଲ ଦଣ୍ଡ। ଇସଲାମ ବିରୋଧରେ ଆଇ ପ୍ରଣୟନକୁ ବିରୋଧ କରି ଲତିଫ୍ ୨୧ ହଜାର ୟୁରୋର ସୁପାରି ଦେଇଥିଲେ। ନିଜର...
କୋହଲିଙ୍କ ଦ୍ରୁତ ୧୩ ହଜାର ରନ୍
କଲମ୍ବୋ,୧୨।୯: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ପୂରଣ କରିଛନ୍ତି ୧୩ ହଜାର ରନ୍। ପାକିସ୍ତାନ ବିପକ୍ଷ ଏସିଆ କପ୍ର ସୁପର-୪ ମ୍ୟାଚରେ କୋହଲି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ କୋହଲିଙ୍କୁ...
ଭାରତର ବୃହତ୍ ବିଜୟ
କଲମ୍ବୋ,୧୨।୯: ଚଳିତ ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟର ବର୍ଷା ବାଧାପ୍ରାପ୍ତ ସୁପର-୪ ମ୍ୟାଚରେ ଭାରତ ୨୨୮ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଦୁଇ ଦିନରେ ଶେଷ ହୋଇଥିବା ଏହି ମ୍ୟାଚରେ ଭାରତ ୫୦ ଓଭରରେ ୨ ଉଇକେଟ ହରାଇ ୩୫୬...
୩୯ ବର୍ଷର ରେକର୍ଡ ଭାଙ୍ଗିବାରେ ବଞ୍ଚିତ ହେଲେ ବିଦ୍ୟା ରାମରାଜ୍
ଚଣ୍ଡିଗଡ଼,୧୧ା୯: ୪୦୦ ମିଟର ହର୍ଡଲ୍ସରେ କିମ୍ବଦନ୍ତୀ ପି.ଟି ଉଷାଙ୍କ ୩୯ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିବାରେ ଅଳ୍ପକେ ବଞ୍ଚିତ ହୋଇଛନ୍ତି ଏସିଆନ ଗେମ୍ସ ପାଇଁ ମନୋନୀତ ହୋଇଥିବା ତାମିଲନାଡୁର ଆର. ବିଦ୍ୟା ରାମରାଜ। ଚଳିତ ଇଣ୍ଡିଆନ ଗ୍ରାଁ ପ୍ରି-୫ରେ ବିଦ୍ୟା ୫୫.୪୩...
ଜୋକୋଭିଚ୍ ଚାମ୍ପିୟନ
ନ୍ୟୁୟର୍କ,୧୧ା୯: ଗ୍ରାଣ୍ଡସ୍ଲାମ ଟେନିସ୍ ଟୁର୍ନାମେଣ୍ଟ ୟୁଏସ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରଛନ୍ତି ସର୍ବିୟାର ନୋଭାକ୍ ଜୋକୋଭିଚ୍। ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ରୁଷିଆର ଡାନିଲ ମେଡଭେଡେଭଙ୍କୁ ୬-୩, ୭-୬(୫) ଓ ୬-୩ ସେଟ୍ରେ ପରାସ୍ତ କରିଥିଲେ ଜୋକୋଭିଚ୍। ମ୍ୟାଚ୍ଟି...
ପାକିସ୍ତାନ ଆଗରେ ୩୫୭ ରନ୍ ଟାର୍ଗେଟ୍
କଲମ୍ବୋ,୧୧ା୯: କଲମ୍ବୋ ସ୍ଥିତ ଆର୍.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ସୋମବାର ରିଜର୍ଭ ଡେରେ ଖେଳାଯାଇଥିବା ଏସିଆ କପ୍ ସୁପର-୪ ମ୍ୟାଚ୍ରେ ବିରାଟ କୋହଲି ଏବଂ କେ.ଏଲ ରାହୁଲଙ୍କ ଦମ୍ଦାର ଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨ ଉଇକେଟ ହରାଇ...
ପୁଣି ଭାରତ-ପାକିସ୍ତାନ ମ୍ୟାଚ୍ ଆରମ୍ଭ
କଲମ୍ବୋ,୧୧।୯: ଏସିଆ କପ୍ ସୁପର୍-୪ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ରିଜର୍ଭ ଡେ’ରେ ପୁଣି ଆରମ୍ଭ ହୋଇଛି। ବର୍ଷା ଯୋଗୁ ରବିବାର ହେବା ସମୟରେ ଭାରତୀୟ ଦଳ ୨୪.୧ ଓଭରରେ ଦୁଇଟି ଉଇକେଟ୍ ହରାଇ ୧୪୭ ରନ ସଂଗ୍ରହ କରିଥିଲା।...
ପାକିସ୍ତାନକୁ ବଡ଼ ଝଟ୍କା
କଲମ୍ବୋ,୧୧।୯: ୨୦୨୩ ଏସିଆ କପର ସୁପର-୪ ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଚାଲିଛି। ତେବେ ବର୍ଷା ହେତୁ ରବିବାର ଦିନ ଭାରତ-ପାକିସ୍ତାନ ମ୍ୟାଚ ଶେଷ ହୋଇପାରି ନ ଥିଲା। ଏହି ମ୍ୟାଚ ରିଜର୍ଭ ଡେ’ରେ ଖେଳାଯାଉଛି। ଆଜି...
ରିଜର୍ଭ ଡେ’ରେ ମ୍ୟାଚ୍ ରଦ୍ଦ ହେଲେ ଏମିତି ହେବ ଭାରତର ସ୍ଥିତି
ନୂଆଦିଲ୍ଲୀ,୧୧।୯: ଏସିଆ କପ୍ର ସୁପର-୪ ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଥିଲା। କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ବର୍ଷା ହେତୁ ମ୍ୟାଚ ଶେଷ ହୋଇପାରି ନାହିଁ ଏବଂ ବର୍ତ୍ତମାନ ମ୍ୟାଚ ଆଜି ରିଜର୍ଭ ଡେ’ରେ ଖେଳାଯିବ।...
Archives


