ଖେଳ

ଭାରତୀ, ଅମୂଲ୍ୟଙ୍କୁ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): ଷାଠିଏ ଓ ସତୁରି ଦଶକରେ ଦେଶର ଶ୍ରେଷ୍ଠ ଫୁଟବଲ ଗୋଲକିପର ଭାବେ ପରିଚିତ ଥିବା ଭାରତୀକୃଷ୍ଣ ମିଶ୍ର ଏବଂ ସଫଳ ହକି କୋଚ ଅମୂଲ୍ୟ ବେହେରାଙ୍କୁ ୨୦୨୩ ବର୍ଷର ସମ୍ମାନଜନକ କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା…

ପାକିସ୍ତାନ ହାତ ଛାଡିଲେ ଏହି ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୯।୧: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଗ୍ରାଣ୍ଟ ବ୍ରାଡବର୍ନ ପାକିସ୍ତାନ କ୍ରିକେଟ ବୋର୍ଡ ଛାଡିଛନ୍ତି। ସେ ପାକିସ୍ତାନର ଉଚ୍ଚ ପ୍ରଦର୍ଶନକାରୀ(High-performance coach) କୋଚ ଥିଲେ। ଗତ ଏକ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ସେ ମିକି ଆର୍ଥରଙ୍କ ଅନୁପସ୍ଥିତିରେ ପାକିସ୍ତାନ…

ଗୁଜରାଟ, ଚେନ୍ନାଇର ବୃହତ୍‌ ବିଜୟ

ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ର ଅନୁଷ୍ଠିତ ୨ଟି ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସ ଓ ଚେନ୍ନାଇ କୁଇକ୍‌ ଗନ୍ସ ବୃହତ୍‌ ବିଜୟ ହାସଲ କରିଛନ୍ତି। ଗୁଜରାଟ ୪୨-୨୨ ପଏଣ୍ଟରେ…

ଅର୍ଜୁନ ପୁରସ୍କାରକୁ ନେଇ ଭାବପ୍ରବଣ ହେଲେ ଶାମି, କହିଲେ ଏହା ଏକ ସ୍ବପ୍ନ ସାକାର ହେବା ଭଳି…

ନୂଆଦିଲ୍ଲୀ,୮।୧: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଅର୍ଜୁନ ପୁରସ୍କାର ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ଦ୍ରୁତ ବୋଲର କହିଛନ୍ତି ଯେ, ଏହା ଏକ ସ୍ବପ୍ନ ସାକାର ହେବା ଭଳି। ମୁଁ ଖୁସି ଯେ ମୋର ନାମ ଅର୍ଜୁନ ପୁରସ୍କାର…

ଚମକିଲା ମହମ୍ମଦ ରିଜଓ୍ବାନଙ୍କ ଭାଗ୍ୟ, ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୮।୧: ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଟି -୨୦ ଫର୍ମାଟରେ ପାକିସ୍ତାନର ଉପ-ଅଧିନାୟକ ହେବେ। ଏଥିସହିତ ଏହି ଦଳର କମାଣ୍ଡ ଦ୍ରୁତ ବୋଲର ଶାହିନ ଆଫ୍ରିଦିଙ୍କ ହାତରେ ରହିବ। ବାସ୍ତବରେ, ନିକଟରେ ବାବର ଆଜମ ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଥିଲେ,…

ଯୁବ ଶୁଟର ବରୁଣ, ଇଶାଙ୍କୁ ମିଳିଲା ଅଲିମ୍ପିକ କୋଟା

ଜାକର୍ତ୍ତା,୮ା୧: ଜକର୍ତ୍ତାଠାରେ ଚାଲିଥିବା ଏସିଆନ କ୍ୱାଲିଫାୟର୍ସ ୧୦ ମିଟର ମହିଳା ଏବଂ ପୁରୁଷ ଏୟାର ପିସ୍ତଲ ଇଭେଣ୍ଟରେ ଭାରତର ଯୁବ ଶୁଟର ବରୁଣ ତୋମାର ଓ ଇଶା ସିଂ ସ୍ବର୍ଣ୍ଣ ପଦକ ସହ ଅଲିମ୍ପିକ କୋଟା ହାସଲ କରିଛନ୍ତି। ଏହି ଦୁଇଜଣଙ୍କ…

ଜାତୀୟ ଜୁନିୟର ହ୍ୟାଣ୍ଡବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଆ ପୁଅ ସତ୍ୟଜିତ୍‌

ଧାମନଗର,୮।୧(ଦେବେନ୍ଦ୍ର ଆନ୍ଦିଆ): ଜାତୀୟସ୍ତରରେ ଜୁନିୟର ହ୍ୟାଣ୍ଡବଲ୍‌ ଚାମ୍ପିୟନଶିପ୍‌ରେ ଭାଗ ନେବା ପାଇଁ ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦେହୁଡ଼ି ଆନନ୍ଦପୁର ପଞ୍ଚାୟତର ସତ୍ୟଜିତ ପାଗଳ(୧୬) ମନୋନୀତ ହୋଇଛନ୍ତି। ମଙ୍ଗଳବାରଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନରେ ନ୍ୟାଶନାଲ ଜୁନିୟର ହ୍ୟାଣ୍ଡବଲ…

ଆଇପିଏଲ୍ ପୂର୍ବରୁ ସମାଲୋଚକଙ୍କ ମୁହଁ ବନ୍ଦ କଲେ ରିୟାନ୍ ପରାଗ, ରଣଜୀରେ ହାସଲ କଲେ ଦ୍ରୁତତମ ଶତକ

ନୂଆଦିଲ୍ଲୀ,୮।୧: ଆସାମ କ୍ରିକେଟର ରିୟାନ ପରାଗ ଇତିହାସ ସୃଷ୍ଟି କରିଛନ୍ତି। ରଣଜୀ ଟ୍ରଫି ମ୍ୟାଚରେ ରିୟାନ୍ ମାତ୍ର ୫୬ ବଲରେ ଶତକ ହାସଲ କରିଥିଲେ। ଛତିଶଗଡ ବିପକ୍ଷ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି। ରଣଜୀ ଟ୍ରଫି ଇତିହାସରେ ଏହା…

ଭାରତ-ମାଳଦ୍ୱୀପ ବିବାଦ ମଧ୍ୟରେ ଧୋନୀଙ୍କ ଏହି ଭିଡିଓ ହେଉଛି ଭାଇରାଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୮।୧: ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତର ଫଟୋ ଉପରେ ମାଳଦ୍ୱୀପ ମନ୍ତ୍ରୀଙ୍କ କିଛି କମେଣ୍ଟକୁ ନେଇ ବିବାଦ ଥମିବାର ନାଁ ଧରୁନି। ଏହି ପ୍ରସଙ୍ଗରେ ଭାରତ ସରକାର ଦେଶରେ ମାଳଦ୍ୱୀପ କୂଟନୀତିଜ୍ଞଙ୍କୁ ରିପୋର୍ଟ ତଲବ କରିଥିବାବେଳେ ପ୍ରତ୍ୟେକ…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା, ମ୍ୟାଚରୁ ବାଦ୍‌ ପଡିପାରନ୍ତି ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ,୮।୧: ଜାନୁଆାରୀ ୨୫ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ଟେଷ୍ଟ ମ୍ୟାଚ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ବଡ ଅସୁବିଧାରେ ଥିବା ଜଣାପଡିଛି। ଷ୍ଟାର ବୋଲର ମହମ୍ମଦ ଶାମି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍‌ ନୁହଁନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ…

ମାତ୍ର ୩୨ ବର୍ଷ ବୟସରେ ଟେଷ୍ଟ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୧: ଦକ୍ଷିଣ ଆଫ୍ରିକାର ଜଣେ ପରେ ଜଣେ କ୍ରିକେଟର୍‌ ଅବସର ନେଉଛନ୍ତି। ଭାରତ ବିପକ୍ଷ ଟେଷ୍ଟ ସିରିଜ ପରେ ଡିନ ଏଲଗାର ଅବସର ନେଇଥିଲେ। ଏହାପୂର୍ବରୁ କ୍ୱିଣ୍ଟନ ଡି କକ ବିଶ୍ୱକପ ପରେ ଦିନିକିଆ କ୍ରିକେଟ ଛାଡିଥିଲେ। ସେ ଟେଷ୍ଟରୁ ଅବସର…

କିଏ ଶିଖାଇବ ମତେ କ୍ୟାଚ ଧରିବା: ହାସନଙ୍କ ଭିଡ଼ିଓ ଭାଇରାଲ…

ଇସଲାମାବାଦ,୮।୧ : ପାକିସ୍ତାନର ଦ୍ରୁତ ବୋଲର ହାସନ ଅଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଏହି ଭିଡିଓରେ ବହୁତ କ୍ରୋଧିତ ଦେଖାଯାଉଛନ୍ତି। ବାସ୍ତବରେ, ଏହି ଭିଡିଓ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ ଟେଷ୍ଟ ମ୍ୟାଚ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri