ଚାଲିଥିଲା ଆଫଗାନିସ୍ତାନ- ଶ୍ରୀଲଙ୍କା ମ୍ୟାଚ, ହଠାତ୍ ଭୟରେ ଥରିଲେ କ୍ରିକେଟର୍
କ୍ରିକେଟ୍ ମ୍ୟାଚ୍ ବେଳେ ଘଟିଲା ଅଭାବନୀୟ ଘଟଣା । ମଇଦାନ ଭିତରକୁ ପଶି ଆସିଲା ଗୋଧୀ। ଭୟରେ ଥରିଲେ କ୍ରିକେଟର। ଏଭଳି ଘଟଣା ଘଟିଛି କଲମ୍ବୋରେ। କଲମ୍ବୋରେ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଚାଲିଥିବା ବେଳେ ଏହି ଘଟଣା ଦେଖିବାକୁ…
ଆଣ୍ଡରସନଙ୍କ ସହ ମୁକାବିଲା ଉପରେ କହି ହୃଦୟ ଜିତିଲେ ବୁମ୍ରା
ନୂଆଦିଲ୍ଲୀ,୭।୨: ବିଶାଖାପାଟନମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଜସପ୍ରୀତ ବୁମ୍ରା ଚମତ୍କାର ପ୍ରଦର୍ଶନ କରି ମୋଟ ୯ଟି ଉଇକେଟ୍ ନେଇଥିଲେ। ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବୁମରାଙ୍କୁ ‘ପ୍ଲେୟାର ଅଫ ଦ ମ୍ୟାଚ’ ଆଖ୍ୟା ଦିଆଯାଇଥିଲା। ମ୍ୟାଚ ପରେ ବୁମ୍ରାଙ୍କୁ…
ଟିମ୍ ଇଣ୍ଡିଆରେ ରୋହିତ-ବିରାଟଙ୍କ ସ୍ଥାନ ନେବେ ଏହି ଦୁଇ କ୍ରିକେଟର: ଜଣେ ଗଲେ ଆଉ ଜଣେ ଆସିବେ…
କୋଲକାତା,୭।୨ : ଭାରତର କିମ୍ବଦନ୍ତୀ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମା କାନ୍ଧରେ ଦଳର ଭାର ନେଇ ଆଗକୁ ବଢୁଛନ୍ତି। ଉଭୟ ରୋହିତ ଏବଂ ବିରାଟ ଏପରି କିମ୍ବଦନ୍ତୀ, ଯାହାଙ୍କର ଅନୁପସ୍ଥିତି ଟିମ ଇଣ୍ଡିଆ ପାଇଁ ସର୍ବଦା ଏକ ଶୂନ୍ୟସ୍ଥାନ…
୩ୟ ଟେଷ୍ଟ ପୂର୍ବରୁ ରାଜକୋଟ ଷ୍ଟାଡିୟମରେ ହେବ ପରିବର୍ତ୍ତନ, ବଦଳିବ ଏହାର ପରିଚୟ
ନୂଆଦିଲ୍ଲୀ,୭।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ପ୍ରଥମ ଟେଷ୍ଟରେ ଇଂଲଣ୍ଡ ହାତରେ ପରାଜୟର ସମ୍ମୁଖୀନ ହେବା ପରେ ଭାରତୀୟ ଦଳ ଦୃଢ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚ ଜିତିଥିଲା।…
ଭାରତ-ପାକିସ୍ତାନ ମଧ୍ୟରେ ବିଶ୍ୱକପ୍ ଫାଇନାଲ, ୧୮ ବର୍ଷ ପରେ ଟାଇଟଲ ପାଇଁ ହୋଇପାରେ କଡ଼ା ମୁକାବିଲା
ନୂଆଦିଲ୍ଲୀ,୭।୨: ୨୦୨୪ ୧୯ ବର୍ଷରୁ କମ୍ ବିଶ୍ୱକପ୍ ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତୀୟ କ୍ରିକେଟ ଦଳ ଅପରାଜିତ ଥିବାବେଳେ ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇପାରେ। ଯଦି ଏହା…
ପୂର୍ବତନ ରଣଜୀ ଖେଳାଳି ଶୁଭାଶିଷ ଭୂୟାଁଙ୍କ ପରଲୋକ
ଭୁବନେଶ୍ୱର, ୭।୨ (ତପନ ସ୍ବାଇଁ): ପୂର୍ବତନ ରଣଜୀ ଟ୍ରଫି ଖେଳାଳି ତଥା ଓଡ଼ିଶା ସିନିୟର କ୍ରିକେଟ ଦଳର ଚୟନକର୍ତ୍ତା ଶୁଭାଶିଷ ଭୂୟାଁଙ୍କର ସୋମବାର ରାତିରେ ପରଲୋକ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନା ନେବା ବାଟରେ ସେ ମୃତ୍ୟୁବରଣ କରିଥିଲେ।…
ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ବଳାତ୍କାର ମାମଲା
ବେଙ୍ଗାଲୁରୁ/ନୂଆଦିଲ୍ଲୀ, ୭ା୨(ପି.ଟି.): ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ବେଙ୍ଗାଲୁରୁ ପୋଲିସ ପୋକ୍ସୋ ଆଇନ ଅଧୀନରେ ଅର୍ଜୁନ ପୁରସ୍କାର ବିଜୟୀ ଭାରତୀୟ ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ କରିଛି। ୨୨ ବର୍ଷୀୟା ମହିଳା ଜଣକ କହିଛନ୍ତି…
ନେପାଳକୁ ହରାଇ ଫାଇନାଲରେ ଭାରତ
ଢାକା, ୭ା୨(ପି.ଟି.): ନେହାଙ୍କ ଡବଲ୍ ଗୋଲ୍ ବଳରେ ଭାରତ ଏହାର ଶେଷ ଲିଗ୍ ମ୍ୟାଚରେ ନେପାଳକୁ ୪-୦ ଗୋଲ୍ରେ ପରାସ୍ତ କରି ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍ ସାଫ୍ ମହିଳା ଫୁଟ୍ବଲ ଚାମ୍ପିୟନଶିପ୍ର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯିବାକୁ…
ବିଜୟରେ ନେଦରଲାଣ୍ଡ୍ସର ହ୍ୟାଟ୍ରିକ୍
ଭୁବନେଶ୍ୱର, ୭।୨(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ମହିଳା ହକି ପ୍ରୋ ଲିଗ୍ରେ ନେଦରଲାଣ୍ଡ୍ସ ଦଳ ବିଜୟରେ ହ୍ୟାଟ୍ରିକ ଅର୍ଜନ କରିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ଚାଇନାକୁ ୩-୧ ଗୋଲରେ ପରାସ୍ତ କରିଛି। ଆମେରିକାକୁ ୭-୦ ଗୋଲରେ…
ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ
ପୁରୀ, ୭।୨(ଅଜିତ୍ ମହାନ୍ତି): ରାଜ୍ୟସ୍ତରୀୟ ପୁରୁଷ ଓ ମହିଳା କ୍ରିକେଟ୍ ପ୍ରତିଯୋଗିତା ମଙ୍ଗଳବାରଠାରୁ ଜଗନ୍ନାଥ ଷ୍ଟାଡିୟମ୍ରେ ଆରମ୍ଭ ହୋଇଯାଇଛି। ନୂଆ-ଓ ମାଧ୍ୟମରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଜିଲାପାଳ ବିଜୟ କୁମାର ଦାଶ ଉଦ୍ଘାଟନ କରିବା ସହ କ୍ରୀଡ଼ା ଶୃଙ୍ଖଳା, ଭାଇଚାରା ଓ…
ଫାଇନାଲରେ ଭାରତ
ବେନୋନି, ୭ା୨ (ପି.ଟି.): ସ୍ଥାନୀୟ ଓ୍ବିିଲୋମୁର୍ ଷ୍ଟାଡିୟମରେ ମଙ୍ଗଳବାର ୫ଥର ଚାମ୍ପିୟନ ଭାରତ ୨ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୯ ବର୍ଷରୁ କମ୍ ଆଇସିସି କ୍ରିକେଟ ବିଶ୍ୱକପ୍ର ଫାଇନାଲରେ ପ୍ରବେଶ କରିଛି। ୨୪୫ ରନର ବିଜୟ ଲକ୍ଷ୍ୟକୁ ପିଛା…
ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଭାରତ
ବେନୋନ, ୬ା୨: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୯ ବର୍ଷରୁ କମ୍ ଆଇସିସି କ୍ରିକେଟ ବିଶ୍ୱକପ୍ର ଫାଇନାଲରେ ପ୍ରବେଶ କରିଛି ଭାରତ। ସ୍ଥାନୀୟ ଓ୍ବିିଲୋମୁର୍ ଷ୍ଟାଡିୟମରେ ମଙ୍ଗଳବାର ୫ଥର ଚାମ୍ପିୟନ ଭାରତ ୨ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ୨୪୫…
Archives


