ଖେଳ

ତୃତୀୟ ଟେଷ୍ଟରେ ଅଜବ ଡ୍ରାମା: ପାଳି ଘୋଷଣା ହେବାପୂର୍ବରୁ ପାଭିଲିୟନ ଫେରୁଥିଲେ ଯଶସ୍ବୀ-ସରଫରାଜ,ଅଟକାଇଲେ ରୋହିତ: ଦେଖନ୍ତୁ ଭିଡିଓ

ରାଜକୋଟ,୧୮।୨: ରାଜକୋଟରେ ଭାରତ ଇଂଲଣ୍ଡକୁ ଶୋଚନୀୟ ଭାବେ ପରାସ୍ତ କରିଛି। ଟିମ ଇଣ୍ଡିଆ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ୪୩୪ ରନ୍‌ରେ ଜିତିଛି। ଏହି ମ୍ୟାଚର ଚତୁର୍ଥ ଦିନରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯଶସ୍ବୀ ଜୟସ୍ବାଲ ଏବଂ ସରଫରାଜ…

ଆଇପିଏଲ୍‌ ଅଲ୍‌ଟାଇମ୍‌ ଗ୍ରେଟେଷ୍ଟ ଟିମ୍‌: ଧୋନୀ ଅଧିନାୟକ

ନୂଆଦିଲ୍ଲୀ,୧୮ା୨: ୨୦୦୮ରୁ ଆରମ୍ଭ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସଫଳତା ପୂର୍ତ୍ତି ପାଳନ ଅବସରରେ ରବିବାର ଏହାର ଅଲ୍‌ଟାଇମ ଗ୍ରେଟେଷ୍ଟ ଟିମ୍‌ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କୁ ଦଳର ଅଧିନାୟକ ମନୋନୀତ କରାଯାଇଛି। ଏଥିପାଇଁ ପୂର୍ବତନ…

୧୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲା ଭାରତ

ରାଜକୋଟ,୧୮।୨: ରାଜକୋଟ ଟେଷ୍ଟରେ ଭାରତ ୪୩୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତ ଏକ ବଡ଼ ରେକର୍ଡ କରିଛି। ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ୧୮ଟି ଛକା ମାରିଛି। ସେ ଏକ ଇନିଂସରେ ଭାରତୀୟ ଦଳ…

ଭାରତକୁ ହେଲା ବଡ଼ ଲାଭ, ଅଷ୍ଟ୍ରେଲିଆକୁ ଟପିଲା

ରାଜକୋଟ,୧୮।୨: ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ଭାରତ ଜିତିଛି। ଭାରତ ରାଜକୋଟରେ ୪୩୪ ରନ୍‌ରେ ଭ୍ରମଣକାରୀ ଦଳକୁ ପରାସ୍ତ କରିଥିଲେ। ଟେଷ୍ଟ ଇତିହାସରେ ଏହା ଭାରତର ସବୁଠାରୁ ବଡ ବିଜୟ। ଏହାପୂର୍ବରୁ ୨୦୨୧ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ…

ଅଶ୍ୱିନ ଘରକୁ ଯିବା ଆସିବା ପାଇଁ ସ୍ୱତନ୍ତ୍ର ଚାର୍ଟର୍ଡ ବିମାନ ବ୍ୟବସ୍ଥା କରିଥିଲେ ଜୟ ଶାହା

ନୂଆଦିଲ୍ଲୀ,୧୮।୨ : ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ ଚାଲିଥିବା ବେଳେ ଆର. ଅଶ୍ୱିନ ବ୍ୟକ୍ତିଗତ କାରଣରୁ ଘରକୁ ଚାଲି ଯାଇଥିଲେ। ରିପୋର୍ଟ ଅନୁଯାୟୀ ଅଶ୍ୱିନଙ୍କ ମା’ଙ୍କର ଅସୁସ୍ଥତା କାରଣରୁ ସେ ଘରକୁ ଯାଇଥିବା କୁହାଯାଉଛି। ଖେଳର ଚତୁର୍ଥ ଦିନରେ ସେ…

ଟେଷ୍ଟ କ୍ରିକେଟ୍‌ ଇତିହାସରେ ସବୁଠୁ ବଡ଼ ବିଜୟ ହାସଲ କଲା ଭାରତ

ରାଜକୋଟ,୧୮।୨: ଟିମ ଇଣ୍ଡିଆ ତୃତୀୟ ଟେଷ୍ଟରେ ୪୩୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ରାଜକୋଟରେ ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୪୪୫ ରନ ସଂଗ୍ରହ କରିଥିଲା। ଏହା ପରେ ୪୩୦ ରନ ସ୍କୋର କରିବା ପରେ ଦ୍ୱିତୀୟ ଇନିଂସ ଘୋଷଣା…

ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ତୃତୀୟ ଭାରତୀୟ କ୍ରିକେଟର୍‌ ଭାବେ…

ରାଜକୋଟ,୧୮।୨: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଯଶସ୍ବୀ ଜୟସ୍ବାଲଙ୍କ ଚମତ୍କାର ଫର୍ମ ଜାରି ରହିଛି। ସେ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ରେ ଦ୍ୱିଶତକ ହାସଲ କରିଥିଲେ। ଦ୍ୱିତୀୟ ଇନିଂସରେ ଯଶାସଭି ଅପରାଜିତ ୨୧୪ ରନ ସଂଗ୍ରହ କରିଥିଲେ। ସରଫରାଜ ଖାନ…

ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଲହରୀ

ନୂଆଦିଲ୍ଲୀ,୧୮।୨: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ମାଇକ ପ୍ରୋକ୍ଟରଙ୍କ ପରଲୋକ ଘଟିଛି। ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ୭୭ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ କ୍ରିକେଟ କ୍ୟାରିୟର ପରେ ମାଇକ ପ୍ରୋକ୍ଟର ମଧ୍ୟ ଜଣେ କୋଚ ଥିଲେ। ଏନେଇ ସୂଚନା…

ପୁଣି ଇତିହାସ ରଚିଲେ ଜୟସ୍ବାଲ: ରାଜକୋଟ ଟେଷ୍ଟରେ ଧୂଆଁଧାର ଦ୍ୱିଶତକ,ଭାଙ୍ଗିଲେ ସିଦ୍ଧୁ-ମୟଙ୍କଙ୍କ ରେକର୍ଡ…

ରାଜକୋଟ,୧୮।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରାଜକୋଟରେ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତର ଓପନର୍‌ ବ୍ୟାଟ୍ସମ୍ୟାନ ଯଶସୱୀ ଜୟସ୍ବାଲ ପୁଣି ଥରେ ଚମତ୍କାର କରିଛନ୍ତି। ଇତିହାସ ରଛିବା ସହିତ ସେ ପୁଣି ଥରେ ଦ୍ୱିଶତକ ହାସଲ କରିଛନ୍ତି।…

ରଣଜୀ ଟ୍ରଫି ନ ଖେଳିଲେ ଗମ୍ଭୀର ପରିଣାମ

ନୂଆଦିଲ୍ଲୀ,୧୮।୨ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ଖେଳାଳିଙ୍କୁ ଚେତାବନୀ ଦେଇଛି। ଚଳିତ ରଣଜୀ ଟ୍ରଫି ସିଜନରେ ଖେଳୁ ନଥୁବା ଖେଳାଳିଙ୍କୁ ଗମ୍ଭୀର ପରିଣାମର ସମ୍ମୁଖୀନ ହେବାକୁ ପଡିବ ବୋଲି ବୋର୍ଡ ତରଫରୁ ସତର୍କ…

ମହିଳା ପ୍ରୋ ଲିଗ୍‌: ଅଷ୍ଟ୍ରେଲିଆକୁ ହରାଇଲା ଭାରତ, ଘରୋଇ ମାଟିରେ ପ୍ରଥମ

ରାଉରକେଲା,୧୭।୨(ଦିନେଶ ମିଶ୍ର): ମହିଳା ପ୍ରୋ ଲିଗ୍‌ ହକିରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚଳିତ ସିଜନର ଦ୍ୱିତୀୟ ବିଜୟ ହାସଲ କରିଛି ଭାରତ। ଶନିବାର କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ଟିକୁ ଭାରତ ୧-୦ରେ ଜିତି ନେଇଥିଲା। ଏହା ପୂର୍ବରୁ ଭାରତ କେବଳ ଆମେରିକା ବିପକ୍ଷରେ…

ଧୂଆଁଧାର ଶତକ କରି କାହିଁକି ହଠାତ ପଡ଼ିଆରୁ ପାଭିଲିୟନ ଫେରିଲେ ଜୟସ୍ବାଲ…

ରାଜକୋଟ,୧୭।୨ : ଇଂଲଣ୍ଡ ବିପକ୍ଷରେ ରାଜକୋଟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ କ୍ରିକେଟ ଦଳର ଉଦୀୟମାନ ତାରକା ତଥା ଓପନର୍‌ ବ୍ୟାଟ୍ସମ୍ୟାନ ଯଶାସୀ ଜୟସ୍ବାଲ ଏକ ଧୂଆଁଧାର ଶତକ ହାସଲ କରିଛନ୍ତି। ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଜୟସ୍ବାଲ ୧୨୨ବଲରେ ଶତକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri