ଏମିତି ଛକା ମାରିଲେ ବ୍ୟାଟ୍ସମ୍ୟାନ୍, ଭାଙ୍ଗିଗଲା କ୍ୟାମେରା: ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୪।୧: ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଡାରିଲ ମିଚେଲ ଏମିତି ଛକା ମାରିଥିଲେ, ବଲ ସିଧା ଯାଇ କ୍ୟାମେରାକୁ ବାଜିଥିଲା। ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ହାମିଲଟନ୍ର ସେଡନ ପାର୍କରେ ଖେଳାଯାଇଥିଲା। ନ୍ୟୁଜିଲାଣ୍ଡ ପାକିସ୍ତାନକୁ ୨୧...
କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର ଆଜମ
ନୂଆଦିଲ୍ଲୀ,୧୪।୧: ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜାମଙ୍କ ଉତ୍କୃଷ୍ଟ ଫର୍ମ ଟି-୨୦ କ୍ରିକେଟରେ ଜାରି ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ବାବର ଆଜମ କ୍ରମାଗତ ଦ୍ୱିତୀୟ ପଚାଶ ସ୍କୋର କରିଥିଲେ। ଏହି ପଚାଶଟି ସହିତ ବାବର ଆଜମ ବିରାଟ କୋହଲିଙ୍କୁ ମଧ୍ୟ...
ଟି୨୦ ଟିମ୍କୁ କାହିଁକି ଫେରିଲେ ବିରାଟ? ରାଇନା କହିଲେ…
ଇନ୍ଦୋର,୧୪।୧: ଭାରତୀୟ କ୍ରିକେଟ ଟିମ୍ ଟି୨୦ ବିଶ୍ୱକପ୍ ୨୦୨୪ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ଅନ୍ତିମ ଟି୨୦ ସିରିଜ ଖେଳିବ। ସିରିଜ ଲାଗି ଦୀର୍ଘ ୧୪ ମାସର ବ୍ୟବଧାନ ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଦଳକୁ ଫେରିଛନ୍ତି। ଉଭୟ...
କିଏ ସେ ଧ୍ରୁବ୍ ଜୁରେଲ? ସୁନା ଚେନ୍ ବିକ୍ରି କରି ମା’ ଦେଇଥିଲେ କ୍ରିକେଟ କିଟ୍, ଏବେ ଦେଶ ପାଇଁ ଖେଳିବେ…
ନୂଆଦିଲ୍ଲୀ,୧୩।୧: ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ଲାଗି ଭାରତୀୟ ଟିମ୍ ପ୍ରସ୍ତୁତ। ପ୍ରାରମ୍ଭିକ ଦୁଇ ମ୍ୟାଚ୍ ଲାଗି ଦଳ ଘୋଷଣା ମଧ୍ୟ ହୋଇସାରିଛି। ଏଥିରେ ୨୨ ବର୍ଷୀୟ ଧ୍ରୁବ୍ ଜୁରେଲଙ୍କୁ ଡେବ୍ୟୁର ସୁଯୋଗ ମିଳିଛି। ରଣଜୀ ଟ୍ରଫିରେ...
ବାଂଲାଦେଶ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ପଦ ଛାଡିବେ ନଜମୁଲ ହସନ
ଢାକା,୧୩।୧: ନଜମୁଲ ହସନ ବାଂଲାଦେଶ କ୍ରିକେଟ ବୋର୍ଡର ସଭାପତି ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ବାଂଲାଦେଶ ସରକାରରେ କ୍ରୀଡ଼ା ମନ୍ତ୍ରୀ ପଦ ପାଇବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସେ ଏହି ପଦବୀରେ ୧୨ବର୍ଷ ଧରି ରହିଥିଲେ।...
କର୍ନାଟକକୁ ଝଟକା, ଆହତ ହେଲେ ପ୍ରସିଦ୍ଧ କ୍ରିଷ୍ଣା
ନୂଆଦିଲ୍ଲୀ,୧୩।୧: ଏବେ ରଣଜୀ ଟ୍ରଫିରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ପ୍ରସାଦ କ୍ରିଷ୍ଣ ଖେଳୁଛନ୍ତି। ସେ କର୍ନାଟକ ଦଳର ଏକ ଅଂଶ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସେ ଟିମ ଇଣ୍ଡିଆରେ ସ୍ଥାନ ପାଇନାହାଁନ୍ତି। ପ୍ରଥମ ଦୁଇଟି ଟେଷ୍ଟ...
ଧନଶ୍ରୀଙ୍କୁ ସପୋର୍ଟ କରିବାକୁ ପହଞ୍ଚିଲେ ଚହଲ
ମୁମ୍ବାଇ: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଡ୍ୟାନ୍ସ ରିଅଲିଟି ସୋ ‘ଝଲକ ଦିଖଲା ଜା’ର ସେଟରେ ଦେଖିବାକୁ ମିଳିଛି। ସେ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ସମର୍ଥନ କରିବାକୁ ଏଠାକୁ ଆସିଥିଲେ। ଧନଶ୍ରୀ ମଧ୍ୟ ଏଥର ଶୋ’ରେ ଭାଗ ନେଉଛନ୍ତି।...
IND vs ENG: ଟେଷ୍ଟ ଦଳରୁ ବାଦ୍ ପଡିଲେ ମହମ୍ମଦ ଶାମି, ଇଶାନ କିଷନ, ଏହି ଷ୍ଟାର ବ୍ୟାଟରଙ୍କୁ ମିଳିଲା ସୁଯୋଗ
ନୂଆଦିଲ୍ଲୀ, ୧୩।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଇଂଲଣ୍ଡ ବିପକ୍ଷ ହେବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଛି। ଯେଉଁଥିରେ ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ଉଇକେଟ୍ କିପର...
ଶୋଇଥିବା ବେଳେ ବିମାନରେ ରିଙ୍କୁ ସିଂ ସହ ଏଭଳି କଲେ ଆଫଗାନିସ୍ତାନ ଖେଳାଳି, ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ, ୧୩।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳାଯାଉଛି। ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ଏକ ଚମତ୍କାର ବିଜୟ ପଞ୍ଜିକରଣ କରିଛି। ଏବେ ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ଖେଳାଯିବ।...
ଇନ୍ଦୋର ବାହାରିଲେ କୋହଲି, ଦୀର୍ଘ ଦିନର ବ୍ୟବଧାନ ପରେ ଖେଳିବେ ଟି -୨୦
ନୂଆଦିଲ୍ଲୀ, ୧୩।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ଏକ ଚମତ୍କାର ବିଜୟ ପଞ୍ଜିକରଣ କରିଥିଲା। ବିରାଟ କୋହଲି ସିରିଜର ପ୍ରଥମ ମ୍ୟାଚ ଖେଳି...
ମ୍ୟାଚ୍ ଖେଳିବାକୁ ହେଲିକପ୍ଟରରେ ଆସିଲେ ଷ୍ଟାର କ୍ରିକେଟର ଡେଭିଡ୍ ଓ୍ବାର୍ନର
ସିଡ୍ନୀ,୧୨ା୧: ବିଗ୍ ବାଶ୍ ଲିଗ୍ (ବିବିଏଲ୍)ରେ ସିଡ୍ନୀ ଥଣ୍ଡର୍ସ ତରଫରୁ ଖେଳିବା ଲାଗି ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଡେଭିଡ୍ ଓ୍ବାର୍ନର ହେଲିକପ୍ଟର ଯୋଗେ ଆସି ଆଇକନିକ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍ସିଜି)ରେ ପହଞ୍ଚି ଥିଲେ। ନିକଟରେ ଟେଷ୍ଟ କ୍ରିକେଟରୁ ତାଙ୍କର...
ଆଜିଠୁ ମହିଳା ହକି ଅଲିମ୍ପିକ କ୍ୱାଲିଫାୟର୍ସ: ୟୁଏସ୍ଏକୁ ଭେଟିବ ଭାରତ
ରାଞ୍ଚି,୧୩ା୧: ଏଫ୍ଆଇଏଚ୍ ଅଲିମ୍ପିକ କ୍ୱାଲିଫାୟର୍ସ ଟୁର୍ନାମେଣ୍ଟ ଶନିବାର ଆରମ୍ଭ ହେବ। ଉଦ୍ଘାଟନୀ ଦିବସରେ ଭାରତ ଏହାର ପ୍ରଥମ ମୁକାବିଲାରେ ୟୁଏସ୍ଏକୁ ଭେଟି ଏହାର ଅଭିଯାନ ଆରମ୍ଭ କରିବ। ଭାରତ ପ୍ରତିଯୋଗିତାରେ ପ୍ରଥମ ମ୍ୟାଚ ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍ଏ) ବିପକ୍ଷରେ ଖେଳିବ। ଆୟୋଜକ...
Archives


