ବାଂଲାଦେଶ କ୍ରିକେଟରଙ୍କୁ ଆଇସିସିର ବାସନ୍ଦ
ଡର୍ବାନ, ୧୭ା୧ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦୁର୍ନୀତି ଅଭିଯୋଗରେ ବାଂଲାଦେଶ ଅଲରାଉଣ୍ଡର ନାସିର ହୋସେନଙ୍କୁ ୨ ବର୍ଷ ବାସନ୍ଦ କରିଛି। ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି) ଦୁର୍ନୀତି ନିବାରଣ ସଂହିତାର ସେ ୩ଟି ନିୟମ ଉଲ୍ଲଂଘନ କରିଥିବା...
ଗୋକୁଳମ୍କୁ ହରାଇଲା ଚେନ୍ନାଇନ୍
ଭୁବନେଶ୍ୱର, ୧୭।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି ଚେନ୍ନାଇନ୍ ଏଫ୍ସି। ପିଚ୍-୧ରେ ଆୟୋଜିତ ଗ୍ରୁପ୍ ‘ସି’ ମୁକାବିଲାରେ ଚେନ୍ନାଇନ୍ ୨-୦ ଗୋଲରେ ଗୋକୁଳମ୍...
୩୫ ବର୍ଷ ପରେ ଇତିହାସ ରଚିଲେ ନାଗାଲ
ମେଲବର୍ନ,୧୭ା୧(ପି.ଟି.): ଟେନିସ୍ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍ ଓପନରେ ଇତିହାସ ରଚିଛନ୍ତି ଭାରତୀୟ ଟେନିସ୍ ତାରକା ସୁମିତ୍ ନାଗାଲ୍। କ୍ୱାଲିଫାଇଂ ରାଉଣ୍ଡରୁ ମୁଖ୍ୟ ଡ୍ରରେ ସାମିଲ ହୋଇଥିବା ନାଗାଲ ପ୍ରଥମ ରାଉଣ୍ଡରେ ଏକ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ବିଶ୍ୱ ମାନ୍ୟତାର ୨୭ ନମ୍ବର...
କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ
ବେଙ୍ଗାଲୁରୁ,୧୭ା୧(ପି.ଟି.): ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳା ଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ର ଅନ୍ତିମ ମ୍ୟାଚ୍ ବୁଧବାର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ପୂର୍ବରୁ ସିରିଜ୍ ଜିତି ସାରିଥିବା ବେଳେ ଭାରତ ଏହି ମ୍ୟାଚ୍ ଜିତି...
ଥାଲାଇଭାସ୍ର ବୃହତ୍ ବିଜୟ
ଜୟପୁର,୧୭ା୧(ପି.ଟି.): ଅଜିଙ୍କ୍ୟ ପାଓ୍ବାରଙ୍କ ସୁପର୍ ୧୦ ବଳରେ ବୁଧବାର ପ୍ରୋ କବାଡି ଲିଗ୍ରେ ପାଟନା ପାଇରେଟ୍ସ ବିପକ୍ଷରେ ବୃହତ ବିଜୟ ହାସଲ କରିଛି ତାମିଲ ଥାଲାଇଭାସ୍। ଥାଲାଇଭାସ୍ ପକ୍ଷରୁ ଅଜିଙ୍କ୍ୟ ପାଓ୍ବାର ୧୦ ଓ ରେଡରର ନରେନ୍ଦର ୬ ପଏଣ୍ଟ...
ମେସି, ବୋନମାଟି ଫିଫା ପ୍ଲେୟର ଅଫ୍ ଦ ଇୟର
ଲଣ୍ଡନ,୧୭ା୧(ପି.ଟି.): ଆଉ ଏକ ସମ୍ମାନଜନକ ପୁରସ୍କାର ବିଜୟୀ ହୋଇଛନ୍ତି ଲିଓନେଲ୍ ମେସି ଓ ଆଇଟାନା ବୋନମାଟି। ସୋମବାର ଫିଫା ପକ୍ଷରୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଛନ୍ତି ଉଭୟ ଖେଳାଳି। ପୂର୍ବରୁ ମେସି ରେକର୍ଡ ଅଷ୍ଟମ ଥର ପାଇଁ ବାଲନ୍...
ଭାରତ-ଜର୍ମାନୀ ସେମିଫାଇନାଲ
ରାଞ୍ଚତ୍, ୧୭ା୧ (ପି.ଟି.): ଭାରତୀୟ ମହିଳା ହକି ଦଳ ଏଫ୍ଆଇଏଚ୍ ଅଲିମ୍ପିକ କ୍ୱାଲିଫାୟର ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି। ଦଳ ମଙ୍ଗଳବାର ଇଟାଲୀକୁ ୫-୧ ଗୋଲ୍ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଉଦିତା ଦୁହାନ (୧ମ ଓ ୫୫ତମ ମିନିଟ)...
ଅଯୋଧ୍ୟା ଯିବେ କୋହଲି, ମିଳିଲା ନିମନ୍ତ୍ରଣ
ନୂଆଦିଲ୍ଲୀ,୧୬।୧: ଅଯୋଧ୍ୟାରେ ପ୍ରସ୍ତାବିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ନିମନ୍ତ୍ରଣ ମିଳିଛି। ଏହାପୂର୍ବରୁ ସୋମବାର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିଥିଲା। ସୋସିଆଲ ମିଡିଆରେ...
ଶୁବମନ ଗିଲଙ୍କ ସହ ହେଉନାହିଁ ନ୍ୟାୟ, ପାକିସ୍ତାନରେ ଉଠିଲା ସ୍ବର
ନୂଆଦିଲ୍ଲୀ,୧୬।୧: ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚରୁ ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ ବାହାରର ରାସ୍ତା ଦେଖାଯାଇଥିବା ନେଇ ପ୍ରଶ୍ନ ଉଠିଛି। ଗିଲଙ୍କ ସ୍ଥାନରେ ଯଶସ୍ବୀ ଜୟସୱାଲଙ୍କୁ ସ୍ଥାନ ଦିଆଯାଇଥିଲା। ଜୟସୱାଲ ବର୍ତ୍ତମାନ ୬୮ରନର ବିସ୍ଫୋରକ ଇନିଂସ ଖେଳି...
ଆକାଶକୁ ଉଡି ଧରିଲେ କ୍ୟାଚ, ଭିଡିଓ ଭାଇରାଲ
କେପଟାଉନ,୧୬।୧: ଆଜିକାଲି ଦକ୍ଷିଣ ଆଫ୍ରିକାରେ ସାଉଥ୍ ଆଫ୍ରିକା ୨୦ ଲିଗ ଚାଲିଛି । ଏହି ଟୁର୍ନାମେଣ୍ଟରେ ଖେଳାଳିମାନେ ପଡ଼ିଆରେ ଦମଦାର ସର୍ଟ ମାରୁଥିବା ଦେଖାଯାଉଛି। ବର୍ତ୍ତମାନ ଆଫ୍ରିକୀୟ ଲିଗରେ ଏଭଳି ଫିଲ୍ଡିଂ ପ୍ରୟାସ ଦେଖିବାକୁ ମିଳିଥିଲା, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ...
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଟିମ ଇଣ୍ଡିଆକୁ ଫେରିବା ରାସ୍ତା ମୁସ୍କିଲ
ନୂଆଦିଲ୍ଲୀ,୧୬।୧: ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆକୁ ଫେରିବା ନେଇ ପ୍ରଶ୍ନ ଆହୁରି ଗଭୀର ହେବାରେ ଲାଗିଛି। ଆହତ କାରଣରୁ ଦିନିକିଆ ବିଶ୍ୱକପ୍ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ବାହାରେ ରହିଛନ୍ତି। ହାର୍ଦ୍ଦିକ ମଧ୍ୟ ପୁର୍ନରୁଦ୍ଧାର ହଉଛନ୍ତି କିନ୍ତୁ...
ହୃଦୟ ଜିତିଲେ କ୍ରିସ ଗେଲ
ପୋର୍ଟମୋର,୧୬।୧: ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ପଡ଼ିଆରେ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ହୋଇଥିଲେ ମଧ୍ୟ ପଡ଼ିଆ ବାହାରେ ସେ ନିଜର ଭଦ୍ରତା ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି। ସୋସିଆଲ ମିଡିଆରେ କ୍ରିସ ଗେଲଙ୍କ ଏକ ଭିଡିଓ ଭାଇରାଲ...
Archives


