ଖେଳ

ହାର୍ଦ୍ଦିକଙ୍କ ବଦଳରେ ସୂର୍ଯ୍ୟକୁମାର କାହିଁକି ହେଲେ ଅଧିନାୟକ, ମୁଖ୍ୟ ଚୟନକର୍ତ୍ତା ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୨୨।୭: ନିକଟରେ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତୀୟ ଦଳର ଅଧିନାୟକ କରାଯାଇଛି। ସୂର୍ଯ୍ୟକୁମାର ଯାଦବ ଟି -୨୦ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକତ୍ୱ ସମ୍ଭାଳିବେ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଟି -୨୦ ବିଶ୍ୱକପ୍‌ ଜିତିଥିଲା। ଏହି ଟୁର୍ନାମେଣ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର…

ବିରାଟ କୋହଲିଙ୍କ ସହ କେମିତି ଅଛି ସମ୍ପର୍କ: ସଫାସଫା ଏମିତି କହିଲେ ଗମ୍ଭୀର

ନୂଆଦିଲ୍ଲୀ,୨୨।୭: ଆଇପିଏଲ ୨୦୨୩ ସମୟରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବିବାଦ ଥିବା ସମସ୍ତେ ଜାଣନ୍ତି। ଆଇପିଏଲ୍‌ରେ ଗମ୍ଭୀର ଲକ୍ଷ୍ନୌ ସୁପର ଜିଆଣ୍ଟସର ପରାମର୍ଶଦାତା ଥିଲେ ଏବଂ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଥିଲେ। ଆରସିବି ବନାମ…

ଆଉ କେତେ ଦିନ ଖେଳିବେ ବିରାଟ-ରୋହିତ ? ଗମ୍ଭୀର ଦେଲେ ସୂଚନା

ନୂଆଦିଲ୍ଲୀ,୨୨ା୭: ସୋମବାର ଅନୁଷ୍ଠିତ ଖବରତଦାତା ସମ୍ମିଳନୀରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରି ବିଭିନ୍ନ ଖେଳାଳିଙ୍କ ଚୟନ ଏବଂ ଦଳରୁ ବାଦ ଦେବା ପ୍ରସଙ୍ଗରେ ମୁହଁ…

କାହିଁକି ପାଣ୍ଡ୍ୟା ହେଲେ ନାହିଁ ଅଧିନାୟକ; ଖୁଲାସା କଲେ ଅଗରକର

ନୂଆଦିଲ୍ଲୀ,୨୨ା୭: ଟି20 ବିଶ୍ୱକପରେ ଉପ ଅଧିନାୟକ ଥିବା ହାର୍ଦିକ ପାଣ୍ଡ୍ୟାଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଅଧିନାୟକ ପଦ ନ ମିଳିବା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର। ସୋମବାର ଅନୁଷ୍ଠିତ ଖବରତଦାତା…

ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ: କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀର ଏବଂ ଅଗରକର ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ…

ୟୁଏଇକୁ ହରାଇ ଭାରତର ଦ୍ୱିତୀୟ ବିଜୟ

ଡାମ୍ବୁଲା,୨୧ା୭: ମହିଳା ଏସିଆ କପ୍‌ କ୍ରିକେଟ ଟି୨୦ରେ ରବିବାର ୟୁଏଇ ବିପକ୍ଷରେ ଭାରତ ୭୮ ରନ୍‌ରେ ବିଜୟ ହାସଲ କରିଛି। ପ୍ରଥମ ଥର ଭାରତ ମହିଳା ଟି୨୦ରେ ୨୦୦ ରନ୍‌ ସ୍କୋର କରିବା ସହ କ୍ରମାଗତ ମ୍ୟାଚ୍‌ରେ ବିଜୟୀ ହୋଇଛି। ଟସ୍‌…

‘ଛାଡପତ୍ର ସ୍ବର୍ଗରେ ସ୍ଥିର ହୋଇଥାଏ,ବିବାହ ନର୍କରେ’, ନତାଶା-ହାର୍ଦ୍ଦିକ ଅଲଗା ହେବା ପରେ…

ମୁମ୍ବାଇ,୨୧।୭: ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା(ଆରଜିଭି) ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ଅଲଗା ହେବାର ଘୋଷଣା ପରେ ଖୁବ ଶୀଘ୍ର ବିବାହ ଏବଂ ଛାଡପତ୍ର ସମ୍ପର୍କରେ ଏକ କ୍ରିପ୍ଟିକ ପୋଷ୍ଟ ଶେୟାର କରିଛନ୍ତି। ରାମ ଗୋପାଳ ବର୍ମା ତାଙ୍କ…

ସୂର୍ଯ୍ୟକୁମାର ଯାଦବ ନୁହେଁ, ଶୁବମନ ଗିଲ ଟିମ୍‌ ଇଣ୍ଡିଆର ଭବିଷ୍ୟତ

ନୂଆଦିଲ୍ଲୀ,୨୧।୭: ନିକଟରେ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତର ଟି-୨୦ ଦଳର ଅଧିନାୟକ କରାଯାଇଛି। ସେ ଶ୍ରୀଲଙ୍କା ଗସ୍ତରେ ଦଳର ଅଧିନାୟକ ହେବେ। ରୋହିତ ଶର୍ମା ଟି -୨୦ ଇଣ୍ଟରନ୍ୟାସନାଲରୁ ଅବସର ନେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପରେ ଜଣାପଡୁଛି ଯେ…

ଭାରତୀୟ ଆଥଲେଟ୍‌ଙ୍କ ପାଇଁ ବଡ଼ ଘୋଷଣା କଲେ ଜୟ ଶାହା

ନୂଆଦିଲ୍ଲୀ,୨୧ା୭: ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଆଥଲେଟ୍‌ଙ୍କ ଉଦ୍ଦେଶ୍ୟରେ ରବିବାର ୮.୫ କୋଟି ଟଙ୍କାର ଆର୍ଥିକ ସହୟତା ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ପ୍ୟାରିସ ଗେମ୍ସ ଜୁଲାଇ ୨୬ରୁ ଆରମ୍ଭ ହେବ। ବିସିସିଆଇ ସମ୍ପାଦକ…

ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଶକ୍ତ ଝଟ୍‌କା: ୩ ଖେଳାଳି ଛାଡିପାରନ୍ତି ଦଳ

ମୁମ୍ବାଇ,୨୧।୭: ଆଇପିଏଲର ଶେଷ ସିଜିନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭଲ ନ ଥିଲା। ଆଇପିଏଲ ୨୦୨୫ ପୂର୍ବରୁ ମୁମ୍ବାଇକୁ ଶକ୍ତ ଝଟ୍‌କା ଲାଗିପାରେ। ଏକ ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମାଙ୍କ ସହ ଆଉ ଦୁଇଜଣ ଭେଟେରାନ ଦଳ ଛାଡିପାରନ୍ତି। ଜସପ୍ରୀତ ବୁମ୍‌ରା…

କୋଚ୍‌ ଭାବେ ପ୍ରଥମ ଖବରଦାତା ସମ୍ମିଳନୀରେ ସମସ୍ତ ପ୍ରଶ୍ନର ଉତ୍ତର ରଖିବେ ଗମ୍ଭୀର; ଜାଣନ୍ତୁ କେବେ-କେଉଁଠି ଦେଖିବେ ଲାଇଭ୍‌…

ନୂଆଦିଲ୍ଲୀ,୨୧।୭: ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ଏବଂ ଦିନିକିଆ ସିରିଜ ଲାଗି ଭାରତୀୟ କ୍ରିକେଟ ଟିମ୍‌ ପ୍ରସ୍ତୁତ। ଏହି ସିରିଜ ନୂଆ କୋଚ୍‌ ଗୌତମ ଗମ୍ଭୀରଙ୍କ ପାଇଁ ସ୍ବତନ୍ତ୍ର ହେବ। ଏହାପୂର୍ବରୁ ତାଙ୍କ ଦ୍ୱାରା ଚୟନ ହୋଇଥିବା ଟିମ୍‌ରେ ଅନେକ…

NCA ଛାଡ଼ିବେ ଭିଭିଏସ ଲକ୍ଷ୍ମଣ; ଏହି ଆଇପିଏଲ ଟିମ୍‌ର ହୋଇପାରନ୍ତି କୋଚ୍

ଭୁବନେଶ୍ୱର,୨୧।୭: ଭାରତୀୟ ସିନିୟର କ୍ରିକେଟ୍ ଦଳର ନୂତନ ମୁଖ୍ୟ କୋଚ୍ ଭାବେ ଗୌତମ ଗମ୍ଭୀର ଦାୟିତ୍ୱ ନେବା ପରେ ଏବେ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ମଧ୍ୟ ପରିବର୍ତ୍ତନ ଆଶା କରାଯାଉଛି। ବେଙ୍ଗାଲୁରୁର ଏନସିଏ ଭାରତୀୟ କ୍ରିକେଟ୍ ର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?