ପ୍ଲେୟର ଅଫ ଦ ମନ୍ଥ ପାଇଁ ଏହି ୩ ଖେଳାଳିଙ୍କୁ ମନୋନୀତ କଲା ଆଇସିସି
ନୂଆଦିଲ୍ଲୀ,୬।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଫେବୃଆରୀ ୬ ମଙ୍ଗଳବାର ପୁରୁଷ େଖେଳାଳିଙ୍କ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡ ପାଇଁ ମନୋନୀତ ଖେଳାଳିଙ୍କ ନାମ ପ୍ରକାଶ କରିଛି। ଜାନୁଆରୀ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପୁରସ୍କାର ପାଇଁ ମନୋନୀତ...
ଇତିହାସ ରଚିଲେ ବୁମ୍ରା: ପ୍ରଥମ ଭାରତୀୟ ଭାବେ…
ବିଶାଖାପାଟନମ୍,୬।୨: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ଦୃଢ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚକୁ ୧୦୬ ରନ୍ରେ ଜିତିଥିଲା। ବିଶାଖାପାଟନମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଜସପ୍ରୀତ ବୁମରାଙ୍କ ଜଲଓ୍ବା ଦେଖିବାକୁ ମିଳିଥିଲା। ପ୍ରଥମ ଇନିଂସରେ ଇଂରାଜୀ...
୧୯ ବର୍ଷରୁ କମ୍ ବିଶ୍ୱକପ୍: ଫାଇନାଲ ଟିକେଟ ପାଇଁ ଆଜି ମୁହଁାମୁହିଁ ହେବେ ଟିମ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା
ନୂଆଦିଲ୍ଲୀ,୬।୨: ୧୯ ବର୍ଷରୁ କମ୍ ବିଶ୍ୱକପ୍୨୦୨୪ ବର୍ତ୍ତମାନ ଏହାର ଶେଷ ଏବଂ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଫେବୃଆରୀ ୬ ମଙ୍ଗଳବାର ଏହି ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଦୁଇ ଦଳ...
୨୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୬।୨: ନିକଟରେ ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ରାଚିନ ରବିନ୍ଦ୍ର ଦିନିକିଆ ବିଶ୍ୱକପ୍ରେ ଭଲ ଫର୍ମରେ ଥିଲେ। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି। ରାଚିନ ରବିନ୍ଦ୍ର ୩୬୬ ବଲରେ ୨୪୦ ରନ ସଂଗ୍ରହ କରିଥିଲେ। ସେ ତାଙ୍କ...
ରେଲଓ୍ବେ, ଓଡ଼ିଶା ପୋଲିସ ଚାମ୍ପିୟନ
କଟକ, (କାର୍ତ୍ତିକ ସାହୁ), ଭୁବନେଶ୍ୱର, ୬।୨ (ତପନ ସ୍ବାଇଁ): ଓଡ଼ିଶା କବାଡ଼ି ଆସୋସିଏଶନ ଆନୁକୂଲ୍ୟରେ କଟକର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମ୍ରେ ୭୧ତମ ରାଜ୍ୟ ସିନିୟର କବାଡି ଚାମ୍ପିୟନଶିପ୍ (ମହିଳା ଓ ପୁରୁଷ) ରବିବାର ଉଦ୍ଯାପିତ ହୋଇଛି। ଏହାର ମହିଳା...
ବାଘେଶ୍ୱର ଓ୍ବାରିୟର୍ସ ଚାମ୍ପିୟନ
ପୁରୁଣା ଭୁବନେଶ୍ୱର, ୬।୨,(ସୁବାସ ଚନ୍ଦ୍ର ପ୍ରଧାନ): ସ୍ଥାନୀୟ ବିଏମ ହାଇସ୍କୁଲ ପଡିଆରେ କପାଳି ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ନାମେଣ୍ଟର ୪ର୍ଥ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନିଆ ପ୍ରତିଯୋଗିତାର ଫାଇନାଲ ସୋମବାର ବାଘେଶ୍ୱର ୱାରିୟର୍ସ ଓ ତିନିମୁଣ୍ଡିଆ ଟାଇଗର୍ସ ମଧ୍ୟରେ...
ଟେବୁଲ ଶୀର୍ଷରେ ଓଏଫ୍ସି
ଭୁବନେଶ୍ୱର, ୬ା୨., (ସରୋଜ ଜେନା): ଡିଏଗୋ ମରିସିଓଙ୍କ ଡବଲ୍ରେ ହାଇଦ୍ରାବାଦ ଏଫ୍ସିକୁ ୩-୦ ଗୋଲରେ ପରାସ୍ତ କରିଛି ଓଡ଼ିଶା ଏଫ୍ସି(ଓଏଫ୍ସି)। ଗଚିବାଓଲି ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍ରେ ଓଏଫ୍ସି ପକ୍ଷରୁ ଡିଏଗୋ ମରିସିଓ(୨୭, ୭୫) ଦୁଇଟି ଓ ରୟ କ୍ରିଷ୍ଣା(୪୫+୧)...
ମ୍ୟାଚ୍ ଡ୍ର, ଓଡ଼ିଶାକୁ ୩ ପଏଣ୍ଟ
ଭୁବନେଶ୍ୱର, ୬। ୨, (ତପନ ସ୍ବାଇଁ): କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଓଡ଼ିଶା-ପୁଡୁଚେରୀ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ଅମୀମାଂସିତଭାବେ ଶେଷ ହୋଇଛି। ଫଳରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଓଡ଼ିଶା ୩ ପଏଣ୍ଟ ପାଇଛି। ପୁଡୁଚେରୀ ୧ ପଏଣ୍ଟରେ...
ରୋହିତ ଶର୍ମାଙ୍କୁ କାହିଁକି ଅଧିନାୟକ ପଦରୁ ହଟାଇଲା ମୁମ୍ବାଇ ଇଣ୍ଡିଆନ୍ସ: ରାଜ୍ ଖୋଲିଲେ କୋଚ
ମୁମ୍ବାଇ,୬।୨: ଆଇପିଏଲ୍ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟ ଏବଂ ମିନି ନିଲାମ ପୂର୍ବରୁ ୫ଥର ଚାମ୍ପିୟନ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇବା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂତନ ଅଧିନାୟକ ଭାବରେ ନିଯୁକ୍ତି...
ବନ୍ଧୁକ ମୁନରେ ଓ୍ବେଷ୍ଟ ଇଣ୍ଡିଜ ଖେଳାଳିଙ୍କଠାରୁ ଲୁଟ
ଜୋହାନ୍ସବର୍ଗ,୬।୨: ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଏସଏଟି୨୦ କ୍ରିକେଟ ଲିଗ ପାଇଁ କ୍ରେଜ ଶିଖରରେ ଅଛି। ଏହି ଲିଗରେ ପ୍ରଶଂସକମାନେ ପ୍ରତିଦିନ ଅଧିକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ଯାଉଛନ୍ତି। ତେବେ ଏହି ଲିଗର ଉତ୍ସାହ ମଧ୍ୟରେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ଘଟିଛି...
ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ବିଜୟ ପରେ ଦ୍ୱିତୀୟ ସ୍ଥାନକୁ ଉଠିଲା ଭାରତ
ଦୁବାଇ,୫ା୨: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍କୁ ୧୦୬ ରନ୍ରେ ଜିତିବା ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲ୍ୟୁଟିସି) ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ଭାରତ। ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଥିବା ଭାରତ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ସୋମବାର ବିଜୟୀ...
୧୦ ଉଇକେଟରେ ଶ୍ରୀଲଙ୍କାର ବିଜୟ
କଲମ୍ବୋ, ୫ା୨ : ବାମହାତୀ ବୋଲର ପ୍ରବାଥ ଜୟସୁରିୟାଙ୍କ ୫ଉଇକେଟ ସଳଫତା ଯୋଗୁ ଏଠାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ଏକ ମାତ୍ର କ୍ରିକେଟ ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କା ୧୦ଉଇକେଟରେ ବିଜୟୀ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ...
Archives


