ଖେଳ

୩ ଓଭର ପୂର୍ବରୁ କୋଚ୍‌ କହିଲେ-ତୁମେ ବ୍ୟାଟିଂ କରିବାକୁ ଯିବ…ପରେ ଏହି ୨୧ ବର୍ଷୀୟ କ୍ରିକେଟର ହର୍ଷଲଙ୍କୁ କନ୍ଦାଇଦେଲେ…

ଚଣ୍ଡିଗଡ଼,୨୩।୩: ଯେଉଁଠାରେ ୱାର୍ନର ବିଫଳ ହେଲେ, ମିଚେଲ ମାର୍ଶ,ଋଷଭ ପନ୍ତଙ୍କ ବ୍ୟାଟ୍‌ ଚାଲିଲା ନାହିଁ , ସେଠାରେ ଜଣେ ୨୧ ବର୍ଷୀୟ ବ୍ୟାଟ୍ସମ୍ୟାନ ଝଡ଼ ଭଳି ବ୍ୟାଟିଂ କରି ଚର୍ଚ୍ଚାରେ ରହିଛନ୍ତି। ଏବେ ସମଗ୍ର ବିଶ୍ୱ ତାଙ୍କୁ ଅଭିବାଦନ ଜଣାଉଛି। ଆମେ…

ଛିଡ଼ା ହୋଇ ତାଳିମାରିଲେ ଦର୍ଶକ, ୧୫ ମାସ ପରେ ପ୍ରତ୍ୟାବର୍ତ୍ତନ ପଡ଼ିଲା ଫିକା, ତଥାପି…

ଚଣ୍ଡିଗଡ଼,୨୩।୩: ଟିମ୍‌ ଇଣ୍ଡିଆର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଏହାର ୧୫ ମାସ ପରେ ସେ ମଇଦାନକୁ ଫେରିଛନ୍ତି। ଶନିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲାରେ ପନ୍ତ ୪ର୍ଥ ନଂରେ ବ୍ୟାଟିଂ କରିବାକୁ…

IPL 2024: ବିଜୟରୁ ସିଜିନ୍ ଆରମ୍ଭ କଲା ପଞ୍ଜାବ କିଙ୍ଗସ୍, ପ୍ରତ୍ୟାବର୍ତ୍ତନରେ ଋଷଭଙ୍କ ହାତରେ ଲାଗିଲା ପରାଜୟ

ନୂଆଦିଲ୍ଲୀ,୨୩।୩: ଚଣ୍ଡିଗଡ଼ର ମହାରାଜା ଯାଦବିନ୍ଦ୍ର ସିଂ ଷ୍ଟାଡିୟମରେ ଖେଳା ଯାଉଥିବା ଆଇପିଏଲ୍ ୨୦୨୪ ର ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇଛି ପଞ୍ଜାବ କିଙ୍ଗସ୍। ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶିଖର ଧାୱନ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ…

Video: ୪୫୪ ଦିନ ପରେ କ୍ରିକେଟ ମଇଦାନକୁ ଫେରିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୨୩।୩: ଦୀର୍ଘ ୪୫୪ ଦିନର ବ୍ୟବଧାନ କ୍ରିକେଟ ମଇଦାନକୁ ଫେରିଛନ୍ତି ଋଷଭ ପନ୍ତ। ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ରେ ପଞ୍ଜାବ କିଙ୍ଗସ ବିପକ୍ଷରେ ସେ ପ୍ରତ୍ୟାବର୍ତନ କରିଛନ୍ତି। ଏହି ମ୍ୟାଚରେ ପଞ୍ଜାବ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…

‘ଆବେ, ନିଶ୍ୱାସ ତ ନେବାକୁ ଦେ’; ସିଏସ୍‌କେର ଜାଡେଜାଙ୍କ ଉପରେ ଏଭଳି କହି କାହିଁକି ରାଗିଲେ କୋହଲି?

ନୂଆଦିଲ୍ଲୀ,୨୩।୩: ଆଇପିଏଲ୍‌ ୨୦୨୪ର ଓପନିଂ ମ୍ୟାଚ୍‌ ସିଏସ୍‌କେ ଏବଂ ଆର୍‌ସିବି ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ୬ ଉଇକେଟରେ ବିଜେତା ହୋଇଛି। ହେଲେ ମ୍ୟାଚ୍‌ ସମୟରେ ଆର୍‌ସିବିର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ସିଏସ୍‌କେ ବୋଲର୍‌ ରବିନ୍ଦ୍ର ଜାଡେଜାଙ୍କ…

ଷ୍ଟ୍ରେଚରରୁ ଉଠୁ ଉଠୁ ହେଲା ହାହାକାର, ଆରସିବି ଉପରେ ଭାରି ପଡିଲେ ସିଏସକେ ବୋଲର

ଚେନ୍ନାଇ,୨୩।୩: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚରେ ୬ୱିକେଟରେ ଜିତିଥିଲା। ଏଥିପାଇଁ ବାଂଲାଦେଶୀ ବୋଲର ମୁସ୍ତାଫିଜୁର ରହମାନ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୪ଟି ୱିକେଟ ନେଇଥିଲେ। ମ୍ୟାଚ ସମୟରେ ଆରସିବି ଖେଳାଳିମାନେ କ୍ରମାଗତ ଭାବେ ରନ ସ୍କୋର…

IPL 2024: IPL ର ଏଭଳି ଏକ ଟିମ୍‌, ଯେଉଁଥିରେ ନାହାନ୍ତି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା-ୱେଷ୍ଟଇଣ୍ଡିଜ ଖେଳାଳି

ଚେନ୍ନାଇ,୨୩।୩: ଏପରି ଏକ ଦଳ ଯିଏ ୫ଥର ଆଇପିଏଲ ଜିତିଥିବାବେଳେ ଦଳରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଏବଂ ଆଫଗାନିସ୍ତାନରୁ କୌଣସି ଖେଳାଳି ନାହାଁନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆମେ କହୁଛୁ ଆଇପିଏଲର ସବୁଠାରୁ ଲୋକପ୍ରିୟ ଦଳ ଚେନ୍ନାଇ ସୁପର…

ଆଇପିଏଲ୍‌ ରଙ୍ଗାରଙ୍ଗ ଉତ୍ସବରେ ମନ ମୋହିଲେ ଅକ୍ଷୟ, ଟାଇଗର ଓ ରହମନ

ଚେନ୍ନାଇ, ୨୨ା୩: ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ବ୍ୟୟବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ଶ ସଂସ୍କରଣ ଆରମ୍ଭ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବଙ୍ଗାଲୋର (ଆର୍‌ସିବି) ମଧ୍ୟରେ ଏହି ଟି୨୦ ଲିଗ୍‌ର ପ୍ରଥମ ମ୍ୟାଚ୍‌…

ବିଜୟରୁ ଆଇପିଏଲ୍‌ ଅଭିଯାନ ଆରମ୍ଭ କଲା ଚେନ୍ନାଇ

ଚେନ୍ନାଇ, ୨୩।୩: ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୭ଶ ସଂସ୍କରଣ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ପରାସ୍ତ କରିଛି। ଆରସିବି ୨୦ ଓଭରରେ ୬ ଉଇକେଟ…

ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ ଇତିହାସ ରଚିଲେ ବିରାଟ କୋହଲି

ଚେନ୍ନାଇ,୨୨।୩: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଆଇପିଏଲ୍‌ ୨୦୨୪ର ପ୍ରଥମ ମୁକାବିଲାରେ ଇତିହାସ ରଚିଛନ୍ତି। ସେ ଟି୨୦ କ୍ରିକେଟରେ ୧୨ ହଜାର ରନ୍‌ ପୂରଣ କରିଥିବା ପ୍ରଥମ ଭାରତୀୟ ପାଲଟିଛନ୍ତି। ବିରାଟ ଏହି ଉପଲବ୍ଧି ହାସଲ କରିଥିବା ଦୁନିଆର ୬ଷ୍ଠ…

RCB Vs CSK: ଟସ୍‌ ଜିତି ବେଙ୍ଗାଲୁରୁର ବ୍ୟାଟିଂ ନିଷ୍ପତ୍ତି, ପାଓ୍ବାର ପ୍ଲେରେ ଲାଗିଲା ୩ ଝଟ୍‌କା

ଚେନ୍ନାଇ,୨୨।୩: ଦୀର୍ଘ ୧୦ ମାସର ବ୍ୟବଧାନ ପରେ ଆରମ୍ଭ ହୋଇଛି କ୍ରିକେଟର ବଡ଼ ଲିଗ୍‌ ‘ଆଇପିଏଲ୍‌’। ଚେନ୍ନାଇର ଚେପାକ୍‌ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଏଥିରେ ଆର୍‌ସିବି ପ୍ରଥମେ ଟସ୍‌…

ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ: ଭାରତ-ଆଫଗାନିସ୍ତାନ ମ୍ୟାଚ ଡ୍ର

ଆଭା(ସାଉଦି ଆରବ),୨୨ା୩: ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ ୨୦୨୬ର ଗ୍ରୁପ୍‌ ‘ଏ’ରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଛି। ଏହି ଫଳାଫଳ ଉଭୟ ଦଳର କୋଚ୍‌ ଇଗୋର ଷ୍ଟିମାକ୍‌ ଓ ଆସ୍‌ଲେ ଓ୍ବେଷ୍ଟଉଡ୍‌ଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri