ପାକିସ୍ତାନୀ କ୍ରିକେଟ ଖେଳାଳିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ସାମ୍ନାକୁ ଆସିଲା ବଡ଼ ଅପ୍ଡେଟ୍
ଇସଲାମାବାଦ,୬।୪: ପାକିସ୍ତାନ କ୍ରିକେଟ ଟିମ୍ ପାଇଁ ଦୁଃଖଦ ଖବର। କାର୍ ଦୁର୍ଘଟଣାରେ ଦଳର ଦୁଇ ଖେଳାଳି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଚାଲିଛି। ତେବେ ଆଗାମୀ ଦିନରେ ଓ୍ବେଷ୍ଟଇଣ୍ଡିଜ ସହ ଏହାର ମହିଳା ଟିମ୍ ଦିନିକିଆ ଏବଂ ଟି୨୦ ସିରିଜ…
ମୟଙ୍କଙ୍କୁ ନେଇ ବିସିସିଆଇକୁ ଚେତାଇଲେ ଓ୍ବାଟସନ୍
କୋଲକାତା,୬।୪: ଅଷ୍ଟ୍ରେଲିଆର ଦୁଇଥରର ବିଶ୍ୱକପ୍ ବିଜେତା ଅଲରାଉଣ୍ଡର ଶେନ୍ ଓ୍ବାଟସନ୍ ବିସିସିଆଇକୁ ଚେତାଇଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ନିଜର ପ୍ରଭାବୀ ବୋଲିଂକୁ ନେଇ ଚର୍ଚ୍ଚାରେ ଥିବା ମୟଙ୍କ ଯାଦବଙ୍କୁ ଟେଷ୍ଟ କ୍ରିକେଟରେ ଖେଳାଇବାକୁ ତତ୍ପରତା ପ୍ରକାଶ ନ କରିବାକୁ ସେ କହିଛନ୍ତି।…
ଚଳିତ ଆଇପିଏଲରୁ ସ୍ଥିର ହୋଇଗଲା ଭବିଷ୍ୟତର ଇଣ୍ଡିଆ ଟିମ, ମିଳିଲେ ୩ ସୁପରଷ୍ଟାର
ନୂଆଦିଲ୍ଲୀ,୬।୪: ଏବେ ପର୍ଯ୍ୟନ୍ତ ଏହିପରି ଅନେକ କ୍ରିକେଟର ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍ ଆଇପିଏଲ ରୁ ବାହାରିଛନ୍ତି, ଯେଉଁମାନେ କ୍ରିକେଟ ଖେଳରେ ଭାରତ ପାଇଁ ଅନେକ ନାମ ଅର୍ଜନ କରିଛନ୍ତି। ପ୍ରତ୍ୟେକ ସିଜନରେ, କେତେଜଣ କ୍ରିକେଟର ନିଶ୍ଚିତ ଭାବରେ ଦେଖାଯାଆନ୍ତି ଯାହାଙ୍କର…
ଚହଲ ଭାଙ୍ଗି ପାରନ୍ତି ଶେନ ଓ୍ବାର୍ନଙ୍କ ବଡ ରେକର୍ଡ, ଟାର୍ଗେଟରେ ଓ୍ବାଟସନଙ୍କ ସମେତ ୧୩ ବଡ ଖେଳାଳି
ନୂଆଦିଲ୍ଲୀ,୬।୪: ଆଇପିଏଲ ୨୦୨୪ର ୧୯ ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ଉଭୟ ଦଳ ଏଥିପାଇଁ ପ୍ରସ୍ତୁତ ଅଛନ୍ତି। ରାଜସ୍ଥାନ ପାଇଁ ଏହି ମ୍ୟାଚରେ ୟୁଜବେନ୍ଦ୍ର ଚହଲ ମଧ୍ୟ ନଜର ଆସିବେ। ଯଦି…
ସୂର୍ଯ୍ୟକୁମାର ଖେଳିବେ
ମୁମ୍ବାଇ, ୬ା୪ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସଂସ୍କରଣରେ ସଂଘର୍ଷ ଚଳାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଶୁଭ ଖବର। ବିଶ୍ୱର ନମ୍ବର ଓ୍ବାନ ଟି୨୦ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଶୁକ୍ରବାର ଏଠାରେ ତାଙ୍କ ଦଳ ସହିତ ଅଭ୍ୟାସ କରିଛନ୍ତି।…
ସିଙ୍ଗଲ୍ସ, ଡବଲ୍ସରେ ଆହାନ ଚାମ୍ପିୟନ
ଭୁବନେଶ୍ୱର, ୬।୪(ତପନ ସ୍ବାଇଁ): ଓଡ଼ିଶାର ପ୍ରତିଭାସମ୍ପନ୍ନ ଖେଳାଳି ଆହାନଙ୍କ ଚମକ ଟେନିସ କୋର୍ଟରେ ଅବ୍ୟାହତ ରହିଛି। କଳିଙ୍ଗ ଷ୍ଟାଡିୟମ ଟେନିସ କମ୍ପ୍ଲେକ୍ସରେ ଶୁକ୍ରବାର ଶେଷ ହୋଇଥିବା ଏଆଇଟିଏ-ଓଟିଏ ସୁପର ସିରିଜ (ଏସ୍ଏସ୍) ଟେନିସ ଟୁର୍ନାମେଣ୍ଟର ୧୮ ବର୍ଷରୁ କମ୍ ବାଳିକା ବର୍ଗରେ…
ଆର୍ଚେରୀ, ଖୋ ଖୋ ସମରକ୍ୟାମ୍ପ୍
ଭୁବନେଶ୍ୱର, ୬।୪(ତପନ ସ୍ବାଇଁ): ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସନ୍ତରଣ, ବାସ୍କେଟବଲ, ଭାରୋତ୍ତୋଳନ, ଶୁଟିଂ, ଚେସ୍, ଲନ୍ ଟେନିସ ପରେ ଆର୍ଚେରୀ ଓ ଖୋ ଖୋ ସମର କ୍ୟାମ୍ପ ପାଇଁ ତାରିଖ ଘୋଷଣା କରାଯାଇଛି। ଆର୍ଚେରୀ ସମର କୋଚିଂ…
Video: ଲଗାତର ପରାଜୟ ପରେ ଶିବଙ୍କ ଶରଣରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, କଲେ ପୂଜାର୍ଚ୍ଚନା
ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଲଗାତାର ଭାବେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି। ଏଯାବତ ଦଳ ଖେଳିଥିବା ୩ଟି ମ୍ୟାଚ୍ରେ ପରାଜିତ ହୋଇଛି। ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱ ନେଉଥିବା ବେଳେ ତାଙ୍କୁ ଟ୍ରୋଲିଂର ଶିକାର…
ଭୁଲରେ କିଣାଯାଇଥିବା ଶଶାଙ୍କ ସିଂହ ଏମିତି କଲେ ଯେ ଖୁସିରେ ନାଚି ଉଠିଲେ ଡିମ୍ପଲ ଗର୍ଲ: ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୫।୪: ଗୁରୁବାର ଆଇପିଏଲ ୨୦୨୪ରେ ପଞ୍ଜାବ କିଙ୍ଗସ ସବୁଠୁ ବଡ ଲକ୍ଷ୍ୟ ହାସଲ କରିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ରୋମାଞ୍ଚକର ମ୍ୟାଚରେ ପଞ୍ଜାବ କିଙ୍ଗସ ଗୋଟିଏ ବଲରେ ଗୁଜୁରାଟ ଟାଇଟାନ୍ସକୁ ତିନି ୱିକେଟରେ ପରାସ୍ତ କରିଛି। ଅଲରାଉଣ୍ଡର…
ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସବୁକିଛି ଠିକ୍ଠାକ୍ ଚାଲିଛି ତ? ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୫।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍ରେ ଭଲ ନ ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦଳ କ୍ରମାଗତ ୩ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ…
ଲଢୁଆ ବ୍ୟାଟିଂ କରି ମ୍ୟାଚ୍ ଜିତାଇଲେ ଶଶାଙ୍କ
ଅହମଦାବାଦ,୪ା୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ) ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଗୁରୁବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ଲଢୁଆ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୪ ଉଇକେଟରେ ୧୯୯ ରନ୍ କରିଥିଲା। ଜବାବରେ ପଞ୍ଜାବ ଗୋଟିଏ ବଲ୍…
ICC Men’s Player of the Month ପାଇଁ ସର୍ଟ ଲିଷ୍ଟ ହେଲେ ଖେଳାଳି, ଏହି ତାଲିକାରେ ନାହାଁନ୍ତି ଜଣେ ବି ଭାରତୀୟ
ନୂଆଦିଲ୍ଲୀ,୪।୪: ମାର୍ଚ୍ଚରେ ହୋଇଥିବା ଦମଦାର ପ୍ରଦର୍ଶନ ପାଇଁ ଆଇସିସି ପୁରୁଷ ଏବଂ ମହିଳା ପ୍ଲେୟାର ଅଫ ଦି ମନ୍ଥ ପୁରସ୍କାର ପାଇବାକୁ ପ୍ରତିଯୋଗୀମାନଙ୍କ ସର୍ଟଲିଷ୍ଟ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପ୍ରକାଶ କରିଛି। ମାର୍ଚ୍ଚ ୨୦୨୪ ପାଇଁ ଆଇସିସି ପୁରୁଷ…
Archives


