ଖେଳ

ଭାରତୀୟ ଦଳ ମଧ୍ୟରେ କିପରି ବଣ୍ଟାଯିବ ୧୨୫ କୋଟିର ପୁରସ୍କାର ରାଶି, ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା

ନୂଆଦିଲ୍ଲୀ,୫।୭: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତୀୟ ଦଳ ଟି -୨୦ ବିଶ୍ୱକପ୍‌ ୨୦୨୪ ଟାଇଟଲ ଜିତିଛି। ଏହି ବିଜୟ ପରେ ବିସିସିଆଇ ଦଳ ପାଇଁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ଏହି ପୁରସ୍କାର ରାଶି ସମଗ୍ର…

ପ୍ୟାରିସ ଅଲିମ୍ପିକ୍ସ ୨୦୨୪କୁ ନେଇ ଭାରତୀୟ ଦଳ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ୟାରିସ ଅଲିମ୍ପିକ ୨୦୨୪କୁ ନେଇ ଭାରତୀୟ ଦଳ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାତୀୟ ରାଜଧାନୀ ଦିଲ୍ଲୀରେ ଅଲିମ୍ପିକ୍ସ ୨୦୨୪ପାଇଁ ଭାରତୀୟ କଣ୍ଟିଜେଣ୍ଟ ସହ ଯୋଗାଯୋଗ କରିଛନ୍ତି। ଏହି ସମୟରେ…

୧୯୮୩ରେ ଭାରତୀୟ କ୍ରିକେଟ ଟିମ୍‌କୁ ମିଳିଥିଲା ଏତିକି ଟଙ୍କାର ପୁରସ୍କାର, ଲତା ମଙ୍ଗେସକର ଶୋ’ କରି ଦେଇଥିଲେ ଟଙ୍କା

ନୂଆଦିଲ୍ଲୀ,୫ା୭: ଭାରତୀୟ କ୍ରିକେଟ ଦିନକୁ ଦିନ ସଫଳତାର ଶିଡ଼ି ଚଢ଼ିଚାଲିଛି। ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ) ୨୦୨୪ ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିଥିବା ଟିମ୍‌ ଇଣ୍ଡିଆକୁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛି।…

ପୁଅ ରୋହିତ ଶର୍ମାଙ୍କୁ ଦେଖିବା ମାତ୍ରେ ଏମିତି କାମ କଲେ ମା’: ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ,୫।୭: ଟି-୨୦ ବିଶ୍ୱକପ୍‌ ଜିତିବା ପରେ ଘରକୁ ଫେରିଛି ଟିମ୍‌ ଇଣ୍ଡିଆ। ଏଠାରେ ଦଳକୁ ଜୋରଦାର ସ୍ବାଗତ କରାଯାଇଉଛି। ପ୍ରଥମେ ଟିମ୍‌ ଇଣ୍ଡିଆ ଦିଲ୍ଲୀ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା, ପରେ ତାଙ୍କୁ ମୁମ୍ବାଇ ଗ୍ରାଣ୍ଡ ଓ୍ବେଲକମ୍‌ କରାଯାଇଥିଲା। ଭାରତୀୟ ଦଳର ବିଜୟ…

ଏହି ଖେଳାଳିଙ୍କୁ ପ୍ରଶଂସା କରୁ କରୁ ଏମିତି କହିଦେଲେ କୋହଲି

ମୁମ୍ବାଇ,୫।୭: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ଷ୍ଟାର ଇଣ୍ଡିଆନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କୁ ପ୍ରଶଂସା କରିଥିଲେ। କୋହଲି ବୁମରାଙ୍କୁ ଏକ ଜାତୀୟ ଐତିହ୍ୟ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯଦି ଦ୍ରୁତ ବୋଲର…

ଭିକ୍ଟ୍ରି ପରେଡ ସମୟରେ ଅନେକ ପ୍ରଶଂସକ ଆହତ, ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଅନେକେ ବେହୋସ

ମୁମ୍ବାଇ,୫।୭: ଟି -୨୦ ବିଶ୍ୱକପ ଜିତିବା ପରେ ସ୍ବଦେଶ ଫେରିଥିବା ଟିମ ଇଣ୍ଡିଆକୁ ଦେଶରେ ଏକ ଐ ତିହାସିକ ସ୍ବାଗତ କରାଯାଇଥିଲା। ରୋହିତ ଶର୍ମାଙ୍କ ଦ୍ୱାରା ଅଧିନାୟକ ହୋଇଥିବା ଟିମ ଇଣ୍ଡିଆ ଜୁନ୨୯ରେ ବାରବାଡୋସରେ ଚାଲିଥିବା ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ…

ରୋହିତ-କୋହଲି ଏକାଠି ଗାଇଲେ ‘ମା ତୁଝେ ସଲାମ …’, ଶୁଣି ଲୋମ ଟାଙ୍କୁରି ଉଠିବ

ମୁମ୍ବାଇ,୫।୭: ଟି୨୦ କ୍ରିକେଟ ବିଶ୍ୱକପ ବିଜେତା ଭାରତୀୟ ଦଳ ଗୁରୁବାର ପହଞ୍ଚିବା ପରେ ମୁମ୍ବାଇରେ ଭାରତୀୟ ଦଳର ବିଜୟ ପରେଡ୍‌ ହୋଇଥିଲା। ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଳିମାନେ ଡିଜେ ତାଳରେ ଡ୍ୟାନ୍ସ ଦେଖିବାକୁ ମିଳିଥିଲା। ଏହି ସମସ୍ତ ମୁହୂର୍ତ୍ତଗୁଡିକ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା।…

ଟିମ୍‌ ଇଣ୍ଡିଆକୁ ମିଳିଲା ୧୨୫ କୋଟି ଟଙ୍କା ପୁରସ୍କାର: ଭାଷଣରେ ଭାବପ୍ରବଣ ହେଲେ କୋହଲି

ମୁମ୍ବାଇ,୪ା୭: ଟି୨୦ କ୍ରିକେଟ ବିଶ୍ୱକପ୍‌ ବିଜେତା ଭାରତୀୟ ଦଳ ଗୁରୁବାର ପହଞ୍ଚିବା ପରେ ମୁମ୍ବାଇରେ ବିଜୟ ପରେଡ୍‌ ହୋଇଥିଲା। ପରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ଦଳକୁ ୧୨୫ କୋଟି ଟଙ୍କାର ଚେକ୍‌ ଦିଆଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା। ଭାରତୀୟ ଖେଳାଳିମାନେ…

ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଭିଡ ଭିତରେ ହଠାତ୍‌ ବସରୁ ଓହ୍ଲାଇ ଷ୍ଟାଡିୟମକୁ ଦୌଡିଲେ ରୋହିତ ଶର୍ମା, ଦେଖନ୍ତୁ ଭିଡିଓ

ମୁମ୍ବାଇ,୪।୭: ଯେତେବେଳେ ଭାରତୀୟ କ୍ରିକେଟ ଟିମ୍‌ ଟି -୨୦ ବିଶ୍ୱକପ ଜିତିବା ପରେ ପ୍ରଥମ ଥର ପାଇଁ ଦେଶର ମାଟିରେ ପାଦ ଦେଇଥିଲା, କ୍ରିକେଟ ପ୍ରଶଂସକମାନେ ସେମାନଙ୍କ ଚାମ୍ପିୟନଙ୍କୁ ଉପଯୁକ୍ତ ଢଙ୍ଗରେ ସ୍ବାଗତ କରିଥିଲେ। ପ୍ରଥମେ ଦିଲ୍ଲୀ ଏବଂ ପରେ ମୁମ୍ବାଇ,…

ଟି-୨୦ ବିଶ୍ୱକପ ଟ୍ରଫିକୁ କାହିଁକି ହାତ ଲଗାଇଲେ ନାହିଁ ମୋଦି? ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୪।୭: ଭାରତୀୟ କ୍ରିକେଟ ଟିମ୍‌ ଦ୍ୱିତୀୟ ଥର ପାଇଁ ଟି -୨୦ବିଶ୍ୱକପ ଚାମ୍ପିୟନ ହୋଇଛି। ଏହି ବିଶ୍ୱକପ ଟ୍ରଫି ନେଇ ରୋହିତ ଶର୍ମାଙ୍କ ବ୍ରିଗେଡ ସ୍ବଦେଶ ଆସିଛି। ଭାରତ ଆସିବା ପରେ ଟିମ ଇଣ୍ଡିଆ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟଛି।…

ମେରାଇନ ଡ୍ରାଇଭ ହେଲା ଜନ ସମୁଦ୍ର ପ୍ରଶଂସକ କହିଲେ, ରୋହିତ ଶର୍ମା ଡାକିଲେ, ଆଉ ଆମେ ଆସିଗଲୁ…

ମୁମ୍ବାଇ,୪।୭: ‘ଆମେ ଆପଣଙ୍କ ସହିତ ଏହି ମୁହୂର୍ତ୍ତକୁ ଉପଭୋଗ କରିବାକୁ ଚାହୁଁଛୁ, ତେଣୁ ମେରାଇନ ଡ୍ରାଇଭକୁ ଆସନ୍ତୁ …’। ବିଶ୍ୱ ବିଜୟ ପରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କେବଳ ଏହି ବାର୍ତ୍ତା ଦେଇଛନ୍ତି। ଏବଂ ଯେତେବେଳେ ସେ ସ୍ବଦେଶ…

ଟିମ ଇଣ୍ଡିଆକୁ ମିଳିଲା ଏମିତି ସମ୍ମାନ, ଯାହା କେବେ କୌଣସି ପ୍ରଧାନମନ୍ତ୍ରୀ ଅବା ମୁଖ୍ୟମନ୍ତ୍ରୀଙ୍କୁ ମିଳିନାହିଁ

ନୂଆଦିଲ୍ଲୀ,୪।୭: ଟି -୨୦ କ୍ରିକେଟ ବିଶ୍ୱକପ ଜିତିବା ପରେ ସ୍ବଦେଶ ଫେରିଥିବା ଟିମ ଇଣ୍ଡିଆକୁ ଦେଶରେ ଏକ ବଡ଼ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଉଛି। ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ଭାରତୀୟ କ୍ରିକେଟ ଟିମ ବିମାନକୁ ପାଣି ତୋପ ସାଲ୍ୟୁଟ ବା ଓ୍ବାଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri