ଖେଳ

ଭାରତ ନୁହେଁ, ଆଜି ପାକିସ୍ତାନ ପାଇଁ ଖେଳୁଥାନ୍ତେ ବିରାଟ କୋହଲି: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୫।୧୧: ବିରାଟ କୋହଲି, ବିଶ୍ୱକ୍ରିକେଟର ଏକ ଜଣାଶୁଣା ନାଁ। ଆଜି ସେ ନିଜର ୩୬ତମ ଜନ୍ମଦିବସ ପାଳନ କରୁଛନ୍ତି। କେବଳ ଭାରତରେ ନୁହେଁ, ବିଶ୍ୱ କ୍ରିକେଟରେ ସେ ଆଧିପତ୍ୟ ବିସ୍ତାର କରିଛନ୍ତି। ଟେଷ୍ଟ ମ୍ୟାଚ୍‌ ହେଉ କି ଏକଦିବସୀୟ, ଟି-୨୦ କ୍ରିକେଟର…

ମହିଳା ବର୍ଗରେ ପ୍ୟାରିସ ଅଲିମ୍ପିକ୍ସ ମେଡାଲ ଜିତିଥିବା ବକ୍ସର ଏବେ ବାହାରିଲେ ପୁରୁଷ, ପୂରା ଖବର ଜାଣିଲେ…

ନୂଆଦିଲ୍ଲୀ,୫।୧୧: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଆଲଜେରିଆର ବକ୍ସର ଇମାନ ଖଲିଫ ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅଲିମ୍ପିକ୍ସ ସମୟରେ ଇମାନଙ୍କ ଲିଙ୍ଗକୁ ନେଇ ବିବାଦ ଦେଖାଦେଇଥିଲା। ବର୍ତ୍ତମାନ ସାମ୍ନାକୁ ଆସିଥିବା ଡାକ୍ତରୀ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଜନକ କରିବ, ଯେଉଁଥିରେ କୁହାଯାଇଛି…

ବାପା ମା’ଙ୍କ ଜନ୍ମ ସ୍ଥାନରେ କମାଲ୍‌ କଲେ ଏହି ନ୍ୟୁଜିଲାଣ୍ଡ କ୍ରିକେଟର୍‌: ମିଳିଲା ସ୍ବତନ୍ତ୍ର ମେସେଜ୍‌

ମୁମ୍ବାଇ,୪ା୧୧: ଭାରତ ବିପକ୍ଷରେ ଐତିହାସିକ କ୍ଲିନ୍‌ ସୁଇପ୍‌ ପରେ ବାପାଙ୍କ ଠାରୁ ଏକ ସ୍ବତନ୍ତ୍ର ମେସେଜ୍‌ ମିଳିଥିବା କହିଛନ୍ତି ଯୁବ ଖେଳାଳି ରାଚିନ୍‌ ରବୀନ୍ଦ୍ର। ସିରିଜ୍‌ ବିଜୟ ପରେ ‘ମୁଁ ତୁମ ପାଇଁ ଗର୍ବିତ’ ବୋଲି ବାପା ମେସେଜ୍‌ କରିଥିବା ରବୀନ୍ଦ୍ର…

ଭାରତରେ ନୁହେଁ, ଏହି ଦେଶରେ ହେବ ଆଇପିଏଲ୍‌ ନିଲାମୀ

ନୂଆଦିଲ୍ଲୀ, ୪ା୧୧): ଚଳିତ ମାସ ଶେଷ ସପ୍ତାହରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ହାଇ ପ୍ରୋଫାଇଲ ନିଲାମୀ ସାଉଦି ଆରବ ରାଜଧାନୀ ରିୟାଦରେ ହେବ। ଏ ବାବଦରେ ଫ୍ରାଞ୍ଚାଇଜ୍‌ଗୁଡ଼ିକୁ ନୋଟିସ ଜାରି କରାଯାଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ…

ବଡ଼ ଖବର: ନ୍ୟୁଜିଲାଣ୍ଡଠୁ ହାରିବା ପରେ ହଟିବେ ରୋହିତ! ଏହି ୨ ଖେଳାଳି ହୋଇପାରନ୍ତି ଟିମ ଇଣ୍ଡିଆର ଅଧିନାୟକ

ନୂଆଦିଲ୍ଲୀ,୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଦଳକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଛି। ୩ ଟେଷ୍ଟ ମ୍ୟାଚ ସିରିଜରେ ନ୍ୟୁଜିଲ୍ୟାଣ୍ଡ ଭାରତୀୟ ଦଳକୁ ପରାସ୍ତ କରିଛି। ଏହା ପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ କ୍ରମାଗତ ଭାବେ ପ୍ରଶ୍ନ…

ଜୟ ଶାହାଙ୍କ ପରେ କିଏ ହେବେ ବିସିସିଆଇର ପରବର୍ତ୍ତୀ ସଚିବ, ସାମ୍ନାକୁ ଆସିଲା ନାଁ

ନୂଆଦିଲ୍ଲୀ,୪।୧୧: ଜୟ ଶାହା ଆଇସିସିର ଚେୟାରମ୍ୟାନ ହୋଇଛନ୍ତି ଏବଂ ସେ ତାଙ୍କ କାର୍ଯ୍ୟକାଳ ଡିସେମ୍ବର ୨ ତାରିଖରୁ ଆରମ୍ଭ କରିବେ। ବର୍ତ୍ତମାନ ସୁଦ୍ଧା ଜୟ ଶାହା ବିସିସିଆଇର ସଚିବ ଭାବରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଡିସେମ୍ବର ୨ ପରେ ଜୟ ଶାହାଙ୍କ…

ପରାଜୟ ପରେ ମୁହଁ ଖୋଲିଲେ ରୋହିତ: କହିଲେ, ଏହି କାରଣରୁ ହାରିଲୁ

ମୁମ୍ବାଇ,୪ା୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ହ୍ବାଇଟଓ୍ବାଶ୍‌ ପରେ ବ୍ୟାଟରଙ୍କ ପ୍ରଦର୍ଶନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା। ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ପୂର୍ବରୁ ଏହା ଟିମ୍‌ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇଛି ବୋଲି…

ଡବ୍ଲ୍ୟୁଟିସି ପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି ଭାରତ: ଜାଣନ୍ତୁ ଏବେ କ’ଣ ରହିଛି ପରିସ୍ଥିତି

ଦୁବାଇ, ୪ା୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ୩-୦ରେ ଲଜ୍ଜାଜନକ ପରାଜୟ ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ରେ ପ୍ରଥମରୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ମୁମ୍ବାଇରେ ଅନୁଷ୍ଠିତ ତୃତୀୟ ତଥା ଫାଇନାଲ ଟେଷ୍ଟରେ ଭାରତ ରବିବାର ନ୍ୟୁଜିଲାଣ୍ଡଠାରୁ ୨୫…

ନ୍ୟୁଜିଲାଣ୍ଡଠାରୁ ଳଜ୍ଜାଜନକ ପରାଜୟ ପାଇଁ ଦାୟୀ କିଏ? ସଚିନ ତେନ୍ଦୁଲକର ଖୋଲିଦେଲେ ପୋଲ୍‌

ମୁମ୍ବାଇ,୪।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୩-୦ ହରାଇଛି। ଭାରତର ଏଭଳି ଲଜ୍ଜାଜନକ ପରାଜୟ ପରେ ସିନିୟର୍‌ ଖେଳାଳିଙ୍କ ଉପରେ ଚାପ ବଢିବାରେ ଲାଗିଛି। ପୂର୍ବତନ ଖେଳାଳିମାନେ ଖେଳାଳିଙ୍କ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଛନ୍ତି। ମାଷ୍ଟରବ୍ଲାଷ୍ଟର ସଚିନ…

ରଣଜୀ ଟ୍ରଫି ପରେ ସନ୍ୟାସ ନେବେ ଏହି ଓ୍ବିକେଟ କିପର

ନୂଆଦିଲ୍ଲୀ,୪।୧୧: ଭାରତୀୟ କ୍ରିକେଟ ଟିମର ୱିକେଟ କିପର ରିଦ୍ଧିମାନ ଶାହା ଘୋଷଣା କରିଛନ୍ତି ଯେ ସେ ଚଳିତ ବର୍ଷ ୨୦୨୪-୨୫ ରଣଜୀ ଟ୍ରଫି ସିଜନ ପରେ ସେ କ୍ରିକେଟରୁ ଅବସର ନେବେ ଏବଂ ତାଙ୍କର ୧୭ ବର୍ଷର କ୍ୟାରିୟରକୁ ଶେଷ କରିବେ।…

ବିସିସିଆଇ ଟାର୍ଗେଟରେ ସିନିୟର: ୨ ଖେଳାଳିଙ୍କୁ ଦେଇପାରେ ଅବସର

ମୁମ୍ବାଇ,୩ା୧୧: ସିରିଜ୍‌ ହ୍ବାଇଟ୍‌ ଓ୍ବାଶ୍‌ ପରେ ବିସିସିଆଇର ନଜର କିଛି ସିନିୟର ଖେଳାଳିଙ୍କ ଉପରେ ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ଶେଷ ହେବା ପରେ ସିନିୟର ଖେଳାଳି ଦଳରୁ ବାହାର ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ବିସିସିଆଇ ରାଡାରରେ ବିରାଟ କୋହଲି,…

ଫେବୃଆରୀରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ: ବାରବାଟୀ ODI ପାଇଁ ବିକ୍ରି ହେବ ଟିକେଟ, ଦାମ୍‌ ରହିଛି…

କଟକ,୩।୧୧: ଆସନ୍ତା ଫେବୃଆରୀ ୯ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହି ପରିପ୍ରେକ୍ଷୀରେ ରବିବାର ଦିନିକିଆ ମ୍ୟାଚ୍‌ ପାଇଁ ଟିକେଟ ଦାମ୍‌ ଧାର୍ଯ୍ୟ ହୋଇଛି। ଷ୍ଟାଡିୟମର ୧ ନମ୍ବର, ୩ ନମ୍ବର, ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?