ଛାଡପତ୍ର ଚର୍ଚ୍ଚା ଭିତରେ ମୁଁହ ଖୋଲିଲେ ହାର୍ଦ୍ଦିକ ପାଣ୍ଡ୍ୟା: କହିଲେ, ବେଳେବେଳେ ଜୀବନ…
ନ୍ୟୁୟର୍କ,୨।୬: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ଅନେକ ଚର୍ଚ୍ଚାରେ ଅଛନ୍ତି। ଗୋଟିଏ ପଟେ ଆଇପିଏଲରେ ତାଙ୍କର ପ୍ରଦର୍ଶନ ଖରାପ ଥିଲା, ଅନ୍ୟ ପଟେ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନ୍କୋଭିକ୍ଙ୍କ ସହ ଛାଡପତ୍ର ହେବାର ଖବର ସୋସିଆଲ ମିଡିଆରେ ଅନେକ ଆଲୋଡନ ସୃଷ୍ଟି କରିଛି।…
ଏମିତି ସର୍ଟ ମାରିଲେ ହାର୍ଦ୍ଦିକ ପାଣ୍ଡ୍ୟା, ବୋଲରଙ୍କ ହାତରେ ପଡ଼ିଲା ୬ ଷ୍ଟିଚ୍
ନୂଆଦିଲ୍ଲୀ,୨।୬: ଟି-୨୦ ବିଶ୍ୱକପ ଆରମ୍ଭ କରିବା ପୂର୍ବରୁ ବାଂଲାଦେଶ ଏକ ବଡ ଝଟ୍କା ଲାଗିଛି। ଦଳର ଦ୍ରୁତ ବୋଲର ଶୋରିଫୁଲ ଇସଲାମ ଭାରତ ବିପକ୍ଷ ୱାର୍ମ ଅପ ମ୍ୟାଚରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ହାତରେ ୬ଟି ଷ୍ଟିଚ୍ ପଡ଼ିଛି। ତାଙ୍କର…
ଟି-୨୦ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ରେକର୍ଡ ବର୍ଷା
ନ୍ୟୁୟର୍କ,୨।୬: ଟି-୨୦ ବିଶ୍ୱକପ ୨୦୨୪ ଏକ ଧମାକାଦାରରୁ ଆରମ୍ଭ ହୋଇଥିଲା। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ କାନାଡା ଏବଂ ଆୟୋଜକ ଆମେରିକା ମଧ୍ୟରେ ଖେଳାଯାଇଥିଲା। ଡାଲାସର ଗ୍ରାଣ୍ଡ ପ୍ରିରି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଆମେରିକାର ଦୃଢ ବ୍ୟାଟିଂ ଆଧାରରେ ୭ ଉଇକେଟ ଜିତିଥିଲା।…
ଟି-୨୦ ବିଶ୍ୱକପ୍ରେ ଇତିହାସ ରଚିଲେ ଆମେରିକୀୟ ବ୍ୟାଟ୍ସମ୍ୟାନ୍
ନ୍ୟୁୟର୍କ,୨।୬: ଆମେରିକୀୟ ବ୍ୟାଟ୍ସମ୍ୟାନ ଆରୋନ ଜୋନ୍ସ ଟି-୨୦ ବିଶ୍ୱକପ ୨୦୨୪ର ପ୍ରଥମ ମ୍ୟାଚରେ ନିଜର ବିସ୍ଫୋରକ ବ୍ୟାଟିଂ ସହିତ ସମସ୍ତଙ୍କ ହୃଦୟ ଜିଣିଥିଲେ। କାନାଡା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଜୋନ୍ସ ୪ ଚୌକା ଓ ୧୦ ଛକା ସହାୟତାରେ ୪୦ ବଲରେ…
ଟି ୨୦ ବିଶ୍ବକପ: ଉଦଘାଟନୀ ମ୍ୟାଚରେ ଆମେରିକାର ଐତିହାସିକ ବିଜୟୀ
ଟେକ୍ସସ,୨।୬: ଟି ୨୦ ବିଶ୍ବକପ ୨୦୨୪ଉଦଘାଟନୀ ମୁକାବିଲାରେ ଐତିହାସିକ ବିଜୟ ହାସଲ କରିଛି ସହ-ଆୟୋଜକ ଯୁକ୍ତରାଷ୍ଟ୍ର ଆମେରିକା। ପ୍ରଥମ ମ୍ୟାଚରେ ଆମେରିକା କାନାଡାକୁ ୭ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଆମେରିକା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା,…
ଆଜିଠୁୁ ଟି୨୦ ବିଶ୍ୱକପ୍
ଜର୍ଜଟାଉନ୍,୨ା୬(ପି.ଟି)ଆମେରିକା ଓ ଓ୍ବେଷ୍ଟଇଣ୍ଡିଜର ମିଳିତ ଆୟୋଜନରେ ଟି୨୦ କ୍ରିକେଟ ବିଶ୍ୱକପ୍ ଟୁର୍ନାମେଣ୍ଟ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ୨୦ ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ବେଳେ ମୋଟ ୫୫ ମ୍ୟାଚ୍ ଖେଳାଯିବ। ସହ ଆୟୋଜକ ରହିଥିବା ଓ୍ବେଷ୍ଟଇଣ୍ଡିଜ୍…
କ୍ରିକେଟରୁ ଅବସର ନେଲେ ଦୀନେଶ କାର୍ତ୍ତିକ
ଚେନ୍ନାଇ,୧।୬: ଟିମ୍ ଇଣ୍ଡିଆର ଭେଟେରାନ୍ ୱିକେଟ୍ କିପର ବ୍ୟାଟର ଦୀନେଶ କାର୍ତ୍ତିକ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି। ଶନିବାର କାର୍ତ୍ତିକ ସୋସିଆଲ ମିଡିଆ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। ସେ ଏକ ଭାବପ୍ରବଣ ପୋଷ୍ଟ ମାଧ୍ୟମରେ ପ୍ରଶଂସକ ଏବଂ…
ଟିମ୍ ଇଣ୍ଡିଆକୁ କିଭଳି କୋଚ୍ ଆବଶ୍ୟକ? ବିସିସିଆଇକୁ ଗାଙ୍ଗୁଲିଙ୍କ ପରାମର୍ଶ, ଗମ୍ଭୀରଙ୍କୁ ନେଇ ଦେଲେ ବଡ଼ ବୟାନ…
ନୂଆଦିଲ୍ଲୀ,୧।୬: ଗୋଟିଏ ପଟେ ଟିମ୍ ଇଣ୍ଡିଆ ଆମେରିକାରେ ଟି୨୦ ବିଶ୍ୱକପ୍ ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ଦେଶରେ ଏହା ବ୍ୟତିତ ଆଗାମୀ କୋଚ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି। ବିଶ୍ୱକପ୍ ପରେ ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡଙ୍କ…
ଶୁବମନ ଗିଲ୍ଙ୍କୁ ବିବାହ କରିବେ ରିଦ୍ଧିମା, ମୁହଁ ଖୋଲିଲେ ଅଭିନେତ୍ରୀ…
ମୁମ୍ବାଇ: ଭାରତୀୟ କ୍ରିକେଟର ଶୁବମନ ଗିଲ୍ଙ୍କ ନା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଏବଂ ସୈଫ୍ ଅଲ୍ଲୀଙ୍କ ଝିଅ ସାରା ଅଲି ଖାନ୍ଙ୍କ ସହ ଜଡ଼ିତ ହେବା ଏବେ ଟେଲି ଅଭିନେତ୍ରୀ ରିଦ୍ଧିମା ପଣ୍ଡିତଙ୍କୁ ନେଇ ଚର୍ଚ୍ଚା ହେଉଛି। ଶୁବମନଙ୍କଠାରୁ ରିଦ୍ଧିମା…
ବିରାଟଙ୍କ ପାଖରେ ଏମିତି ଡିମାଣ୍ଡ ରଖିଲେ ଗାଭାସ୍କର
ନୂଆଦିଲ୍ଲୀ,୧।୬: ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଆଗରେ ଏକ ବଡ଼ ଡିମାଣ୍ଡ ରଖିଛନ୍ତି। ଗାଭାସ୍କର ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଶତକ ହାସଲ କରି ତାଙ୍କର ଏବଂ ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲାଷ୍ଟାୟର କୁକଙ୍କ କ୍ଲବରେ…
ଆଜି ଭାରତ-ବାଂଲାଦେଶ ଓ୍ବାର୍ମଅପ୍
ନ୍ୟୁୟର୍କ, ୧।୬: ଟି୨୦ କ୍ରିକେଟ ବିଶ୍ୱକପ୍ ଆସନ୍ତା ୨ ତାରିଖରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଆରମ୍ଭ ହେବାକୁ ଯାଉଛି। ଏହି ମେଗା ଟୁର୍ନାମେଣ୍ଟ ପୂର୍ବରୁ ଭାରତ ଏହାର ଓ୍ବାର୍ମଅପ୍ ମ୍ୟାଚ ଶନିବାର ବାଂଲାଦେଶ ବିପକ୍ଷରେ ଖେଳିବ। ନ୍ୟୁୟର୍କ ଷ୍ଟାଡିୟମର ପିଚ୍ ଏବଂ…
୧୬ ଘଣ୍ଟାର ଯାତ୍ରା କରି ଭାରତୀୟ ଦଳରେ ଯୋଗଦେଲେ କୋହଲି
ନ୍ୟୁୟର୍କ,୧ା୬: ଟି୨୦ ବିଶ୍ୱକପ୍ ଖେଳିବା ଲାଗି ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ନ୍ୟୁୟର୍କରେ ପହଞ୍ଚିଛନ୍ତି। ଅନ୍ୟ ସାଥୀ ଖେଳାଳିମାନେ ଏଠାରେ ପହଞ୍ଚିବାର ୫ ଦିନ ପରେ ସେ ଆସିଛନ୍ତି। କୋହଲି ଶନିବାର ବାଂଲାଦେଶ ବିପକ୍ଷରେ ଭାରତର ଓ୍ବାର୍ମଅପ୍ ମ୍ୟାଚରେ ଖେଳିବେ…
Archives


