ଖେଳ

ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ, ଶରୀରରେ ଟାଟୁ ଥିଲେ ମିଳିବ ଟିମ୍‌ ଇଣ୍ଡିଆରେ ସ୍ଥାନ; ଏ କ’ଣ କହିଲେ…

ନୂଆଦିଲ୍ଲୀ,୨୧।୭: ଟିମ୍‌ ଇଣ୍ଡିଆ ଜୁଲାଇ ୨୨ରେ ଶ୍ରୀଲଙ୍କା ଗସ୍ତରେ ଯିବ। ଏହି ଗସ୍ତରେ ଉଭୟ ଟିମ୍‌ ମଧ୍ୟରେ ୩ ଟି୨୦ ଏବଂ ସମାନ ଦିନିକିଆ ମ୍ୟାଚ୍‌ ଖେଳାଯିବ। ନୂଆ କୋଚ୍‌ ଭାବେ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ମଧ୍ୟ ଆରମ୍ଭ ହେବ। ନିକଟରେ…

ନୀରଜ ଚୋପ୍ରାଙ୍କୁ ନେଇ କୋଚ୍‌ ଦେଲେ ବଡ଼ ସୂଚନା, ଆଗାମୀ ଅଲମ୍ପିକ୍‌ରେ…

ନୂଆଦିଲ୍ଲୀ, ୨୧।୭: ଖୁବ୍‌ଶୀଘ୍ର ପ୍ୟାରିସ୍‌ ଅଲମ୍ପିକ୍‌ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅଲମ୍ପିକ୍‌ରେ ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କ ଠାରୁ ଦେଶ ଅଧିକରୁ ଅଧିକ ପଦକ ଆଶା କରୁଛି । ଏହି କ୍ରମରେ ଦେଶବାସୀ ଜାଭେଲିନ୍‌ ଷ୍ଟାର ତଥା ଆଥଲେଟ୍‌ ନୀରଜ ଚୋପ୍ରାଙ୍କୁ…

ଜୀବନକୁ ନେଇ ଏମିତି କହିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଆରମ୍ଭ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଶ୍ରୀଲଙ୍କା ଗସ୍ତ ପାଇଁ ଦଳ ଘୋଷଣା ହେବା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ଚର୍ଚ୍ଚାରେ ରହିଛନ୍ତି। ନିଜର କ୍ରୀଡା ପୋଷାକ ବ୍ରାଣ୍ଡ ଲଞ୍ଚ କରିବାକୁ ପ୍ରଥମ ଥର ପାଇଁ ଜନସାଧାରଣଙ୍କ ସମ୍ମୁଖରେ ନଜର ଆସିଥିଲେ ପାଣ୍ଡ୍ୟା। ସ୍ତ୍ରୀ ନତାଶା ଷ୍ଟେକୋଭିଚଙ୍କଠାରୁ ଅଲଗା…

କ୍ରୀଡା ପୁରସ୍କାର ନାଁ ବଦଳେଇବା ଘଟଣା: ସଫେଇ ଦେଲେ କ୍ରୀଡା ମନ୍ତ୍ରୀ

ଭୁବନେଶ୍ୱର,୨୧।୭: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ବଦଳାଇ ଦେବାର ଗୋଟିଏ ଦିନ ପରେ ୟୁ-ଟର୍ନ ନେଇଛନ୍ତି ରାଜ୍ୟ ସରକାର। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ହେବନି ବୋଲି ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ…

‘ହାର୍ଦ୍ଦିକ ଏଭଳି କିଛି ଖରାପ କାମ କରିନାହାନ୍ତି…’ ବୋର୍ଡ ନିଷ୍ପତ୍ତିକୁ ନେଇ ଏଭଳି କହିଲେ…

ନୂଆଦିଲ୍ଲୀ,୨୧।୭: ଶ୍ରୀଲଙ୍କା ସିରିଜ ଲାଗି ଟିମ୍‌ ଇଣ୍ଡିଆ ଟି୨୦ ଅଧିନାୟକ ପଦରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହଟାଇ ସୂର୍ଯ୍ୟକୁମାର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି। ଏପରିକି ଉପଅଧିନାୟକ ଭାବେ ଶୁଭମନ ଗିଲଙ୍କୁ ସାମିଲ କରାଯାଇଛି। ଏନେଇ ଘୋଷଣା ହେବା ପରଠାରୁ ଅନେକ ପୂର୍ବତନ କ୍ରିକେଟର…

ଏସିଆ କପ୍‌ରେ ଭାରତୀୟ ଟିମ୍‌କୁ ଲାଗିଲା ବଡ଼ ଝଟ୍‌କା, ବାଦ୍‌ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ, ୨୧।୭: ଶ୍ରୀଲଙ୍କାରେ ଖେଳା ଯାଉଥିବା ଟି-୨୦ ଏସିଆ କପ୍‌ରେ ଭାରତୀୟ ମହିଳା ଟିମ୍‌କୁ ବଡ଼ ଝଟ୍‌କା ଲାଗିଛି । ହରମାନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିଛି । ପାକିସ୍ତାନ ବିପକ୍ଷ ମ୍ୟାଚକୁ…

ଘରେ ସ୍ତ୍ରୀ-ପିଲାଛୁଆ ଅଛନ୍ତି…ଇଂଲଣ୍ଡର ବୋଲରଙ୍କୁ କାହିଁକି ଏମିତି କହିଲେ ଓ୍ବେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌

ନଟିଂହାମ,୨୧।୭:ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ନଟିଂହାମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ୍‌ ବୋଲିଂ ପେସ୍‌ ସହିତ ହଇଚଇ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଏହି ମ୍ୟାଚରେ…

ଆଇସିସି ଉପରେ ରାଗିକି ନିଆଁବାଣ ପାକିସ୍ତାନ: ସଫାସଫା କହିଦେଲା ଏମିତି

ଇସଲାମାବାଦ୍‌,୨୧।୭: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ ଜିଦ୍‌ ଧରି ବସିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ ରଜା ନକଭି। ଚାମ୍ପିୟନ ଟ୍ରଫି ପାଇଁ କୌଣସି ହାଇବ୍ରିଡ ମଡେଲକୁ ବିଚାର କରାଯିବ ନାହିଁ ବୋଲି ନକଭି ଆଇସିସିକୁ…

ଧମକ ଦେଲା ପାକିସ୍ତାନ: ଭାରତ ବିନା ଖେଳିବୁ ଚାମ୍ପିୟନ୍ସ ଟ୍ରଫି

ଇସଲାମାବାଦ୍‌,୨୧।୭: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗିରହିଛି। ପାକିସ୍ତାନ ଏହି ଟୁର୍ନାମେଣ୍ଟ ଆୟୋଜନ କରୁଛି, କିନ୍ତୁ ଟିମ ଇଣ୍ଡିଆ ଆଇସିସି ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ପ୍ରସ୍ତୁତ ନୁହେଁ। ୨୦୨୩ରେ ଖେଳାଯାଇଥିବା ଏସିଆ କପରେ…

ଗୋଟିଏ ଫୋନ କଲ୍‌ ବଦଳାଇଦେଲା ଭାଗ୍ୟ: ମିଳିଲା ଅଲମ୍ପିକ୍‌ ଟିକେଟ୍‌

ନୂଆଦିଲ୍ଲୀ,୨୧।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଜୁଲାଇ ୨୬ରୁ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଆଥଲେଟ୍‌ମାନେ ସେମାନଙ୍କ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ କୁସ୍ତି ଦଳରେ ସମୁଦାୟ ୬ ଜଣ ରେସଲର ଅଛନ୍ତି। ସେଥିମଧ୍ୟରୁ କେବଳ ଜଣେ ପୁରୁଷ ରେସଲର…

ହାର୍ଦ୍ଦିକଙ୍କୁ ମିଳିଗଲା ନୂଆ ଜୀବନସାଥୀ: ଏହି ଅଭିନେତ୍ରୀଙ୍କୁ କଲେ ଫଲୋ

ମୁମ୍ବାଇ,୨୧।୭: ଟି-୨୦ ବିଶ୍ୱକପ ୨୦୨୪ର ବିଜୟ ପରେ ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ସ୍ତ୍ରୀ ନତାଶା ଷ୍ଟାନକୋଭିକ ଅଲଗା ହୋଇଛନ୍ତି। ନତାଶାଙ୍କଠାରୁ ଅଲଗା ହେବା ପରେ ପାଣ୍ଡ୍ୟା ବର୍ତ୍ତମାନ ଅନ୍ୟ ଜଣେ ଅଭିନେତ୍ରୀଙ୍କ…

ଗମ୍ଭୀରଙ୍କ ସହକାରୀ ହୋଇପାରନ୍ତି ନାୟାର, ଡୋସ୍‌ଚେଟ

ନୂଆଦିଲ୍ଲୀ,  ୨୧।୭ (ପି.ଟି.): ଜୁଲାଇ ୨୭ରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ହ୍ବାଇଟ୍‌ ବଲ୍‌ ସିରିଜ ପାଇଁ ଅଭିଷେକ ନାୟାର ଓ ର଼୍ୟାନ ଟେନ୍‌ ଡୋସ୍‌ଚେଟ୍‌ଙ୍କୁ ନବ ନିଯୁକ୍ତ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସହକାରୀ କୋଚ୍‌ ଭାବେ ନିଯୁକ୍ତି ମିଳିପାରେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri