ହଠାତ୍ ଅଲିମ୍ପିକ୍ସରୁ ଓହରିଲେ ବିଶ୍ୱର ନମ୍ବର-୧ ଟେନିସ୍ ଖେଳାଳି: ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୨୫।୭: ବିଶ୍ୱ ନମ୍ବର ୱାନ ଟେନିସ ଖେଳାଳି ୟାନିକ ସିନର୍ ପ୍ୟାରିସ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି। ଗଳା ସଂକ୍ରମଣ (ଟନ୍ସିଲ) ହେତୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ୨୨ ବର୍ଷୀୟ ଇଟାଲୀୟ ଖେଳାଳି ସୋସିଆଲ ମିଡିଆରେ ଲେଖିଛନ୍ତି, ଅଲିମ୍ପିକ ଗେମ୍ସରେ…
ମେଗା ଅକ୍ସନ ପୂର୍ବରୁ ବିସିସିଆଇ ସମ୍ମୁଖରେ ବଡ଼ ଦାବି ରଖିଲେ ସମସ୍ତ ଦଳ, ହୋଇପାରେ ହଙ୍ଗାମା !
ନୂଆଦିଲ୍ଲୀ,୨୪।୭: ଆଇପିଏଲ୍ ୨୦୨୫କୁ ଆହୁରି ଅନେକ ମାସ ଥିଲେ ହେଁ ଏବେଠାରୁ ଫ୍ରାଞ୍ଚାଇଜଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଲେଣି। ନୂଆ ସିଜନ ପୂର୍ବରୁ ପୁଣିଥରେ ମେଗା ଅକ୍ସନ ହେବାକୁ ଯାଉଛି। ଏମିତିରେ ସମସ୍ତ ୧୦ ଟିମ୍ ପୁଣିଥରେ ନୂଆ ରୂପରେ ନଜର ଆସିବାକୁ…
ଅଲଗା ହେବାପରେ ପ୍ରଥମଥର ନତାଶାଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ,୨୪।୭: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ ଶେଷରେ ଅଲଗା ହୋଇଯାଇଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଉଭୟ ଏନେଇ ସୂଚନା ଦେଇଛନ୍ତି। ନତାଶା ପୁଅ ଅଗସ୍ତ୍ୟଙ୍କୁ ନେଇ ସର୍ବିଆ ପଳାଇଛନ୍ତି। ସେ ପ୍ରତିଦିନ ସେଠାରୁ ଅପଡେଟ ଶେୟାର୍ କରୁଛନ୍ତି। ନତାଶା…
ସାରା ଜୀବନର ସାଥୀ ହେବେ ଏହି ୨ ମହିଳା କ୍ରିକେଟର୍: ସରିଲା ନିର୍ବନ୍ଧ
ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡର ଉଇକେଟ କିପର-ବ୍ୟାଟ୍ସମ୍ୟାନ ଆମି ଜୋନ୍ସ ଏବଂ ଅଷ୍ଟ୍ରେଲୀୟ ବୋଲର ପିପ୍ପା କ୍ଲିରିଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ଦୁହେଁ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ ଏବଂ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ବର୍ତ୍ତମାନ ବିବାହ ବନ୍ଧନରେ…
‘ଟେଷ୍ଟ ମ୍ୟାଚ୍ର ଗୋଟିଏ ଦିନରେ ୬୦୦ ରନ୍ କରିବୁ’
ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଟିମ୍ ଟେଷ୍ଟ କ୍ରିକେଟରେ ଗୋଟିଏ ଦିନରେ ୬୦୦ ରନ୍ କରିପାରେ। ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଦଳର ବ୍ୟାଟ୍ସମ୍ୟାନ୍ ଓଲି ପୋପ୍। ତେବେ ପୂର୍ବରୁ ଟେଷ୍ଟ କ୍ରିକେଟରେ ଦିନକରେ ସର୍ବାଧିକ ରନ୍ର ରେକର୍ଡ ଦଳ ନାମରେ ରହିଛି। ଇଂଲଣ୍ଡ…
ଆଇପିଏଲ୍ ୨୦୨୫ ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ଲାଗିବ ଆଉ ଏକ ଝଟ୍କା? ପ୍ରୀତି ଜିଣ୍ଟାଙ୍କ ସହ ନୂଆ ପ୍ରୋଜେକ୍ଟରେ…
ନୂଆଦିଲ୍ଲୀ,୨୪।୭: ଆଇପିଏଲ୍ ୨୦୨୫ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଅନେକ ମାସ ଥିଲେ ହେଁ ଏବେଠାରୁ କିଛି ଖେଳାଳିଙ୍କ ଦଳଡିଆଁ ଖବର ସାମ୍ନାକୁ ଆସୁଛି। ଏସବୁ ନାମରେ ଶୁଭମନ ଗିଲଙ୍କ ନାମ ଯୋଡ଼ି ହୋଇଛି। ସେ ପଞ୍ଜାବ…
‘ରୋହିତ ଖେଳିବା ଉଚିତ ନୁହେଁ, ସେ ବେହୋସ୍ ହୋଇଯିବେ’
ନୂଆଦିଲ୍ଲୀ,୨୪।୭: ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ଗୌତମ ଗମ୍ଭୀର ନିକଟରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ ଏଭଳି କଥା କହିଥିଲେ , ଯାହାକୁ ନେଇ ପ୍ରଶଂସକ ଖୁସି ହୋଇଯାଇଥିଲେ। ଯେତେବେଳ ଯାଏ ଉଭୟ ଚାହିଁବେ ଦିନିକିଆ ଖେଳିପାରିବେ।…
ବିସିସିଆଇ ବିପକ୍ଷରେ ଆସିଲା ଏହି ଦେଶ: ପାକିସ୍ତାନ ଯିବାକୁ ପ୍ରସ୍ତୁତ
ନୂଆଦିଲ୍ଲୀ,୨୪।୭:ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ ଦେଶ ହେଉଛି ପାକିସ୍ତାନ। ଏହି ଟୁର୍ନାମେଣ୍ଟର ତାରିଖ ଘୋଷଣା କରାଯାଇଛି। କିନ୍ତୁ ବିସିସିଆଇ କହିଛି ଯେ, ପାକିସ୍ତାନରେ ସୁରକ୍ଷା ଚିନ୍ତା ଯୋଗୁ ଭାରତୀୟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଯିବ ନାହିଁ। ଏଥିସହ…
ଜାରି ହେଲା ଆଇସିସି ଟେଷ୍ଟ ରାଙ୍କିଙ୍ଗ୍, ତଳକୁ ଖସିଲେ ରୋହିତ
ନୂଆଦିଲ୍ଲୀ,୨୪।୦୭: ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳା ଯାଇଥିବା ଦ଼୍ବିତୀୟ ଟେଷ୍ଟ ମ୍ୟାଚ୍ ପରେ ଆଇସିସି ପକ୍ଷରୁ ଟେଷ୍ଟ ମାନ୍ୟତା ଜାରି କରାଯାଇଛି । ଇଂଲଣ୍ଡର ପୂର୍ବତନ କ୍ୟାପ୍ଟେନ୍ ଜୋ ରୁଟ୍ ଏକ ନମ଼୍ବର ସ୍ଥାନରେ ରହିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା…
ପୁରୀର କିଶୋରଙ୍କ ଉପରେ ସାରା ଦେଶର ନଜର, ଅଲମ୍ପିକ୍ରୁ ପଦକ ଦାବିଦାର
ନୂଆଦିଲ୍ଲୀ,୨୪।୦୭: ଓଡ଼ିଶାର ଗୌରବ ତଥା ପୁରୀ ଅଞ୍ଚଳର କିଶୋର ଜେନାଙ୍କ ଉପରେ ସାରା ଦେଶର ନଜର ରହିଛି । ଜାଭେଲିନ୍ ଥ୍ରୋରେ ପଦକ ବିଜେତା କିଶୋରଙ୍କ ନିକଟରୁ ଅଲମ୍ପିକ୍ ପଦକ ଆଶା କରୁଛି ଭାରତ । ପ୍ୟାରିସ୍ ଅଲମ୍ପିକ୍ ୨୦୨୪ ମହାକୁମ୍ଭକୁ…
ଆଇପିଏଲ ୨୦୨୫କୁ ନେଇ ବଡ଼ ଖବର: ନିଜ ନିଜ ଦଳ ଛାଡିପାରନ୍ତି ଏହି ସବୁ ଖେଳାଳି, ମୁମ୍ବାଇ ହାତ ଛାଡିବେ…
ନୂଆଦିଲ୍ଲୀ,୨୪।୭: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜନ ବହୁତ ରୋମାଞ୍ଚକର ହେବାକୁ ଯାଉଛି । ଏଥର ଅନେକ ଖେଳାଳିଙ୍କ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବାସ୍ତବରେ, ଏଥର ଏକ ମେଗା ନିଲାମ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ସମସ୍ତ ଦଳକୁ କେବଳ…
ରାଗରେ ନିଆଁବାଣ ପାକିସ୍ତାନୀ କ୍ରିକେଟର, ଜୟ ଶାହାଙ୍କୁ ନେଇ କହିଦେଲେ ବଡ଼ କଥା…
ନୂଆଦିଲ୍ଲୀ,୨୩।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ ‘ଚାମ୍ପିଅନ୍ସ ଟ୍ରଫି’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନ ଏହାର ଆୟୋଜନକୁ ନେଇ ଖୁସି ଥିବା ବେଳେ ଟିମ୍ ଇଣ୍ଡିଆ ନ ଯିବା ଏକ ପ୍ରକାର ସ୍ପଷ୍ଟ ବୋଲି କୁହାଯାଉଛି। ଏମିତିରେ ପାକିସ୍ତାନର କ୍ରିକେଟର,…
Archives


