ଭାରତକୁ ଧୂଳି ଚଟାଇ ପ୍ରଥମଥର ମହିଳା ଟି୨୦ ଏସିଆ କପ୍ ଟାଇଟଲ ଜିତିଲା ଶ୍ରୀଲଙ୍କା
ଦାମ୍ବୁଲା, ୨୮ା୭: ଶ୍ରୀଲଙ୍କା ପ୍ରଥମ ଥର ମହିଳା ଟି୨୦ ଏସିଆ କପ୍ ଟାଇଟଲ ହାସଲ କରିଛି। ଚାମରୀ ଆଥାପଟୁ (୬୧) ଓ ହର୍ଶିଥା ସମରବିକ୍ରମା (୬୯*)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସହାୟତାରେ ଭାରତକୁ ୮ଉଇକେଟରେ ହରାଇ ଶ୍ରୀଲଙ୍କା ଏହି କୃତିତ୍ୱ ହାସଲ କରିଛି।…
ନାଇଜେରିଆନ ମହିଳା ବକ୍ସର ପ୍ୟାରିସ ଅଲିମ୍ପିକ୍ସରୁ ସସ୍ପେଣ୍ଡ
ପ୍ୟାରିସ,୨୮ା୭: ଡୋପ୍ ଟେଷ୍ଟରେ ଧରାପଡ଼ି ନାଇଜେରିଆର ସିନ୍ଥିିଆ ଓଗୁନ୍ ସେମିଲୋର ଅଲିମ୍ପିକ ମହିଳା ବକ୍ସିଂ ପ୍ରତିଯୋଗିତାରୁ ସସ୍ପେଣ୍ଡ ହୋଇଛନ୍ତି। ଏହି ୨୨ବର୍ଷୀୟା ଆଫ୍ରିକାନ୍ ଗେମ୍ସ ଲାଇଟଓ୍ବେଟ୍ ଚାମ୍ପିୟନଙ୍କଠାରୁ ଗତ ଗୁରୁବାର ସାମ୍ପଲ ସଂଗ୍ରହ କରାଯାଇଥିବା ଇଣ୍ଟରନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) କହିଛି।…
ଭାରତକୁ ପ୍ରଥମ ପଦକ ମିଳିବା ପରେ ଖୁସିରେ ଗଦ୍ଗଦ୍ ହେଲେ ପ୍ରଧାନମନ୍ତ୍ରୀ ମୋଦି: ମନୁ ଭାକରଙ୍କ ପାଇଁ କହିଲେ ଏମିତି କଥା
ନୂଆଦିଲ୍ଲୀ,୨୮।୭: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଛନ୍ତି ମନୁଭାକର। ସେ ୧୦ ମିଟର ଏୟାର ପିସ୍ତଲରେ ପ୍ରଥମ ଭାରତୀୟ ମହିଳା ଭାବେ ପ୍ରେଞ୍ଜ ପଦକ ଜିତିଛନ୍ତି। ତାଙ୍କ ସଫଳତାରେ ଭାରତରେ ଖୁସିର ମାହୋଲ ଦେଖାଯାଇଛି। ଏଥିରେ ସାମିଲ ହୋଇନ୍ତି ପ୍ରଧାନମନ୍ତ୍ରୀ…
କିଏ ସେହି ମନୁ ଭାକର, ଯିଏ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପାଇଁ ଜିତିଲେ ପ୍ରଥମ ପଦକ
ନୂଆଦିଲ୍ଲୀ,୨୮।୭: ପ୍ୟାରିସ୍ ଅଲିମ୍ପିକ୍ସରେ ମନୁ ଭାକର ଇତିହାସ ରଚିଛନ୍ତି। ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ଚଳିତ ଅଲିମ୍ପିକ୍ସରେ ଭାରତର ପ୍ରଥମ ପଦକ। ନିଜର ଚମତ୍କାର ପ୍ରଦର୍ଶନ…
ଏହି ଗୁରୁତ୍ୱପୂର୍ଣ୍ଣ ଜିନିଷ ନେବାକୁ ଭୁଲିଗଲେ ରୋହିତ ଶର୍ମା: କୋହଲିଙ୍କୁ ମନେ ପକାଇଲେ ୟୁଜର୍ସ
ନୂଆଦିଲ୍ଲୀ,୨୮।୭: ପଡ଼ିଆରେ ଲମ୍ବା ଛକା ମାରିବା ବ୍ୟତୀତ ରୋହିତ ଶର୍ମା ନିଜ ଜିନିଷ ଭୁଲିଯିବା ପାଇଁ ଜଣାଶୁଣା। ରୋହିତ ଶର୍ମା ଭୁଲିଯିବାର ଅଭ୍ୟାସ ବିରାଟ କୋହଲି ବହୁ ବର୍ଷ ପୂର୍ବେ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ। ବର୍ତ୍ତମାନ ପ୍ରାୟତଃ ଲାଗୁଛି କୋହଲି…
ଇତିହାସ ରଚିଲେ ମନୁ ଭାକର: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ
ପ୍ୟାରିସ୍,୨୮।୭: ପ୍ୟାରିସ୍ ଅଲିମ୍ପିକ୍ସରେ ମନୁ ଭାକର ଭାରତର ପଦକ ଖାତା ଖୋଲିଛନ୍ତି। ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ…
Paris Olympic 2024: ସୁଟିଂରେ ୧୦ ମିଟର ଏୟାର ରାଇଫଲ୍ ଫାଇନାଲରେ ରମିତା ଜିନ୍ଦଲ
ନୂଆଦିଲ୍ଲୀ,୨୮ା୭: ଭାରତର ରମିତା ଜିନ୍ଦଲ ଇତିହାସ ସୃଷ୍ଟି କରି ପ୍ୟାରିସ ଅଲମ୍ପିକ୍ସ ସୁଟିଂ ୧୦ ମିଟର ଏୟାର ରାଇଫଲ୍ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ଗତ ୨୦ ବର୍ଷ ମଧ୍ୟରେ ମନୁ ଭାକରଙ୍କ ପରେ ରମିତା ଦ୍ୱିତୀୟ ମହିଳା ପ୍ରତିଯୋଗୀ ଭାବେ…
ଆମେ ଭାଗ୍ୟଶାଳୀ ଥିଲୁ…ଜାଣନ୍ତୁ କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ,୨୮।୭: ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ୪୩ ରନରେ ପରାସ୍ତ କରିଛି। ଏହା ଏକ ହାଇ ସ୍କୋରର ମ୍ୟାଚ ଥିଲା। ମ୍ୟାଚ୍ରେ ଏକ ସମୟରେ ଲାଗୁଥିଲା ଯେ ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ସହଜରେ ଜିତିବ।…
୨୮ ବର୍ଷ ପରେ କ୍ରିକେଟ୍ରେ ଏମିତି କାରନାମା କଲେ ଏହି ବୋଲର୍
ନୂଆଦିଲ୍ଲୀ,୨୮।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ କାମିନ୍ଦୁ ମେଣ୍ଡିସଙ୍କ ଅନନ୍ୟ ବୋଲିଂ କରିଥିଲେ। ବୋଲିଂ ବେଳେ କାମିନ୍ଦୁ ମେଣ୍ଡିସ ଏପରି ପ୍ରଦର୍ଶନ କରିଥିଲେ ଯେ କ୍ରିକେଟ ଜଗତ ଆଶ୍ଚର୍ଯ୍ୟ ହୋଇଯାଇଥିଲା।…
ଆଜି ଏସିଆ କପ୍ ଫାଇନାଲ୍, ଭାରତ-ଶ୍ରୀଲଙ୍କା ମଧ୍ୟରେ ବଡ଼ ଲଢ଼େଇ
ନୂଆଦିଲ୍ଲୀ, ୨୮।୦୭: ମହିଳା ଏସିଆ କପ୍ ୨୦୨୪ ଫାଇନାଲ୍ ମ୍ୟାଚ୍ ଅଜି ଅର୍ଥାତ ରବିବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଭାରତୀୟ ମହିଳା କ୍ରିକେଟ ଦଳ ଏହାର ଅଷ୍ଟମ ଏସିଆ କପ ଟାଇଟଲ ହାସଲ କରିବା ଉପରେ ନଜର…
କୋହଲିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟକୁମାର!
ପାଲେକେଲ୍,୨୮।୭: ଭାରତୀୟ ଟି୨୦ ଟିମ୍ର ସ୍ଥାୟୀ ଅଧିନାୟକ ହେବା ପରେ ସୂର୍ଯ୍ୟକୁମାର ଯାଦବ ବିରାଟ କୋହଲି ଅନ୍ତର୍ଜାତୀୟ ଟି୨୦ରେ କରିଥିବା ଏକ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ସେ ୨୬ ବଲ୍ରେ ୫୮ ରନ୍ର…
ଗୋଟିଏ ଝଟ୍କାରେ ଶେଷ ହୋଇଥାନ୍ତା ବିଶ୍ନୋଇଙ୍କ କ୍ୟାରିୟର ! ମୁହଁରେ ବାଜିଲା ବଲ୍, ଗୋଟିଏ ଇଞ୍ଚରୁ ବଞ୍ଚିଗଲା ଆଖି…
ପାଲେକେଲ୍,୨୮।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ବିଜେତା ହୋଇଛି। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୧୩ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ଟିମ୍ ୧୭୦ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ତେବେ ଏହି ମ୍ୟାଚ୍ରେ ଏଭଳି କିଛି…
Archives


