ଧୋନୀ, ରୋହିତ ଅବା ବିରାଟ ନୁହେଁ ଏହି ବିଦେଶୀ ହେଉଛନ୍ତି ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା କ୍ୟାପଟେନ
ନୂଆଦିଲ୍ଲୀ,୧୦।୮: ବିଶ୍ୱର ସବୁଠୁ ଧନୀ ଫ୍ରାଞ୍ଚାଇଜ ଲିଗ ଆଇପିଏଲରେ ଅଂଶଗ୍ରହଣ କରନ୍ତି। ଭାରତର ସମସ୍ତ ମହାନ ବ୍ୟକ୍ତି ଏହି ଲିଗରେ ଖେଳୁଥିବା ଦେଖାଯାଉଛି, କିନ୍ତୁ ଆପଣ ଜାଣନ୍ତି କି ଆଜି ପର୍ଯ୍ୟନ୍ତ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଅଧିନାୟକ କିଏ? ଏହା…
HIV ପଜିଟିଭ ଥାଇ ବି ଅଲିମ୍ପିକ୍ସରେ ଜିତିଲେ ସ୍ବର୍ଣ୍ଣ ପଦକ
ଓ୍ବାଶିଂଟନ,୧୦।୮: ‘ଜେଣ୍ଡର ଟେଷ୍ଟ’ରେ ବିଫଲ ହୋଇଥିବା ଦୁଇ ଜଣ ବକ୍ସରଙ୍କୁ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ମହିଳା କାଟେଗୋରୀରେ ଏଣ୍ଟ୍ରି ଦେବାକୁ ଇଣ୍ଟର ନ୍ୟାସନାଲ ଅଲିମ୍ପିକ କମିଟି (ଆଇଓସି) ର ନିଷ୍ପତ୍ତି ବିବାଦର କାରଣ ପାଲଟିଛି। ଲିଙ୍ଗ ଯୋଗ୍ୟତା ପରୀକ୍ଷାରେ ବିଫଳ ହେବା…
କେବଳ ବୟସ ପାଇଁ ମିଳୁନି ରାଜ୍ୟ ସଭା ଟିକେଟ୍? ରାଜ୍ୟ ସଭା ଏମପି ହେବା ପାଇଁ କ’ଣ ରହିଛି ଯୋଗ୍ୟତା…
ନୂଆଦିଲ୍ଲୀ,୧୦।୮: ନିର୍ଦ୍ଦିଷ୍ଟ ଓଜନରୁ ୧୦୦ଗ୍ରାମ୍ ଅଧିକ ହେତୁ ହରିୟାଣାର ରେସଲର ଭିନେଶ ଫୋଗଟ ଅଲିମ୍ପିକ ଫାଇନାଲରେ ଅଯୋଗ୍ୟ ହୋଇଛନ୍ତି। ତେବେ ସେ ଘରକୁ ଫେରିବା ପରେ ତାଙ୍କୁ ରାଜ୍ୟ ସଭାକୁ ପଠାଇବାକୁ ଦାବି କରାଯାଉଛି। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ହୁଡା…
ଅଯୋଗ୍ୟତା ମାମଲା: ସିଏଏସ୍ ସାମ୍ନାରେ କରିଥିବା ଅପିଲରେ ୩ ବଡ଼ ପଏଣ୍ଟ ରଖିଲେ ଭିନେଶ, ଜାଣନ୍ତୁ କ’ଣ
ନୂଆଦିଲ୍ଳୀ,୧୦।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ଭାରତୀୟ ରେସଲର ଭିନେଶ ଫୋଗଟଙ୍କ ଅଯୋଗ୍ୟତା ମାମଲା ଉପରେ ନିଷ୍ପତ୍ତି ରବିବାର ସୁଦ୍ଧା ଆସିପାରେ। କୋର୍ଟ ଅଫ ଆର୍ବିଟ୍ରେଶନ ଫର୍ ସ୍ପୋର୍ଟସ’ (ସିଏଏସ୍)ରେ ଏହି ପ୍ରସଙ୍ଗରେ ଭିନେଶ ଆବେଦନ କରିଛନ୍ତି। ଅଯୋଗ୍ୟ ହେବା ପରେ ସେ…
ଏତିକି କୋଟିର ମାଲିକାଣୀ ହେଉଛନ୍ତି ଭିନେଶ ଫୋଗଟ, ମୋଟ ସମ୍ପତ୍ତି ଜାଣିଲେ…
ନୂଆଦିଲ୍ଳୀ,୧୦।୮: ଭାରତୀୟ କୁସ୍ତି କିମ୍ବଦନ୍ତୀ ଭିନେଶ ଫୋଗଟଙ୍କ ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ଯାତ୍ରା ଅଗଷ୍ଟ ୭ରେ ଏକ ଅପ୍ରତ୍ୟାଶିତ ମୋଡ଼ରେ ଶେଷ ହୋଇଥିଲା। ୫୦ କିଲୋଗ୍ରାମ ଓଜନ ସୀମାଠାରୁ ୧୦୦ ଗ୍ରାମ ଅଧିକ ହୋଇଥିବାରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହି…
ଭିନେଶ ଫୋଗଟଙ୍କଠାରୁ ଶିଖିଲେ ବୁଦ୍ଧି, ୧୦ ଘଣ୍ଟାରେ କମାଇଲେ ୪.୬ କିଲୋ ଓଜନ
ପ୍ୟାରିସ,୧୦।୮: ମହିଳା ୫୦ କିଲୋଗ୍ରାମ ରେସଲିଂ ପ୍ରତିଯୋଗିତାର ଫାଇନାଲରୁ ମାତ୍ର ୧୦୦ଗ୍ରାମ ଓଜନ ଅଧିକ ହେତୁ ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହୋଇଥିଲେ। ଏପଟେ ଅମିନ ସେରାୱତ ପୁରୁଷ ୫୭କିଲୋଗ୍ରାମ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିବା ପାଇଁ ୧୦ଘଣ୍ଟା ମଧ୍ୟରେ…
ଆରମ୍ଭ ହେଲା କ୍ୟାରମ୍ ପ୍ରତିଯୋଗିତା
ଟେନସା,୧୦।୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଟେନସା କ୍ୟାରମ ଆସୋସେଶନ ଆନୁକୂଲ୍ୟରେ ଟେନସା ଜନମଙ୍ଗଳ କେନ୍ଦ୍ରଠାରେ କ୍ୟାରମ ପ୍ରତିଯୋଗିତା ଶୁକ୍ରବାର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଟେନସା ସରପଞ୍ଚ ଅନୀତା ପୂର୍ତ୍ତି, ଟେନସା ଫାଣ୍ଡି ଅଧିକାରୀ ସୁଦର୍ଶନ ଦେହୁରୀ…
୧୧ ବର୍ଷ ବୟସରେ ମା-ବାପାକୁ ହରାଇଥିଲେ, ଏବେ ଜିତିଲେ ଭାରତ ପାଇଁ ପଦକ, ଆଖିରେ ଲୁହ ଆସିଯିବ ଅମନ ସେରାୱତଙ୍କ କାହାଣୀ
ନୂଆଦିଲ୍ଲୀ,୧୦।୮: ପ୍ୟାରିସ ଅଲିମ୍ପିକ୍ସ୨୦୨୪ରେ ବ୍ରୋଞ୍ଜ ପଦକ ଜିତି ଅମନ ସେରାୱତ ଇତିହାସ ସୃଷ୍ଟି କରିଛନ୍ତି। ଭାରତ ପାଇଁ ଅଲିମ୍ପିକ ପଦକ ଜିତିବାରେ ଅମନ ସର୍ବକନିଷ୍ଠ ଖେଳାଳି। ସେ ମାତ୍ର ୨୧ ବର୍ଷ ବୟସରେ ଅଲିମ୍ପିକ ପଦକ ଜିତିଛିନ୍ତି। ପ୍ୟାରିସରେ ଅଲିମ୍ପିକ ପଦକ…
ବ୍ରୋଞ୍ଜ୍ ପଦକ ହାସଲ ପରେ ଚେତା ହରାଇଲେ ଏହି ଆଥ୍ଲେଟ
ସେଣ୍ଟ-ଡେନିସ (ଫ୍ରାନ୍ସ), ୧୦ା୮: ଗୁରୁବାର ଅନୁଷ୍ଠିତ ପୁରୁଷ ୨୦୦ ମିଟର ଫାଇନାଲରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ ଚେତାଶୂନ୍ୟ ହୋଇପଡ଼ିଥିଲେ ଆମେରିକାର ଅନ୍ୟତମ ଷ୍ଟାର ଆଥ୍ଲେଟ ନୋଆ ଲାଇଲ୍ସ। କୋଭିଡ୍ ପ୍ରଭାବ ଯୋଗୁ ଏପରି ହୋଇଥିବା ଅନୁମାନ କରାଯାଉଛି। ନୋଆ…
ଉଦ୍ଯାପନୀ ସମାରୋହରେ ଭାକରଙ୍କ ସହ ପତାକା ବାହକ ରହିବେ ଶ୍ରୀଜେଶ
ପ୍ୟାରିସ୍,୧୦ା୮: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ଉଦ୍ଯାପନୀ ସମାରୋହ ପାଇଁ ଭାରତୀୟ ଦଳର ପତାକା ବାହକ ଦାୟିତ୍ୱ ନିର୍ବାହ କରିବେ ଭାରତୀୟ ହକି ଦଳର ଗୋଲ୍କିପର ପି.ଆର. ଶ୍ରୀଜେଶ। ପୂର୍ବରୁ ଶୁଟିଂ ସେନ୍ସେସନ୍ ମନୁ ଭାକର ପତାକା ବାହକ ଦାୟିତ୍ୱ ନିର୍ବାହ କରିବେ…
ଖୁବ୍ଶୀଘ୍ର ସର୍ଜରି ପାଇଁ ନିଷ୍ପତ୍ତି ନେବେ
ପ୍ୟାରିସ୍,୧୦।୮: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିବା ପରେ ନୀରଜ ଖୁବ୍ଶୀଘ୍ର ସର୍ଜରି ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି। ଦୀର୍ଘଦିନ ହେବ ଆହତ ଥିଲେ ମଧ୍ୟ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ସେ…
ଦେଶ ପାଇଁ ପଦକ ଜିତି ମୁଁ ଗର୍ବିତ: ଅମିତ୍
ଭୁବନେଶ୍ୱର, ୧୦।୮ (ତପନ ସ୍ବାଇଁ): ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଏହାର ସମୃଦ୍ଧ ଇତିହାସ ପୃଷ୍ଠାରେ ଏକ ନୂଆ ଫର୍ଦ୍ଦ ସଂଯୋଗ କରିଛି। ଟୋକିଓ ପରେ ପ୍ୟାରିସରେ ଅର୍ଥାତ୍ କ୍ରମାଗତ ୨ଟି ଅଲିମ୍ପିକ୍ସରେ ବ୍ରୋଞ୍ଜ…
Archives


