ଖେଳ

୧୪୮ ବର୍ଷର କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି…ଶେଷ ୩ ବ୍ୟାଟ୍ସମ୍ୟାନ୍‌

ମୁଲତାନ,୨୧।୧: ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ମୁଲତାନରେ ଖେଳାଯାଇଥିଲା। ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୧୨୭ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ ପରାଜୟ ସତ୍ତ୍ୱେ, ୱେଷ୍ଟଇଣ୍ଡିଜ ଏକ ବିଶ୍ୱ ରେକର୍ଡ ହାସଲ କରିଥିଲା। ଦଳର ବୋଲରମାନେ ବ୍ୟାଟରେ ଚମତ୍କାର…

ପାକିସ୍ତାନକୁ ଆଉ ଏକ ଝଟ୍‌କା ଦେଲା ଭାରତ: ଏବେ ଜର୍ସିରେ ବି….

ନୂଆଦିଲ୍ଲୀ,୨୧।୧: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନ ଆୟୋଜକତାରେ ଖେଳାଯିବ। ଟିମ ଇଣ୍ଡିଆ ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ। ତଥାପି, ପାକିସ୍ତାନ ଏହି ଟୁର୍ନାମେଣ୍ଟର ଆନୁଷ୍ଠାନିକ ଆୟୋଜକ ହେବ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ…

ଇଡେନ ଗାର୍ଡେନରେ ସମସ୍ତଙ୍କ ହୃଦୟ ଜିତିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଇଡେନ ଗାର୍ଡେନ,୨୧।୧: ଆଜିକାଲି ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ। ଏହି ସିରିଜ ଜାନୁଆରୀ ୨୨ରୁ ଆରମ୍ଭ ହେବ। ଏଥିରେ ପାଞ୍ଚଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ ଖେଳାଯିବ। ଇଂଲଣ୍ଡ ଦଳ ଭାରତରେ…

ଟିମ ଇଣ୍ଡିଆକୁ ଫେରିବା ପାଇଁ ନିଜ ପ୍ରିୟ ଖାଦ୍ୟକୁ ଛାଡିଦେଇଥିଲେ ଶାମି, ୨ ମାସ ପର୍ଯ୍ୟନ୍ତ ଛୁଇଁ ନ ଥିଲେ…

ନୂଆଦିଲ୍ଲୀ,୨୧।୧: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ବିରିଆନି ଖାଇବା ପାଇଁ ପସନ୍ଦ କରନ୍ତି। ଶାମି ଅନେକ ସାକ୍ଷାତକାରରେ ବିରିୟାନି ବିଷୟରେ କହିଛନ୍ତି। କିନ୍ତୁ ଟିମ ଇଣ୍ଡିଆକୁ ଫେରିବା ପାଇଁ ଶାମି ବିରିଆନି ଛାଡିଦେଇଥିଲେ। ଭାରତୀୟ ଦ୍ରୁତ ବୋଲର ଦୁଇ ମାସ…

ରିଷଭଙ୍କ ପରେ ଅଜିଙ୍କ୍ୟ ରାହାନେଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ, ବଡ଼ ବଡ଼ ଖେଳାଳି ଥିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୦।୧: ଅଜିଙ୍କ୍ୟ ରାହାନେଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି। ଆଇପିଏଲ ୨୦୨୫ ଆରମ୍ଭ ହେବା ପୂର୍ବରୁ, ରାହାନେଙ୍କୁ ମୁମ୍ବାଇର ରଣଜୀ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ରାହାନେଙ୍କ ଅଧିନାୟକତ୍ୱରେ ୧୭ ଜଣିଆ ଦଳରେ ରୋହିତ ଶର୍ମାଙ୍କୁ ମଧ୍ୟ ମନୋନୀତ କରାଯାଇଛି। ରଣଜୀ…

ଅଧିନାୟକ ହେବା ପରେ ଧୋନୀଙ୍କୁ ନେଇ ଏମିତି କଥା କହିଦେଲେ ରିଷଭ ପନ୍ତ: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ଉଇକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜିଆଣ୍ଟସର ଅଧିନାୟକ ହୋଇଛନ୍ତି। ଦଳର ମାଲିକ ସଞ୍ଜିବ ଗୋଏଙ୍କା ତାଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀ କରି ନୂତନ ଅଧିନାୟକଙ୍କ ନାମ ଘୋଷଣା କରିଥିଲେ। ଅଧିନାୟକ ନିଯୁକ୍ତ ହେବା ପରେ ପନ୍ତଙ୍କ ପ୍ରଥମ…

ଆଇପିଏଲ ୨୦୨୫ ପାଇଁ ଅଧିନାୟକ ଘୋଷଣା କଲା ଲକ୍ଷ୍ନୌ, ଏହି ଖେଳାଳାଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୨୦।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନ ପାଇଁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ସେମାନଙ୍କର ଅଧିନାୟକ ଘୋଷଣା କରିଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ମାଲିକ ସଞ୍ଜୀବ ଗୋଏଙ୍କା ନିଶ୍ଚିତ କରିଛନ୍ତି ଯେ ରିଷଭ ପନ୍ତ ଆଇପିଏଲ ୨୦୨୫ରେ ଦଳର ଅଧିନାୟକ ହେବେ।…

କ୍ରିକେଟ୍‌ରେ ବଡ଼ ଓଲଟପାଲଟ: ସାରା ବିଶ୍ୱ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୦।୧: କ୍ରିକେଟରେ ଇତିହାସ କେବେ ବଦଳିଯାଏ ତାହା କେହି ଜାଣନ୍ତି ନାହିଁ। ଏବେ ନାଇଜେରିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ଏହି ଓଲଟପାଲଟ ଦେଖି କ୍ରିକେଟ ଜଗତ ଆଶ୍ଚର୍ଯ୍ୟ ହୋଇଗଲା। ନାଇଜେରିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ ରନରେ ବିଜୟୀ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ରାଜନୀତି! ରୋହିତ-ଅଗରକର ରଚିଲେ ଷଡ଼ଯନ୍ତ୍ର, ଯାହାକୁ ନେଇ…

ନୂଆଦିଲ୍ଲୀ,୨୦।୧: ନିକଟରେ ବିସିସିଆଇ ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ ଇଣ୍ଡିଆ ଘୋଷଣା କରିଛି। ଦଳ ଘୋଷଣା ପରେ, ବିସିସିଆଇର ମୁମ୍ବାଇ କାର୍ଯ୍ୟାଳୟରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପରେ ଇଂଲଣ୍ଡ ବିପକ୍ଷ ଦିନିକିଆ…

ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ହିଟ୍‌ମ୍ୟାନ୍‌ଙ୍କୁ ନେଇ ସୁରେଶ ରାଇନାଙ୍କ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୧: ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ଭାରତୀୟ ଦଳର ଅଧିନାୟିକତ୍ୱ ରୋହିତ ଶର୍ମାଙ୍କ ହାତରେ ରହିଛି। ରୋହିତ ବହୁତ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ନିକଟରେ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ…

ନୀରଜ ଚୋପ୍ରାଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୨୦।୧: ଭାରତୀୟ ଆଥଲେଟ ନୀରଜ ଚୋପ୍ରା ବିବାହ କରିଛନ୍ତି। ସେ ବୃତ୍ତିଗତ ଟେନିସ ଖେଳାଳି ହିମାନି ମୋରଙ୍କୁ ବିବାହ କରିଛନ୍ତି। ଅଲିମ୍ପିକ୍ସରେ ପଦକ ଜିତିବା ପରେ ନୀରଜ ପ୍ରସିଦ୍ଧ ହୋଇଥିଲେ। ଏହା ପରେ ତାଙ୍କର ଆୟ ମଧ୍ୟ ବୃଦ୍ଧି ପାଇଲା। ନୀରଜ…

କିଏ ସେହି ହିମାନୀ ମୋର;ଯାହାଙ୍କ ହାତ ଧରିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୨୦।୧: ଭାରତର ଷ୍ଟାର ଜାଭେଲିନ ଥ୍ରୋଅର୍‌ ନୀରଜ ଚୋପ୍ରା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନୀରଜ ସୋସିଆଲ ମିଡିଆ ମାଧ୍ୟମରେ ବିବାହ ଉତ୍ସବର କିଛି ଫଟୋ ଶେୟାର କରିଛନ୍ତି। ସେ ହିମାନୀ ମୋରଙ୍କୁ ବିବାହ କରିଛନ୍ତି। ଏବେ ପ୍ରଶ୍ନ ଉଠିଛି ହିମାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?