ମିଳିଲା ସୂଚନା, ହାର୍ଦ୍ଦିକ୍ ପାଣ୍ଡ୍ୟା ହେବେ କ୍ୟାପ୍ଟେନ୍
ନୂଆଦିଲ୍ଲୀ, ୧୬।୦୭: ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍ରେ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର କ୍ୟାପ୍ଟେନ୍ ହେବେ ବୋଲି ସୂଚନା ମିିଳିଛି । ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍ରେ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର କ୍ୟାପ୍ଟେନ୍ ହେବେ…
କ୍ରିକେଟର୍ଙ୍କୁ କଡ଼ା ଚେତାବନୀ ଦେଲା ପାକିସ୍ତାନ କ୍ରିକେଟ ବୋର୍ଡ
ଇସଲାମାବାଦ୍,୧୬।୭: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମୋହସିନ ନକଭି ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ଖେଳାଳିଙ୍କୁ ତିନି ମାସ ମଧ୍ୟରେ ଫିଟନେସ ପରୀକ୍ଷା କରାଯିବ। ପିସିବି ଏହି ନିଷ୍ପତ୍ତି ନେଇଥିବା ଦୃଷ୍ଟିରେ ରଖି ଟି-୨୦ ବିଶ୍ୱକପରେ ପାକିସ୍ତାନୀ ଖେଳାଳିଙ୍କ ଫିଟନେସ…
ଆଗାମୀ ୱାନ୍ଡେ ଖେଳିବେନି ହାର୍ଦ୍ଦିକ୍ ପାଣ୍ଡ୍ୟା, BCCIକୁ କହିଲେ କାରଣ
ନୂଆଦିଲ୍ଲୀ, ୧୬।୦୭: ବିଶ଼୍ବକପ୍ ବିଜୟ ପରେ ଭାରତୀୟ କ୍ରିକେଟ ଦଳ ଚଳିତ ମାସ ଶେଷଆଡ଼କୁ ଶ୍ରୀଲଙ୍କା ଗସ୍ତରେ ଯିବାକୁ ପ୍ରସ୍ତୁତ ହେଉଛି । ଟିମ ଇଣ୍ଡିଆ ଏହି ଗସ୍ତରେ ଟି -୨୦ ଏବଂ ୱାନ୍ଡେ ସିରିଜ ଶ୍ରୀଲଙ୍କା ସହ ଖେଳିବ। ତେବେ…
ଆଖି ବନ୍ଦ କରି ଜପ କଲେ କୋହଲି, ଅନୁଷ୍କା କହିଲେ ଶ୍ରୀରାମ ଜୟ ରାମ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୬।୭: କେବଳ ବଲିଉଡରେ ନୁହେଁ ଯେତେବେଳେ କ୍ରିକେଟ ଦୁନିଆରେ ପାୱାର୍ କପଲଙ୍କ ବିଷୟରେ କଥାବାର୍ତ୍ତା ହୁଏ, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ନାମ ପ୍ରଥମେ ଆସିଥାଏ। ଦୁହେଁ ଇଣ୍ଡଷ୍ଟ୍ରିର ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ବିରାଟ କୋହଲି ଟି -୨୦…
‘ଶୁଭମନ୍ଙ୍କୁ ଅଧିନାୟକତ଼୍ବ ବିଷୟରେ ଜଣାନାହିଁ’, ବଡ଼ ବୟାନ୍ ଦେଲେ ଏହି ପୂର୍ବତନ ଖେଳାଳି
ନୂଆଦିଲ୍ଲୀ, ୧୬।୦୭: ଭାରତୀୟ କ୍ରିକେଟ୍ ଟିମ୍ ଆଇସିସି ଟି-୨୦ ବିଶ଼୍ବ କପ୍ ବିଜୟ ପରେ ଜିମ଼୍ବାୱେ ଗସ୍ତରେ ଯାଇଥିଲା । ଏହି ଟିମ୍ର ଅଧିନାୟକତ଼୍ବ ଶୁଭମନ ଗିଲ୍ଙ୍କ ହାତରେ ରହିଥିଲା । ପ୍ରଥମ ମ୍ୟାଚ୍ରେ ହାରିବା ପରେ ଟିମ୍ ଜୋରଦାର ଫର୍ମକୁ…
ଏମିତି ସଟ୍ ଖେଳିଲେ ବ୍ୟାଟ୍ସମ୍ୟାନ୍, ବ୍ୟାଟ୍ ହୋଇଗଲା ଦି’ ଫାଳ: ଦେଖନ୍ତୁ ଭିଡିଓ
ଓ୍ବାଶିଂଟନ୍,୧୬।୭: ଆମେରିକାର ମେଜର ଲିଗ କ୍ରିକେଟରେ (ଏମ୍ଏଲ୍ସି ୨୦୨୪) ଖେଳାଯାଇଥିଲା। ଏହି ମ୍ୟାଚ ଲସ ଆଞ୍ଜେଲସ ନାଇଟ ରାଇଡର୍ସ (ଏଲ୍ଏକେଆର୍) ଏବଂ ୱାଶିଂଟନ ଫ୍ରିଡମ (ଡବ୍ଲୁଏଫ) ମଧ୍ୟରେ ଖେଳାଯାଇଥିଲା। ୱାଶିଂଟନ ଫ୍ରିଡମ ଏହି ମ୍ୟାଚ ଜିତିଥିଲା। ୱାଶିଂଟନ ଫ୍ରିଡମ ଅଧିନାୟକ ଷ୍ଟିଭ…
୨ ଓଭରରେ ମ୍ୟାଚ୍ ଜିତିବାକୁ ଆବଶ୍ୟକ ଥିଲା ୬୧ ରନ୍: ଗୋଟିଏ ବଲ୍ ବାକି ଥାଇ ମ୍ୟାଚ୍ ଜିତିଗଲା ଏହି ଟିମ୍
ନୂଆଦିଲ୍ଲୀ,୧୬।୭: କ୍ରିକେଟରେ କ’ଣ ହେବ, ତାହା କେହି ଜାଣନ୍ତି ନାହିଁ। ସମୟ ସହିତ କ୍ରିକେଟ ଦ୍ରୁତ ଗତିରେ ଗତି କରୁଛି। ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ମଧ୍ୟ ବ୍ୟାଟ୍ସମ୍ୟାନ୍ମାନେ ବିସ୍ଫୋରକ ବ୍ୟାଟିଂ କରିବାକୁ ପସନ୍ଦ କରୁଛନ୍ତି। କ୍ରିକେଟର ସମ୍ପ୍ରସାରଣ ସହିତ ଫର୍ମାଟ ମଧ୍ୟ…
ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୧୬।୭: ଭାରତୀୟ ଦ୍ରୁତ ବୋଲର ଚେତନ ସାକରିଆ ବିବାହ କରିଛନ୍ତି। ଚେତନଙ୍କ ବିବାହ ଫଟୋ ଭାଇରାଲ ହୋଇଛି। ଚେତନଙ୍କ ସ୍ତ୍ରୀଙ୍କ ନାମ ମେଘନା ଜାମ୍ବୁଚା। ଚେତନ ଆଇପିଏଲରେ ଚେତନ କୋଲକାତା ନାଇଟ ରାଇଡର୍ସର ଏକ ଅଂଶ ଥିଲେ। ସେ ସିଜନରେ ଗୋଟିଏ…
କିପରି ସମାଧାନ ହୋଇଥିଲା କୋହଲି-ଗମ୍ଭୀରଙ୍କ ବିବାଦ, ଏହି ଅଭିଜ୍ଞ ଖେଳାଳି କଲେ ଖୁଲାସା
ନୂଆଦିଲ୍ଲୀ,୧୬।୭: ଭାରତୀୟ ଟିମ୍ର କୋଚ୍ ଗୌତମ ଗମ୍ଭୀର ଏବଂ ଭାରତୀୟ ତାରକା ବ୍ୟାଟର୍ ବିରାଟ କୋହଲିଙ୍କ ମଧ୍ୟରେ ଚାଲିଥିବା ବିବାଦ କିପରି ସମାଧାନ ହେଲା ସେନେଇ ଅଭିଜ୍ଞ ସ୍ପିନର ଅମିତ ମିଶ୍ରା ଖୁଲାସା କରିଛନ୍ତି। ଆଇପିଏଲ ୨୦୨୩ ସିଜନରେ, ସେତେବେଳେ ଲକ୍ଷ୍ନୌ…
ଟଙ୍କା-ଖ୍ୟାତି ଦେଖି ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି କୋହଲି: ସାଥୀ କ୍ରିକେଟର୍ କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ,୧୬।୭: ଭାରତୀୟ ଦଳର ଅଭିଜ୍ଞ ଲେଗ ସ୍ପିନର ଅମିତ ମିଶ୍ର ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଖ୍ୟାତି ଏବଂ ଟଙ୍କା କୋହଲିଙ୍କୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଛି ବୋଲି ବିଶ୍ର କହିଛନ୍ତି। କୋହଲିଙ୍କ ସହ ଅନେକ ଅନ୍ତର୍ଜାତୀୟ କ୍ରିକେଟ…
ମାଉଣ୍ଟ ଏଲବ୍ରୁସ ଆରୋହଣ କରିବେ ଅନିତା
ଭୁବନେଶ୍ୱର, ୧୬।୭ (ତପନ ସ୍ବାଇଁ): ଓଡ଼ିଶାର ଅନ୍ୟତମ ଜଣାଶୁଣା ପର୍ବତାରୋହୀ ତଥା ଆସୋସିଏଶନ ଅଫ୍ ଆଡ୍ଭେଞ୍ଚର ଆଣ୍ଡ ସୋସିଆଲ୍ ଆକ୍ଟିଭିଟିଜ୍ (ଆସା)ର ସଦସ୍ୟା ଅନିତା ସ୍ବାଇଁ ୟୁରୋପର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ ଆରୋହଣ କରିବେ। ଏଥିପାଇଁ ସେ ସୋମବାର ଦିଲ୍ଲୀ…
ହରଭଜନ, ଯୁବରାଜଙ୍କୁ ସମାଲୋଚନା
ନୂଆଦିଲ୍ଳୀ,୧୬ା୭: ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ, ଯୁବରାଜ ସିଂ ଓ ସୁରେଶ ରାଇନାଙ୍କୁ ସମାଲୋଚନା କରିଛନ୍ତି ପାରା ଶଟଲର ମାନସୀ ଯୋଶୀ। ଭିଡିଓଟି ବର୍ତ୍ତମାନ ଡିଲିଟ୍ କରାଯାଇଥିବା ବେଳେ ୩…
Archives


