ଖେଳ

ଆସିଲା ବଡ଼ ଅପଡେଟ୍‌: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଖେଳିବେ ନା ନାହିଁ, ଜାଣନ୍ତୁ କ’ଣ କହିଲେ ମାଲିକ

ନୂଆଦିଲ୍ଲୀ, ୩୦।୮: ଆସନ୍ତା ବର୍ଷ ଆଇପିଏଲ ୨୦୨୫ର ଆୟୋଜିତ ହେବ, କିନ୍ତୁ ଏହାପୂର୍ବରୁ ସମସ୍ତେ ଉତ୍ସାହର ସହିତ ମେଗା ନିଲାମକୁ ଅପେକ୍ଷା କରିଛନ୍ତି। ମେଗା ନିଲାମରେ ବହୁ ସଂଖ୍ୟକ ଖେଳାଳି ଅଂଶଗ୍ରହଣ କରିବେ। ବିଶେଷକରି ନିଲାମ ପୂର୍ବରୁ ରୋହିତ ଶର୍ମା ଚର୍ଚ୍ଚାର…

ଜସପ୍ରୀତ ବୁମ୍‌ରାଙ୍କ ସହ କ୍ୟାରିୟର ଆରମ୍ଭ କରିଥିବା ଦ୍ରୁତ ବୋଲର ନେଲେ ସନ୍ୟାସ, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୩୦।୮: ଗୋଟିଏ ପରେ ଗୋଟିଏ ଭାରତୀୟ ଖେଳାଳି ଅବସର ଘୋଷଣା କରୁଥିବା ଦେଖାଯାଉଛି। ନିକଟରେ ଶିଖର ଧାୱନ ଅବସର ଘୋଷଣା କରିଥିଲେ। ବର୍ତ୍ତମାନ ଜସପ୍ରୀତ ବୁମ୍‌ରାଙ୍କ ସହ କ୍ୟାରିୟର ଆରମ୍ଭ କରିଥିବା ଦ୍ରୁତ ବୋଲର ବରିନ୍ଦର ଶରନ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ…

ରୋହିତଙ୍କୁ ୫୦ କୋଟି ଟଙ୍କାରେ କିଣିବ କି ଲକ୍ଷ୍ନୌ: ମୁହଁ ଖୋଲିଲେ ମାଲିକ

ନୂଆଦିଲ୍ଲୀ,୨୯।୮:ଆଇପିଏଲ୍‌ ୨୦୨୫ ଅଧିକ ରୋଚକ ହେବାକୁ ଯାଉଛି। କାରଣ ଏହା ପୂର୍ବରୁ ଏକ ମେଗା ନିଲାମ ଅନୁଷ୍ଠିତ ହେବ। ମେଗା ନିଲାମ ପୂର୍ବରୁ ଦଳଗୁଡିକରେ ଅନେକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଅନେକ ତାରକା ଖେଳାଳି ଗୋଟିଏ ଦଳରୁ…

ମୁଁ ବ୍ୟାଡମିଣ୍ଟନର ବିରାଟ କୋହଲି ହେବାକୁ ଚାହୁଁଛି: କହୁ କହୁ ଏମିତି କହିଦେଲେ ଲକ୍ଷ୍ୟ ସେନ

ନୂଆଦିଲ୍ଲୀ,୨୯।୮: ନିକଟରେ ଶେଷ ହୋଇଥିବା ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଲକ୍ଷ୍ୟ ସେନ ହୁଏତ ପଦକ ଜିତି ନ ଥିଲେ, କିନ୍ତୁ ତାଙ୍କର ଦୃଢ ପ୍ରଦର୍ଶନ ସହିତ ସେ ନିଶ୍ଚିତ ଭାବରେ ସମସ୍ତଙ୍କ ହୃଦୟ ଜିତିଥିଲେ। ବର୍ତ୍ତମାନ ଭାରତୀୟ ବ୍ୟାଡମିଣ୍ଟନ…

ଲକ୍ଷ୍ନୌରୁ ରାହୁଲଙ୍କ ଛୁଟି ନିଶ୍ଚିତ, ଏବେ ନୂଆ ଅଧିନାୟକ ସନ୍ଧାନରେ ଦଳ, କିଏ ହେବେ ଦାବିଦାର?

ନୂଆଦିଲ୍ଲୀ,୨୯।୮: କେ.ଏଲ ରାହୁଲଙ୍କୁ ଆଇପିଏଲ ୨୦୨୫ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଟିମ୍‌ରେ ଖେଳୁଥିବା ଦେଖିବାକୁ ମିଳିବ ନାହିଁ। ଏଭଳି ପରିସ୍ଥିତିରେ ସଞ୍ଜୀବ ଗୋୟନାଙ୍କ ମାଲିକାନାରେ ଥିବା ଏହି ଦଳ ବର୍ତ୍ତମାନ ଆଇପିଏଲ ସିଜନରେ ନୂଆ ଅଧିନାୟକ ସନ୍ଧାନରେ ଅଛି। ଗତ କିଛି…

ହିଟ୍‌ଲରଙ୍କୁ ବି ମୁହଁତୋଡ ଜବାବ ଦେଇଥିଲେ ଧ୍ୟାନଚାନ୍ଦ

ଆଜି ହେଉଛି ଜାତୀୟ କ୍ରୀଡା ଦିବସ। ୧୯୦୫ ମସିହା, ଅଗଷ୍ଟ ୨୯ରେ ଆହ୍ଲାବାଦର ପ୍ରୟାଗଠାରେ ହକିର ଯାଦୁଗର ଓ କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦ ଏକ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମ ଦିନକୁ ପ୍ରତିବର୍ଷ ଜାତୀୟ କ୍ରୀଡା ଦିବସ…

ଭାରତୀୟ କ୍ରୀଡ଼ାର ଅଲିମ୍ପିକ୍ସ ଯାତ୍ରା

ଗତ ଅଗଷ୍ଟ ୧୧ରେ ସମାପ୍ତ ହୋଇଛି ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ସମାରୋହ ୩୩ତମ ଅଲିମ୍ପିକ କ୍ରୀଡ଼ା। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ ସହରରେ ତୃତୀୟ ଥର ପାଇଁ ଆୟୋଜିତ ହୋଇଥିବା ଏହି ଅଲିମ୍ପିକ୍ସରେ ଭାରତର ୧୧୭ଜଣ କ୍ରୀଡ଼ାବିତ୍‌ ୧୬ଟି କ୍ରୀଡ଼ା ଶୃଙ୍ଖଳାର ୬୯ଟି…

କ୍ରୀଡ଼ା ଓ ଜାତୀୟତା

କ୍ରୀଡ଼ାର ମହାକୁମ୍ଭ ଆଧୁନିକ ଅଲିମ୍ପିକ୍‌ କ୍ରୀଡ଼ା ଗତ ଜୁଲାଇ ୨୬ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ରେ ଉଦ୍‌ଯାପିତ ହୋଇଯାଇଛି। ଦୀର୍ଘ ୧୦୦ ବର୍ଷ ପରେ ପ୍ୟାରିସ୍‌ରେ ଆୟୋଜିତ ହୋଇଛି ଏହି ଅଲିମ୍ପିକ୍ସ। ଫ୍ରାନ୍ସବାସୀ ତୃତୀୟ ଥର ବିଶ୍ୱର ପ୍ରମୁଖ କ୍ରୀଡ଼ାବିତ୍‌ମାନଙ୍କୁ ଆତିଥ୍ୟ…

ଆଇସିସିର ଚେୟାରମ୍ୟାନ ଭାବେ କୋଟି କୋଟି ଟଙ୍କା ଦରମା ପାଇବେ ପାଇବେ ଜୟ ଶାହା, ନିଜ ନାଁରେ କରିବେ ଏହି ରେକର୍ଡ

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ ବୋର୍ଡର ସଚିବ ଜୟ ଶାହାଙ୍କ ଆନ୍ତର୍ଜାତୀୟ କ୍ରିକେଟ ଜଗତରେ ଦବ୍‌ ଦବା ବୃଦ୍ଧି ପାଇଛି। ଦେଶର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସିରେ ତାଙ୍କୁ ବଡ଼ ଦାୟିତ୍ୱ ମିଳିଛି।…

ବଡ଼ ରେକର୍ଡ କଲେ ଅମିତ ଶାହାଙ୍କ ପୁଅ: ସର୍ବକନିଷ୍ଠ ଭାବେ…

ନୂଆଦିଲ୍ଲୀ,୨୮ା୮(ପି.ଟି.):ଖେଳପ୍ରତି ଅବଦାନକୁ ନେଇ ଭାରତୀୟ କ୍ରିକେଟ ପ୍ରଶାସକଙ୍କ ମୂଲ୍ୟାଙ୍କନ କରାଯାଇଥାଏ। ମାତ୍ର ଏ ସବୁର ଅଭାବ ସତ୍ତ୍ୱେ ଜୟ ଶାହା ପ୍ରଥମେ ଜାତୀୟ ଓ ଏବେ ଅନ୍ତର୍ଜାତୀୟ ପାଓ୍ବାର କରିଡରରେ ନିଜପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ମାତ୍ର ୩୫ ବର୍ଷ ବୟସରେ…

ବିଗ୍‌ବାସ୍‌ ଖେଳିବେ ମନ୍ଧାନା

ଆଡିଲେଡ୍‌,୨୮ା୮(ପି.ଟି.): ଭାରତୀୟ ମହିଳା କ୍ରିକେଟ ଦଳର ତାରକା ଓପନର ସ୍ମୃତି ମନ୍ଧାନା ଶେଷରେ ମହିଳା ବିଗ୍‌ବାସ ଟି୨୦ ଲିଗ୍‌ ଖେଳିବାକୁ ଯାଉଛନ୍ତି। ମଙ୍ଗଳବାର ଆଡିଲେଡ ଷ୍ଟ୍ରାଇକର୍ସ ସହିତ ମନ୍ଧାନା ଚୁକ୍ତି କରିଥିବା ଜଣାପଡିଛି। ଦୀର୍ଘ ବର୍ଷ ଧରି ମନ୍ଧାନାଙ୍କୁ ସାଇନ୍‌ କରିବା…

କିଶୋର, ଲାଜରୁସ୍‌ ପାଇବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର, ୨୮।୮ (ତପନ ସ୍ବାଇଁ): ଓଡ଼ିଶାର ଜାଭେଲିନ୍‌ ଥ୍ରୋ ତାରକା କିଶୋର ଜେନା ରାଜ୍ୟର ସର୍ବୋଚ୍ଚ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ‘ଆଥଲେଟ୍‌ ଅଫ୍‌ ଦି ଇୟର’ ବର୍ଗରେ ସେ ଏହି ପୁରସ୍କାର ପାଇବେ। ସେହିପରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri