କୋହଲି, ଅକ୍ଷର ସମ୍ମାନ ରଖିଲେ, ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ ୧୭୭
ବାର୍ବାଡୋସ, ୨୯।୬: ଟି୨୦ କ୍ରିକେଟ ବିଶ୍ୱକପର ଫାଇନାଲରେ ନିଜର ଦମ୍ ଦେଖାଇଛନ୍ତି ବିରାଟ କୋହଲି। ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସଫଳ ମୁକାବିଲା କରି ସେ ହାସଲ କରିଛନ୍ତି ଅର୍ଦ୍ଧଶତକ। ବିରାଟ ଓ ଅକ୍ଷର ପଟେଲଙ୍କ ପ୍ରଭାବୀ ବ୍ୟାଟିଂ ବଳରେ ଭାରତ...
T20 World Cup: ଫାଇନାଲରେ ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବ୍ୟାଟିଂ
ନୂଆଦିଲ୍ଲୀ,୨୯।୬: ଟି୨୦ ବିଶ୍ୱକପ ଫାଇନାଲ୍ ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ କିସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଭାରତର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।...
ଟି-୨୦ ବିଶ୍ୱକପ୍ରେ ଜିତିଲେ ମିଳିବ ଏତେ ଟଙ୍କା, ଆଉ ସେଞ୍ଚୁରୀ ମାରିଲେ…
ନୂଆଦିଲ୍ଲୀ,୨୯।୬: ଟି-୨୦ ବିଶ୍ୱକପ (ଭାରତ ବନାମ ଦକ୍ଷିଣ ଆଫ୍ରିକା ଫାଇନାଲ ୨୦୨୪)ର ଅନ୍ତିମ ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବାକୁ ଯାଉଛନ୍ତି। ଭାରତୀୟ ଦଳ ୧୦ବର୍ଷ ପରେ ଟି-୨୦ ବିଶ୍ୱକପ ଫାଇନାଲରେ ଏଣ୍ଟ୍ରି କରିଛି। ଭାରତ ଶେଷ...
ଭାରତ-ଦକ୍ଷିଣ ଆଫ୍ରିକା ମହାମୁକାବିଲା ଟାଇ ହୋଇଗଲେ କିଭଳି ହେବ ବିଜେତା ଚୟନ? ଜାଣନ୍ତୁ ନିୟମ…
ବାର୍ବାଡୋସ୍,୨୯।୬: ରୋହିତ ଶର୍ମା ନେତୃତ୍ୱାଧୀନ ଭାରତୀୟ ଟିମ୍ ଶନିବାର ଏଠାରେ ଟି୨୦ ବିଶ୍ୱକପ୍ ଫାଇନାଲ ଖେଳିବ। ପ୍ରଥମ ଥର ଫାଇନାଲ ଖେଳୁଥିବା ଦକ୍ଷିଣ ଆଫ୍ରିକା ସହ ଦଳ ଭେଟିବାକୁ ଯାଉଥିବାରୁୁ ମ୍ୟାଚ୍ଟି ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।...
ଯଦି ବର୍ଷା କାରଣରୁ ଆଜିର ମ୍ୟାଚ୍ ବାତିଲ ହୁଏ ତେବେ ଚାମ୍ପିୟନ କିଏ ହେବ? ଜାଣନ୍ତୁ କ’ଣ କହେ ଆଇସିସି
ନୂଆଦିଲ୍ଲୀ,୨୯ା୬: ଜୁନ୍ ୨୯ ଅର୍ଥାତ୍ ଶନିବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍ ୨୦୨୪ର ଟାଇଟଲ ମୁକାବିଲାରେ ମୁହାଁମୁହିଁ ହେବେ। ଗୋଟିଏ ପଟେ ଆଫ୍ରିକା ପ୍ରଥମ ଥର ପାଇଁ ବିଶ୍ୱକପ୍ ଫାଇନାଲ ଖେଳିବ, ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ ଗତ...
ଭାରତର ବିଜୟ ପାଇଁ ପୂଜାର୍ଚ୍ଚନା, ହୋମଯଜ୍ଞ: ପ୍ରୟାଗରାଜରେ ଗଙ୍ଗା ଆଳତି କଲେ ପ୍ରଶଂସକ
ଭୁବନେଶ୍ୱର/ପ୍ରୟାଗରାଜ,୨୯।୬: ଆଉ କିଛି ଘଣ୍ଟା ମଧ୍ୟରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ୍। ଏନେଇ ଦେଶର କୌଣ ଅନୁକୌଣରେ ବେଶ୍ ଉତ୍ସାହ ରହିଥିବା ବେଳେ କ୍ରିକେଟ କ୍ରେଜ୍ ଦେଖିବାକୁ ମିଳିଛି। ଏପରିକି ଟି୨୦ ବିଶ୍ୱକପରେ ବିଜୟ...
ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍, ଆସିଲା ଭାରତର ୧୧ ଖେଳାଳୀଙ୍କ ସାମ୍ଭାବ୍ୟ ଲିଷ୍ଟ !
ନୂଆଦିଲ୍ଲୀ, ୨୯।୦୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଟି-୨୦ ବିଶ଼୍ବକପ୍ର ଫାଇନାଲ୍ ମ୍ୟାଚ୍ ହେବାକୁ ଯାଉଛି । ବାରବାଡୋସର ପିଚ୍ ନମ଼୍ବର ୪ରେ ଏହି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ରୋମାଞ୍ଚକର ହେବାକୁ ଯାଉଛି ।...
ଟି-୨୦ ବିଜେତାଙ୍କ ଉପରେ ହେବ ଧନ ବର୍ଷା, ଜାଣନ୍ତୁ କେତେ ରହିଛି ପ୍ରାଇଜ ମନି
ନୂଆଦିଲ୍ଲୀ,୨୯।୬: ଆଇସିସି ଟି -୨୦ ବିଶ୍ୱକପ ୨୦୨୪ପାଇଁ ମୋଟ ୧୧.୨୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ଘୋଷଣା କରାଯାଇଛି। ଭାରତୀୟ ମୁଦ୍ରାରେ ଏହି ପରିମାଣ ପ୍ରାୟ ୯୩.୫ କୋଟି ଟଙ୍କା ସହିତ ସମାନ। ସୂଚନାଯୋଗ୍ୟ, ୨୦୨୨ରେ ଅନୁଷ୍ଠିତ ଶେଷ ବିଶ୍ୱକପ...
ବିରାଟ କୋହଲି ମାରିବେ ସେଞ୍ଚୁରି, ଭାରତ ଜିତିବ ଟ୍ରଫି, ବିଶ୍ୱକପ ୨୦୨୪ ଫାଇନାଲ ପୂର୍ବରୁ ବଡ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୨୯।୬: ଇଂଲଣ୍ଡର ପୂର୍ବତନ ବାମହାତୀ ସ୍ପିନର ମଣ୍ଟି ପାନେସର ତାରକା ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ମଣ୍ଟି କହିଛନ୍ତି ଯେ ଟି -୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ବିରାଟ କୋହଲି ଦକ୍ଷିଣ ଆଫ୍ରିକା...
ଟି -୨୦ ବିଶ୍ୱକପ୍ କିଏ ଜିତିବ? ପାକିସ୍ତାନ କଲା ଭବିଷ୍ୟବାଣୀ
ନୂଆଦିଲ୍ଲୀ,୨୯।୬: ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ବିଶ୍ୱକପ୍ ଫାଇନାଲ ଖେଳାଯିବ। ଟି -୨୦ ବିଶ୍ୱକପ୍ କିଏ ଜିତିବ ତାହା ଦେଖିବା ପାଇଁ ସାରା ବିଶ୍ୱରେ କ୍ରିକେଟ ପ୍ରେମୀଙ୍କ ନଜର ଏହି ମ୍ୟାଚ ଉପରେ ରହିଛି।...
୪୬ ଦିନରେ ଭାଙ୍ଗିଲା ଅଷ୍ଟ୍ରେଲିଆର ରେକର୍ଡ, ସବୁଠାରୁ ଅଧିକ ରନ୍ କଲା ଭାରତୀୟ ଟିମ୍
ନୂଆଦିଲ୍ଲୀ, ୨୯।୦୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଟିମ୍ ରନ୍ର ବର୍ଷା କରିଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦଳ ୪ ୱିକେଟ୍ ବିନିମୟରେ ୫୨୫ ରନ୍ କରି ୮୯...
ଯଦି ଟି-୨୦ ବିଶ୍ୱକପ୍ ଫାଇନାଲ ହାରିଯାଏ ଭାରତ ତେବେ କ’ଣ କରିବେ ରୋହିତ? ଦାଦା ଦେଲେ ଜବାବ
ନୂଆଦିଲ୍ଲୀ,୨୯।୬: ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି -୨୦ ବିଶ୍ୱକପ୍ ୨୦୨୪ର ଫାଇନାଲ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହାପୂର୍ବରୁ ରୋହିତ ବ୍ରିଗେଡ ପ୍ରାୟ ସାତ ମାସ ପୂର୍ବରୁ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ହାରି ଯାଇଥିଲେ। ଏଭଳି ପରିସ୍ଥିତିରେ...
Archives


