ରୋହିତ-ଗମ୍ଭୀରଙ୍କ ମଧ୍ୟରେ ଫାଟ, ଅଧିନାୟକ-କୋଚ୍ଙ୍କ ମଧ୍ୟରେ ଜୋରଦାର କଥା କଟାକଟି!
ନୂଆଦିଲ୍ଲୀ,୩୦।୧୦: ଟି୨୦ ବିଶ୍ୱକପ୍ ୨୦୨୪ ବିଜୟ ପରେ ସେଲିବ୍ରେଶନ୍ ମୁଡ୍ରେ ଥିବା ଭାରତୀୟ ଟିମ୍ର ଖୁସିରେ ଲାଗିଛି ବ୍ରେକ୍। ଟି୨୦ ଫର୍ମାଟରେ ଦଳ ଜବରଦସ୍ତ ପ୍ରଦର୍ଶନ କରୁଥିଲେ ହେଁ ଟେଷ୍ଟ ଫର୍ମାଟରେ ଖେଳାଳି ଫିକା ପଡ଼ୁଛନ୍ତି। ଯାହାର ସଦ୍ୟ ଉଦାହରଣ ନ୍ୟୁଜିଲାଣ୍ଡ…
ଶୁଭମନ ଗିଲ୍ ନେଲେ ବଡ଼ ନିଷ୍ପତ୍ତି, ଅପେକ୍ଷାରେ ଥିବା ଏହି ଦଳକୁ ଲାଗିଲା ଝଟ୍କା
ନୂଆଦିଲ୍ଲୀ,୩୦।୧୦: ଆଇପିଏଲ୍ ରିଟେନ୍ଶନର ଅନ୍ତିମ ତାରିଖ ହେଉଛି ଅକ୍ଟୋବର ୩୧। ଏହା ପୂର୍ବରୁ ଅନେକ ଚମକାଇବା ଭଳି ଖବର ସାମ୍ନାକୁ ଆସୁଛି। ପ୍ରଥମରୁ ଶ୍ରେୟାସ ଆୟର, କେ ଏଲ୍ ରାହୁଲ ଏବଂ ଋଷଭ ପନ୍ତଙ୍କ ଭଳି ଖେଳାଳି ବର୍ତ୍ତମାନର ଟିମ୍ରୁ ବାହାରିବାର…
ଇନିଂସର ପ୍ରଥମ ବଲ୍ରେ ୧୦ ରନ୍; ଟେଷ୍ଟ କ୍ରିକେଟରେ ଘଟିଲା ଅଜବ ଘଟଣା; ଦେଖନ୍ତୁ Video
ନୂଆଦିଲ୍ଲୀ,୩୦।୧୦: ବାଲାଂଦେଶ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଏହି ସିରିଜକୁ ବିଜୟରୁ ଆରମ୍ଭ କରିଥିଲା। ଏବେ ଉଭୟ ଟିମ୍ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ମୁକାବିଲା ଚଟୋଗ୍ରାମର ଜହୁର ଅହମ୍ମଦ…
ପୁଣି ଆରସିବି ଅଧିନାୟକ ପଦ ସମ୍ଭାଳିବେ ବିରାଟ; ଆସିଲା ବଡ଼ ଖବର
ମୁମ୍ବାଇ,୩୦।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ପୁଣି ଦେଖିବାକୁ ମିଳିବ ବିରାଟଙ୍କ ଗର୍ଜନ। ଏବେ ଖେଳୀବା ବ୍ୟାଟିଂରେ ନୁହେଁ ବିରାଟ ପୁଣିଥରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ର ନେତୃତ୍ୱ ନେବାକୁ ଯାଉଛନ୍ତି। ବର୍ତମାନ ଫ୍ରାଞ୍ଚାଇଜ ଗୁଡିକ ଖେଳାଳିଙ୍କ ରିଟେନସନ ଘୋଷଣା…
‘ସେଞ୍ଚୁରୀ କୁଇନ୍’ ହେଲେ ସ୍ମୃତି ମନ୍ଧନା: ଭାଙ୍ଗିଦେଲେ ସବୁ ରେକର୍ଡ
ନୂଆଦିଲ୍ଲୀ,୩୦।୧୦: ସ୍ମୃତି ମନ୍ଧନା ତାଙ୍କ ନାମରେ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବର୍ତ୍ତମାନ ଭାରତୀୟ ମହିଳା କ୍ରିକେଟ ଇତିହାସରେ ସର୍ବାଧିକ ଦିନିକିଆ ଶତକ ହାସଲ କରିଛନ୍ତି। ସେ ମହାନ ବ୍ୟାଟ୍ସମ୍ୟାନ ମିତାଲି ରାଜଙ୍କୁ ପଛରେ ପକାଇ ଏହି ରେକର୍ଡ…
୧୩ ହଜାର କି.ମି. ସାଇକେଲ ଚଳାଇ ରୋନାଲ୍ଡୋଙ୍କୁ ଭେଟିଲେ ପ୍ରଶଂସକ
ରିୟାଧ୍:ପ୍ରସିଦ୍ଧ ଫୁଟ୍ବଲର ତଥା କିମ୍ବଦନ୍ତୀ କ୍ରୀଡ଼ାବିତ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କର ବିଶ୍ୱବ୍ୟାପୀ ପ୍ରଶଂସକ ରହିଛନ୍ତି। ସମ୍ପ୍ରତି ତାଙ୍କୁ ଭେଟିବା ପାଇଁ ଜଣେ ପ୍ରଶଂସକ ସାଇକେଲ ଯୋଗେ ୧୩ ହଜାର କିଲୋମିଟର ଯାତ୍ରା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ରୋନାଲ୍ଡୋଙ୍କର ଗୋଙ୍ଗ୍(୨୪) ନାମକ ଚାଇନାର…
ପୁଣି ପ୍ରେମରେ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ସ୍ତ୍ରୀ, ଜାଣନ୍ତୁ ତାଙ୍କ ବୟଫ୍ରେଣ୍ଡ୍ କିଏ
ମୁମ୍ବାଇ,୩୦/୧୦:ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ୍ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି। କେତେବେଳେ ତାଙ୍କ ମ୍ୟୁଜିକ୍ ଭିଡିଓ ପାଇଁ ତ କେତେବେଳେ ଲୁକ୍ କାରଣରୁ ସେ ଆଲୋଚନାରେ ରହୁଛନ୍ତି। ନିକଟରେ ପ୍ରଯୋଜକ ନିଖିଲ ଦ୍ୱିବେଦୀ ଏକ ଦୀପାବଳି ପାର୍ଟିର ଆୟୋଜନ…
ଟିମ୍ ଇଣ୍ଡିଆର ଏହି ଅଲରାଉଣ୍ଡରଙ୍କ ଦାମ୍ ବଢିଲା: ଏବେ କୋଟି କୋଟି ଟଙ୍କାରେ ହେବେ ବିକ୍ରି
ନୂଆଦିଲ୍ଲୀ,୨୯।୧୦: ନିକଟରେ ପୁଣେରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ୱାଶିଂଟନ ସୁନ୍ଦର ଚମତ୍କାର ପ୍ରଦର୍ଶନ କରିଥିଲେ। ବୋଲିଂ ସହିତ ସେ ବ୍ୟାଟିଂରେ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଆଇପିଏଲ ୨୦୧୫ର ମେଗା ନିଲାମରେ ସୁନ୍ଦର ଏଥିରୁ…
ଥମୁନି ପିସିବି ଝଗଡ଼ା: ଶେଷରେ ଇସ୍ତଫା ଦେଲେ କୋଚ୍
କରାଚୀ, ୨୯ା୧୦: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ସହିତ ମତାନ୍ତର ହେବାରୁ ଦେଶର ହ୍ବାଇଟ ବଲ୍ କୋଚ୍ ଗ୍ୟାରୀ କର୍ଷ୍ଟେନ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ପିସିବି କର୍ଷ୍ଟେନଙ୍କୁ ୬ମାସ ପୂର୍ବେ ନିଯୁକ୍ତି ଦେଇଥିଲା। ଦକ୍ଷିଣ ଆଫ୍ରିକାର ଏହି ୫୬ ବର୍ଷୀୟଙ୍କ…
ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୨୯।୧୦: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ପୂର୍ବରୁ ନ୍ୟୁଜିଲାଣ୍ଡ ଭେଟେରାନ ବ୍ୟାଟ୍ସମ୍ୟାନ କେନ ୱିଲିୟମସନଙ୍କ ରୂପରେ ଏକ ବଡ଼ ଝଟକା ପାଇଛି। ଫଳରେ ପ୍ରଥମ ଏବଂ ଦ୍ୱିତୀୟ ଟେଷ୍ଟ…
IPL 2025: ରିଟେନଶନ ମଧ୍ୟରେ ସାମ୍ନକୁ ଆସିଲା ମେଗା ଅକ୍ସନର ତାରିଖ, ଜାଣନ୍ତୁ…
ନୂଆଦିଲ୍ଲୀ,୨୯।୧୦: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସମସ୍ତେ ଅକ୍ଟୋବର ୩୧ କୁ ଅପେକ୍ଷା କରିଛନ୍ତି, ଯେତେବେଳେ ଫ୍ରାଞ୍ଚାଇଜ ନିଜ ନିଜ ରଖାଯାଇଥିବା ଖେଳାଳିଙ୍କ ତାଲିକା ପ୍ରକାଶ କରିବେ। ବିଶ୍ୱାସ କରାଯାଏ ଯେ ଏଥର ମେଗା…
ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ସନ୍ୟାସ ନେଲେ ଅଷ୍ଟ୍ରେଲିଆ କିମ୍ବଦନ୍ତୀ
ନୂଆଦିଲ୍ଲୀ,୨୯।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ଟେଷ୍ଟ ମ୍ୟାଚର ବର୍ଡର ଗାଭାସ୍କର ୨୦୨୪-୨୫ ଟ୍ରଫି ଖେଳାଯିବ। ଅଷ୍ଟ୍ରେଲିଆ ମାଟିରେ ଅନୁଷ୍ଠିତ ହେବାକୁ ଥିବା ଏହି ଟ୍ରଫି ନଭେମ୍ବର ୨୨ରୁ ଆରମ୍ଭ ହେବ। ଏହି ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ତାରକା ଉଇକେଟ୍…
Archives


