କାହିଁକି ଚର୍ଚ୍ଚା ହେଉଛି ନୀରଜ ଚେପ୍ରାଙ୍କ ଘଣ୍ଟା, ଏହାର ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୧୨।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରା ତାଙ୍କ ଘଣ୍ଟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫାଇନାଲ ମ୍ୟାଚ ସମୟରେ ଲୋକଙ୍କ ଧ୍ୟାନ ନୀରଜଙ୍କ ବିଳାସପୂର୍ଣ୍ଣ ଘଣ୍ଟା ଉପରେ ଥିଲା। ଏହି ଘଣ୍ଟାର ମୂଲ୍ୟକୁ ନେଇ…
ଟି୨୦ ବିଶ୍ୱକପ୍ ଆୟୋଜକ ଅଧିକାର ବଞ୍ଚାଇବାକୁ ଜାତିସଂଘ ଦ୍ୱାରସ୍ଥ ହେବ ବାଂଲାଦେଶ
ନୂଆଦିଲ୍ଲୀ, ୧୨ା୮: ଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଟି୨୦ ବିଶ୍ୱକପ ଆୟୋଜକ ଅଧିକାର ବଞ୍ଚାଇ ରଖିବାକୁ ବାଂଲାଦେଶର ମଧ୍ୟବର୍ତ୍ତୀ ସରକାର ମିଳିତ ଜାତିସଂଘ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନର ପରିସ୍ଥିତି ଯୋଗୁଁ ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଭାରତ ଏବଂ…
ସ୍ବର୍ଣ୍ଣ ପଦକ ବିଜେତା ନଦିମଙ୍କୁ ବିଶେଷ ଉପହାର
ଇସଲାମାବାଦ,୧୨।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ସ୍ବର୍ଣ୍ଣ ପଦକ ଜିତିବା ପରେ ଘରକୁ ଫେରିଥିବା ଅରଶଦ ନଦିମଙ୍କୁ ପାକିସ୍ତାନରେ ଭବ୍ୟ ସ୍ବାଗତ କରାଯାଇଥିଲା। ସେବେଠାରୁ ନଦିମଙ୍କ ଉପରେ ପୁରସ୍କାର ବର୍ଷା ହୋଇଥିଲା। ସରକାର ତାଙ୍କ ପାଇଁ ୧.୫ କୋଟି ଟଙ୍କା ପୁରସ୍କାର ଘୋଷଣା…
ଶେଷରେ ବିସିସିଆଇ କଥା ମାନିଲେ କୋହଲି-ରୋହିତ
ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ୨୦୨୪ ଦୁଲିପ ଟ୍ରଫିରେ ଖେଳୁଥିବା ଦେଖିବାକୁ ମିଳିବ। ବିରାଟ ଏବଂ ରୋହିତ ଦୀର୍ଘ ଦିନ ଧରି ଘରୋଇ କ୍ରିକେଟ ଖେଳି…
ବିବାହ ପକ୍କା! ନୀରଜ ଚୋପ୍ରାଙ୍କୁ ଭେଟିଲେ ମନୁ ଭାକରଙ୍କ ମା’, ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ,୧୨ା୮: ଶେଷ ହୋଇଛି ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ। ଏହି ଅଲିମ୍ପିକ୍ସରେ ଭାରତ ମୋଟ୍ ୬ଟି ପଦକ ଜିତିଥିଲା। ଏହି ଅଲିମ୍ପିକ୍ସର ଭାରତର ପ୍ରଥମ ପଦକ ମହିଳା ଶୁଟର ମନୁ ଭାକର ଜିତିଥିଲେ। ଭାରତ ମୋଟ୍ ପାଞ୍ଚଟି ବ୍ରୋଞ୍ଜ ପଦକ ଜିତିଥିବା ବେଳେ…
ଭିନେଶଙ୍କୁ ଦିଆଯାଉ ଭାରତ ରନ୍ନ… ସପକ୍ଷରେ ବାହାରିଲା ଖାପ ପଞ୍ଚାୟତ
ନୂଆଦିଲ୍ଲୀ,୧୨।୮: ରବିବାର ହରିୟାଣାର ଅନେକ ଖାପ ପଞ୍ଚାୟତ ମହିଳା ରେସଲର ଭିନେଶ ଫୋଗଟଙ୍କ ସମର୍ଥନରେ ବାହାରିଥିଲେ। ସୂଚନାଯୋଗ୍ୟ,, ୧୦୦ଗ୍ରାମ ଅଧିକ ଓଜନ ହେତୁ ପ୍ୟାରିସ ଅଲିମ୍ପିକ୍ସର ଫାଇନାଲରୁ ଭିନେଶ ଫୋଗଟ ଅଯୋଗ୍ୟ ହୋଇଥିଲେ। ତେବେ ଖାପ ପଞ୍ଚାୟତ (ଜାତି ଆଧାରରେ) ହରିୟାଣାର…
କୋହଲି-ରୋହିତ ଭଳି ବଡ଼ ଖେଳାଳିଙ୍କ ରାଜ୍ ଖୋଲିଲେ ରାହୁଲ ଦ୍ରାବିଡ: କହିଦେଲେ ଏମିତି କଥା
ନୂଆଦିଲ୍ଲୀ,୧୨।୮: ୨୦୨୪ ଟି-୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ପଦରୁ ଇସ୍ତଫା ଦେଇଥିଲେ ବିଶ୍ୱକପ ଶେଷ ହେବା ସହିତ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଥିଲା। ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀରଙ୍କୁ ମୁଖ୍ୟ କୋଚ…
ପଦକ ତାଲିକାରେ ଆମେରିକା ପ୍ରଥମ
ପ୍ୟାରିସ୍,୧୨ା୮: ପ୍ୟାରିସ୍ ଅଲିମ୍ପିକ୍ସ ଶେଷ ହୋଇଥିବା ବେଳେ ଆମେରିକା ପଦକ ତାଲିକାର ପ୍ରଥମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଆରମ୍ଭରୁ ଚାଇନା ପଦକ ତାଲିକାରେ ଅଧିକ ସ୍ବର୍ଣ୍ଣ ପଦକ ସହ ପ୍ରଥମ ସ୍ଥାନରେ ରହିଥିଲା। ତେବେ ଟୁର୍ନାମେଣ୍ଟର ଅନ୍ତିମ ଇଭେଣ୍ଟରେ…
ପୁଣି ଦେଖାହେବ ଲସ୍ ଏଞ୍ଜେଲ୍ସରେ
ପ୍ୟାରିସ ଅଲିମ୍ପିକ୍ସ ଶେଷ ହୋଇଛି। ପୁଣି ଦେଖାହେବ ଲସ୍ ଏଞ୍ଜେଲ୍ସରେ। ଏହି ବାର୍ତ୍ତା ଉଦ୍ଯାପନୀ ସମାରୋହରେ ଉଦ୍ଭାଷିତ ହୋଇଛି। କାରଣ ପ୍ରତିଯୋଗିତାର ପରବର୍ତ୍ତୀ ସଂସ୍କରଣ ୨୦୨୮ରେ ଲସ୍ ଏଞ୍ଜେଲ୍ସରେ ଅନୁଷ୍ଠିତ ହେବ। ଏହା ଜୁଲାଇ ୧୪ରୁ ୩୦ ପର୍ଯ୍ୟନ୍ତ ଆୟୋଜନ କରାଯିବାକୁ…
ଅଲିମ୍ପିକ୍ସ ଉଦ୍ଯାପିତ, ଭାରତକୁ ୬ ପଦକ
ପ୍ୟାରିସ, ୧୨।୮: ପ୍ୟାରିସ୍ ଅଲିମ୍ପିକ୍ସ ରବିବାର ଉଦ୍ଯାପିତ ହୋଇଛି। ଜୁଲାଇ ୨୬ରୁ ଆରମ୍ଭ ହୋଇଥିବା କ୍ରୀଡ଼ା ଜଗତର ଏହି ମହା ପ୍ରତିଯୋଗିତା ଏକାଧିକ କାରଣ ପାଇଁ ବିବାଦ ଘେରରେ ରହିଥିବାବେଳେ ସଫଳ ଆୟୋଜନର ସ୍ମରଣୀୟ ସ୍ମୃତି ଛାଡ଼ିଛି। ଅଲିମ୍ପିକ୍ସର ୩୪ତମ ସଂସ୍କରଣରେ…
ଆଇଫେଲ ଟାଓ୍ବାର ଉପରେ ଚଢିଗଲେ ଯୁବକ, ଆଉ ତା’ପରେ…
ପ୍ୟାରିସ,୧୧ା୮: ପ୍ୟାରିସ ଅଲିମ୍ପିକ୍ସ ଉଦ୍ଯାପନୀ ଉତ୍ସବର କିଛି ଘଣ୍ଟା ପୂର୍ବରୁ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଯୁବକ ଫୁଙ୍ଗୁଳା ଦେହରେ ଆଇଫେଲ ଟାଓ୍ବାର ଉପରକୁ ଚଢୁଥିବା ଦେଖିବାକୁ ମିଳିଥିଲା। ଫ୍ରେଞ୍ଚ ପୋଲିସ ତୁରନ୍ତ ଆଇଫେଲ ଟାଓ୍ବାର ଅଞ୍ଚଳକୁ ଖାଲି…
୩୮ ବର୍ଷ ଭିତରେ ପ୍ରଥମଥର ଘଟିଲା ଏମିତି, ଚଳିତ ବର୍ଷ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍…
ନୁଆଦିଲ୍ଲୀ,୧୧।୮: ଚଳିତ ବର୍ଷ ଟିମ ଇଣ୍ଡିଆକୁ ଆଉ ଗୋଟିଏ ଦିନିକିଆ ମ୍ୟାଚ ଖେଳିବାକୁ ପଡିବ । ନିକଟରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା। ଏହି ସିରିଜରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ…
Archives


