ଖେଳ

କେ ଏଲ୍‌ ରାହୁଲଙ୍କୁ ଓପନିଂ ପାଇଁ ପଠାଇବି ନାହିଁ…ପ୍ରଶ୍ନ ଉଠାଇଲେ ପୂଜାରା

ନୂଆଦିଲ୍ଲୀ,୨୧।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ପର୍ଥରେ ଖେଳାଯିବ। ନଭେମ୍ବର ୨୨ରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଅର୍ଡର କିଭଳି ରହିବ, ତାହା ବଡ଼ ପ୍ରଶ୍ନ ପାଲଟିଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଯଶସ୍ବୀ ଜୈସଓ୍ବାଲଙ୍କ…

ମୁମ୍ବାଇର ପ୍ରଥମ ମୁକାବିଲା ଖେଳିବେ ନାହିଁ ହାର୍ଦ୍ଦିକ, ସାମ୍ନାକୁ ଆସିଲା ବଡ଼ କାରଣ; ଜାଣନ୍ତୁ କିଏ ନେବ ନେତୃତ୍ୱ…

ନୂଆଦିଲ୍ଲୀ,୨୧।୧୧: ଆଇପିଏଲ୍‌ ୨୦୨୫ ଲାଗି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଟେନ୍‌ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ହେଲେ ସେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳିବେ ନାହିଁ। ଆପଣ ଭାବୁଥିବେ କାହିଁକି। ସ୍ଲୋ ଓଭର୍‌ ରେଟ୍‌କୁ ନେଇ ହାର୍ଦ୍ଦିକଙ୍କ ଉପରେ ପ୍ରତିବନ୍ଧକ(ବ୍ୟାନ୍‌) ଲଗାଯାଇଛି। ଆଇପିଏଲ୍‌ ୨୦୨୪ରେ…

ଅଷ୍ଟ୍ରେଲିଆ ବଜାରରେ ବଢୁଛି ‘କୋହଲିଙ୍କ ବ୍ୟାଟ୍‌’ କ୍ରେଜ୍‌: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସିଡନୀ,୨୧।୧୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪କୁ ନେଇ ଭାରତୀୟ ଏବଂ ଅଷ୍ଟ୍ରେଲିୟ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। କଙ୍ଗାରୁ ଦଳ ବିପକ୍ଷରେ ବିରାଟ କୋହଲିଙ୍କ ଭଲ ରେକର୍ଡ ଥିବାରୁ ଅଷ୍ଟ୍ରେଲିଆ ପ୍ରଶଂସକମାନେ ତାଙ୍କୁ ଖେଳିବାକୁ ଉତ୍ସାହିତ ଅଛନ୍ତି। ନିକଟରେ ପ୍ରକାଶିତ ଏକ ରିପୋର୍ଟରୁ…

ଭାରତକୁ ପୁଣି ଝଟ୍‌କା: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଦଳରୁ ବାଦ୍‌ ପଡ଼ିଲେ ଷ୍ଟାର୍‌ ବୋଲର୍‌

ନୂଆଦିଲ୍ଲୀ,୨୧।୧୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ ଆରମ୍ଭ ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା ପରେ ଝଟ୍‌କା ଲାଗୁଛି। ଗୋଟିଏ ପଟେ ଅଧିନାୟକ ରୋହିତ ଶର୍ମା ତାଙ୍କ ପରିବାର ସହିତ ସମୟ ବିତାଇବା ପାଇଁ ପ୍ରଥମ ଟେଷ୍ଟରୁ ବାଦ୍‌ ପଡିଛନ୍ତି। ତାଙ୍କ ପତ୍ନୀ ରିତିକା…

କୋହଲିଙ୍କ ପୋଷ୍ଟକୁ ନେଇ ହଇଚଇ, ଅନୁଷ୍କାଙ୍କ ସହ ଛାଡପତ୍ର ହେବା ନେଇ ଚର୍ଚ୍ଚା! ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୨୧।୧୧: ଭାରତୀୟ କ୍ରିକେଟ ପ୍ରଶଂସକମାନେ ଉତ୍ସାହର ସହିତ ବର୍ଡର-ଗାଭାସ୍କର ଟ୍ରଫିକୁ ଅପେକ୍ଷା କରିଛନ୍ତି, ଯେଉଁଥିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ପର୍ଥରେ ୨୨ରୁ ୨୬ନଭେମ୍ବର ମଧ୍ୟରେ…

କୋହଲିଙ୍କୁ ନେଇ ଏ କ’ଣ କହିଦେଲେ ବୁମ୍‌ରା, ଯାହାକୁ ନେଇ…

ନୂଆଦିଲ୍ଲୀ,୨୧।୧୧: ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଜସପ୍ରୀତ ବୁମ୍‌ରା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆର ଦାୟିତ୍ୱ ଗ୍ରହଣ କରିବେ। ଏହି ସମୟରେ ଏକ ଖବରଦତା ସମ୍ମିଳନୀରେ ବିରାଟ କୋହଲିଙ୍କ ବିଷୟରେ ବୁମରା ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏହା ବ୍ୟତୀତ ଦଳ…

ବର୍ଡର -ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆର ନିଦ ହଜାଇବେ ଏହି ୨ ଭାରତୀୟ ଖେଳାଳି, ଭବିଷ୍ୟବାଣୀ କଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨୧।୧୧: ବର୍ଡର -ଗାଭାସ୍କର ଟ୍ରଫି ୨୦୨୪-୨୫ ନଭେମ୍ବର ୨୨ରୁ ଆରମ୍ଭ ହେବ। ଯେଉଁଥିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚଟି ଟେଷ୍ଟ ମ୍ୟାଚ ଖେଳାଯିବ। ଏହି ସିରିଜର ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯିବ। ଭାରତ ଏହାର ଟାଇଟଲ ରକ୍ଷା କରିବାକୁ ଏବଂ…

ମହିଳା ଏସୀୟ ହକି: ଚାଇନାକୁ ୧-୦ ଗୋଲ୍‌ରେ ହରାଇ ଭାରତୀୟ ଦଳ ଚାମ୍ପିଅନ୍

ନୂଆଦିଲ୍ଲୀ,୨୦।୧୧: ବିହାରରେ ଅନୁଷ୍ଠିତ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୪ରେ ଫାଇନାଲରେ ଚାଇନାକୁ ୧-୦ ଗୋଲ୍‌ରେ ହରାଇ ଭାରତୀୟ ଦଳ ବିଜୟୀ ହୋଇଛି। ମ୍ୟାଚର ଏକମାତ୍ର ଗୋଲ ଦୀପିକା ଭାରତ ପାଇଁ ତୃତୀୟ କ୍ୱାର୍ଟରରେ କରିଥିଲେ। ଏହି ଗୋଲଟି ପେନାଲଟି କର୍ଣ୍ଣରରୁ…

ଦକ୍ଷିଣ ଆଫ୍ରିକାରେ ଦୁଇଟି ଶତକ ମାରି ର଼୍ୟାଙ୍କିଙ୍ଗରେ ୬୯ଟି ସ୍ଥାନ ଉପରକୁ ଉଠିଲେ ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏକ ନମ୍ବର

ନୂଆଦିଲ୍ଲୀ,୨୦।୧୧: ଦକ୍ଷିଣ ଆଫ୍ରିକା ଗସ୍ତରେ ଲଗାତାର ଦୁଇଟି ଅପରାଜିତ ଶତକ ହାସଲ କରିଥିବା ଯୁବ ବାମହାତୀ ବ୍ୟାଟର ତିଲକ ବର୍ମା ଟି -୨୦ ମାନ୍ୟତା ତାଲିକାରେ ଝଡ ସୃଷ୍ଟି କରିଛନ୍ତି। ତିଳକ ନିଜ କ୍ୟାରିୟରର ସର୍ବୋଚ୍ଚ ଟି -୨୦ ମାନ୍ୟତା ହାସଲ…

ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଅବସର…କୋହଲିଙ୍କ ପୋଷ୍ଟ କଲା ହଇଚଇ

ନୂଆଦିଲ୍ଲୀ,୨୦।୧୧: ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ବୁଧବାର କିଛି ଏମିତି ପୋଷ୍ଟ କରିଛନ୍ତି ଯାହାକୁ ନେଇ ସାରା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। କୋହଳି ବର୍ଡର ଗାଭାସ୍କର ଟ୍ରଫିର ୨ଦିନ ପୂର୍ବରୁ ଏକ୍ସରେ ଏକ ପୋଷ୍ଟ କରିଛନ୍ତି।…

ବିଶ୍ୱର ନମ୍ବର-୧ ଅଲରାଉଣ୍ଡର ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୦।୧୧: ଭାରତର ଦକ୍ଷ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ନମ୍ବର-୧ ଅଲରାଉଣ୍ଡର ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ସର୍ବଶେଷ ଅନ୍ତର୍ଜାତୀୟ ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି। ସେ ଟି-୨୦ ଅନ୍ତର୍ଜାତୀୟ ମାନ୍ୟତାରେ ପ୍ରଥମ ଅଲରାଉଣ୍ଡର ହେବା ପାଇଁ…

ଆଇପିଏଲ ୨୦୨୫ ପୂର୍ବରୁ ୟୁ-ଟର୍ନ ନେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୦।୧୧: ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୮ ବର୍ଷ ପରେ ଘରୋଇ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ବର୍ଷ ସେ ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୪-୨୫ରେ ବରୋଦା ଦଳ ପାଇଁ ଖେଳିବେ। ଏହି ଟୁର୍ନାମେଣ୍ଟ ନଭେମ୍ବର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri