ଖେଳ

ଭାରତୀୟ ଟେନିସ କିମ୍ବଦନ୍ତୀ ରୋହନଙ୍କ ଅବସର ଘୋଷଣା

ପ୍ୟାରିସ,୨୯।୭: ଭେଟେରାନ ଭାରତୀୟ ଟେନିସ ଖେଳାଳି ରୋହନ ବୋପାନ୍ନ ସୋମବାର ଟେନିସରୁ ଅବସର ଘୋଷଣା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ବୋପାନ୍ନା ଏବଂ ଏନ୍‌ ଶ୍ରୀରାମ ବାଲାଜୀଙ୍କ ଦଳ ପୁରୁଷ ଡବଲ୍ସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ୭-୫, ୬-୨ରେ ପରାଜୟର ସମ୍ମୁଖୀନ...

ମ୍ୟାଚ୍‌ ହାରୁହାରୁ ଅଳ୍ପକେ ରକ୍ଷା: ଭାରତ-ଆର୍ଜେଣ୍ଟିନା ମ୍ୟାଚ୍‌ ୧-୧ରେ ଡ୍ର

ପ୍ୟାରିସ,୨୯।୭: ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ସୋମବାର ଖେଳାଯାଇଥିବା ହକି ପୁରୁଷ ପୁଲ-‘ବି’ର ଦ୍ୱାଦଶ ଭାରତ-ଆର୍ଜେଣ୍ଟିନା ମ୍ୟାଚ୍‌ ୧-୧ରେ ଡ୍ର ହୋଇଛି। ଫଳରେ ଅଲିମ୍ପିକ୍ସରେ ଦ୍ୱିତୀୟ ମ୍ୟାଚ୍‌ ହାରୁହାରୁ ଭାରତ ଅଳ୍ପକେ ରକ୍ଷା ପାଇଯାଇଛି। କମ୍‌ ମାନ୍ୟତା ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍‌...

ମନୁ ଭାକରଙ୍କ ଟ୍ରେନିଂ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା; ଖୁଲାସା କଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ,୨୯ା୭: ଚାଲିଥିବା ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ମନୁ ଭାକରଙ୍କ ଐତିହାସିକ ବ୍ରୋଞ୍ଜ ପଦକ ଜିତିବା ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏହି ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଲିମ ପଛରେ କରାଯାଇଥିବା କଠିନ...

ବିଶ୍ୱରେକର୍ଡ କଲା ଟିମ୍‌ଇଣ୍ଡିଆ: ଏମିତି କରିବାରେ ବିଶ୍ୱର ପ୍ରଥମ ଦଳ

କଲମ୍ବୋ,୨୯।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଉଛି। ସିରିଜର ୨ଟି ମ୍ୟାଚ ଶେଷ ହୋଇଛି ଏବଂ ଉଭୟ ମ୍ୟାଚ ଜିତି ଟିମ ଇଣ୍ଡିଆ ଏକ ବଡ଼ ଅଗ୍ରଣୀ ହାସଲ କରିଛି। ଏହି...

ଭଗବଦ ଗୀତାରୁ ମିଳିଥିଲା ପ୍ରେରଣା: ମନୁ ଭାକର

ପ୍ୟାରିସ୍‌,୨୯ା୭(ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ଖାତା ଖୋଲିଛନ୍ତି ଶୁଟର ମନୁ ଭାକର। ହରିୟାଣାର ଝାଝରରେ ଜନ୍ମିତ ୨୨ ବର୍ଷୀୟା ମନୁ ଫ୍ରାନ୍ସର ଚାଟାରକ୍ସରେ ଜିତିଛନ୍ତି ଐତିହାସିକ ବ୍ରୋଞ୍ଜ ପଦକ। ନିଜର ଏହି ସଫଳତାର ଶ୍ରେୟ ସେ ଶ୍ରୀମଦ...

ମନୁ ଭାକରଙ୍କ ସହ ଫୋନ୍‌ରେ କଥା ହେଲେ ମୋଦି: ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ, ୨୮।୭: ପ୍ରଥମ ଭାରତୀୟ ମହିଳା ଭାବେ ପ୍ୟାରିସ୍‌ ଅଲିମ୍ପିକ୍ସରେ ଶୁଟିଂ ଇଭେଣ୍ଟରୁ ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଏଥିରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

ସଫଳତାର ରାଜ୍‌ ଖୋଲିଲେ ମନୁ ଭାକର: କହିଲେ, ଏହି କାରଣରୁ ଜିତିଲି ପଦକ

ପ୍ୟାରିସ୍‌,୨୮ା୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ଖାତା ଖୋଲିଛନ୍ତି ଶୁଟର ମନୁ ଭାକର। ହରିୟାଣାର ଝାଝରରେ ଜନ୍ମିତ ୨୨ ବର୍ଷୀୟା ମନୁ ଫ୍ରାନ୍ସର ଚାଟାରକ୍ସରେ ଜିତିଛନ୍ତି ଐତିହାସିକ ବ୍ରୋଞ୍ଜ ପଦକ। ନିଜର ଏହି ସଫଳତାର ଶ୍ରେୟ ସେ ଶ୍ରୀମଦ...

ଭାରତକୁ ଧୂଳି ଚଟାଇ ପ୍ରଥମଥର ମହିଳା ଟି୨୦ ଏସିଆ କପ୍‌ ଟାଇଟଲ ଜିତିଲା ଶ୍ରୀଲଙ୍କା

ଦାମ୍ବୁଲା, ୨୮ା୭: ଶ୍ରୀଲଙ୍କା ପ୍ରଥମ ଥର ମହିଳା ଟି୨୦ ଏସିଆ କପ୍‌ ଟାଇଟଲ ହାସଲ କରିଛି। ଚାମରୀ ଆଥାପଟୁ (୬୧) ଓ ହର୍ଶିଥା ସମରବିକ୍ରମା (୬୯*)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସହାୟତାରେ ଭାରତକୁ ୮ଉଇକେଟରେ ହରାଇ ଶ୍ରୀଲଙ୍କା ଏହି କୃତିତ୍ୱ ହାସଲ...

ନାଇଜେରିଆନ ମହିଳା ବକ୍ସର ପ୍ୟାରିସ ଅଲିମ୍ପିକ୍ସରୁ ସସ୍‌ପେଣ୍ଡ

ପ୍ୟାରିସ,୨୮ା୭: ଡୋପ୍‌ ଟେଷ୍ଟରେ ଧରାପଡ଼ି ନାଇଜେରିଆର ସିନ୍ଥିିଆ ଓଗୁନ୍‌ ସେମିଲୋର ଅଲିମ୍ପିକ ମହିଳା ବକ୍ସିଂ ପ୍ରତିଯୋଗିତାରୁ ସସ୍‌ପେଣ୍ଡ ହୋଇଛନ୍ତି। ଏହି ୨୨ବର୍ଷୀୟା ଆଫ୍ରିକାନ୍‌ ଗେମ୍ସ ଲାଇଟଓ୍ବେଟ୍‌ ଚାମ୍ପିୟନଙ୍କଠାରୁ ଗତ ଗୁରୁବାର ସାମ୍ପଲ ସଂଗ୍ରହ କରାଯାଇଥିବା ଇଣ୍ଟରନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ)...

ଭାରତକୁ ପ୍ରଥମ ପଦକ ମିଳିବା ପରେ ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: ମନୁ ଭାକରଙ୍କ ପାଇଁ କହିଲେ ଏମିତି କଥା

ନୂଆଦିଲ୍ଲୀ,୨୮।୭: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଛନ୍ତି ମନୁଭାକର। ସେ ୧୦ ମିଟର ଏୟାର ପିସ୍ତଲରେ ପ୍ରଥମ ଭାରତୀୟ ମହିଳା ଭାବେ ପ୍ରେଞ୍ଜ ପଦକ ଜିତିଛନ୍ତି। ତାଙ୍କ ସଫଳତାରେ ଭାରତରେ ଖୁସିର ମାହୋଲ ଦେଖାଯାଇଛି। ଏଥିରେ ସାମିଲ ହୋଇନ୍ତି...

କିଏ ସେହି ମନୁ ଭାକର, ଯିଏ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ପାଇଁ ଜିତିଲେ ପ୍ରଥମ ପଦକ

ନୂଆଦିଲ୍ଲୀ,୨୮।୭: ପ୍ୟାରିସ୍‌ ଅଲିମ୍ପିକ୍ସରେ ମନୁ ଭାକର ଇତିହାସ ରଚିଛନ୍ତି। ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ଚଳିତ ଅଲିମ୍ପିକ୍ସରେ ଭାରତର ପ୍ରଥମ ପଦକ। ନିଜର ଚମତ୍କାର...

ଏହି ଗୁରୁତ୍ୱପୂର୍ଣ୍ଣ ଜିନିଷ ନେବାକୁ ଭୁଲିଗଲେ ରୋହିତ ଶର୍ମା: କୋହଲିଙ୍କୁ ମନେ ପକାଇଲେ ୟୁଜର୍ସ

ନୂଆଦିଲ୍ଲୀ,୨୮।୭: ପଡ଼ିଆରେ ଲମ୍ବା ଛକା ମାରିବା ବ୍ୟତୀତ ରୋହିତ ଶର୍ମା ନିଜ ଜିନିଷ ଭୁଲିଯିବା ପାଇଁ ଜଣାଶୁଣା। ରୋହିତ ଶର୍ମା ଭୁଲିଯିବାର ଅଭ୍ୟାସ ବିରାଟ କୋହଲି ବହୁ ବର୍ଷ ପୂର୍ବେ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ। ବର୍ତ୍ତମାନ ପ୍ରାୟତଃ ଲାଗୁଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri