ଭାରତକୁ ୨୪୯ ରନ୍ର ଟାର୍ଗେଟ୍ ଦେଲା ଶ୍ରୀଲଙ୍କା
କଲମ୍ବୋ,୭।୮: ଅଭିଶା ଫର୍ଣ୍ଣାଡୋ ଏବଂ କୁସାଲ ମେଣ୍ଡିସଙ୍କଠାରୁ ଅର୍ଦ୍ଧଶତକ ବଳରେ ଭାରତକୁ ୨୪୯ ରନ୍ର ଲକ୍ଷ୍ୟ ଦେଇଛି ଶ୍ରୀଲଙ୍କା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୫୦ ଓଭରରେ ୭ ଉଇକେଟ୍ ହରାଇ ୨୪୮ ରନ ସଂଗ୍ରହ କରିଥିଲା। ଭାରତ ପାଇଁ...
ରାତାରାତି କେମିତି ବଢିଗଲା ୨ କିଲୋ ଓଜନ: ଭିନେଶ ଅଯୋଗ୍ୟ ଘୋଷଣା ପଛର ରହସ୍ୟ
ନୂଆଦିଲ୍ଲୀ,୭।୮:ସ୍ବର୍ଣ୍ଣ ପଦକ ଆଶା ବଢାଇ ଭିନେଶ ଫୋଗଟ ସମଗ୍ର ଭାରତର ହୃଦୟ ଜିତିଥିଲେ। ପ୍ରଥମ ରାଉଣ୍ଡରେ ଡିଫେଣ୍ଡିଂ ଅଲିମ୍ପିକ ଚାମ୍ପିୟନ ଜାପାନର ୟୁୟୁ ସୁସାକିଙ୍କୁ ପରାସ୍ତ କରିସାରିଛନ୍ତି। କିନ୍ତୁ କିଏ ଜାଣିଥିଲା ୨୪ ଘଣ୍ଟା ମଧ୍ୟରେ ଭିନେଶ ଏବଂ ୧୪୦...
ଅଲିମ୍ପିକରୁ ବାଦ୍ ପଡିବା ପରେ ରେସଲର୍ ଭିନେଶ ଫୋଗଟଙ୍କ ଫଟୋ ଭାଇରାଲ, ଦେଖି ଭାଙ୍ଗି ପଡିଲେ ୧୪୦ କୋଟି ଲୋକ…
ନୂଆଦିଲ୍ଲୀ,୭।୮: ୧୦୦ ଗ୍ରାମରୁ ଅଧିକ ଓଜନ ହେବା ପରେ ଭିନେଶ ଫୋଗଟ ହୃଦୟ ବିଦାରକ ଭାବରେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ତେବେ ସେ ଅଯୋଗ୍ୟ ଘୋଷଣା ପରେ ସେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ଚେତାଶୂନ୍ୟ...
ଭିନେଶ ଫୋଗଟ ଅଯୋଗ୍ୟ ଘୋଷଣା ପରେ କ୍ରୀଡ଼ାମନ୍ତ୍ରୀ କହିଲେ…
ନୂଆଦିଲ୍ଲୀ,୭ା୮: ପ୍ୟାରିସ୍ ଅଲିମ୍ପିକ୍ସରୁ ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ପରେ ବୁଧବାର ସଂସଦରେ କ୍ରୀଡ଼ାମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ ଏକ ବିବୃତ୍ତି ଦେଇଛନ୍ତି। ସେ ଲୋକ ସଭାରେ ସମ୍ବୋଧିତ କରି କହିଛନ୍ତିି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅଲିମ୍ପିକ ଆସୋସିଏଶନ...
ଅଲିମ୍ପିକ୍ସରୁ ବାଦ୍ ପଡିଲେ ଭିନେଶ ଫୋଗଟ: ଫିଟିଲା ଏହି ଖେଳାଳିଙ୍କ ଭାଗ୍ୟ, ଖେଳିବେ ଫାଇନାଲ
ପ୍ୟାରିସ୍,୭।୮: ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ କୁସ୍ତିରେ ଭାରତ ସ୍ବର୍ଣ୍ଣ ପଦକ ଜିତିବ ବୋଲି ଆଶା କରାଯାଉଥିଲା। ୫୦ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ସ୍ଥାନ ସୁରକ୍ଷିତ କରି ଭିନେଶ ଫୋଗଟ ଇତିହାସ ସୃଷ୍ଟି କରିଥିଲେ। ମଙ୍ଗଳବାର ଭାରତୀୟ...
ଭିନେଶଙ୍କ ପାଇଁ ଭାବୁକ ପୋଷ୍ଟ କଲେ ରାହୁଲ ଗାନ୍ଧୀ, କହିଲେ ପୁଣି ଫେରିବ…
ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସର ଫାଇନାଲ ମ୍ୟାଚରୁ ବିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ତାଙ୍କ ଓଜନ ୫୦ କିଲୋଗ୍ରାମରୁ ଅଧିକ ଥିବାରୁ ସେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଛନ୍ତି। ଏହାକୁ ନେଇ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ସୋସିଆଲ ମିଡିଆ...
୨ ରେସଲର, ୨ ବଡ଼ ବିବାଦ: ଭିନେଶ ଫୋଗଟଙ୍କ ଭଳି ଏହି ରେସଲରଙ୍କ ସହ ମଧ୍ୟ ହୋଇଥିଲା ଏମିତି
ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସ ଫାଇନାଲ ପୂର୍ବରୁ ଭିନେଶ ଫେଗଟ ଡିସକ୍ୱାଲିଫାଏଡ ହୋଇଛନ୍ତି। ତାଙ୍କର ଓଜନ ଅଧିକ ଥିବା ହେତୁ ତାଙ୍କୁ କୌଣସି ପଦକ ଜିତିପାରିବେ ନାହିଁ। କିନ୍ତୁ ଏହା ପ୍ରଥମ ଘଟଣା ନୁହେଁ ଯେ ୨୦୨୪ ଅଲିମ୍ପିକ ଗେମ୍ସରେ ଜଣେ...
ଭାରତୀୟ ଅଲିମ୍ପିକ ସଂଘର ସଭାପତିଙ୍କ ସହ କଥାହେଲେ ମୋଦି, ହୋଇପାରେ…
ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ସ୍ବର୍ଣ୍ଣ ପଦକ ଜିତିବାର ଭାରତର ତାରକା ରେସଲର ଭିନେଶ ଫୋଗଟଙ୍କ ସ୍ବପ୍ନ ଭାଙ୍ଗି ଯାଇଛି। ଅଧିକ ଓଜନ ହେତୁ ତାଙ୍କୁ ଅଯୋଗ୍ୟ କରାଯାଇଛି। ଯାହାପରେ ଭାଙ୍ଗି ପଡିଛନ୍ତି ଭିନେଶ। ଅତ୍ୟଧିକ ଚାପ ଓ ଅସୁସ୍ଥତାରେ...
‘କହିବାକୁ କିଛି ବାକି ନାହିଁ, ସବୁ ସରିଗଲା’ ଭିନେଶ ଫୋଗଟ ଡିସକ୍ୱାଲିଫାଏଡ ହେବା ପରେ ଭାଙ୍ଗିପଡ଼ିଲେ ବାପା, କହିଲେ ଏମିତି…
ନୂଆଦିଲ୍ଲୀ,୭।୮: ଫାଇନାଲ ମ୍ୟାଚ ପୂର୍ବରୁ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ସମସ୍ତେ ଭିନେଶଙ୍କଠାରୁ ସ୍ବର୍ଣ୍ଣ ପଦକ ଆଶା କରିଥିଲେ। ଏହି ଖବର ତାଙ୍କ ପିତା ମହାବୀର ସିଂ ଫୋଗଟଙ୍କୁ ମଧ୍ୟ ଭାଙ୍ଗି ଦେଇଛି। ଭିନେଶ...
ହଠାତ୍ ମୁଣ୍ଡ ବୁଲାଇ ପଡିଗଲେ ଭିନେଶ, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ,୭।୮: ପ୍ୟାରିସ୍ ଅଲିମ୍ପିକ୍ସରେ ଫାଇନାଲରୁ ଡିସକ୍ୱାଲିଫାଇଡ୍ ହୋଇଛନ୍ତି ରେସଲର୍ ଭିନେଶ ଫୋଗଟ। ତେବେ ସେ ହଠାତ୍ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଣ୍ଡ ବୁଲାଇବା ସହ ଚେତାଶୂନ୍ୟ ହୋଇପଡ଼ିବାରୁ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...
ଫାଇନାଲ ପୂର୍ବରୁ ଡିସକ୍ୱାଲିଫାଏଡ ହେବା ପରେ ବି ଭିନେଶ ଜିତିପାରିବେ ରୌପ୍ୟ, ବ୍ରୋଞ୍ଜ! ଜାଣନ୍ତୁ କ’ଣ କହୁଛି ନିୟମ
ନୂଆଦିଲ୍ଲୀ,୭।୮: ଭାରତୀୟ କୁସ୍ତି ଖେଳାଳି ବିନେଶ ଫୋଗଟ ଗତ ମଙ୍ଗଳବାର ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲେ। ବର୍ତ୍ତମାନ ହଠାତ୍ ୧୪୦ କୋଟି ଭାରତୀୟଙ୍କ ଆଶା ମଉଳିଯାଇଛି।୫୦ କିଲୋଗ୍ରାମରୁ ଅଧିକ ଓଜନ ହେତୁ ତାଙ୍କୁ ଫାଇନାଲ ମ୍ୟାଚରୁ ଡିସକ୍ୱାଲିଫାଏଡ...
ଭିନେଶ ଫୋଗଟଙ୍କ ପାଇଁ ଏମିତି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୭।୮: ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ଭିନେଶ ଫୋଗଟଙ୍କ ସ୍ବପ୍ନ ସ୍ବପ୍ନରେ ରହିଯାଇଛି। କାରଣ ଅଲିମ୍ପିକ୍ସରେ ଭିନେଶ ଫୋଗଟ ଡିସ୍କ୍ବାଲିଫାଏଡ ଘୋଷିତ ହୋଇଛନ୍ତି। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଡିସ୍କ୍ବାଲିଫାଏଡ ହୋଇଥିବା ସୂଚନା ମିଳିଛି। ୫୦ କେଜିଠାରୁ...
Archives


