ଖେଳ

ବାରବାଟୀ ଷ୍ଟାଡିୟମରେ ହଠାତ୍‌ ଫ୍ଲଡ ଲାଇଟ ବନ୍ଦ: ସୋଫିଆ ଫିର୍ଦ୍ଦୋଶ କହିଲେ…

ଭୁବନେଶ୍ୱର,୧୦।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ହଠାତ୍‌ ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା। ଫଳରେ ମ୍ୟାଚ କିଛି ସମୟ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ସୋମବାର ରାଜନୀତି ତେଜିବାରେ ଲାଗିଛି। କ୍ରୀଡ଼ା ମନ୍ତ୍ରୀଙ୍କ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲା ୪୭ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୧୦।୨: ପାଖେଇ ଆସୁଛି ଚାମ୍ପିଅନ୍ସ ଟ୍ରଫି ୨୦୨୫। ଦଳଗୁଡ଼ିକର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଏଥର ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ, କିନ୍ତୁ ଟିମ ଇଣ୍ଡିଆ ଏହାର ମ୍ୟାଚ ଦୁବାଇରେ ଖେଳିବ। ବର୍ତ୍ତମାନ ପାକିସ୍ତାନରେ ତିନୋଟି ଦଳ ମଧ୍ୟରେ ଏକ…

ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ: ବିଜେଡି

ଭୁବନେଶ୍ୱର,୧୦।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ହଠାତ୍‌ ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା। ଫଳରେ ମ୍ୟାଚ୍‌ କିଛି ସମୟ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ସୋମବାର ରାଜନୀତି ତେଜିବାରେ ଲାଗିଛି। କ୍ରୀଡ଼ା ମନ୍ତ୍ରୀଙ୍କ…

ଆଖିରେ ଲୁହ…ଶତକ ପରେ ବେଶ୍‌ ଭାବବିହ୍ବଳ ହୋଇଗଲେ ରୋହିତ ଶର୍ମା, ଦୁଃଖିତ କରୁଛି ଶବ୍ଦ

ନୂଆଦିଲ୍ଲୀ,୧୦।୨: କଟକ ଦିନିକିଆରେ ଅଧିନାୟକ ରୋହିତ ଶର୍ମା ଚମତ୍କାର ଶତକ ହାସଲ କରି ଟିମ ଇଣ୍ଡିଆକୁ ବିଜୟ ଭେଟି ଦେଇଥିଲେ। ସେ ଦୀର୍ଘଦିନ ଧରି ଖରାପ ଫର୍ମରେ ଥିବାରୁ ସମାଲୋଚିତ ହୋଇ ଆସୁଥିଲେ। ହେଲେ ସେ ଜବରଦସ୍ତ ଇନିଂସ ଖେଳି ଆଲୋଚକଙ୍କ…

ବାରବାଟୀରେ ଫ୍ଲଡ ଲାଇଟ୍‌ ଲିଭିଯିବା ଘଟଣା: ଆକ୍ସନ ମୋଡ୍‌ରେ ପ୍ରଶାସନ

କଟକ,୧୦।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଭାରତ ଓ ଇଂଲଣ୍ଡ ମହାମୁକାବିଲାରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୪ ଉଇକେଟରେ ବିଜୟୀ ହୋଇ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ କବ୍‌ଜା କରି ନେଇଛି। ତିନି…

କୋହଲିଙ୍କୁ ମିଳିଗଲା ନୂଆ ‘ବେଷ୍ଟ୍‌ ଫ୍ରେଣ୍ଡ’: ମ୍ୟାଚ୍‌ ଚାଲିଥିବାବେଳେ କାହା ସହ ଗପିଲେ ଜାଣନ୍ତୁ

କଟକ,୨।୧୦: କଟକରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ ସମୟରେ କେଭିନ ପିଟରସେନଙ୍କ ସହ ବିରାଟ କୋହଲିଙ୍କର ଫଟୋ ଭାଇରାଲ ହେବାରେ ଲାଗିଛି। ମ୍ୟାଚ ସମୟରେ ତାଙ୍କୁ ପିଟରସେନଙ୍କ ସହିତ ହସୁଥିବାର ମଧ୍ୟ ଦେଖାଯାଇଥିଲା। ଏହି ଭାଇରାଲ ଫଟୋଗୁଡ଼ିକ ଇଂଲଣ୍ଡ…

ବାରବାଟୀ ବିଜୟ ପରେ ଖୁସିରେ ଗଦ୍‌ଗଦ୍‌ ହୋଇ ଏମିତି କହିଦେଲେ ରୋହିତ ଶର୍ମା

କଟକ,୧୦।୨: ଇଂଲଣ୍ଡ ବିପକ୍ଷରେ ୧୧୯ ରନର ଏକ ଚମତ୍କାର ଇନିଂସ ଖେଳି ରୋହିତ ଶର୍ମା ନିଜ ଫର୍ମକୁ ଫେରିଥିଲେ। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ, ସେ ଫର୍ମ ହାସଲ କରି ସମାଲୋଚକମାନଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ…

କଟକରେ ୩ ବଡ଼ ରେକର୍ଡ କଲେ ହିଟ୍‌ମ୍ୟାନ୍‌: ଭାଙ୍ଗିଲେ ଅନେକ କିମ୍ବଦନ୍ତୀଙ୍କ ରେକର୍ଡ

କଟକ,୧୦।୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କର ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ। ସେ କଟକରେ ପୁଣି ଥରେ ତାହା ପ୍ରମାଣ କରିଦେଖାଇଛନ୍ତି। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଦିନିକିଆରେ ସର୍ବାଧିକ ରନ ସ୍କୋର କରିବାରେ ଚତୁର୍ଥ ଭାରତୀୟ ବ୍ୟାଟସମ୍ୟାନ…

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବୁମରାଙ୍କ ଫିଟ୍‌ନେସ୍‌କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୧୦।୨: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଜସପ୍ରୀତ ବୁମରାଙ୍କ ଫିଟନେସ୍‌କୁ ନେଇ ବଡ଼ ଅପଡେଟ୍‌ ଆସିଛି। ବୁମରା ଏବେ ଜିମ ଏବଂ ହାଲୁକା ବୋଲିଂ ଆରମ୍ଭ କରିପାରିବେ। ସେ ଆଗାମୀ ଗୋଟିଏ କିମ୍ବା ୨ ଦିନ ମଧ୍ୟରେ ଅଭ୍ୟାସ ଆରମ୍ଭ କରିପାରିବେ। ଟିମ…

ବାରବାଟୀରେ ସିରିଜ୍‌ କବ୍‌ଜା କଲା ଟିମ୍‌ ଇଣ୍ଡିଆ

କଟକ,୯।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୪ ଉଇକେଟରେ ବିଜୟୀ ହୋଇ ସିରିଜ କବ୍‌ଜା କରିଛି। ଫଳରେ ୨-୦ରେ ସିରିଜ୍‌…

ବାରବାଟୀରେ ରୋହିତଙ୍କ ଧୂଆଁଧାର ଶତକ: ୧୬ ମାସ ପରେ ଫର୍ମକୁ ଫେରିଲେ

କଟକ, ୯ା୨: ଭାରତୀୟ ଦଳ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଇଂଲଣ୍ଡ ଦଳ 305 ରନ୍‌ର ଟାର୍ଗେଟ୍…

ବାରବାଟୀରେ ଗେଲ୍‌କୁ ଟପିଲେ ରୋହିତ

କଟକ,୯।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଚାଲିଥିବା ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୯.୫ ଓଭରରେ ଇଂଲଣ୍ଡ ସମସ୍ତ ଉଇକେଟ ହରାଇ ୩୦୪ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri