ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଚହଲଙ୍କ ସ୍ତ୍ରୀ
ନୂଆଦିଲ୍ଲୀ,୨୨।୧୧: କ୍ରିକେଟର୍ ୟୁଜଭେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍ଶୀଘ୍ର ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁଯାୟୀ, ଧନଶ୍ରୀ ଦିଲ ରାଜୁଙ୍କ ବ୍ୟାନରରେ...
ମାତ୍ର ୫୦ ରନ୍ରେ ପାଭିଲିୟନକୁ ଫେରିଲେ ଭାରତର ଅଧା ଟିମ୍
ପର୍ଥ,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପର୍ଥରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ଭାରତକୁ ପ୍ରାରମ୍ଭିକ ଝଟ୍କା ଲାଗିଛି।...
ପର୍ଥରେ ବଡ଼ ରେକର୍ଡ କଲେ କେ.ଏଲ୍ ରାହୁଲ
ପର୍ଥ,୨୨।୧୧: ପର୍ଥ ଟେଷ୍ଟରେ କେ.ଏଲ ରାହୁଲ ଏକ ସ୍ବତନ୍ତ୍ର ରେକର୍ଡ କରିଛନ୍ତି। ପର୍ଥରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ରାହୁଲ ୨୬ ରନ ସଂଗ୍ରହ କରି ଆଉଟ ହୋଇଥିଲେ। କିନ୍ତୁ ଏହା...
ଆସିଗଲା ତାରିଖ: ଏହି ଦିନରୁ ଆରମ୍ଭ ହେବ ଆଇପିଏଲ ୨୦୨୫ !
ନୂଆଦିଲ୍ଲୀ,୨୨।୧୧: ଆଜିକାଲି ଆଇପିଏଲ ୨୦୨୫ ମେଗା ନିଲାମ ଖବର ଚର୍ଚ୍ଚାରେ ଅଛି। ଏହି ସମୟରେ ଆଇପିଏଲ ୨୦୨୫ ଆରମ୍ଭ ହେବାର ତାରିଖ ସାମ୍ନାକୁ ଆସିଛି। ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଆଗାମୀ ତିନି ସିଜନର ତାରିଖ ପ୍ରକାଶ ପାଇଛି। ୨୦୨୫...
ପର୍ଥରେ ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଡେବ୍ୟୁ କଲେ ନୀତିଶ କୁମାର, ହର୍ଷିତ ରାଣା
ନୂଆଦିଲ୍ଲୀ,୨୨ା୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି (୨୨ ନଭେମ୍ବର) ଠାରୁ ପର୍ଥରେ ହୋଇଛି। ଭାରତୀୟ ଦଳର ଅଧିନାୟକ ଜସପ୍ରୀତ ବୁମ୍ରା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ...
ନିଜ ନିଷ୍ପତ୍ତିରେ ସମସ୍ତଙ୍କୁ ଚମକାଇଦେଲେ ରୋହିତ ଶର୍ମା: ଏବେ….
ନୂଆଦିଲ୍ଳୀ,୨୧।୧: ନିକଟରେ ରୋହିତ ଶର୍ମା ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ସେ ପତ୍ନୀ ରିତିକା ସଜଦେହଙ୍କ ସହ ସମୟ ବିତାଇବା ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲେ। ସେ ଭାରତ ବନାମ ଅଷ୍ଟ୍ରେଲିଆର...
କେ ଏଲ୍ ରାହୁଲଙ୍କୁ ଓପନିଂ ପାଇଁ ପଠାଇବି ନାହିଁ…ପ୍ରଶ୍ନ ଉଠାଇଲେ ପୂଜାରା
ନୂଆଦିଲ୍ଲୀ,୨୧।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ପର୍ଥରେ ଖେଳାଯିବ। ନଭେମ୍ବର ୨୨ରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଅର୍ଡର କିଭଳି ରହିବ, ତାହା ବଡ଼ ପ୍ରଶ୍ନ ପାଲଟିଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଯଶସ୍ବୀ...
ମୁମ୍ବାଇର ପ୍ରଥମ ମୁକାବିଲା ଖେଳିବେ ନାହିଁ ହାର୍ଦ୍ଦିକ, ସାମ୍ନାକୁ ଆସିଲା ବଡ଼ କାରଣ; ଜାଣନ୍ତୁ କିଏ ନେବ ନେତୃତ୍ୱ…
ନୂଆଦିଲ୍ଲୀ,୨୧।୧୧: ଆଇପିଏଲ୍ ୨୦୨୫ ଲାଗି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଟେନ୍ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ହେଲେ ସେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ। ଆପଣ ଭାବୁଥିବେ କାହିଁକି। ସ୍ଲୋ ଓଭର୍ ରେଟ୍କୁ ନେଇ ହାର୍ଦ୍ଦିକଙ୍କ ଉପରେ ପ୍ରତିବନ୍ଧକ(ବ୍ୟାନ୍) ଲଗାଯାଇଛି। ଆଇପିଏଲ୍...
ଅଷ୍ଟ୍ରେଲିଆ ବଜାରରେ ବଢୁଛି ‘କୋହଲିଙ୍କ ବ୍ୟାଟ୍’ କ୍ରେଜ୍: ଦାମ୍ ଜାଣିଲେ ଉଡିଯିବ ହୋଶ୍
ସିଡନୀ,୨୧।୧୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪କୁ ନେଇ ଭାରତୀୟ ଏବଂ ଅଷ୍ଟ୍ରେଲିୟ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ରହିଛି। କଙ୍ଗାରୁ ଦଳ ବିପକ୍ଷରେ ବିରାଟ କୋହଲିଙ୍କ ଭଲ ରେକର୍ଡ ଥିବାରୁ ଅଷ୍ଟ୍ରେଲିଆ ପ୍ରଶଂସକମାନେ ତାଙ୍କୁ ଖେଳିବାକୁ ଉତ୍ସାହିତ ଅଛନ୍ତି। ନିକଟରେ ପ୍ରକାଶିତ ଏକ...
ଭାରତକୁ ପୁଣି ଝଟ୍କା: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଦଳରୁ ବାଦ୍ ପଡ଼ିଲେ ଷ୍ଟାର୍ ବୋଲର୍
ନୂଆଦିଲ୍ଲୀ,୨୧।୧୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ ଆରମ୍ଭ ପୂର୍ବରୁ ଭାରତୀୟ ଦଳକୁ ଝଟ୍କା ପରେ ଝଟ୍କା ଲାଗୁଛି। ଗୋଟିଏ ପଟେ ଅଧିନାୟକ ରୋହିତ ଶର୍ମା ତାଙ୍କ ପରିବାର ସହିତ ସମୟ ବିତାଇବା ପାଇଁ ପ୍ରଥମ ଟେଷ୍ଟରୁ ବାଦ୍ ପଡିଛନ୍ତି। ତାଙ୍କ ପତ୍ନୀ...
କୋହଲିଙ୍କ ପୋଷ୍ଟକୁ ନେଇ ହଇଚଇ, ଅନୁଷ୍କାଙ୍କ ସହ ଛାଡପତ୍ର ହେବା ନେଇ ଚର୍ଚ୍ଚା! ଜାଣନ୍ତୁ ପୂରା ଘଟଣା
ନୂଆଦିଲ୍ଲୀ,୨୧।୧୧: ଭାରତୀୟ କ୍ରିକେଟ ପ୍ରଶଂସକମାନେ ଉତ୍ସାହର ସହିତ ବର୍ଡର-ଗାଭାସ୍କର ଟ୍ରଫିକୁ ଅପେକ୍ଷା କରିଛନ୍ତି, ଯେଉଁଥିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ପର୍ଥରେ ୨୨ରୁ ୨୬ନଭେମ୍ବର...
କୋହଲିଙ୍କୁ ନେଇ ଏ କ’ଣ କହିଦେଲେ ବୁମ୍ରା, ଯାହାକୁ ନେଇ…
ନୂଆଦିଲ୍ଲୀ,୨୧।୧୧: ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଜସପ୍ରୀତ ବୁମ୍ରା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆର ଦାୟିତ୍ୱ ଗ୍ରହଣ କରିବେ। ଏହି ସମୟରେ ଏକ ଖବରଦତା ସମ୍ମିଳନୀରେ ବିରାଟ କୋହଲିଙ୍କ ବିଷୟରେ ବୁମରା ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏହା ବ୍ୟତୀତ...
Archives


