IPL 2025ରେ କମାଲ୍ କରିବେ ଏହି ୧୩ ବର୍ଷୀୟ କ୍ରିକେଟର୍: ଦିନେ ଅଷ୍ଟ୍ରେଲିଆ ବିପକ୍ଷରେ ୫୮ ବଲ୍ରେ କରିଥିଲେ ଶତକ
ନୂଆଦିଲ୍ଲୀ,୧୩।୩: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଗତ ସିଜିନରେ କୋଲକାତା ଆଇପିଏଲ ଟାଇଟଲ ଜିତିଥିଲା। ରାଜସ୍ଥାନ ରୟାଲ୍ସର ପ୍ରଥମ ମ୍ୟାଚ ୨୩ ମାର୍ଚ୍ଚରେ…
Shubman Gill: ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଶୁବମନ ଗିଲ୍, ବୁମ୍ରାଙ୍କୁ ପଛରେ ପକାଇଲେ
ନୂଆଦିଲ୍ଲୀ,୧୩।୩: ଭାରତୀୟ ବ୍ୟାଟସମ୍ୟାନ ଶୁବମନ ଗିଲଙ୍କୁ ଫେବୃଆରୀ ପାଇଁ ICC ପ୍ଲେୟାର୍ ଅଫ୍ର ଅଫ୍ ଦି ମନ୍ଥ୍ ପୁରସ୍କାର ଦିଆଯାଇଛି। ଶୁବମନ ଗିଲ ତୃତୀୟ ଥର ପାଇଁ ଆଇସିସି ପ୍ଲେୟାର୍ ଅଫ୍ର ଅଫ୍ ଦି ମନ୍ଥ୍ ପୁରସ୍କାର ଜିତିଛନ୍ତି। ଏହି ମାମଲାରେ…
ହଠାତ୍ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି କ୍ରିକେଟର
ଢାକା,୧୨ା୩: ବାଂଲାଦେଶର ଅଭିଜ୍ଞ ଅଲ୍ରାଉଣ୍ଡର ମହମ୍ମୁଦୁଲା ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ମହମ୍ମୁଦୁଲା ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ନ କରିବା ଲାଗି ଅନୁରୋଧ କରିଥିଲେ। ଚାମ୍ପିୟନ୍ସ ଟ୍ରଫିରେ ବାଂଲାଦେଶ ଦଳର ନୈରାଶ୍ୟଜନକ…
ଶୁବମନଙ୍କୁ ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ୍
ଦୁବାଇ,୧୨ା୩: ନିକଟରେ ଚାମ୍ପିୟନ୍ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଦଳର ଷ୍ଟାର ଓପ୍ନର ଶୁବମନ ଗିଲ୍ଙ୍କୁ ବୁଧବାର ଫେବୃଆରୀ ମାସ ପାଇଁ ଆଇସିସି ମେନ୍ସ ପ୍ଲେୟର ଅଫ୍ ଦି ମନ୍ଥ୍ ବିବେଚିତ କରାଯାଇଛି। ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଓ ନ୍ୟୁଜିଲାଣ୍ଡର…
ମାଲାମାଲ ହେଲେ ଗୌତମ ଗମ୍ଭୀର! ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଜାଣନ୍ତୁ ବିସିସିଆଇ ଦେଲେ କେତେ ପୁରସ୍କାର
ନୂଆଦିଲ୍ଲୀ,୧୨।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ, ଭାରତୀୟ କ୍ରିକେଟ ଟିମ୍ ଉପରେ ଟଙ୍କାର ବର୍ଷା ହୋଇଥିଲା। ଦୁବାଇରେ ଖେଳାଯାଇଥିବା ଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ। ଏହା ପରେ ICC ଟିମ ଇଣ୍ଡିଆ ପାଇଁ…
କୋହଲିଙ୍କୁ ବଡ଼ ଝଟକା: ଚାମ୍ପିୟନ୍ସ ଟ୍ରଫି ପରେ ର଼୍ୟାଙ୍କିଙ୍ଗ୍ ପ୍ରକାଶ କଲା IIC, ଭାରତରୁ ଏହି ଖେଳାଳି ଆଗରେ…
ନୂଆଦିଲ୍ଲୀ,୧୨।୩: ICC ବୁଧବାର ଅପଡେଟ୍ ର଼୍ୟାଙ୍କିଙ୍ଗ୍ ପ୍ରକାଶ କରିଛି। ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ୭୬ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ର଼୍ୟାଙ୍କିଙ୍ଗ୍ରେ ଲାଭ ମିଳିଛି। ସେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଶୁବମନ ଗିଲ…
Jasprit Bumrahଙ୍କୁ ପୁଣି ଆଘାତ ଲାଗିଲେ ଶେଷ ହେବ କ୍ୟାରିୟର! BCCIକୁ ଚେତାବନୀ ଦେଲେ…
ନୂଆଦିଲ୍ଲୀ,୧୨।୩: ଭାରତୀୟ ଦଳର ପ୍ରମୁଖ ଦ୍ରୁତ ବୋଲର ଜସପ୍ରିତ ବୁମରାହଙ୍କ ପିଠି ଆଘାତ ଚିନ୍ତା ବଢ଼ାଇଛି। ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ଶେନ ବଣ୍ଡ ବିସିସିଆଇକୁ ଚେତାବନୀ ଦେଇଛନ୍ତି ଯେ ଯଦି ବୁମରାହ ପୁଣି ଥରେ ସେହି ସ୍ଥାନରେ ଆହତ ହୁଅନ୍ତି,…
ବିରାଟ କୋହଲି ଆଉଟ୍ ହେବା ପରେ ଚାଲିଗଲା ୧୪ ବର୍ଷୀୟା ଝିଅଙ୍କ ଜୀବନ, ପୂରା ଘଟଣା ଜାଣିଲେ…
ନୂଆଦିଲ୍ଲୀ,୧୨।୩: ଗତ ରବିବାର ଅର୍ଥାତ୍ ମାର୍ଚ୍ଚ ୯ ତାରିଖରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ଖେଳାଯାଇଥିଲା, ଯେଉଁଥିରେ ଭାରତ ନ୍ୟୁଜିଲାଣ୍ଡକୁ ୪ ଉଇକେଟ୍ରେ ପରାସ୍ତ କରି ଇତିହାସ ରଚିଥିଲା। ସେହି ମ୍ୟାଚ ଦୁବାଇରେ ଖେଳାଯାଇଥିଲା, କିନ୍ତୁ ଏହାର ପ୍ରଭାବ ଭାରତର ଉତ୍ତର…
ଅଧୁରା କାମ ପୂରା କରିବାକୁ ଆଗାମୀ ବିଶ୍ୱକପ ଖେଳିବେ ରୋହିତ: ଅଷ୍ଟ୍ରେଲିଆ ଖେଳାଳିଙ୍କ ବଡ଼ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୧୨।୩: ନ୍ୟଜିଲାଣ୍ଡ ବିପକ୍ଷରେ ରବିବାର ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିଛି। ଯାହାପରେ ଅନେକ ପ୍ରଶ୍ନର ଉତ୍ତର ମିଳିଯାଇଛି। ଏହି ଉତ୍ତରଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା ରୋହିତ ଶର୍ମାଙ୍କ ଅବସର ଉପରେ। ହିଟ୍ମ୍ୟାନ ନିଜେ କହିଛନ୍ତି ଯେ ସେ ଏବେ ଅବସର ନେଉନାହାଁନ୍ତି…
ଇନଷ୍ଟାଗ୍ରାମରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ,୧୨।୩: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚାମ୍ପିୟନ୍ସ ଟ୍ରଫିରେ ବ୍ୟାଟ ଏବଂ ବଲ ଉଭୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ସେ କ୍ରିକେଟ ପଡ଼ିଆରେ ଅନେକ ରେକର୍ଡ କରିଛନ୍ତି କିନ୍ତୁ ଏବେ ସେ ସୋସିଆଲ ମିଡିଆରେ ମଧ୍ୟ ଏକ ବଡ଼ ରେକର୍ଡ କରିଛନ୍ତି। ସେ…
ମୁମ୍ବାଇକୁ ବଡ଼ ଝଟକା: ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ପ୍ରତିବନ୍ଧକ, ଖେଳିପାରିବେନି ମ୍ୟାଚ
ନୂଆଦିଲ୍ଲୀ,୧୨।୩: ଆଇପିଏଲର ପ୍ରାରମ୍ଭିକ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି। ଜସପ୍ରିତ ବୁମ୍ରା ଆଘାତ ଯୋଗୁ କିଛି ମ୍ୟାଚରୁ ବାହାରେ ରହିପାରନ୍ତି ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତିବନ୍ଧକ ଯୋଗୁ ଆଇପିଏଲର ପ୍ରଥମ ମ୍ୟାଚ ଖେଳିପାରିବେ ନାହିଁ। ମୁମ୍ବାଇ…
ଟେଷ୍ଟ କ୍ରିକେଟକୁ ୧୫୦ ବର୍ଷ ପୂରଣ: ଜାଣନ୍ତୁ ପ୍ରଥମ ଟେଷ୍ଟ ମ୍ୟାଚ୍ କେଉଁ ଦଳ ଜିତିଥିଲା
ନୂଆଦିଲ୍ଲୀ,୧୨।୩: ୨୦୨୭ ବର୍ଷ ପାଇଁ ଏକ ଅଜବ ଏବଂ ଐତିହାସିକ ଟେଷ୍ଟ ମ୍ୟାଚ ଘୋଷଣା କରାଯାଇଛି। ପୁରୁଷ ଟେଷ୍ଟ କ୍ରିକେଟ ଇତିହାସର ୧୫୦ ବର୍ଷ ପୂରଣ ଉପଲକ୍ଷେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଏକ ଦିବା-ରାତ୍ର ଗୋଲାପୀ ବଲ ମ୍ୟାଚ ଆୟୋଜନ…
Archives


