ଖେଳ

IPL Auction: ୧୩ ବର୍ଷୀୟ ବ୍ୟାଟରଙ୍କ ଉପରେ ଟଙ୍କା ବର୍ଷା, ଏତେ କୋଟି ଟଙ୍କାରେ କିଣିଲା ଏହି ଟିମ୍

ନୂଆଦିଲ୍ଲୀ, ୨୫।୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ସିଜିନ୍ ପାଇଁ ଦୁଇ ଦିନିଆ ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ସାଉଦି ଆରବରରେ ଅନୁଷ୍ଠିତ ହୋଇଛି। ଏଥିରେ ୧୩ ବର୍ଷ ବୟସ୍କା ବୈଭବ ସୂର୍ୟ୍ୟବଂଶୀ ଆଲୋଡ଼ନ ସୃଷ୍ଟି...

ଦ୍ୱିତୀୟ ଦିନ ମେଗା ନିଲାମରେ ଏହି ୩ ଭାରତୀୟ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୨୫।୧୧: ଆଇପିଏଲ ୨୦୨୫ ମେଗା ନିଲାମରେ ସମସ୍ତ ୧୦ଟି ଦଳ ପ୍ରଥମ ଦିନରେ ୪୬୭.୯୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି କାରଣରୁ ଦ୍ୱିତୀୟ ଦିନରେ ଦଳ ପାଖରେ ଆଉ ଅଳ୍ପ ଟଙ୍କା ରହିଛି। ଏହା ସତ୍ତ୍ୱେ ଦ୍ୱିତୀୟ ଦିନରେ...

ଭୁବନେଶ୍ୱରଙ୍କୁ କିଣିବା ପାଇଁ ମୁମ୍ବାଇ-ଲକ୍ଷ୍ନୌ ମଧ୍ୟରେ ଟଣାଓଟରା: କିନ୍ତୁ, ବାଜି ମାରିନେଲା ଏହି ଟିମ୍‌

ନୂଆଦିଲ୍ଲୀ,୨୫।୧୧: ଭୁବନେଶ୍ୱର କୁମାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଯୋଗ ଦେଇଛନ୍ତି। ଆଇସିପି ୨୦୨୫ ମେଗା ନିଲାମର ଦ୍ୱିତୀୟ ଦିନରେ ଆରସିବି ଭୁଭିଙ୍କୁ ମୂଳ ମୂଲ୍ୟଠାରୁ ବହୁ ଗୁଣ ଅଧିକ ମୂଲ୍ୟରେ କିଣିଥିଲା। ଭୁବନେଶ୍ୱର ୧୦.୭୫ କୋଟିରେ ବିକ୍ରି ହୋଇଛନ୍ତି। ଭୁବନେଶ୍ୱର...

”ଲାଗୁଛି ବହୁତ ଟଙ୍କା ଦେଇଦେଲି”, ରିଷଭ ପନ୍ତଙ୍କୁ ୨୭ କୋଟି ଟଙ୍କାରେ କିଣି ମନଦୁଃଖ କଲେ ଲକ୍ଷ୍ନୌ ମାଲିକ

ନୂଆଦିଲ୍ଲୀ,୨୫।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ ପାଇଁ ଦୁଇ ଦିନିଆ ନିଲାମ ଚାଲିଛି। ସୋମବାର ଏହାର ଦ୍ୱିତୀୟ ଦିନ ହୋଇଥିବା ବେଳେ ପ୍ରଥମ ଦିନରେ ୩ ଖେଳାଳିଙ୍କ ଉପରେ ଏତେ ଟଙ୍କା ବର୍ଷା ହୋଇଥିଲା ଯେ, ସମସ୍ତ ଆଇପିଏଲ...

ମେଗା ନିଲାମରେ ପ୍ରଥମଥର ବିକ୍ରି ହେଲେନି ଏହି ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୨୫।୧୧:ଆଇପିଏଲ୍‌ ୨୦୨୫ ମେଗା ନିଲାମର ଦ୍ୱିତୀୟ ଦିନରେ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ଅଜିଙ୍କେ ରାହାନେ ଏବଂ କେନ ଉଇଲିମସନଙ୍କ ଭଳି ଅନେକ ଷ୍ଟାର ଖେଳାଳି ପ୍ରଥମଥର ବିକ୍ରି ହୋଇପାରିନାହାନ୍ତି। ପୃଥ୍ବୀ ଶ’ ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କୁ ମଧ୍ୟ କେହି...

ଆକ୍ସନ ମୋଡ୍‌ରେ ରୋହିତ ଶର୍ମା: ଅଷ୍ଟ୍ରେଲିଆରେ ପହଞ୍ଚି…

ପର୍ଥ,୨୫।୧୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ଚମତ୍କାର ବିଜୟ ହାସଲ କରିଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଏହି ମ୍ୟାଚରେ ଜସପ୍ରୀତ ବୁମ୍‌ରା ଟିମ ଇଣ୍ଡିଆର ଅଧିନାୟିକତ୍ୱ ହୋଇଥିଲେ।...

ନମ୍ବର-୧ ହେଲା ଭାରତ: ଫାଇନାଲ୍‌ଠାରୁ ମାତ୍ର ୩ ପାଦ ଦୂରରେ

ପର୍ଥ,୨୫।୧୧: ପର୍ଥ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ୨୯୫ ରନରେ ପରାସ୍ତ କରି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି)ର ଆଶାକୁ ମଧ୍ୟ ଜୀବନ୍ତ...

ଆଇପିଏଲ ମେଗା ନିଲାମ ସମୟରେ ଫୋନ କଲ୍‌ରେ ରହୁଛନ୍ତି ଧୋନୀ, ପରଦା ପଛରେ ରହି କରୁଛନ୍ତିି ପ୍ରସ୍ତୁତ

ନୂଆଦିଲ୍ଲୀ,୨୫।୧୧: ଆଇପିଏଲ ୨୦୨୫ର ମେଗା ନିଲାମ ସାଉଦି ଆରବର ଜେଦାହ ସହରରେ ଚାଲିଛି। ୨୪ ଏବଂ ୨୫ ନଭେମ୍ବରରେ ଦୁଇ ଦିନ ଧରି ଏହି ନିଲାମ ଅନୁଷ୍ଠିତ ହେଉଛି। ନିଲାମର ପ୍ରଥମ ଦିନ ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଥିଲା, ଯେଉଁଥିରେ ସମସ୍ତ...

ପ୍ରତିଶୋଧ ନେଲା ଭାରତ: ୧୩୬ ବର୍ଷର ରେକର୍ଡ ଭାଙ୍ଗିଲା

ପର୍ଥ,୨୫।୧୧: ପର୍ଥ ଟେଷ୍ଟରେ ସମସ୍ତଙ୍କ ଆଶାଠାରୁ ଅତିକ୍ରମ କରି ପର୍ଥରେ ଟିମ ଇଣ୍ଡିଆ ଚମତ୍କାର କରିଛି। ଅଷ୍ଟ୍ରେଲିଆ ଉପରେ ବିଜୟ ହାସଲ କରିଛି। ଭାରତ ବିପକ୍ଷରେ ପର୍ଥର ପରାଜୟ ହେଉଛି ଅଷ୍ଟ୍ରେଲିଆର ସବୁଠାରୁ ବଡ ପରାଜୟ। ଏହି ସମୟ ମଧ୍ୟରେ,...

ମାଟି କାମୁଡିଲା କଙ୍ଗାରୁ ଟିମ୍‌: ଭାରତର ଐତିହାସିକ ବିଜୟ

ପର୍ଥ,୨୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ପର୍ଥରେ ଚାଲିଥିବା ଏହି ମ୍ୟାଚ୍‌ରେ ଭାରତ କଙ୍ଗାରୁ ଟିମ୍‌କୁ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଭାରତ...

ବିଜୟର ଦ୍ୱାରଦେଶରେ ଭାରତ: ଆଉ ମାତ୍ର ୩ ଉଇକେଟ ଆବଶ୍ୟକ…

ପର୍ଥ,୨୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପର୍ଥରେ ଜାରି ରହିଛି। ଏହି ମ୍ୟାଚ୍‌ରେ ଭାରତ ବିଜୟ ଆଡ଼କୁ ମୁହାଁଇଛି। ଭାରତକୁ ଜିତିବାକୁ ଆଉ ମାତ୍ର ୩ ଉଇକେଟ୍‌ ଆବଶ୍ୟକ। ୧୮୨...

ମାଲାମାଲ ହେଲେ ରିଷଭ ପନ୍ତ: ଏହିସବୁ ଖେଳାଳିଙ୍କୁ ପଛରେ ପକାଇଲେ

ଦୁବାଇ,୨୫।୧୧: ଆଇପିଏଲ୍‌ ୨୦୨୫ର ମେଗା ନିଲାମ ବମ୍ପର ଆରମ୍ଭ ହୋଇଛି। ଆଇପିଏଲ ଇତିହାସରେ ରିଷଭ ପନ୍ତ ସର୍ବାଧିକ ମୂଲ୍ୟର ଖେଳାଳି ହୋଇପାରିଛନ୍ତି। ତାଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୨୭ କୋଟି ଟଙ୍କାରେ କିଣିଛି। ସେ ଏହି ପ୍ରସଙ୍ଗରେ ଶ୍ରେୟସ ଆୟାରଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri