ପରିବାର ନୀତିରେ ହେବ ନାହିଁ କୌଣସି ପରିବର୍ତ୍ତନ: ବିରାଟ କୋହଲିଙ୍କ ଅଭିଯୋଗ ଉପରେ BCCI’ର ପ୍ରତିକ୍ରିୟା
ମୁମ୍ବାଇ,୧୯।୩: ବିଦେଶ ଗସ୍ତ ସମୟରେ ଭାରତୀୟ ଖେଳାଳୀମାନଙ୍କ ପାଇଁ ପ୍ରଣୟନ ହୋଇଥିବା ନୂତନ ନିୟମରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି ବୁଧବାର କହିଛନ୍ତି ବିସିସିଆଇ ସଚିବ ଦେବଜୀତ ସଇକିଆ। ଜାରି ହୋଇଥିବା ନିୟମକୁ ନେଇ ବିରାଟ କୋହଲି ଅସନ୍ତୋଷ…
୧୭ ବର୍ଷ ପରେ ଅବସର ଘୋଷଣା କରି ଚମକାଇଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୧୯।୩: କ୍ରିକେଟ ଜଗତରେ ଇଂଲଣ୍ଡ କ୍ରିକେଟର ଜୋଶ କବ ଏକ ଜଣାଶୁଣା ନାମ, ଯିଏ ୧୭ ବର୍ଷ ଧରି ଘରୋଇ କ୍ରିକେଟରେ ନିଜର ଚମତ୍କାର ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। ଏବେ ସେ ତାଙ୍କ ବୃତ୍ତିଗତ କ୍ରିକେଟ କ୍ୟାରିୟରକୁ ବିଦାୟ…
୧୭ ବର୍ଷ ପୂର୍ବେ କୋହଲିଙ୍କୁ ଚାମ୍ପିୟନ କରିଥିବା ଖେଳାଳିଜଣଙ୍କ କିଏ? IPL ୨୦୨୫ରେ ହେବେ ଅମ୍ପାୟାର
ନୂଆଦିଲ୍ଲୀ,୧୯।୩: କୋଲକାତାର ଇଡେନ ଗାର୍ଡେନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏବଂ କୋଲକାତା ନାଇଟ ରାଇଡର୍ସ (KKR) ମଧ୍ୟରେ ମୁକାବିଲା ସହିତ IPL ୨୦୨୫ ଆରମ୍ଭ ହେବ। ଏହି ବଡ଼ ମ୍ୟାଚ୍ରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ। କାରଣ…
ଚହଲଙ୍କୁ ବଡ଼ ଝଟ୍କା, ଧନଶ୍ରୀଙ୍କୁ ଦେବେ କୋଟି କୋଟି ଟଙ୍କା
ନୂଆଦିଲ୍ଲୀ,୧୯।୩: ଟିମ ଇଣ୍ଡିଆର ଖେଳାଳି ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ମାମଲାରେ ଏକ ବଡ଼ ଅପଡେଟ ଆସିଛି। ଧନଶ୍ରୀ ଏବଂ ଚହଲଙ୍କ ଛାଡପତ୍ରକୁ ନେଇ ବହୁତ ଦିନ ଧରି ଆଲୋଚନା ହେଉଥିଲା। ଏକ ରିପୋର୍ଟ ଅନୁଯାୟୀ, ଚହଲ ଏବଂ…
IPL 2025: କୋହଲିଙ୍କ ସାଙ୍ଗ କରିବେ IPLରେ ଅମ୍ପାୟାରିଂ, ହେବ ବିଶ୍ୱରେକର୍ଡ
ନୂଆଦିଲ୍ଲୀ,୧୯।୩: ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ ମାର୍ଚ୍ଚ ୨୨ରେ ଖେଳାଯିବ। ଏହି ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଆରସିବି ଏବେ ବି ନିଜର ପ୍ରଥମ ଟାଇଟଲକୁ ଅପେକ୍ଷା କରିଛି। ଆରସିବି ଥରେ ବି…
CSK ବିପକ୍ଷରେ MIର କ୍ୟାପଟେନ ରହିବେ ସୂର୍ଯ୍ୟକୁମାର, ହାର୍ଦ୍ଦିକ ପାଣ୍ଡ୍ୟା କହିଲେ…
ନୂଆଦିଲ୍ଲୀ,୧୯।୩: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନିଶ୍ଚିତ କରିଛନ୍ତି ଯେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ସିଜିନର ପ୍ରଥମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ତାଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେବେ। ପ୍ରକୃତରେ, ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ମ୍ୟାଚ ପାଇଁ ଉପଲବ୍ଧ…
ରାଗିଗଲେ ପାକିସ୍ତାନର ଦ୍ରୁତ ବୋଲର, କହିଲେ ଲୋକ ଆମ ପରାଜୟକୁ ଅପେକ୍ଷା କରିଛନ୍ତି
ଇସଲାମାବାଦ,୧୯।୩: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ହାରିବା ପରେ ହାରିସ ରୌଫ ସମାଲୋଚକମାନଙ୍କୁ ସମାଲୋଚନା କରିଥିଲେ। କ୍ରମାଗତ ଖରାପ ପ୍ରଦର୍ଶନ ପରେ ଦଳକୁ ପାକିସ୍ତାନୀ ପ୍ରଶଂସକମାନେ ସମାଲୋଚନା କରିଥିଲେ। ଏହା ଉପରେ ହରିସ ରୌଫ କହିଥିଲେ ଯେ ଯୁବପିଢ଼ିଙ୍କୁ ସମର୍ଥନ କରାଯିବା…
ଝଡ଼ ନୁହେଁ, ସୁନାମି: ଦିନିକିଆ ମ୍ୟାଚ୍ରେ ରନ୍ ବର୍ଷା କଲେ ଏହି ବ୍ୟାଟସମ୍ୟାନ, ୪୦୪ ରନର ଇନିଂସ ଖେଳି ରଚିଲେ ଇତିହାସ
ଢାକା,୧୯।୩: କ୍ୟାମ୍ବ୍ରିଆନ ସ୍କୁଲ ଆଣ୍ଡ କଲେଜ ପାଇଁ ଖେଳୁଥିବା ମୁସ୍ତାକିମ ହାଉଲାଡାର ଇତିହାସ ରଚିଛନ୍ତି। ଦିନିକିଆ ମ୍ୟାଚରେ ସେ ୪୦୪ ରନ କରି ଅନେକ ରେକର୍ଡ ଭାଙ୍ଗିଛନ୍ତି। ଅପରାଜିତ ୪୦୪ ରନରେ ସେ ୫୦ ଚୌକା ଓ ୨୨ ଛକା ମାରିଥିଲେ।…
ଶ୍ରମିକଙ୍କ ଠାରୁ କମ୍ ଦରମା ପାଉଛନ୍ତି ପାକିସ୍ତାନୀ ଖେଳାଳି, ଚମକାଇଲା ରିପୋର୍ଟ
ଇସଲାମବାଦ,୧୮।୩: ଯେବେଠୁ ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଛି, ସେବେଠାରୁ ଏହାର ଅବସ୍ଥା ଖରାପରୁ ଆହୁରି ଖରାପ ହୋଇଯାଇଛି। ଏଥିପାଇଁ ଖେଳାଳିଙ୍କ ଦରମା କାଟିବା ସ୍ଥିତିରେ ଆସି ପହଞ୍ଚିଛି। ନିକଟରେ ପାକିସ୍ତାନର ଘରୋଇ କ୍ରିକେଟ ଖେଳାଳିଙ୍କ ମ୍ୟାଚ ଫି…
କୋହଲିଙ୍କ ଆଗରେ ନଇଁବ BCCI! ନୂଆ ଅପଡେଟ୍କୁ ନେଇ ହଇଚଇ
ନୂଆଦିଲ୍ଲୀ,୧୮।୩: ଯଦିଓ ବିସିସିଆଇ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ, ଏହାକୁ ମଧ୍ୟ ତାର ଖେଳାଳିଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇବାକୁ ପଡୁଛି। IPL 2025 ପୂର୍ବରୁ ସମାନ କିଛି ଘଟଣା ଘଟିଛି। ବିରାଟ, ପ୍ରଥମେ ବିସିସିଆଇ ପରିବାର ନିୟମ (Virat…
ଜଣେ କି ଦୁଇଜଣ ନୁହେଁ, ୧୩ ଖେଳାଳିଙ୍କୁ ବାହାର କରିଦେବ ପଞ୍ଜାବ କିଙ୍ଗ୍ସ; ଏଭଳି ହେବ…
ନୂଆଦିଲ୍ଲୀ,୧୮।୩: ଆଇପିଏଲ୍ ୨୦୨୫ ପାଇଁ ପଞ୍ଜାବ କିଙ୍ଗ୍ସ ଗୋଟିଏ ବି ଖେଳାଳିଙ୍କୁ ରିଟେନ କରି ନ ଥିଲା। ଦଳ ମେଗା ନିଲାମରେ ସମସ୍ତ ଖେଳାଳିଙ୍କୁ କିଣିଛନ୍ତି। ପଞ୍ଜାବ ଫ୍ରାଞ୍ଚାଇଜ ମୋଟ ୨୫ ଜଣ ଖେଳାଳିଙ୍କୁ କିଣିଛି। କିନ୍ତୁ ଏବେ ସେମାନଙ୍କ ମଧ୍ୟରୁ…
ବିରାଟ କୋହଲି ହେବେ ବ୍ୟାଟିଂ ଅଧିନାୟକ? ବଡ଼ ନିଷ୍ପତ୍ତି ନେବ RCB!
ନୂଆଦିଲ୍ଲୀ,୧୮।୩: ଆର୍ସିବି ଏଯାବତ ଆଇପିଏଲ୍ ଟାଇଟଲ ଜିତିନାହିଁ। କିନ୍ତୁ ଖେଳାଳି ଏବଂ ପ୍ରଶଂସକମାନେ ଆଇପିଏଲ୍ ୧୮ରେ କିଛି ଚମତ୍କାର ହୋଇପାରେ ବୋଲି ଆଶା କରୁଛନ୍ତି। ଏହି ଆଶାକୁ ଅଧିକ ବୃଦ୍ଧି କରିଛି ପୂର୍ବତନ କ୍ରିକେଟର ଏ ବି ଡିଭିଲିୟର୍ସଙ୍କ ପରାମର୍ଶ। ସେ…
Archives


