ବ୍ରିସବେନ୍ ଟେଷ୍ଟ ମଝିରେ ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟ୍କା
ବ୍ରିସବେନ୍,୧୭।୧୨: ବ୍ରିସବେନ୍ର ଗାବାରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ନିଜର ଆଭିମୁଖ୍ୟକୁ କଡାକଡି କରିଛି। ମ୍ୟାଚର ଚତୁର୍ଥ ଦିନ ଚାଲିଛି ଏବଂ ଫଲୋଅନ୍କୁ ଏଡାଇବା ପାଇଁ ଟିମ ଇଣ୍ଡିଆ ସଂଘର୍ଷ କରୁଛି। ଏହି ସମୟରେ କଙ୍ଗାରୁ ଦଳ ଏକ ବଡ଼...
ବର୍ଡର-ଗାଭାସ୍କର ଟ୍ରଫି ଚାଲିଥିବାବେଳେ ହଠାତ୍ କ୍ରିକେଟ୍କୁ ଅଲବିଦା କହିଲେ ଏହି କ୍ରିକେଟର୍
ନୂଆଦିଲ୍ଳୀ,୧୭।୧୨: ଆଜିକାଲି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯାଉଛି। ଏହି ସମୟରେ ଉତ୍ତରପ୍ରଦେଶରେ ଖେଳୁଥିବା ୩୧ ବର୍ଷୀୟ ଭାରତୀୟ ଦ୍ରୁତ ବୋଲର ଅଙ୍କିତ ରାଜପୁତ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୨୦୦୯ରେ ଆରମ୍ଭ ହୋଇଥିବା ସେ ତାଙ୍କ...
କୋହଲି-ପନ୍ତଙ୍କୁ ଫ୍ଲପ୍ ହେବା ଦେଖି ବ୍ୟାଟ୍ ଉଠାଇଲେ ଗୌତମ ଗମ୍ଭୀର: ଦେଖନ୍ତୁ ଭିଡିଓ
ବ୍ରିସ୍ବେନ୍,୧୬।୧୨: ଗାବା ଟେଷ୍ଟରେ ଟିମ ଇଣ୍ଡିଆର ଅବସ୍ଥା ଖରାପ ଦେଖାଯାଉଛି। ମ୍ୟାଚ୍ର ତିନି ଦିନ ଶେଷ ହୋଇଛି ଏବଂ ଟିମ ଇଣ୍ଡିଆ ପଛରେ ପଡିଥିବା ଜଣାପଡିଛି। ଏହାପୂର୍ବରୁ ଭାରତୀୟ ଦଳର ବୋଲରମାନେ ଫ୍ଲପ ନଜର ଆସିଥିଲେ ଏବଂ ବ୍ୟାଟ୍ସମ୍ୟାନମାନେ ବିଫଳ...
ଏମିତି କ’ଣ କଲେ ଆକାଶଦୀପ ଯେ ରାଗରେ ନାଲି ପଡିଗଲେ ଋଷଭ ପନ୍ତ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୬।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏହାର ପ୍ଲେଇଙ୍ଗ-୧୧ରେ ଦୁଇଟି ପରିବର୍ତ୍ତନ କରିଥିଲା। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ହର୍ଷିତ ରାଣାଙ୍କ ସ୍ଥାନରେ ଆକାଶଦୀପଙ୍କୁ ଦଳରେ ସାମିଲ କରିବା। ଏହି ମ୍ୟାଚର...
ଅଷ୍ଟ୍ରେଲିଆରେ କମାଲ କଲେ ବୁମ୍ରା: ହାସଲ କଲେ ବଡ ରେକର୍ଡ
ବ୍ରିସବେନ,୧୬।୧୨: ବ୍ରିସବେନର ଗାବା କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ତ୍ତମାନ ୧-୧ରେ ବରାବର ହୋଇଛି। ଅଦ୍ୟାବଧି ଭାରତୀୟ ଦଳର...
୧୪୭ ବର୍ଷର କ୍ରିକେଟ୍ ଇତିହାସରେ ପ୍ରଥମଥର ଘଟିଲା ଏମତି: ବିଶ୍ୱର ପ୍ରଥମ ଖେଳାଳି ଭାବେ..
ନୂଆଦିଲ୍ଳୀ,୧୬।୧୨: ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି, ଯାହାର ତୃତୀୟ ଟେଷ୍ଟ ମ୍ୟାଚ ସେଡନ ପାର୍କରେ ଖେଳାଯାଉଛି। ଏହି ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ କେନ ୱିଲିୟମସନ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ...
ବର୍ଡର-ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ: ହେଡ୍, ସ୍ମିଥଙ୍କ ଶତକରେ ଅଷ୍ଟ୍ରେଲିଆ ଦୃଢ଼
ବ୍ରିସବେନ୍,୧୫ା୧୨: ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚରେ ଦୃଢ଼ ସ୍ଥିତିରେ ରହିଛି ଅଷ୍ଟ୍ରେଲିଆ। ଟ୍ରାଭିସ୍ ହେଡ୍ ଓ ଷ୍ଟିଭେନ୍ ସ୍ମିଥଙ୍କ ଶତକ ବଳରେ ଘରୋଇ ଦଳ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ୭ ଉଇକେଟ ହରାଇ ୪୦୫ ରନ୍...
ଚମକାଇ ଦେଲା ବିସିସିଆଇ, ଗାବା ଟେଷ୍ଟ ମଧ୍ୟରେ ୩ ଖେଳାଳିଙ୍କୁ ମିଳିଲା ଛୁଟି
ନୂଆଦିଲ୍ଲୀ,୧୫।୧୨: ବର୍ଡା-ଗାଭାସ୍କର ଟ୍ରଫିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯାଉଛି । ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ୧୪ଡିସେମ୍ବରରୁ ଗାବାରେ ଖେଳାଯାଉଛି । ସେପଟେ ବିସିସିଆଇ ଏକ ବଡ ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ,...
ଗୁକେଶ ଚାମ୍ପିୟନ ହେବାକୁ ହଜମ କରିପାରୁନି ରୁଷିଆ, FIDE ଦ୍ୱାରା ଯାଞ୍ଚର ଦାବି କଲେ CFR ଅଧ୍ୟକ୍ଷ
ନୂଆଦିଲ୍ଲୀ,୧୪।୧୨: ଚେସ ଫେଡରେଶନ ଅଫ ଇଣ୍ଡିଆ(ସିଏଫଆର୍)ର ଅଧ୍ୟକ୍ଷ ଆନ୍ଦ୍ରେଇ ଫିଲାଟୋଭ ଡି ଗୁକେଶଙ୍କ ବିରୋଧରେ ଡିଙ୍ଗ ଲିରେନ ଜାଣିଶୁଣି ମ୍ୟାଚ୍ ହାରିଥିବା ନେଇ ଅଭିଯୋଗ କରିଛନ୍ତି। ଏପରିକି ସେ FIDE ଦ୍ୱାରା ଯାଞ୍ଚ କରିବାକୁ ଦାବି କରିଛନ୍ତି। ଏନେଇ ୟୁକ୍ରେନର...
‘ବୁମ୍ରାଙ୍କୁ ଟେଷ୍ଟ କ୍ରିକେଟ ଖେଳିବା ଛାଡ଼ି ଦେବା ଉଚିତ’
ନୂଆଦିଲ୍ଲୀ,୧୪।୧୨: ଟେଷ୍ଟ କ୍ରିକେଟ ଖେଳିବା ଛାଡ଼ି ଦିଅନ୍ତୁ ଭାରତୀୟ ଦ୍ରୁତ ବୋଲର୍ ଜସପ୍ରିତ ବୁମ୍ରା। କ୍ରିକେଟରଙ୍କୁ କିଛି ଏଭଳି ପରାମର୍ଶ ଦେଇଛନ୍ତି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର। ଦୀର୍ଘ ଦିନ ଧରି କ୍ରିକେଟ ଖେଳିବା ଲାଗି ତାଙ୍କୁ...
ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ: ବର୍ଷା ଧୋଇଦେଲା ପ୍ରଥମ ଦିନର ଖେଳ
ବ୍ରିସବେନ,୧୪।୧୨ ବ୍ରିସବେନର ଗାବା କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ବର୍ଷା ହେତୁ ପ୍ରଥମ ଦିନର ଖେଳ ବାତିଲ କରାଯାଇଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ...
ବିଶ୍ୱ ଚେସ୍ ଚାମ୍ପିୟନ୍ ଡି ଗୁକେଶଙ୍କ ଉପରେ ଟଙ୍କାବର୍ଷା, ବିଜୟ ପରେ ପାଇଲେ ଏତେ କୋଟି ଟଙ୍କା
ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରୀଡ଼ା ଇତିହାସରେ ଯୋଡି ହୋଇଛି ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ସିଙ୍ଗାପୁରରେ ଚାଲିଥିବା ୨୦୨୪ ବିଶ୍ୱ ଚେସ ଚାମ୍ପିୟନସିପରେ ବିଜୟୀ ହୋଇଛନ୍ତି ଭାରତର ୧୮ ବର୍ଷୀୟ ଚେସ ତାରକା ଡି ଗୁକେଶ ବା ଗୁକେଶ ଡୋମାରାଜୁ ।...
Archives


