ଅବସର ଉପରେ ରୋହିତ ଶର୍ମା ନେଇସାରିଛନ୍ତି ନିଷ୍ପତ୍ତି! ବିସିସିଆଇ ଶୀଘ୍ର କରିବ ଘୋଷଣା, ରିପୋର୍ଟରେ ବଡ଼ ଖୁଲାସା
ନୂଆଦିଲ୍ଲୀ,୩୧।୧୨: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫ ପରେ ଅବସର ନେବାକୁ ଯାଉଛନ୍ତି। ଏକ ମିଡିଆ ରିପୋର୍ଟ ଅନୁଯାୟୀ, ରୋହିତ ବର୍ତ୍ତମାନର ସିରିଜ ପରେ ତାଙ୍କ କ୍ୟାରିୟର ବିଷୟରେ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଆମେ...
ସନ୍ୟାସ ନେବେ ବିରାଟ କୋହଲି, ରୋହିତ ଶର୍ମା! ପୂର୍ବତନ କ୍ରିକେଟରଙ୍କ ଚମକାଇବା ଭଳି ତଥ୍ୟ
ନୂଆଦିଲ୍ଲୀ,୩୧।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫିରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଅତ୍ୟନ୍ତ ନିରାଶାଜନକ ପ୍ରଦର୍ଶନ କରିଛନ୍ତି। ଏହି କାରଣରୁ ଭାରତର ବ୍ୟାଟିଂ କ୍ରମାଗତ ଭାବେ ଫ୍ଲପ ହେଉଛି ଏବଂ ଟିମ ଇଣ୍ଡିଆକୁ ମଧ୍ୟ ମେଲବୋର୍ନ...
ଲଜ୍ଜାଜନକ ରେକର୍ଡ ହାସଲ କଲେ ରୋହିତ ଶର୍ମା:ପଛରେ ପଡ଼ିଲେ ମାଷ୍ଟରବ୍ଲାଷ୍ଟର
ମେଲବୋର୍ନ,୩୧।୧୨: ମେଲବୋର୍ନ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୪ ରନ ବ୍ୟବଧାନରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଏବଂ ବ୍ୟାଟିଂ ଉପରେ ପ୍ରଶ୍ନ ଉଠିଛି। ଏଥି ସହିତ ମେଲବୋର୍ନରେ ପରାଜୟ ପରେ ରୋହିତଙ୍କ ଏକ ଲଜ୍ଜାଜନକ...
ଜୟସ୍ବାଲଙ୍କ ଆଉଟକୁ ତେଜିଲା ବିବାଦ
ମେଲବୋର୍ନ, ୩୧।୧୨: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ସୋମବାର ଯଶସ୍ବୀ ଜୟସ୍ବାଲଙ୍କ ଆଉଟକୁ ନେଇ ବିବାଦୀୟ ସ୍ଥିତି ଦେଖା ଦେଇଛି। ଏହା ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଜୟସ୍ବାଲ ୮୪ ରନ କରିଥିବାବେଳେ...
ଫୁଲଟସ୍ ବଲ୍ରେ ଛକା ମାରି ଟଳିପଡ଼ିଲେ…କ୍ରିକେଟ ମଇଦାନରେ ଖେଳାଳିଙ୍କ ଦୁଃଖଦ ମୃତ୍ୟୁ
ମୁମ୍ବାଇ,୩୦।୧୨: ମହାରାଷ୍ଟ୍ରର ଜଲନା ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଖ୍ରୀଷ୍ଟମାସ ଅବସରରେ ‘ଫ୍ରେସର ବଏଜ’ ଗ୍ରାଉଣ୍ଡରେ ଏକ କ୍ରିକେଟ ଟୁର୍ନାମେଣ୍ଟର ଆୟୋଜନ କରାଯାଇଥିଲା। ଖେଳ ସମୟରେ ଜଣେ କ୍ରିକେଟର ଛକା ମାରିବା ମାତ୍ରେ ସେ ହଠାତ୍ ତଳେ...
ଆଉ ଚାଲୁନି ବ୍ୟାଟ! ସିଡନୀ ଟେଷ୍ଟ ପରେ ଅବସର ନେବେ ରୋହିତ: ରିପୋର୍ଟ
ନୂଆଦିଲ୍ଲୀ,୩୦।୧୨: ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେଇ ‘ନିଜର ନିଷ୍ପତ୍ତି ନେଇସାରିଛନ୍ତି’। ସିଡନୀରେ ୨୦୨୪-୨୫ ବର୍ଡ଼ର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ପରେ ଯଦି ଭାରତ ୨୦୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ରେ ପ୍ରବେଶ କରିବାରେ ବିଫଳ ହୁଏ...
‘ମରିଯାଇଛି କିଙ୍ଗ, ବହୁତ-ବହୁତ ଖୁସି ଅଛି ଅଷ୍ଟ୍ରେଲିଆ…’ ଭାରତର ପରାଜୟ ପରେ ବଡ଼ ବୟାନ ଦେଲେ…
ନୂଆଦିଲ୍ଲୀ,୩୦।୧୨:ଭାରତୀୟ ଟିମ୍ର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବେ କ୍ରିକେଟ ବିଶେଷଜ୍ଞଙ୍କ ସମେତ ପ୍ରଶଂସକଙ୍କ ଟାର୍ଗେଟରେ ଅଛନ୍ତି। ମେଲବୋର୍ନ ଟେଷ୍ଟ ମୁକାବିଲାରେ କୋହଲି ବ୍ୟାଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଦଳର ଆବଶ୍ୟକତା ସମୟରେ ମଧ୍ୟ ସେ ବିଫଳ ରହିଥିଲେ। ଏବେ ତାଙ୍କୁ...
ସନ୍ୟାସ ନେବେ ରୋହିତ ଶର୍ମା! ମେଲବର୍ନ ଟେଷ୍ଟ ପରେ ଅବସରକୁ ନେଇ ଦେଲେ ବଡ଼ ବୟାନ
ନୂଆଦିଲ୍ଲୀ,୩୦।୧୨: ମେଲବର୍ନ ଟେଷ୍ଟରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଅଷ୍ଟ୍ରେଲିଆ ପଞ୍ଚମ ଦିନରେ ୧୮୪ ରନ ବ୍ୟବଧାନରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଅବସର ଖବର କ୍ରମାଗତ ଭାବେ...
ଭୁଲ ନିଷ୍ପତ୍ତି ନେଇ ଜୈସଓ୍ବାଲଙ୍କୁ ଦିଆଗଲା ଆଉଟ୍, ରାଗରେ ନିଆଁବାଣ ହୋଇ ଗାଭାସ୍କର କହିଦେଲେ ଏମିତି
ମେଲବୋର୍ନ,୩୦।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମେଲବୋର୍ନ ଟେଷ୍ଟରେ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୈସଓ୍ବାଲଙ୍କ ଆଉଟ୍ ହେବାକୁ ନେଇ ବିବାଦ ଦେଖାଦେଇଛି। ଏହି ଖେଳାଳିଙ୍କୁ କ୍ୟାଚ୍ ଆଉଟ୍ ଦେବାକୁ ନେଇ ସୁନୀଲ ଗାଭାସ୍କର ରାଗରେ ନିଆଁବାଣ ହୋଇଛନ୍ତି। ସେ...
ଭାରତର ପରାଜୟ ପରେ କଟା ଘା’ରେ ଚୂନ ମାରିଲେ ଅଶ୍ୱିନ
ଚେନ୍ନାଇ,୩୦।୧୨: ମେଲବୋର୍ନରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚରେ ଭାରତୀୟ ଦଳ ପରାଜୟର ସମ୍ମୁଖୀନ ହୋଇଛି। ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ୧୮୪ ରନ୍ରେ ଟିମ ଇଣ୍ଡିଆକୁ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଟିମ ଇଣ୍ଡିଆର ମ୍ୟାଚ ଚାଲିଥିଲା...
୧୩ ବର୍ଷ ପରେ ମେଲବୋର୍ନରେ ହାରିଲା ଭାରତ: ଏହି ହୃଦୟବିଦାରକ ପରାଜୟର ୫ ବଡ଼ କାରଣ
ମେଲବୋର୍ନ,୩୦।୧୨: ଅଷ୍ଟ୍ରେଲିଆ ୧୮୪ ରନରେ ମେଲବୋର୍ନ ଟେଷ୍ଟ ଜିତିଛି। ଭାରତର ୩୪୦ ରନ୍ର ଏକ ବଡ଼ ଲକ୍ଷ୍ୟ ଥିଲା ଏବଂ ଚତୁର୍ଥ ଇନିଂସରେ ଏଭଳି ଲକ୍ଷ୍ୟ ହାସଲ କରିବା ସହଜ ନୁହେଁ। ଟିମ ଇଣ୍ଡିଆ ସହିତ ମଧ୍ୟ ସମାନ ଘଟଣା...
ମେଲବୋର୍ନ ଟେଷ୍ଟ ହାରିବାର ବଡ଼ କାରଣ କହିଲେ ରୋହିତ ଶର୍ମା, ନୀତୀଶ ରେଡ୍ଡୀଙ୍କୁ ଦେଲେ ସ୍ପେଶାଲ ବାର୍ତ୍ତା
ନୂଆଦିଲ୍ଲୀ,୩୦।୧୨: ଅଷ୍ଟ୍ରେଲିଆ ମାଟିରେ କ୍ରମାଗତ ତୃତୀୟ ଟେଷ୍ଟ ସିରିଜ ଜିତିବାର ଭାରତୀୟ ଦଳର ସ୍ବପ୍ନ ସୋମବାର ଭାଙ୍ଗି ଯାଇଛି। ବକ୍ସିଂ ଡେ ଟେଷ୍ଟର ଶେଷ ଦିନରେ କଙ୍ଗାରୁ ଦଳ ଭାରତୀୟ ଦଳକୁ ୧୮୪ ରନରେ ପରାସ୍ତ କରିଛି। ମେଲବୋର୍ନ କ୍ରିକେଟ...
Archives


