ରୁମାଲ ଚୋରି ଖେଳିଲେ ଭାରତୀୟ ଖେଳାଳି
ନୂଆଦିଲ୍ଲୀ,୨୭।୫- ମ୍ୟାଚ୍ ପୂର୍ବରୁ ପ୍ରାକ୍ଟିସବେଳେ ଖେଳାଳିମାନେ ଫିଟ୍ ରହିବା ପାଇଁ ସର୍ବଦା କିଛି ଅଲଗା ଖେଳ ଖେଳିଥାନ୍ତି। ଏହା ଖେଳାଳିଙ୍କୁ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବା ସହ ଚାପମୁକ୍ତ କରେ। ଏଭଳି କିଛି କରିଛନ୍ତି ଭାରତୀୟ ଦଳର ଖେଳାଳିମାନେ।…
ଇଂଲଣ୍ଡର ପ୍ରଥମ ମ୍ୟାଚ୍ରେ ଖେଳିବେ ଉଡ୍
ଲଣ୍ଡନ,୨୭।୫(ଏଏଫ୍ପି)- ବିଶ୍ୱକପ୍ର ଉଦ୍ଘାଟନୀ ମ୍ୟାଚ୍ ଲାଗି ଦ୍ରୁତ ବୋଲର ମାର୍କ ଉଡ୍ ଉପଲବ୍ଧ ରହିବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ଖେଳିବା ତାଙ୍କୁ ଫିଟ୍ ଘୋଷିଣା କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷରେ ସାଉଥାମ୍ପଟନଠାରେ ଖେଳାଯାଇଥିବା ମ୍ୟାଚ୍ରେ ଡରହାମ ପେସରଙ୍କ ଗୋଡ଼ରେ ଆଘାତ ଲାଗିଥିଲା।…
ଶର୍ଟ କଟ୍ ନେବାକୁ ଅର୍ଜୁନଙ୍କୁ ମନା କରିଛନ୍ତି ସଚିନ
ମୁମ୍ବାଇ,୨୭।୫(ପିଟି)- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବାପା ସଫଳ ହେବା ପାଇଁ କୌଣସି ସହଜ ବାଟ ଆପଣେଇବାକୁ ମନା କରିଥିଲେ। ସମାନ କଥାକୁ ସେ ପୁଅ ଅର୍ଜୁନଙ୍କୁ କହିଛନ୍ତି। ପୂର୍ବତନ କ୍ରିକେଟରଙ୍କ ପୁଅ ନିକଟରେ ଶେଷ ହୋଇଥିବା ମୁମ୍ବାଇ ଟି୨୦ ଲିଗ୍ରେ…
ଲେଭଲ୨ କୋଚିଂ ପ୍ରଶିକ୍ଷଣ ନେଉଛନ୍ତି ମିସ୍ବା, ଆଜମଲ
ଲାହୋର,୨୭।୫- ଭବିଷ୍ୟତରେ କୋଚ୍ ହେବା ଲାଗି ପୂର୍ବତନ ପାକିସ୍ତାନ ଅଧିନାୟକ ମିସ୍ବା ଉଲ ହକ୍ଙ୍କ ସମେତ ପାକିସ୍ତାନର ୧୩ ଜଣ ପୂର୍ବତନ କ୍ରିକେଟର ଜାତୀୟ କ୍ରିକେଟ ଏକାଡେମୀଠାରେ ଲେଭଲ ୨ କୋଚ୍ ଶିକ୍ଷା ଗ୍ରହଣ କରୁଛନ୍ତି। ଏଥିରେ ସଇଦ ଆଜ୍ମଲ, ସଲମାନ…
ଇଂଲଣ୍ଡ ବିଶ୍ୱକପ୍ ଦଳରେ ୫ ଅଣବ୍ରିଟିଶ୍ ଖେଳାଳି
ଲଣ୍ଡନ,୨୭।୫- ଆସନ୍ତା ୩୦ ତାରିଖଠାରୁ ଆଇସିସି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି। ଏହି ବିଶ୍ୱକପ୍ ଲାଗି ଫେଭରାଇଟ ଗଣାଯାଉଥିବା ଇଂଲଣ୍ଡ ଦଳରେ ଅଣ ବ୍ରିଟିଶ୍ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଇଆନ ମୋର୍ଗାନ, ଜୋଫ୍ରା ଆର୍ଚର, ବେନ୍ ଷ୍ଟୋକ୍ସ, ଜାସନ…
ଏଫ୍ଆଇଏଚ୍ ସିରିଜ ଫାଇନାଲ୍ସ ଟିକେଟ ବିକ୍ରି ଆରମ୍ଭ: ଟିକେଟ ବିକ୍ରି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦିଆଯିବ
ଭୁବନେଶ୍ୱର,୨୭।୫(ସ୍ପୋଟର୍ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏଫ୍ଆଇଏଚ୍ ପୁରୁଷ ସିରିଜ ଫାଇନାଲ୍ସ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମସ୍ଥିତ ବକ୍ସ ଅଫିସ୍ରେ ଟିକେଟ ବିକ୍ରି ଆରମ୍ଭ କରାଯାଇଛି ବୋଲି ଆୟୋଜକମାନେ…
ଆଇସିସି ବିଶ୍ୱକପ୍: ଅଭିଜ୍ଞ ମାଲିଙ୍ଗା ଶ୍ରୀଲଙ୍କାର ଆଶା ଭରସା
କଲମ୍ବୋ,୨୭।୫(ଏଏଫ୍ପି)- ଆଗାମୀ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍ରେ ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ଅନ୍ୟତମ ବୟୋଜ୍ୟୋଷ୍ଠ ଖେଳାଳିଭାବେ ମ୍ୟାଚ୍ରେ ଅବତୀର୍ଣ୍ଣ ହେବେ। ବୟସ ବଢୁଥିଲେ ମଧ୍ୟ ତାଙ୍କ ବୋଲିଂରେ ଚମକ ଏବେ ବି ଦେଖିବାକୁ ମିଳୁଛି। ଏହି ମେଗା…
୧୦ ମିଟର ଏୟାର ରାଇଫଲରେ ଅପୂର୍ବୀଙ୍କୁ ସ୍ବର୍ଣ୍ଣ
ନୂଆଦିଲ୍ଲୀ, ୨୭ା୫(ପି.ଟି.)-ଭାରତର ଅପୂର୍ବୀ ଚାଣ୍ଡେଲା ତାଙ୍କ ଫର୍ମ ଜାରି ରଖିବା ସହ ଜର୍ମାନୀର ମ୍ୟୁନିକ୍ଠାରେ ଚାଲିଥିବା ଚଳିତବର୍ଷର ତୃତୀୟ ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍ସ ଫେଡେରେଶନ (ଆଇଏସ୍ଏସ୍ଏଫ୍), ଓ୍ବାଲର୍ଡ କପ୍ ରାଇଫଲ/ପିସ୍ତଲ ଷ୍ଟେଜ୍ର ମହିଳା ୧୦ମିଟର ଏୟାର ରାଇଫଲରେ ସ୍ବର୍ଣ୍ଣ ପଦକ ଲାଭ…
ଫ୍ରେଞ୍ଚ୍ ଓପନ୍ ଟେନିସ୍:କର୍ବର ପରାସ୍ତ, ତିସିତ୍ସିପାସ୍ ବିଜୟୀ
ପ୍ୟାରିସ, ୨୭ା୫-ରବିବାରଠାରୁ ଆରମ୍ଭ ହୋଇଥିବା ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ୫ମ ସିଡ୍ ତଥା ଓ୍ବିମ୍ବେଲଡନ ଚାମ୍ପିୟନ ଆଞ୍ଜେଲିକ୍ କର୍ବର ତାଙ୍କ ମ୍ୟାଚ ହାରିଯାଇଛନ୍ତି। ରୁଷିଆର ସ୍ବଳ୍ପବୟସ୍କା ଖେଳାଳି ଆନାସ୍ତାସିଆ ପୋଟାପୋଭା ତାଙ୍କୁ ୬-୪, ୬-୨ ସିଧାସଳଖ…
ଫୁଟବଲ ଟେକ୍ନିକ ସୁଧାରିଲେ ୯୬ ଖେଳାଳି
ଭୁବନେଶ୍ୱର, ୨୭।୫(କ୍ରୀଡ଼ା ପ୍ରତିନିଧି)- ୟୁନିଟ-୬ ଆଥଲେଟିକ୍ ଆସୋସିଏଶନ ଆନୁକୂଲ୍ୟରେ ଗତ ଏପ୍ରିଲ ୨୮ରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ରବିବାର ଉଦ୍ଯାପିତ ହୋଇଛି। ଏହି ଶିବିରରେ ୧୩ ବର୍ଷରୁ କମ୍ ବାଳକ ବିଭାଗରେ ୪୭, ୧୫ରୁ ୧୭ ବର୍ଷ…
ଗୋଆ ଅନ୍ତର୍ଜାତୀୟ କରାଟେରେ ଜାହିଦଙ୍କ ସଫଳତା
କଟକ ଅଫିସ,୨୭ା୫- ଗୋଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ କରାଟେ ଚାମ୍ପିୟନଶିପ୍ରେ କଟକର ମହମ୍ମଦ ଜାହିଦ ସଫଳତା ପାଇଛନ୍ତି । ଜାହିଦ ଗୋଟିଏ ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ଏହି ସଫଳତା ନିମନ୍ତେ ଜାହିଦ ସେନସେଇ ଶତ୍ରୁଜିତ…
ଇଞ୍ଜାମାମଙ୍କ ଆଶା
ଆଇସିସି କ୍ରିକେଟ ବିଶ୍ୱକପରେ ପାକିସ୍ତାନ ଏପର୍ଯ୍ୟନ୍ତ ଭାରତକୁ ମୋଟ ୬ ଥର ଭେଟିଛି ଏବଂ ସବୁଥର ହାରିଛି। ଏଥର କିନ୍ତୁ ପାକିସ୍ତାନ ପରାଜୟ ଧାରା ଭାଙ୍ଗିପାରିବ ବୋଲି ଅନୁଭବ କରୁଛନ୍ତି ପୂର୍ବତନ ଅଧିନାୟକ ତଥା ଚୟନ କମିଟି ମୁଖ୍ୟ ଇଞ୍ଜାମାମ-ଉଲ୍-ହକ୍। ଆସନ୍ତା…
Archives


