ରୁଟ୍, ବଟଲରଙ୍କ ଶତକ ଫିକା: ପାକିସ୍ତାନର ପ୍ରଥମ ବିଜୟ
ନଟିଂହାମ୍, ୪।୫-ଜୋ ରୁଟ୍ ଓ ଜୋସ୍ ବଟଲର ଦ୍ରୁତ ଶତକ ସତ୍ତ୍ୱେ ଇଂଲଣ୍ଡ ଚଳିତ ଆଇସିସି ବିଶ୍ୱକପର ସୋମବାର ଅନୁଷ୍ଠିତ ହାଇସ୍କୋରିଂ ମ୍ୟାଚରେ ପାକିସ୍ତାନଠାରୁ ୧୪ ରନରେ ପରାଜିତ ହୋଇଛି। ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ବିଶାଳ ୩୪୯ ରନ ବିଜୟ ଲକ୍ଷ୍ୟର…
ଏମ୍ଏସ୍ ଧୋନୀ କ୍ରିକେଟ କ୍ଲିନିକ୍ ଆରମ୍ଭ: ଭାଗନେଲେ ୮୦ ପ୍ରତିଯୋଗୀ
ଭୁବନେଶ୍ୱର, ୪।୬(ସ୍ପୋଟର୍ସ ବ୍ୟୁରୋ)- ସ୍ଥାନୀୟ ସି.ଭି. ରମଣ ଇଞ୍ଜିନିୟରିଂ କ୍ରିକେଟ ଗ୍ରାଉଣ୍ଡରେ ସୋମବାରଠାରୁ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଏକାଡେମୀ ଆରମ୍ଭ ହୋଇଛି। ସକାଳ ୯.୩୦ରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ କ୍ଲିନିକ୍ରେ ରାଜ୍ୟର ବିଭିନ୍ନ ଜିଲାରୁ ୮୦ ପ୍ରତିଯୋଗୀ ଅଂଶଗ୍ରହଣ…
ଭାରତ-ଏ’ର ସିରିଜ କ୍ଲିନ୍ସୁଇପ୍
ବେଙ୍ଗାଲୁରୁ, ୩।୬- ହୁବ୍ଲୀସ୍ଥିତ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ୨ୟ ଅନ୍ଅଫିସିଆଲ ଟେଷ୍ଟ ମ୍ୟାଚ୍ରେ ଭାରତ-ଏ ୧୫୨ ରନରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ’କୁ ପରାସ୍ତ କରିଛି। ଏଥିସହ ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଭାରତ-ଏ ଦୁଇ ମ୍ୟାଚ୍ବିଶିଷ୍ଟ ଅନ୍ଅଫିସିଆଲ ଟେଷ୍ଟ ମ୍ୟାଚ୍କୁ ୨-୦ରେ କ୍ଲିନ୍ସୁଇପ୍ କରିଛି।…
ଫ୍ରେଞ୍ଚ୍ ଓପନ୍ ଟେନିସ୍ଜୋକୋଭିଚ୍, ନିଶିକୋରି ବିଜୟୀ
ପ୍ୟାରିସ,୩ା୬-ଟପ୍ ସିଡ୍ ତଥା ନୋଭାକ୍ ଜୋକୋଭିଚ୍, ଜାପାନର କେଇ ନିଶିକୋରି ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ସେ ଜର୍ମାନୀର ଜାନ୍-ଲେନାର୍ଡ ଷ୍ଟ୍ରଫ୍ଙ୍କୁ ୬-୩, ୬-୨, ୬-୨ ସେଟ୍ରେ ହରାଇ ଦେଇଛନ୍ତି। ୩୨ ବର୍ଷୀୟ…
ଆଇପିଏଲରୁ ଉପାର୍ଜିତ ଅର୍ଥରେ ରେଞ୍ଜ ରୋଭର କିଣିଲେ ଯୁବ କ୍ରିକେଟର
ଲଣ୍ଡନ,୩।୬- ପୃଥ୍ବୀ ଶ’ଙ୍କ ଭଳି ଭାରତୀୟ କ୍ରିକେଟର ଉଦୀୟମାନ ତାରକା ଶୁଭମନ ଗିଲ। ୧୯ ବର୍ଷରୁ କମ୍ କ୍ରିକେଟରେ ସଫଳତା ପରେ ଏବେ ଆଇପିଏଲ ଓ ସିନିୟର ଦଳରେ ଭଲ ପ୍ରଦର୍ଶନ କରୁଛନ୍ତି। ନିକଟରେ ଶେଷ ହୋଇଥିବା ଆଇପିଏଲରେ କୋଲକାତା ନାଇଟ୍…
କମଳା ରଙ୍ଗର ହୋଇପାରେ ଭାରତୀୟ ଦଳର ନୂଆ ଜର୍ସି
ଲଣ୍ଡନ,୩।୬- କ୍ରିକେଟ ପ୍ରଶଂସକମାନେ ଚଳିତ ବିଶ୍ୱକପ୍ରେ ଭାରତୀୟ ଦଳର ଅଭିଯାନ ଆରମ୍ଭ ହେବାର ଅପେକ୍ଷା କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ ଚଳିତ ଥର କେବଳ ନୀଳ ରଙ୍ଗରେ ଦେଖିବାକୁ ମିଳିବ ନାହିଁ। ଆଇସିସିର ନୂଆ ନିୟମ ଅନୁଯାୟୀ ଆୟୋଜକ ଦଳ…
୧୭ ହଜାର ଟଙ୍କାର ବିଶ୍ୱକପ୍ ଟିକେଟର ମୂଲ୍ୟ ଦେଢ଼ଲକ୍ଷ
ମୁମ୍ବାଇ,୩।୬- ଚଳିତ ମାସ ୩୦ ତାରିଖରେ ଏଜ୍ବାଷ୍ଟନଠାରେ ଆୟୋଜକ ଇଂଲଣ୍ଡ ଓ ଭାରତ ମଧ୍ୟରେ ବିଶ୍ୱକପ୍ ଲିଗ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ଏକ ପ୍ଲାଟିନମ ଟିକେଟର ମୂଲ୍ୟ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦ୍ୱାରା ୨୦,୬୬୮ ଟଙ୍କା ଧାର୍ଯ୍ୟ କରାଯାଇଛି।…
କ୍ରିକେଟର ଭଗବାନ୍ଙ୍କୁ ଭେଟିଲେ ରଣବୀର
ଲଣ୍ଡନ,୩।୬- ବଲିଉଡ୍ ଷ୍ଟାର ରଣବୀର ସିଂ ଏବେ କବୀର ଖାଁଙ୍କ ଫିଲ୍ମ ‘୮୩’ ଶୁଟିଂ ପାଇଁ ଏଠାରେ ଅଛନ୍ତି। ଏହି ଫିଲ୍ମ ଭାରତ ପାଇଁ ପ୍ରଥମ ବିଶ୍ୱକପ୍ ଆଣିଥିବା କପିଳଦେବଙ୍କ ଉପରେ ଆଧାରିତ। ଏବେ ବିଶ୍ୱକପ୍ ଚାଲିଥିବାରୁ ରଣବୀର ବହୁ କିମ୍ବଦନ୍ତୀ…
ଦକ୍ଷିଣ ଆଫ୍ରିକାକୁ ଝଟକା
ସାଉଥାମ୍ପଟନ,୩।୬(ପି.ଟି.)-ଚଳିତ ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ଦଳର ଚିନ୍ତା ବଢ଼ିବାରେ ଲାଗିଛି। ପ୍ରଥମ ଦୁଇ ମ୍ୟାଚ୍ ପରାସ୍ତ ହୋଇଥିବା ଫାଫ୍ ଡୁପ୍ଲେସିଙ୍କ ଦଳ ୩ୟ ମ୍ୟାଚ୍ରେ ବୁଧବାର ଭାରତକୁ ଭେଟିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଦଳର ଯୁବ ପେସର ଲୁନ୍ଗି ଏନ୍ଗିଡି…
ଦ୍ରୁତତମ ଅଲରାଉଣ୍ଡର ସାକିବ
ଲଣ୍ଡନ,୩।୬-ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ ଦ୍ରୁତତମ ଅଲରାଉଣ୍ଡର ଭାବେ ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ୫ ହଜାରରୁ ଅଧିକ ରନ୍ କରିବା ସହ ୨୫୦ ଉଇକେଟ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ମିଳିଥିବା ୨୧ ରନ୍ର ବିଜୟରେ ସାକିବ ଗୁରୁତ୍ୱପୂର୍ଣ୍ଣ ଭୂମିକା…
ଆଇସିସି ବିଶ୍ୱକପ୍: ଇଂଲଣ୍ଡ- ପାକିସ୍ତାନ ମୁକାବିଲା ଆଜି
ଲଣ୍ଡନ,୩।୫(ଏଏଫପି)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍ର ଚଳିତ ଦ୍ୱାଦଶ ସଂସ୍କରଣରେ ଆୟୋଜକ ତଥା ହଟ୍ ଫେଭରାଇଟ ଇଂଲଣ୍ଡ ସୋମବାର ୧୯୯୨ ଚାମ୍ପିୟନ ପାକିସ୍ତାନକୁ ଭେଟିବ। ନଟିଂହାମର ଟ୍ରେଣ୍ଟ ବ୍ରିଜ୍ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉପରେ ଏବେ ସାରା ବିଶ୍ୱର…
ଅଲିଭା ସ୍ବାକ୍ଷର ଛାଡ଼ିଗଲେ ‘କଳ୍ପନା’
(ରତନ ନାୟାର) ଢେଙ୍କାନାଳ ଅଫିସ, ୩।୬: ପିଲାଟି ଦିନରୁ ଦୁଃସାହସୀ ଥିଲେ କଳ୍ପନା। ପିଲାବେଳୁ ଏଭରେଷ୍ଟ ଶିଖର ଛୁଇଁବା ସ୍ବପ୍ନ ଦେଖିଥିଲେ ସେ। ଏହି ଇଚ୍ଛା ପୂରଣ କରିବାକୁ ସେ ୨୦୦୪ ଏବଂ ୨୦୦୬ରେ ଅଭିଯାନ ଆରମ୍ଭ କରିଥିଲେ। ହେଲେ ପ୍ରତିକୂଳ ପାଗ,…
Archives


