ଖେଳ

କୋଣ୍ଟାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି

ପ୍ୟାରିସ, ୪ା୬- ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ଜୋହାନା କୋଣ୍ଟା ତାଙ୍କ ଅସାଧାରଣ ପ୍ରଦର୍ଶନ ଜାରି ରଖିଛନ୍ତି। ୧୯୮୩ ପରେ ସେ ପ୍ରଥମ ବ୍ରିଟିଶ ମହିଳା ଖେଳାଳି ହିସାବରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏଠାରେ ୨୬ତମ ସିଡ୍‌ପ୍ରାପ୍ତ ବ୍ରିଟେନର ଏହି…

ଚାଇନା ଏଏଫ୍‌ସି ଏସିଆନ୍‌ କପ୍‌ ଆୟୋଜକ

ପ୍ୟାରିସ, ୪ା୬ (ଏଏଫ୍‌ପି)- ଚାଇନା ଏସିଆନ କପ୍‌ ୨୦୨୩ର ଆୟୋଜନ କରିବ। ଏସିଆନ ଫୁଟ୍‌ବଲ କନଫେଡେରେଶନ(ଏଏଫ୍‌ସି) ମଙ୍ଗଳବାର ସୂଚନା ଦିଆଯାଇଛି। ପ୍ରତି ୪ବର୍ଷ ବ୍ୟବଧାନରେ ହୋଇ ଆସୁଥିବା ଏହି ଟୁର୍ନାମେଣ୍ଟକୁ ଚାଇନା ଦ୍ୱିତୀୟ ଥର ଆୟୋଜନ କରିବ। ଏହା ପୂର୍ବରୁ ଦେଶ…

ବିଶ୍ୱକପ୍‌ରୁ ଷ୍ଟେଇନ୍‌ ଆଉଟ୍‌

ସାଉଥାମ୍ପଟନ୍‌, ୪।୬(ପି.ଟି.)- ଆଇସିସି ବିଶ୍ୱକପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳକୁ ମଙ୍ଗଳବାର ଶକ୍ତ ଧକ୍କା ଲାଗିଛି। ଦଳର ପ୍ରମୁଖ ତଥା ଅଭିଜ୍ଞ ଦ୍ରୁତ ବୋଲର ଡେଲ୍‌ ଷ୍ଟେଇନ୍‌ ଆଘାତଜନିତ ସମସ୍ୟା ଲାଗି ପୂରା ବିଶ୍ୱକପ୍‌ରୁ ବାଦ୍‌…

ପାକିସ୍ତାନକୁ ବିଜୟର ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲେ ସାନିଆ: ଲୋକେ କହିଲେ ୧୬କୁ କାହାକୁ କରିବ ସମର୍ଥନ

ନୂଆଦିଲ୍ଲୀ,୪।୬: ନିଜର ପ୍ରଥମ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ହାରିବା ପରେ ପାକିସ୍ତାନ ନିଜର ଭୁଲ୍‌ ସୁଧାରିଛି। ସୋମବାର ଆଇସିସି ଓ୍ବାର୍ଲଡ କପ୍‌-୨୦୧୯ର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ଦମ୍‌ଦାର ପ୍ରଦର୍ଶନ କରିଛି। ଫେଭରାଇଟ୍‌ ଦଳ ରୂପେ ଗଣାଯାଉଥିବା ଇଂଲଣ୍ଡକୁ ୧୪ ରନ୍‌ରେ ହରାଇଛି ପାକିସ୍ତାନ।…

କାତାରରେ କ୍ଲବ ବିଶ୍ୱକପ୍

ପ୍ୟାରିସ, ୪୬(ଏଏଫ୍ପି)- ଫିଫା ବିଶ୍ୱକପ୍ର ପରବର୍ତ୍ତୀ ସଂସ୍କରଣ ୨୦୨୨ରେ କାତାରରେ ଅନୁଷ୍ଠିତ ହେବ ତେବେ ଏଥତ୍ପୂର୍ବରୁ ୨୦୧୯ ଓ ୨୦୨୦ କ୍ଲବ ବିଶ୍ୱକପ୍ କାତାରରେ ଅାୟୋଜିତ ହେବ ବୋଲି ଫୁଟ୍ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି ୨୦୨୨…

ଆର୍ଚର, ରଏଙ୍କ ମ୍ୟାଚ୍ ଫି କଟିଲା

ନଟ୍ଟିଂହାମ, ୪୬(ପି.ଟି.)- ଆଇସିସି ଆଚରଣ ସଂହିତା ଉଲ୍ଲଂଘନ କରିଥତ୍ବା କାରଣରୁ ଦୁଇ ଇଂଲଣ୍ଡ କ୍ରିକେଟର ଜୋଫ୍ରା ଅାର୍ଚର ଓ ଜୋ ରୁଟ୍ଙ୍କୁ ଅାଥର୍ତ୍କ ଦଣ୍ଡରେ ଦଣ୍ଡିତ କରାଯାଇଛି ସୋମବାର ଏଠାରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥତ୍ବା ଅାଇସିସି ବିଶ୍ୱକପ୍ର ୬…

ଭାରତୀୟ ଦଳର ଖବରଦାତା ସମ୍ମିଳନୀକୁ ବୟକଟ୍‌ କଲା ମିଡିଆ

ସାଉଥାମ୍ପ୍‌ଟନ୍‌, ୪।୬: କ୍ରିକେଟ ବିଶ୍ୱକପ୍‌ ଖେଳିବାକୁ ଯାଇଥିବା ଭାରତୀୟ ଦଳ ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ। ଏହାପୂର୍ବରୁ ସୋମବାର ସନ୍ଧ୍ୟାରେ ଖେଳାଳିଙ୍କ ପ୍ରାକ୍ଟିସ୍‌ ସେଶନ୍‌ ଶେଷ ପରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀକୁ ଭାରତୀୟ ଦଳର କୌଣସି…

ବିଶ୍ୱକପ୍‌ ଓପନିଂ ମ୍ୟାଚ୍‌ କେବେ ଜିତିଥିଲା ଭାରତ

ଆଇସିସି ବିଶ୍ୱକପ୍‌ରେ ଏଥର ଭାରତ ଏବଂ ଇଂଲଣ୍ଡ ଟାଇଟେଲର ପ୍ରବଳ ଦାବିଦାର ଦଳ କୁହାଯାଉଛି। ଜୁନ୍‌ ୫ ଅର୍ଥାତ୍‌ ବୁଧବାର ବିଶ୍ୱକପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ। ଭାରତ ଏପର୍ଯ୍ୟନ୍ତ ୧୧ଟି ବିଶ୍ୱକପ୍‌ ଖେଳିସାରିଛି। ସେଥିମଧ୍ୟରୁ ୫ଟି…

ଚତୁଃରାଷ୍ଟ୍ରୀୟ ମହିଳା ହକି: ସ୍କଟ୍‌ଲାଣ୍ଡକୁ ହରାଇଲା ଭାରତ

ଡବ୍‌ଲିନ୍‌, ୩ା୬ (ପି.ଟି.)-ଏଠାରେ ଚାଲିଥିବା ୨୧ବର୍ଷରୁ କମ୍‌ କ୍ୟାଣ୍ଟର ଫିଜରଲାଡ୍‌ ଚତୁଃରାଷ୍ଟ୍ରୀୟ ମହିଳା ହକି ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ସୋମବାର ମ୍ୟାଚ୍‌ରେ ସ୍କଟଲାଣ୍ଡକୁ ୨-୧ ଗୋଲରେ ପରାସ୍ତ କରିଛି। ଫଳରେ ଦଳ ପ୍ରତିଯୋଗିତାରେ ଅପରାଜେୟ ଧାରା ବଜାୟ ରଖିଛି।…

ଆଇଏଏଏଫ୍‌ ଟେଷ୍ଟୋଷ୍ଟେରୋନ ନିୟମକୁ ସସ୍‌ପେଣ୍ଡ

ଜେନେଭା, ୪ା୬ (ଏଏଫ୍‌ପି)-ସୁଇଜରଲାଣ୍ଡର ଟପ୍‌ କୋର୍ଟ ସୋମବାର ସାମୟିକ ଭାବେ ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍‌ ଫେଡେରେଶନ୍ସ (ଆଇଏଏଏଫ୍‌)ର ବିବାଦୀୟ ଟେଷ୍ଟୋଷ୍ଟେରୋନ ନିୟମକୁ ସସ୍‌ପେଣ୍ଡ କରିଛନ୍ତି। ଏହି ନିୟମ ଯୋଗୁ କେତୋଟି ଇଭେଣ୍ଟରେ ଅଂଶଗ୍ରହଣ କରିବା ଲାଗି ଡବଲ ଅଲିମ୍ପିକ ଚାମ୍ପିୟନ…

ବାରବାଟୀରେ ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ

ନୂଆଦିଲ୍ଲୀ,୪ା୬ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମଗ୍ର ଘରୋଇ ସିଜନ ପାଇଁ ସୋମବାର କାର୍ଯ୍ୟସୂଚୀ ଘୋଷଣା କରିଛି। ସୂଚନା ଅନୁସାରେ କଟକ ବାରବାଟୀ ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ ଡିସେମ୍ବର ୨୨ ତାରିଖରେ ଖେଳାଯିବ। ଆସନ୍ତା ସିଜନରେ ଭାରତରେ…

ଆଦିତ୍ୟ ଚାମ୍ପିୟନ, ସାର୍ଥକଙ୍କୁ ତୃତୀୟ ସ୍ଥାନ

ଭୁବନେଶ୍ୱର, ୪।୬(କ୍ରୀଡ଼ା ପ୍ରତିନିଧି)- କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ୧୨ତମ ଅନ୍ତର୍ଜାତୀୟ ଚେସ୍‌ ଫେଷ୍ଟିଭାଲର ‘ବି’ କାଟେଗୋରି ପ୍ରତିଯୋଗିତା ସୋମବାର ଶେଷ ହୋଇଛି। ୧୦ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ମୋଟ ୨୯୭ ପ୍ରତିଯୋଗୀ ଭାଗ ନେଇଥିବାବେଳେ ଗୁଜରାଟର ଆଦିତ୍ୟ ପି. ମେଲାନି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri