ଖେଳ

ଗୁରଜିତ୍‌ଙ୍କ ଡବଲ ଗୋଲ୍‌:ପୋଲାଣ୍ଡ ବିପକ୍ଷରେ ଭାରତର ସହଜ ବିଜୟ

ହିରୋସୀମା, ୧୬ା୬ (ପି.ଟି.)-ଏଠାରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ସିରିଜ ଫାଇନାଲ୍ସ ହିରୋସୀମାରେ ଗୁର୍‌ଜିତଙ୍କ ଡବଲ ଗୋଲ ସହାୟତାରେ ଭାରତ ୫-୦ ଗୋଲରେ ପୋଲାଣ୍ଡକୁ ପରାସ୍ତ କରିଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚର ପ୍ରଥମ କ୍ୱାର୍ଟରରେ ଅଧିକାଂଶ ସମୟ ବଲ୍‌ ଯଦିଓ…

ନିଜ ରେକର୍ଡ ଭାଙ୍ଗିଲେ ଜନସନ

ନୂଆଦିଲ୍ଲୀ, ୧୬ା୬ (ପି.ଟି.)- ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଜିନସନ ଜନସନ ୧୫୦୦ ମିଟର ଦୌଡ଼ରେ ନିଜ ଜାତୀୟ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ଭାରତର ଏହି ଆଥ୍‌ଲେଟ ନେଦରଲାଣ୍ଡ୍ସର ନିଜମେଜେନ ସହରେ ଅନୁଷ୍ଠିତ ନେକ୍ସଟ ଜେନେରେଶନ ଆଥଲେଟିକ୍ସ ମିଟ୍‌ରେ ଅଂଶଗ୍ରହଣ…

ସଚିନଙ୍କୁ ପଛରେ ପକାଇ ଇତିହାସ ରଚିଲେ ବିରାଟ

ମାଞ୍ଚେଷ୍ଟର, ୧୬।୬:ଓଲ୍ଡ ଟ୍ରାଫର୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଏକ ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଇତିହାସ ରଚିଛନ୍ତି। ଏକଦିବସୀୟ କ୍ରିକେଟରେ କମ୍‌ ମ୍ୟାଚ୍‌ ଏବଂ ଇନିଂସ(୨୩୦ ମ୍ୟାଚ୍‌, ୨୨୧ ଇନିଂସ) ଖେଳି ୧୧ ହଜାର ରନ୍‌…

ପାକିସ୍ତାନକୁ ୩୩୭ ରନ୍‌ର ଟାର୍ଗେଟ ଦେଲା ଭାରତ

ମାଞ୍ଚେଷ୍ଟର, ୧୬।୬: ଓଲ୍ଡ ଟ୍ରାଫର୍ଡରେ ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ୍‌ ଖେଳାଯାଉଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୫୦ ଓଭରରେ ୫ ୱିକେଟ ହରାଇ ୩୩୬…

‘ଫିଟ୍‌ ରହିଲେ ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ ଖେଳିବି’

ଲଣ୍ଡନ,୧୬ା୬(ପିଟି): ଅଷ୍ଟ୍ରେଲିଆ ଦଳ ଚଳିତ ବିଶ୍ୱକପ୍‌ରେ ୫ ମ୍ୟାଚ୍‌ରୁ ୪ ବିଜୟ ସହ ସର୍ବାଧିକ ୮ ପଏଣ୍ଟ ଅର୍ଜନ କରି ଶୀର୍ଷରେ ରହିଛି। ଏଭଳି ସ୍ଥିତିରେ ଡିଫେଣ୍ଡିଂ ଚାମ୍ପିୟନ ତା’ର ମୁଖ୍ୟ ପେସରଙ୍କୁ ବିଶ୍ରାମ ଦେବାକୁ ଯୋଜନା କରୁଛି। କିନ୍ତୁ ଏହି…

ଚିନ୍ତାରେ ବାଂଲାଦେଶ ଦଳ

ଟଣ୍ଟନ,୧୬ା୬: ବାଂଲାଦେଶ ପାଇଁ ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ସର୍ବାଧିକ ରନ୍‌ ସ୍କୋରର ମୁସ୍ତାଫିକର ରହିମ ବ୍ୟାଟିଂ ଅଭ୍ୟାସ କରୁଥିବା ବେଳେ ଆହତ ହୋଇଛନ୍ତି। ସୋମବାର ଏଠାରେ ଓ୍ବେଷ୍ଟଇଣ୍ଡିଜ ଦଳ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନଙ୍କ ଆହତ ସମସ୍ୟା ବାଂଲାଦେଶ ଦଳର…

ସଚିନ, କୋହଲିଙ୍କୁ ପଛରେ ପକାଇଲେ ରୋହିତ

ମାଞ୍ଚେଷ୍ଟର,୧୬ା୬: ଭାରତୀୟ ଓପନର ରୋହିତ ଶର୍ମା ବିଶ୍ୱକପ୍‌ରେ ପାକିସ୍ତାନ ବିରୋଧରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ଏହି ମ୍ୟାଚ୍‌ରେ ଭାରତୀୟ ଉପଅଧିନାୟକ ୧୧୨ ବଲର ସମ୍ମୁଖୀନ ହୋଇ ୧୪୦ ରନ୍‌ କରିଥିଲେ। ବିସ୍ଫୋରକ ଇନିଂସରେ ସାମିଲ ଥିଲା ୧୪ ଚୌକା ଓ…

ବିଶ୍ୱକପ୍‌ରେ ରୋହିତଙ୍କ ଦ୍ୱିତୀୟ ଶତକ

ମାଞ୍ଚେଷ୍ଟର,୧୬ା୬(ପିଟି): ଭାରତୀୟ ଓପନର ରୋହିତ ଶର୍ମା ଏଠାରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଶତକ ଲଗାଇଛନ୍ତି। ସେ ୮୯ ବଲରୁ ୧୦୪ ରନ୍‌ କରି ଏପର୍ଯ୍ୟନ୍ତ ଅପରାଜିତ ଅଛନ୍ତି। ତାଙ୍କ ଇନିଂସରେ ୯ ଚୌକା ଓ ୩ ଛକା ସାମିଲ…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ଚିୟର୍‌ କରିବା ପାଇଁ ପହଞ୍ଚିଲେ ଷ୍ଟାଡିୟମରେ ରଣବୀର

ମାଞ୍ଚେଷ୍ଟର,୧୬।୬:ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏକ ହାଇଭୋଲଟେଜ କ୍ରିକେଟ ମ୍ୟାଚରେ ପରସ୍ପରକୁ ଭେଟିଛନ୍ତି। ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପର ୨୨ତମ ମ୍ୟାଚରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଟସ୍‌ ଜିଣି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି…

ଆଇସିସି ନିକଟରେ ଫେରାଦ ହେଲା ପିସିବି

ମାଞ୍ଚେଷ୍ଟର,୧୬ା୬(ପିଟି): ଭାରତରେ ବିଶ୍ୱକପ୍‌ ପ୍ରସାରଣ କରୁଥିବା ଷ୍ଟାର ସ୍ପୋଟର୍‌ସ ଚ୍ୟାନେଲ ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଏକ ସ୍ବତନ୍ତ୍ର ବିଜ୍ଞାପନ ପ୍ରସାରଣ କରୁଥିଲା। ଏହାକୁ ବିରୋଧ କରି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଇସିସି ନିକଟରେ ଫେରାଦ ହୋଇଛି। ଏପରି କି ଆଇସିସି…

ଅମିରଙ୍କୁ ମିଳିଲା ଦୁଇ ଚେତାବନୀ

ମାଞ୍ଚେଷ୍ଟର,୧୬ା୬: ଏଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଦକ୍ଷ ବୋଲର ମହମ୍ମଦ ଅମିରଙ୍କୁ ଅମ୍ପାୟର ଦୁଇ ଥର ଚେତାବନୀ ଦେଇଛନ୍ତି। ଭାରତ ବ୍ୟାଟିଂ କରୁଥିବାବେଳେ ଇନିଂସର ୨.୪ ଓ ୩.୪ ଓଭରରେ ଦୁଇ ଥର ଘଟିଥିଲା। ଭାରତୀୟ…

ପ୍ରଥମେ ବ୍ୟାଟିଂ ଭାରତ

ମାଞ୍ଚେଷ୍ଟର,୧୬।୬(ପିଟି): ଏଠାରେ ଭାରତ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ବର୍ଷା ହେବାର ସମ୍ଭାବନା ଥିବାରୁ ସର୍ଫରାଜ ଅହମ୍ମଦ ଏହି ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri