୨ୟ ଅନ୍ଅଫିସିଆଲ ଦିନିକିଆ: ଭାରତ ଏ’ ୨-୦ରେ ସିରିଜ ଅଗ୍ରଣୀ
ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୫।୭ (ପି.ଟି.)- ଘରୋଇ ଓ୍ବେଷ୍ଟଇଣ୍ଡିଜ-ଏ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଅନ୍ଅଫିସିଆଲ ଦିନିକିଆ ମ୍ୟାଚ୍କୁ ମନୀଷ ପାଣ୍ଡେଙ୍କ ନେତୃତ୍ୱାଧୀନ ଭାରତ-ଏ ଦଳ ୬୫ ରନରେ ଜିତି ନେଇଛି। ଏହି ବିଜୟ ସହ ଭାରତ-ଏ ୫ ମ୍ୟାଚ୍ବିଶିଷ୍ଟ ସିରିଜରେ…
ଶୀର୍ଷସ୍ଥାନରେ ସ୍ଥିତି ମଜଭୂତ କଲେ ଜୋକୋଭିଚ୍
ପ୍ରାରିସ,୧୫।୭(ଏଏଫ୍ପି)- ନୋଭାକ ଜୋକୋଭିଚ୍ ସଫଳତାର ସହ ଓ୍ବିମ୍ବେଲଡନ ଓପନ ଟାଇଟଲ ବଜାୟ ରଖିଛନ୍ତି। ଏହି ବିଜୟ ଯୋଗୁ ସର୍ବିଆ ଖେଳାଳି ଏଟିପି ର଼୍ୟାଙ୍କିଙ୍ଗ୍ ଶୀର୍ଷ ସ୍ଥାନରେ ନିଜ ସ୍ଥିତିକୁ ଦୃଢ଼ିଭୂତ କରିଛନ୍ତି। ଏହା ଦର୍ଶାଇଛି ସେମାବାର ପ୍ରକାଶ ପାଇଥିବା ନୂଆ ଏଟିପି…
ବାଉଣ୍ଡ୍ରି ଗଣିତ ନିୟମକୁ ପୂର୍ବତନ କ୍ରିକେଟରଙ୍କ ସମାଲୋଚନା
ନୂଆଦିଲ୍ଲୀ,୧୫।୭(ପିଟି)- ଗୌତମ ଗମ୍ଭୀରଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବାଉଣ୍ଡ୍ରି ଗଣିତ ଦ୍ୱାରା ବିଶ୍ୱ ଚାମ୍ପିୟନ ନିର୍ଦ୍ଧାରଣ କରାଯିବା ପ୍ରକ୍ରିୟାକୁ ସମାଲୋଚନା କରିଛନ୍ତି। ରବିବାର ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଟାଇ ରହିବା…
ବିଶ୍ୱକପ୍ ଚାମ୍ପିୟନ ଦଳକୁ ରାଣୀଙ୍କ ସାଲ୍ୟୁଟ
ଲଣ୍ଡନ,୧୫।୭(ଏଏଫ୍ପି)- ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ୍ ଚାମ୍ପିୟନ ହୋଇଥିବା ଇଂଲଣ୍ଡ ଦଳକୁ ରାଣୀ ସାଲ୍ୟୁଟ କରିଛନ୍ତି। ୫୦ ଓଭରିଆ ମ୍ୟାଚ୍ ଓ ସୁପର ଓଭର ଟାଇ ହେବା ପରେ ଅଧିକ ସଂଖ୍ୟକ ବାଉଣ୍ଡ୍ରି ମାରିଥିବାରୁ ଇଂଲଣ୍ଡକୁ ବିଜୟୀ ଘୋଷିତ…
ବିଶ୍ୱନାଥଙ୍କୁ ଟିକେଟ୍ ନ ମିଳିବା ଦୁଃଖଦାୟକ: ଗାଭାସ୍କର
ଲଣ୍ଡନ,୧୪।୭- ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରୋମାଞ୍ଚଭରା ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ ଲାଗି ପୂର୍ବତନ ଭାରତୀୟ କ୍ରିକେଟର ଗୁଣ୍ଡପା ବିଶ୍ୱନାଥ ଓ ତାଙ୍କ ଶାଳକଙ୍କୁ ଟିକେଟ୍ ମିଳି ନ ଥିଲା। ଗୁଣ୍ଡପାଙ୍କୁ ଫାଇନାଲ…
ବିସିସିଆଇ ନିକଟରେ ରୋହିତ-କୋହଲି ଫାଟ୍
ଲଣ୍ଡନ,୧୪।୭- ୨୦୧୯ ବିଶ୍ୱକପ୍ ସେମିଫାଇନାଲରୁ ବାଦ୍ ପଡ଼ିବା ପରେ ଭାରତୀୟ ଦଳରେ ସୃଷ୍ଟି ହୋଇଥିବା ଫାଟ୍ ସମ୍ପର୍କରେ ପ୍ରବଳ ଆଲୋଚନା ଚାଲିଛି। ଭାରତୀୟ ଦଳ ବହୁଳ ଭାବେ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ନିର୍ଭରଶୀଳ।…
ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ କ୍ଷମା ମାଗିଲେ ବେନ୍ ଷ୍ଟୋକ୍ସ, ଜାଣନ୍ତୁ କାହିଁକି
ଲର୍ଡସ, ୧୫।୭: ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ନାଟକୀୟ ଢଙ୍ଗରେ ହରାଇ ପ୍ରଥମଥର ପାଇଁ ଟାଇଟଲ ବିଜୟୀ ହୋଇଛି। ତେବେ ମ୍ୟାଚ୍ ଜିତିବା ପରେ ଇଂଲଣ୍ଡ ଖେଳାଳି ବେନ୍…
ସନ୍ନ୍ୟାସ ନ ନେଲେ ଧୋନୀଙ୍କୁ ଜାତୀୟ ଦଳକୁ ଚୟନ କରାଯିବ ନାହିଁ
ଲଣ୍ଡନ,୧୫।୭- ଭାରତୀୟ ଦଳର ଚୟନକର୍ତ୍ତା, ସାଥୀ ଖେଳାଳି ଓ ପ୍ରଶଂସକମାନେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସନ୍ନ୍ୟାସ ନେବେ କି ନାହିଁ ବୋଲି ଅନୁମାନ ଚଳାଇଛନ୍ତି। କିନ୍ତୁ ଭାରତୀୟ ଖେଳାଳି ଭାବେ ଧୋନୀଙ୍କ କ୍ୟାରିୟରର ପ୍ରାୟତଃ ଶେଷ ହୋଇସାରିଛି। ୩୮…
ବୁମରାଙ୍କ ବୋଲିଂଙ୍କୁ ନକଲ କଲେ ବୃଦ୍ଧା
ନୂଆଦିଲ୍ଲୀ,୧୫।୭: ଭାରତୀୟ ଦଳର ବୋଲର ଜସ୍ପ୍ରୀତ୍ ବୁମରା ନିଜର ବୋଲିଂ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଆଇସିସି ଦିନିକିଆ ର଼୍ୟାକିଂରେ ନମ୍ବର ଓ୍ବାନରେ ରହିଛନ୍ତି। ଭାରତୀୟ କ୍ରିକେଟ ଟିମ୍ ପାଇଁ ୨୦୧୬ରେ ପଦାର୍ପଣ କରିଥିବା ବୁମରାଙ୍କ ସ୍ବତନ୍ତ୍ର ବୋଲିଂ ଷ୍ଟାଇଲ୍କୁ ନେଇ…
ଜାଡେଜାଙ୍କୁ ପ୍ରଶଂସା କଲେ ଜାମନଗର ମହାରାଜ
ଜାମନଗର, ୧୫।୭: ଆଇସିସି ବିଶ୍ୱକପ ସେମିଫାଇନାଲରେ ଭାରତ ପରାସ୍ତ ହୋଇଥିଲେ ମଧ୍ୟ ରବୀନ୍ଦ୍ର ଜାଡେଜାଙ୍କ ୭୭ ରନର ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭାରତ ୯୨ରନରେ ୬ ଉଇକେଟ ହରାଇଥିବାବେଳେ ଏହି ସମୟରେ ପଡିଆକୁ ଆସିଥିଲେ ଅଲରାଉଣ୍ଡର ରବୀନ୍ଦ୍ର…
ଚଳିତ ବିଶ୍ୱକପରେ ବି କେହି ଭାଙ୍ଗିପାରିଲେ ନାହିଁ ସଚିନଙ୍କ ଏହି ରେକର୍ଡ
ଲଣ୍ଡନ,୧୫।୭: ଚଳିତ ବିଶ୍ୱକପରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ କୌଣସି ବ୍ୟାଟ୍ସମ୍ୟାନ ଭାଙ୍ଗିବାରେ ବିଫଳ ହୋଇଛନ୍ତି । ୨୦୦୩ ବିଶ୍ୱକପରେ ସଚିନ ୬୭୩ ରନ କରିଥିଲେ। ଚଳିତଥରକୁ ମିଶାଇ ଏଯାବତ୍ ଚାରୋଟି ବିଶ୍ୱକପ ଖେଳା ଯାଇଥିଲେ ମଧ୍ୟ ତାଙ୍କର…
ସଚିନଙ୍କ ବିଶ୍ୱ ଏକାଦଶ ଖେଳାଳି ତାଲିକାରେ ଧୋନୀଙ୍କ ସ୍ଥାନ ନାହିଁ
ଲଣ୍ଡନ, ୧୫।୭: କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ବିଶ୍ୱ ଏକାଦଶ ଖେଳାଳି ତାଲିକା ପ୍ରକାଶ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ତାଲିକାରେ ସ୍ଥାନ ପାଇନାହାନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଗତ କିଛିଦିନ ଫର୍ମରେ…
Archives


