IPLରେ ଚମତ୍କାର କରିବା ପରେ ହୃଦୟର କଥା ବଖାଣିଲେ ବୈଭବ: ମୋ ସ୍ବପ୍ନ…
ଜୟପୁର,୨୯।୪: ବିହାରର ପୁଅ ବୈଭବ ସୂର୍ଯ୍ୟବଂଶୀ ଏକ ଐତିହାସିକ ଇନିଂସ ଖେଳି ସମସ୍ତଙ୍କ ହୃଦୟ ଜିତିଥିଲେ। ସେ ମାତ୍ର ୩୫ ବଲ୍ରେ ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ହାସଲ କରି ନିଜ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି।…
ଇତିହାସ ରଚିଲେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ; ମାତ୍ର ୩୫ ବଲ୍ରେ ହାସଲ କଲେ ଶତକ
ଜୟପୁର,୨୮।୪: ୧୪ ବର୍ଷୀୟ ବୈଭବ ଜୟପୁରରେ ଇତିହାସରେ ରଚିଛନ୍ତି। ମାତ୍ର ୩୫ ବଲ୍ରେ ନିଜର ପ୍ରଥମ ଶତକ ହାସଲ କରି ଏହି ଯୁବ କ୍ରିକେଟର ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଏକ ଚମତ୍କାର ଇନିଂସ ଖେଳି ବୈଭବ ନିଜ ନାମ ଭାରତୀୟ କ୍ରିକେଟ…
ଅଶ୍ୱିନଙ୍କୁ ପଦ୍ମଶ୍ରୀ ସମ୍ମାନ
ନୂଆଦିଲ୍ଲୀ,୨୮ା୪: ଅବସରପ୍ରାପ୍ତ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୋମବାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ପୂର୍ବତନ ଭାରତୀୟ କ୍ରିକେଟର ଏହି ସମ୍ମାନଜନକ ପୁରସ୍କାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ତାଙ୍କ ବାସଭବନରେ ଗ୍ରହଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଭବନରେ ଅଶ୍ୱିନଙ୍କ ପରିବାର…
IPL ପାଇଁ ବଡ଼ ଯୋଜନା: ୨୦୨୮ ସିଜନରେ ହେବ ୯୪ ମ୍ୟାଚ୍
ନୂଆଦିଲ୍ଲୀ,୨୮ା୪: ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ୮୪ ମ୍ୟାଚ୍ ଖେଳାଯିବାର ଯୋଜନା ଥିଲା। କିନ୍ତୁ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ଓ ବ୍ରଡ୍କାଷ୍ଟରମାନେ ଅତ୍ୟଧିକ ଡବଲ ହେଡର ମ୍ୟାଚ୍ ଚାହୁଁ ନ ଥିବାରୁ ଚଳିତ ଆଇପିଏଲ୍ରେ ମ୍ୟାଚ୍ ସଂଖ୍ୟାକୁ ବୃଦ୍ଧି କରାଯାଇ ନ…
ବିଦ୍ୟୁତ୍ ବିଭ୍ରାଟ: ମ୍ୟାଚ୍ ସସ୍ପେଣ୍ଡ
ମାଡ୍ରିଡ୍,୨୮ା୪: ସ୍ପେନ୍ ଓ ପର୍ତ୍ତୁଗାଲ୍ରେ ଏକ ବଡ଼ ଧରଣର ବିଦ୍ୟୁତ୍ ବିଭ୍ରାଟ ଯୋଗୁ ସୋମବାର ମାଡ୍ରିଡ୍ ଓପନ ଟେନିସ ଟୁର୍ନମେଣ୍ଟର ଖେଳକୁ ସସ୍ପେଣ୍ଡ କରାଯାଇଛି। ସ୍ଥାନୀୟ ସମୟ ୧୨ଟା ୩୪ ମିନିଟ ସମୟରେ ଦୁଇଟି ସିଙ୍ଗଲ୍ସ ଓ ଗୋଟିଏ ଡବଲ୍ସ ମ୍ୟାଚ…
ପଡକାଷ୍ଟରୁ ଆଇପିଏଲ୍ ୨୦୨୫ ଭିଡିଓ ହଟିଲା
ସିଡନୀ,୨୮ା୪: ବିସିସିଆଇ ପକ୍ଷରୁ ଏକ ବିନମ୍ର ଭାବେ ଆଇନଗତ ଚିଠି ଜାରି କରାଯିବା ପରେ ଏକ ଜଣାଶୁଣା ଅଷ୍ଟ୍ରେଲିଆନ ପଡକାଷ୍ଟର ସୋସିଆଲ ମିଡିଆ ଆକାଉଣ୍ଟରୁ ଚଳିତ ଆଇପିଏଲ୍ର ପ୍ରତ୍ୟେକ ଭିଡିଓକୁ ବାଦ୍ ଦିଆଯାଇଛି। ‘ଦି ବିଗ୍ ଆଇପିଏଲ ବ୍ରେକଫାଷ୍ଟ’ ପଡକାଷ୍ଟର ହୋଷ୍ଟ…
Rishabh Pantଙ୍କ ଉପରେ BCCI ଲଗାଇଲା ୨୪ ଲକ୍ଷ ଟଙ୍କାର ଜରିମାନା, ବର୍ତ୍ତି ପାରିଲାନି LSG ଟିମ୍
ନୂଆଦିଲ୍ଲୀ,୨୮।୪: ରବିବାର ୱାଙ୍ଖଡେ ଷ୍ଟାଡିୟମରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୫୪ ରନରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ ପରେ ଲକ୍ଷ୍ନୌର ଅଧିନାୟକ ରିଷଭ ପନ୍ତଙ୍କୁ ଆଉ ଏକ ଝଟକା ଲାଗିଲା। BCCI ପନ୍ତଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଜରିମାନା…
IPL 2025 Video: ଧୋନୀଙ୍କ ଦଳ ହାରୁଥିବା ଦେଖି ଭୋ ଭୋ ହୋଇ କାନ୍ଦିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ:ଭିଡିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ,୨୮।୪: ଏମଏସ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲ ୨୦୨୫ ସବୁଠାରୁ ଖରାପ ସିଜନ ପ୍ରମାଣିତ ହୋଇଛି। ଦଳ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି। ଯଦିଓ CSK ତାର ସମସ୍ତ ୫ଟି ମ୍ୟାଚ ଜିତିଯାଏ, ତଥାପି ଏହାର…
ପାକିସ୍ତାନ ସୁପର ଲିଗରେ ସାମିଲ ଥିବା ୨୩ ଭାରତୀୟ ସ୍ବଦେଶ ଫେରିଲେ
କରାଚୀ,୨୭ା୪: ପାକିସ୍ତାନ ସୁପର ଲିଗ (ପିଏସ୍ଏଲ୍)ର ପ୍ରଡକଶନ ଓ ବ୍ରଡକାଷ୍ଟ ଦଳର ଅଂଶଥିବା ୨୩ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ଲାଗି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ରବିବାର ବ୍ୟବସ୍ଥା କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ…
ଏସିଆନ ଭଲିବଲ୍ରୁ ଓହରିଲା ଭାରତ
ଲାହୋର,୨୭ା୪: ପହଲଗାମ୍ରେ ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ପର୍ଯ୍ୟଟକ ନିହତ ହେବାପରେ ଆସନ୍ତା ମାସରେ ଭାରତ ଓ ପାକିସ୍ତାନ ଇସ୍ଲାମାବାଦରେ ଖେଳାଯିବାକୁଥିବା ସେଣ୍ଟ୍ରାଲ ଏସିଆନ ଭଲିବଲ୍ ଟୁର୍ନାମେଣ୍ଟରୁ ଭାରତ ଓହରିଯାଇଛି। ପାକିସ୍ତାନ ଭଲିବଲ୍ ଫେଡେରେଶନ (ପିଭିଏଫ୍) ତରଫରୁ ରବିବାର…
IPLରେ ବୁମରାଙ୍କ ଆଉ ଏକ ସଫଳତା
ମୁମ୍ବାଇ,୨୭ା୪: ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) ତଥା ଭାରତୀୟ ଦଳର ପ୍ରିମିୟର ପେସର ଯଶପ୍ରୀତ ବୁମରା ତାଙ୍କ ଉଲ୍ଲେଖନୀୟ କ୍ୟାରିୟରରେ ଆଉ ଏକ ସଫଳତା ଯୋଡ଼ିଛନ୍ତି। ସେ ରବିବାର ମୁମ୍ବାଇ ଫ୍ରାଞ୍ଚାଇଜର ସବୁଠୁ ସଫଳ ବୋଲର ହେବାର ସଫଳତା ହାସଲ କରିଛନ୍ତି। ଲକ୍ଷ୍ନୌ ସୁପର…
ଶ୍ରୀଲଙ୍କାକୁ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ
କଲମ୍ବୋ, ୨୭ା୪: ଓପନର ପ୍ରତୀକା ରାଓ୍ବଲଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ସ୍ମୃତି ମନ୍ଧାନା ଓ ହାର୍ଲିନ ଦେଓଲଙ୍କ ଉପଯୋଗୀ ଅବଦାନ ସହାୟତାରେ ଭାରତ କଲମ୍ବୋରେ ଚାଲିଥିବା ଅନ୍ତର୍ଜାତୀୟ ମହିଳା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜର ଓପନିଂ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କାକୁ ୯…
Archives


