ସାନିଆ, ଶ୍ରୀକାନ୍ତଙ୍କ ବିଦାୟ, କ୍ୱାର୍ଟରରେ ପ୍ରଣୀଥ
ବ୍ୟାଙ୍କକ୍,୧।୮(ପିଟି)- ଦେଶର ଅଗ୍ରଣୀ ଶଟଲର ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରୁ ପରାଜୟ ସହ ବିଦାୟ ନେଇଛନ୍ତି। କିନ୍ତୁ ବି. ସାଇ ପ୍ରଣୀଥ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇ…
ଆଶେସ: ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ
ବର୍ମିଂହାମ, ୧।୮- ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାରଠାରୁ ସ୍ଥାନୀୟ ଏଜ୍ବାଷ୍ଟନ ଗ୍ରାଉଣ୍ଡରେ ଐତିହାସିକ ଆଶେସ ସିରିଜର ପ୍ରଥମ ମ୍ୟାଚ୍ ଆରମ୍ଭ ହୋଇଛି। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ଙ୍କୁ କିନ୍ତୁ…
ଥାଇଲାଣ୍ଡ ଓପନରୁ ସାଇନାଙ୍କ ବିଦାୟ
ବ୍ୟାଙ୍କକ୍, ୧।୮ (ପି.ଟି.)- ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ ପରାଜୟ ସହ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଗୁରୁବାର ମହିଳା ସିଙ୍ଗଲ୍ସ ୨ୟ ରାଉଣ୍ଡର ଏକ ମୁକାବିଲାରେ ୨୯ ବର୍ଷୀୟା ସାଇନା ୨୧-୧୬,…
ଫିଫା ଶ୍ରେଷ୍ଠ ଖେଳାଳି ଦୌଡ଼ରେ ରୋନାଲ୍ଡୋ, ମେସି
ପ୍ୟାରିସ, ୧।୮- ଫୁଟ୍ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ଶ୍ରେଷ୍ଠ ଫୁଟ୍ବଲ ପୁରସ୍କାର ଲାଗି ସମ୍ଭାବ୍ୟ ସଂକ୍ଷିପ୍ତ ତାଲିକା ପ୍ରକାଶ ପାଇଛି। ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି, ଶ୍ରେଷ୍ଠ ମହିଳା ଖେଳାଳି, ଶ୍ରେଷ୍ଠ ପୁରୁଷ କୋଚ୍ ଓ ଶ୍ରେଷ୍ଠ ମହିଳା କୋଚ୍…
ରହସ୍ୟ ଉପରୁ ପରଦା ଉଠାଇଲେ ଅମିରଙ୍କ ସ୍ତ୍ରୀ
ଲଣ୍ଡନ, ୧।୮: ଟେଷ୍ଟ କ୍ରିକେଟରୁ ନିକଟରେ ଅବସର ନେଇଥିବା ବୋଲର୍ ମହମ୍ମଦ ଅମିର ଏବେ ପାକିସ୍ତାନ ଛାଡି ବ୍ରିଟେନର ସ୍ଥାୟୀ ବାସିନ୍ଦା ହେବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏନେଇ ପାକିସ୍ତାନ ଗଣାମାଧ୍ୟମଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିମାନେ ତାଙ୍କୁ ସମାଲୋଚନା କରିବାକୁ…
ରୁଷିଆନ ବକ୍ସିଂ ଟୁର୍ନାମେଣ୍ଟ: ସେମିରେ ୪ ଭାରତୀୟ
ନୂଆଦିଲ୍ଲୀ, ୧।୮ (ପି.ଟି.)- ଏସୀୟ ସ୍ବର୍ଣ୍ଣ ପଦକ ବିଜୟିନୀ ପୂଜାରାଣୀ (୭୫ କିଗ୍ରା) ଓ ବିଶ୍ୱ ଚାମ୍ପିୟନଶିପ୍ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଲଭଲିନା ବୋରଗୋହାନି (୬୯ କିଗ୍ରା)ଙ୍କ ସମେତ ୪ ଜଣ ଭରତୀୟ ବକ୍ସର ରୁଷିଆରେ ଚାଲିଥିବା ମାଗୋମେଦ୍ ସଲମ୍…
ସିରିଜ ପୂର୍ବରୁ କୋହଲିଙ୍କୁ ଭେଟିଲେ ଅନୁଷ୍କା
ନୂଆଦିଲ୍ଲୀ, ୧।୮- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଖେଳିବା ଲାଗି ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଆମେରିକା ଗସ୍ତରେ ଯାଇଛି। ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ୨ଟି ମୁକାବିଲା ଆମେରିକାରେ ଅନୁଷ୍ଠିତ ହେବାକୁ ଥିବାରୁ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ…
ପଞ୍ଜାବୀ ଗୀତରେ ଗେଲ୍ଙ୍କ ସହ ମିଶି ଧୂମ୍ ନାଚିଲେ ଯୁବରାଜ
ଟିମ୍ ଇଣ୍ଡିଆର ସିକ୍ସର୍ କିଙ୍ଗ୍ ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି କିନ୍ତୁ ତାଙ୍କ ବ୍ୟାଟିଂକୁ ଏବେ ବି ଦର୍ଶକ ଉପଭୋଗ କରୁଛନ୍ତି। କାନାଡାରେ ଚାଲିଥିବା ଗ୍ଲୋବାଲ୍ ଟି୨୦ ଲିଗ୍ରେ ଯୁବରାଜ ଚମତ୍କାର ବ୍ୟାଟିଂ କରୁଛନ୍ତି। ଏହି ଲିଗରେ ଓ୍ବେଷ୍ଟଇଣ୍ଡିଜର…
ବୋଲିଂ କୋଚ୍ ପାଇଁ ଆବେଦନ କରିଛନ୍ତି ପ୍ରସାଦ
ନୂଆଦିଲ୍ଲୀ, ୧।୮- ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ଭାରତୀୟ ଦଳର ବୋଲିଂ କୋଚ୍ ପଦ ପାଇଁ ଆଗ୍ରହୀ ଥିବା ଜଣାପଡ଼ିଛି। କିଛି ପ୍ରମୁଖ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୫୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ପ୍ରସାଦ ବୋଲିଂ…
୬ଟି ବଲରୁ ୬ଟି ଛକା ଦେଇଥିବା ବୋଲରଙ୍କ ପରଲୋକ
ଲଡ୍ସ, ୧।୮: ପ୍ରସିଦ୍ଧ କ୍ରିକେଟର ମ୍ୟାକଲୋମ ନ୍ୟାସଙ୍କ ୭୪ବର୍ଷ ବୟସରେ ପରଲୋକ ଘଟିଛି। ଲଡ୍ସର ଏକ ହୋଟେଲରେ ରାତ୍ରି ଭୋଜନ କରୁଥିବାବେଳେ ସେ ହଠାତ୍ ତଳେ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ୫୧…
କ୍ୱାର୍ଟରରେ ଶରନ: ପ୍ରଜନେଶଙ୍କ ଅଭିଯାନ ଶେଷ
ଲସ୍ କାବୋସ (ମେକ୍ସିକୋ), ୧।୮ (ପି.ଟି.)- ଏଠାରେ ଚାଲିଥିବା ଏଟିପି ଲସ୍ କାବୋସ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ୨ୟ ରାଉଣ୍ଡର ଏକ ମୁକାବିଲାରେ ଭାରତର ପ୍ରଜନେଶ ଗୁଣେଶ୍ୱରନଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ବିଶ୍ୱ ମାନ୍ୟତାର ୯୦ତମ ସ୍ଥାନରେ ରହିଥିବା…
ବିଜୟ ସହ ମୁରେଙ୍କ ପ୍ରତ୍ୟାବର୍ତ୍ତନ
ଓ୍ବାଶିଂଟନ, ୧।୮ (ଏଏଫ୍ପି)- ବ୍ରିଟିଶ ଟେନିସ ତାରକା ତଥା ତିନିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଆଣ୍ଡି ମୁରେ ଅସ୍ତ୍ରୋପଚାରର ୬ ମାସ ପରେ ଟେନିସ କୋଟ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଠାରେ ଚାଲିଥିବା ଏଟିପି ଓ୍ବାଶିଂଟନ ଓପନ୍ ପୁରୁଷ ଡବଲ୍ସରେ ଭାଇ ଜେମିଙ୍କୁ ସାଥୀ…
Archives


