ପ୍ରେମରେ ପାଗଳ ଥିଲେ କ୍ରିକେଟର୍ ବୀରେନ୍ଦ୍ର ସେହଓ୍ବାଗ, ସମ୍ପର୍କୀୟ ଭଉଣୀଙ୍କୁ କରିଥିଲେ ବିବାହ
ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟଟ୍ସମ୍ୟାନ ବୀରେନ୍ଦ୍ର ସେହଓ୍ବାଗଙ୍କ ପ୍ରେମ କାହାଣୀ କୌଣସି ବଲିଉଡ ଚଳଚ୍ଚିିତ୍ରଠାରୁ କମ ନୁହେଁ। ସେହଓ୍ବାଗ କୌଣସି ଅଭିନେତ୍ରୀ କିମ୍ବା ସହପାଠୀ ନୁହେଁ ସମ୍ପର୍କୀୟ ଭଉଣୀ ଆରତି ଅଗ୍ରଓ୍ବାଲଙ୍କ ପ୍ରେମରେ ପଡିଥିଲେ। ଆରତିଙ୍କ ବଡ ଭଉଣୀ ଏକ…
ଇଣ୍ଡିଆ ଗ୍ରୀନ୍ ଦଳରେ ଓଡ଼ିଶାର ରାଜେଶ
ନୂଆଦିଲ୍ଲୀ, ୬।୮ (ପି.ଟି.)- ଭାରତର ଏକମାତ୍ର ଦିବା-ରାତ୍ର ପ୍ରଥମ ଶ୍ରେଣୀ କ୍ରିକେଟ୍ ଟୁର୍ନାମେଣ୍ଟ ଦୁଲୀପ୍ ଟ୍ରଫି ପୁଣିଥରେ ରେଡ୍ ବଲ୍ ଫର୍ମାଟ୍କୁ ପ୍ରତ୍ୟାବର୍ତ୍ତନ କରିଛି। ଗତ ୩ଟି ସିଜନ ଧରି ପିଙ୍କ୍ ବଲରେ ଖେଳାଯାଉଥିବା ଏହି ସମ୍ମାନଜନକ ପ୍ରତିଯୋଗିତାର ଚଳିତ ସଂସ୍କରଣ…
ଦ୍ୱିତୀୟ ଆଶେସ ଟେଷ୍ଟରୁ ଆଣ୍ଡରସନ ବାଦ୍
ଲଣ୍ଡନ, ୬।୮ (ଏଏଫ୍ପି)- ଇଂଲଣ୍ଡର ବରିଷ୍ଠ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଡାହାଣ ଗୋଡ଼ର ମାଂସପେଶୀରେ ଆଘାତଜନିତ ସମସ୍ୟା ଦେଇ ଗତି କରୁଥିବା ଆଣ୍ଡରସନ କେବେ ସମ୍ପୂର୍ଣ୍ଣ ଭାବେ ଫିଟ୍…
କ୍ୱାର୍ଟରଫାଇନାଲରେ ଭାରତ
ନୂଆଦିଲ୍ଲୀ, ୬।୮ (ପି.ଟି.)- ମ୍ୟାନମାରରେ ଚାଲିଥିବା ୨୩ ବର୍ଷରୁ କମ୍ ଏସିଆନ୍ ଭଲିବଲ୍ ଚାମ୍ପିୟନଶିପ୍ରେ ଭାରତୀୟ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯାଇଥିବା ଏକ ମ୍ୟାଚ୍ରେ ଭାରତ ୨-୩ରେ ଥାଇଲାଣ୍ଡଠାରୁ ପରାସ୍ତ ହୋଇଥିଲା। କିନ୍ତୁ ଏଥିପୂର୍ବରୁ ଚାଇନା ଓ…
ଭାରତୀୟ ଖେଳାଳିଙ୍କୁ ନିଜ ବିବାହରେ ଡାକିବାକୁ ଚାହୁଁଛନ୍ତି ଏହି ପାକିସ୍ତାନ କ୍ରିକେଟର
ପାକିସ୍ତାନୀ ପେସ ବୋଲର ହାସନ ଅଲ୍ଲୀ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ହରିୟାଣାର ନୁହରେ ରହୁଥିବା ଶାମିଆ ଆରଜୁଙ୍କୁ ବିବାହ କରିବେ। ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଜନ୍ମିତ ହାସନ ଅଲୀ ଏବଂ ଶାମିୟାଙ୍କ ବିବାହ ଅଗଷ୍ଟ…
ଜୋତା ପଲିସ୍ କରୁଛନ୍ତି ଧୋନୀ
ଶ୍ରୀନଗର, ୧।୮:ଟିମ ଇଣ୍ଡିଆର ୱିକେଟକିପର ମହେନ୍ଦ୍ର ସିଂହ ଧୋନୀ ତଥା ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ଆରମ୍ଭ କରିଛନ୍ତି। ଧୋନୀ ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ରହିଛନ୍ତି। ପ୍ରତିଦିନ ଧୋନୀଙ୍କ ଫଟୋ କିମ୍ବା ଭିଡିଓ…
୩୭୦ ଉଚ୍ଛେଦ ପ୍ରସଙ୍ଗରେ ମୁହଁ ଖୋଲିଲେ ପାକିସ୍ତାନ କ୍ରିକେଟର
ଇସଲମାବାଦ, ୬।୮: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ୍ ଆଫ୍ରିଦ୍ ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠାଇଯିବାକୁ ନେଇ ମୁହଁ ଖୋଲିଛନ୍ତି। ଏନେଇ ସେ ଜାତିସଂଘକୁ କଡା ସମାଲୋଚନା କରିଛନ୍ତି। ଏହି ମାମଲାରେ ଜାତିସଂଘ ଦଖଲ ଦେବା ଉଚିତ। କଶ୍ମୀର ଲୋକଙ୍କୁ ଜାତିସଂଘ ପ୍ରସ୍ତାବ…
ପ୍ରଥମ ଆଶେସ ଟେଷ୍ଟଅଷ୍ଟ୍ରେଲିଆର ବୃହତ୍ ବିଜୟ
ବର୍ମିଂହାମ, ୬।୮- ଷ୍ଟିଭ ସ୍ମିଥଙ୍କ ଡବଲ ଶତକ ଏବଂ ନାଥାନ ଲିୟନଙ୍କ ଚମତ୍କାର ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ପ୍ରଥମ ଆଶେସ କ୍ରିକେଟ ଟେଷ୍ଟରେ ବୃହତ୍ ବିଜୟ ହାସଲ କରିଛି। ସୋମବାର ଶେଷ ହୋଇଥିତ୍ବା ମ୍ୟାଚରେ ଏହି ଦଳ ୨୫୧…
ସାଇକେଲ ଚାଳନା ମାଧ୍ୟମରେ ସ୍ବାସ୍ଥ୍ୟ ଓ ପରିବେଶ ସଚେତନତା
ଭୁବନେଶ୍ୱର, ୬।୮(କ୍ରୀଡ଼ା ପ୍ରତିନିଧି)- ସାମ୍ପ୍ରତିକ ସମାଜରେ ଅତ୍ୟଧିକ ଯାନର ବ୍ୟବହାର ଯୋଗୁ ପରିବେଶ ଦୁଷିତ ହେଉଛି ଏବଂ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପରିବେଶ ଦୁଷିତ ହେବାଦ୍ୱାରା ଜଳବାୟୁରେ ମଧ୍ୟ ଅନିୟମିତତା ଦେଖା ଦେଉଛି। ତେଣୁ ସ୍ବାସ୍ଥ୍ୟ ଓ ପରିବେଶ…
ଟେଷ୍ଟ କ୍ରିକେଟରୁ ଷ୍ଟେଇନଙ୍କ ଅବସର
ଜୋହାନ୍ସବର୍ଗ, ୬ା୮(ଏଏଫ୍ପି)-ଆଧୁନୀକ ଯୁଗର ଅନ୍ୟତମ ମହାନ ଫାଷ୍ଟ ବୋଲର ଦକ୍ଷିଣ ଆଫ୍ରିକାର ଡେଲ୍ ଷ୍ଟେଇନ୍ ସୋମବାର ଟେଷ୍ଟ କ୍ରିକେଟରୁ ତାଙ୍କ ଅବସର ଘୋଷଣା କରିଛନ୍ତି। ସୀମିତ ଓଭର ବିଶିଷ୍ଟ ଫର୍ମାଟରେ ଅଧିକ ଦିନ ଧରି ତିଷ୍ଠି ରହିବା ଅଭିପ୍ରାୟ ନେଇ ସେ…
ଭୁବନେଶ୍ୱର ଆନ୍ତଃସ୍କୁଲ ଫୁଟବଲ ଆରମ୍ଭ
ଭୁବନେଶ୍ୱର, ୬।୮(କ୍ରୀଡ଼ା ପ୍ରତନିଧି)- ୟୁନିଟ-୬ ଆଥଲେଟିକ୍ ଆସୋସିଏଶନ ଆନୁକୂଲ୍ୟରେ ୩୦ତମ ଭୁବନେଶ୍ୱର ଆନ୍ତଃସ୍କୁଲ ଫୁଟବଲ ସୋମବାର ଆରମ୍ଭ ହୋଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଖ୍ୟ ଅତିଥିଭାବେ ଯୋଗଦେଇ ୟୁନିଟ-୬ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ପ୍ରତିଯୋଗିତାକୁ…
କ୍ରିକେଟର ସମସ୍ତ ଫର୍ମାଟ୍ରୁ ମ୍ୟାକ୍କୁଲମଙ୍କ ଅବସର
ଅକ୍ଲାଣ୍ଡ, ୬।୮ (ପି.ଟି.)- ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍କୁଲମ କ୍ରିକେଟର ସମସ୍ତ ପ୍ରକାର ଫର୍ମାଟ୍ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। କାନାଡାରେ ଚାଲିଥିବା ‘ଗ୍ଲୋବାଲ ଟି୨୦ କାନାଡା’ ପ୍ରତିଯୋଗିତା ପରେ ସେ ଅବସର ନେବେ ବୋଲି ସୋମବାର ଘୋଷଣା କରିଛନ୍ତି।…
Archives


