ଖେଳ

Virat Kohli Test Retirement: ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାର ନିଷ୍ପତ୍ତି କାହିଁକି ଠିକ୍‌? ଏହା ହେଉଛି ୩ କାରଣ

ନୂଆଦିଲ୍ଲୀ,୧୦।୫: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏ ବିଷୟରେ ବିସିସିଆଇକୁ ମଧ୍ୟ ଜଣାଇ ଦେଇଛନ୍ତି। ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ, ମେ ୧୦ ସକାଳେ କୋହଲିଙ୍କ ଅବସର ଖବର…

ରୋହିତଙ୍କ ପରେ ଟେଷ୍ଟ କ୍ରିକେଟ୍‌କୁ ବାଏ ବାଏ କହିବେ ବିରାଟ କୋହଲି: BCCIକୁ ଦେଳେ ସୂଚନା

ନୂଆଦିଲ୍ଲୀ,୧୦।୫: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ, ଏବେ ତାଙ୍କ ସାଥୀ ବିରାଟ କୋହଲି ମଧ୍ୟ ଏହି ଫର୍ମାଟକୁ ବାଏ ବାଏ କହିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ)କୁ…

ଟଙ୍କା ଫେରାଇଲେ କାବ୍ୟା ମାରନ୍‌…IPL ୨୦୨୫ ସ୍ଥଗିତ ରହିବା ଉପରେ ନେଲେ ବଡ଼ ପଦକ୍ଷେପ 

ନୂଆଦିଲ୍ଲୀ,୯।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବିସିସିଆଇ ଆଇପିଏଲ୍‌ ୨୦୨୫କୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖିଛି। ଏହି ସମୟ ମଧ୍ୟରେ ହେବାକୁ ଥିବା ସମସ୍ତ ମ୍ୟାଚ୍‌ ସ୍ଥଗିତ ରଖାଯାଇଛି। ବୋର୍ଡର ଏହି ନିଷ୍ପତ୍ତି ପରେ…

କୋହଲିଙ୍କ ପୋଷ୍ଟର ସମ୍ମୁଖରେ ଛେଳି ବଳି ଦେଇ ବନ୍ଧା ହେଲେ ୩, ରାହୁଲ ବୈଦ୍ୟ…

ନୂଆଦିଲ୍ଲୀ,୯।୫: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ୍‌ ୨୦୨୫ରେ ଚମତ୍କାର ପ୍ରଦର୍ଶନ କରିଛି। ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି। ଆରସିବିର ଏହି ମହାନ ପ୍ରଦର୍ଶନରେ ଖୁସି ହୋଇ ଏହାର ପ୍ରଶଂସକମାନେ କର୍ନାଟକରେ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ପୋଷ୍ଟର ସାମ୍ନାରେ…

ସପ୍ତାହେ ପରେ ଆରମ୍ଭ ହେବ IPL? ବଡ଼ ସୂଚନା ଦେଲେ ରାଜୀବ ଶୁକ୍ଳା

ନୂଆଦିଲ୍ଲୀ,୯।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ତୁରନ୍ତ ପ୍ରଭାବରେ ଚଳିତ IPL 2025 ର ବାକି ମ୍ୟାଚ ଗୁଡ଼ିକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ରାଜୀବ ଶୁକ୍ଳା କହିଛନ୍ତି ଯେ ବର୍ତ୍ତମାନ ଆଇପିଏଲ ଗୋଟିଏ ସପ୍ତାହ…

ଆଇପିଏଲ ୨୦୨୫ ବନ୍ଦ: ଯୁଦ୍ଧ ସ୍ଥିତି ମଧ୍ୟରେ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ

ମୁମ୍ବାଇ,୯ା୫: ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଏବଂ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୫ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି। ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ) ଏବଂ ଆଇପିଏଲ ପରିଚାଳନା…

PCBର ବଡ଼ ନିଷ୍ପତ୍ତି: PSLର ବାକି ମ୍ୟାଚ୍‌ ଦୁବାଇ ସ୍ଥାନାନ୍ତର

ଇସଲାମାବାଦ,୮।୫: ଭାରତ-ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏକ ବଡ଼ ନିଷ୍ପତ୍ତି ନେଇଛି। ପିଏସ୍‌ଏଲ ସିଜିନ ୧୦ର ବାକି ମ୍ୟାଚ୍‌ ଗୁଡ଼ିକ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହେବ। ଦୁଇ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ…

ଆଇପିଏଲ୍‌ ବାତିଲ ଉପରେ ଆଶଙ୍କାର ବାଦଲ

ନୂଆଦିଲ୍ଲୀ,୮ା୫: ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ ଅଧାରୁ ବାତିଲ ହେବା ପରେ ଚଳିତ ଲିଗ୍‌ ଉପରେ ଆଶଙ୍କାର ବାଦଲ ଛାୟୀ ହୋଇଯାଇଛି। ଲିଗ୍‌ରେ ଅଂଶଗ୍ରହଣ କରୁଥିବା ବିଦେଶୀ ଖେଳାଳିମାନେ ସ୍ବଦେଶ ଫେରିବାକୁ ଚାହୁଁଥିବା ବେଳେ…

IPL ମ୍ୟାଚ ବାତିଲ: ଧର୍ମଶାଳାରୁ ଖେଳାଳି, ଅଧିକାରୀମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିବ BCCI

ନୂଆଦିଲ୍ଲୀ,୮।୫: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସର ସମସ୍ତ ଖେଳାଳି, ମ୍ୟାଚ ଅଧିକାରୀ, ସହାୟକ କର୍ମଚାରୀ ଏବଂ ପ୍ରସାରଣ ଦଳକୁ ସୁରକ୍ଷିତ ଭାବେ ଘରକୁ ଫେରାଇବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିବାକୁ…

ଦିଲ୍ଲୀ-ପଞ୍ଜାବ ମ୍ୟାଚ୍‌ ଅଧାରୁ ବନ୍ଦ: ଜାଣନ୍ତୁ ଏହା ପଛର କାରଣ

ଧର୍ମାଶାଳା,୮ା୫: ଧର୍ମଶାଳାରେ ଗୁରୁବାର ଖେଳାଯାଉଥିବା ପଞ୍ଜାବ କିଙ୍ଗ୍ସ(ପିବିକେଏସ୍‌) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଅଧାରୁ ବନ୍ଦ ହୋଇଯାଇଛି। ମ୍ୟାଚ୍‌କୁ ସୁରକ୍ଷାଗତ କାରଣରୁ ଅଧାରୁ ବାତିଲ କରି ଦିଆଯାଇଥିବା ସୂଚନା ଦିଆଯାଇଛି। ଷ୍ଟାଡିୟମର ସମସ୍ତ ଲାଇଟ ବନ୍ଦ କରାଯାଇଥିବା ବେଳେ ଲୋକଙ୍କୁ…

ଅପରେଶନ ସିନ୍ଦୂର ପରେ ମୁମ୍ବାଇ-ପଞ୍ଜାବ ମ୍ୟାଚ୍‌ ଅହମଦାବାଦକୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୮ା୫: ଆସନ୍ତା ୧୧ ତାରିଖରେ ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌କୁ ଅହମଦାବାଦକୁ ସ୍ଥାନାନ୍ତର କରାଯାଇଛି। ପାକିସ୍ତାନରେ ଆତଙ୍କବାଦ ସହ ଜଡ଼ିତ ବିଭିନ୍ନ କୋଠାକୁ ଅପରେଶନ ସିନ୍ଦୂର ଦ୍ୱାରା ଭାରତ ଧ୍ୱଂସ କରିବା ପରେ…

ଭାରତର ଆକ୍ରମଣ ପରେ ପାକିସ୍ତାନ ସୁପର ଲିଗ ମ୍ୟାଚ ବାତିଲ: ଭୟରେ ବିଦେଶୀ ଖେଳାଳି, ଦେଶ ଛାଡ଼ିବାକୁ ଚାହୁଁଛନ୍ତି

ନୂଆଦିଲ୍ଲୀ,୮।୫: ରାୱାଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଗୁରୁବାର ସନ୍ଧ୍ୟାରେ ପେଶାୱାର ଜାଲମି ଏବଂ କରାଚୀ କିଙ୍ଗସ ମଧ୍ୟରେ ଥିବା ପାକିସ୍ତାନ ସୁପର ଲିଗ (ପିଏସଏଲ) ମ୍ୟାଚ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ପାକିସ୍ତାନର ବିଭିନ୍ନ ସ୍ଥାନରେ ବାୟୁ ପ୍ରତିରକ୍ଷା ରାଡାର ଏବଂ ବ୍ୟବସ୍ଥାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri