ପାକିସ୍ତାନ ବିପକ୍ଷ ଡେଭିସ୍ କପ୍ ମ୍ୟାଚ୍ ସୁରକ୍ଷା ନେଇ ସମୀକ୍ଷା ହେବ
ନୂଆଦିଲ୍ଳୀ,୧୪।୯(ପି.ଟି.)- ଭାରତ ଓ ପାକିସ୍ତାନ ମଧ୍ୟରେ ଆୟୋଜନ ହେବାକୁ ଥିବା ଡେଭିସ୍ କପ୍ ମ୍ୟାଚ୍ ନେଇ ଅନିଶ୍ଚିତତା ଜାରି ରହିଛି। ପୁନଃ ନିର୍ଦ୍ଧାରିତ ନଭେମ୍ବର ୨୦ କିମ୍ବା ୩୦ ତାରିଖରେ ଆୟୋଜନ ହେବାକୁ ଥିବା ଏହି ମ୍ୟାଚ୍ରୁ ସୁରକ୍ଷା ତଥା ନିରାପତ୍ତା…
ଇଷ୍ଟ ଜୋନ୍ ସ୍ନୁକର: ସୁବ୍ରତ- ଶାହାବାଜ ଫାଇନାଲ
ଭୁବନେଶ୍ୱର,୧୪।୯(ସ୍ପୋଟର୍ସ ବ୍ୟୁରୋ)- ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଫାଲ୍କନ ଚିଲିକା ଇଷ୍ଟ ଜୋନ୍ ସ୍ନୁକର ଚାମ୍ପିୟନଶିପ୍ ଶୁକ୍ରବାର ନବମ ଦିବସରେ ପହଞ୍ଚିଛି। ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଶନିବାର ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଓଡ଼ିଶାର ସୁବ୍ରତ ଦାସ…
ଆଶେସ ପଞ୍ଚମ ଟେଷ୍ଟ: ଇଂଲଣ୍ଡ ଅଗ୍ରଣୀ
ଲଣ୍ଡନ, ୧୪।୯- ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ପଛୁଆ ରହିଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ପ୍ରଥମ ଇନିଂସରେ ୮୭.୧…
ଯୁବରାଜ ସିଂଙ୍କୁ କାହିଁକି କ୍ଷମା ମାଗିଲେ ତାଙ୍କ ଭାଉଜ
ଭାରତୀୟ ଦଳର ପୂର୍ବତନ ଖେଳାଳି ଯୁବରାଜ ସିଂଙ୍କୁ ତାଙ୍କ ଭାଉଜ କ୍ଷମା ମାଗିଛନ୍ତି। ଯୁବରାଜ ଏବଂ ତାଙ୍କ ପରିବାର ନାଁରେ ଘରୋଇ ହିଂସା ଏବଂ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଥିଲେ ତାଙ୍କ ଭାଉଜ ଆକାଂକ୍ଷା । ମାମଲା ବହୁତ ଦିନ…
ସୌରଭ ସେମିଫାଇନାଲରେ
ହୋ ଚି ମିନ୍ ସିଟି, ୧୩ା୯ (ପି.ଟି.)-ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ସୌରଭ ବର୍ମା ଭିଏତ୍ନାମ ଓପନ ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ସେ ସ୍ଥାନୀୟ ଖେଳାଳି ତିନ୍ ମିନ୍ ଏନ୍ଗୁଏନ୍ଙ୍କୁ ୨୧-୧୩, ୨୧-୧୮…
ଇଂଲଣ୍ଡ ଗସ୍ତ : ଭାରତୀୟ ମହିଳା ହକି ଦଳରେ ୩ ଓଡ଼ିଆ
ନୂଆଦିଲ୍ଲୀ,୧୩।୯(ପିଟି): ଇଂଲଣ୍ଡରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ଷ୍ଟାର ଫରଓ୍ବାର୍ଡ ରାଣୀ ରାମ୍ପାଲଙ୍କ ନେତୃତ୍ୱରେ ୧୮ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ ହୋଇଯାଇଛି। ଏହି ସିରିଜ୍ ଚଳିତ ମାସ ୨୭ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ…
ହୃଦ୍ଘାତର ସମ୍ମୁଖୀନ ହୋଇପାରନ୍ତି ୨୦୨୦ ଅଲିମ୍ପିକ୍ସରେ ଆଥ୍ଲେଟ
ଟୋକିଓ,୧୩।୯(ଏଏଫ୍ପି): ଟୋକିଓ ୨୦୨୦ ଅଲିମ୍ପିକ୍ସ ଗ୍ରୀଷ୍ମଋତୁରେ ଆୟୋଜନ ହେବାକୁ ଯାଉଛି। ବର୍ତ୍ତମାନ ଦେଶରେ ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଚାଲିଥିବାରୁ ସମାନ ପରିସ୍ଥିତି ଅଲିମ୍ପିକ୍ସରେ ମଧ୍ୟ ଦେଖାଦେବା ନେଇ ସମ୍ଭାବନା ରହିଛି। ଏହି କାର୍ଯ୍ୟସୂଚୀକୁ ଜାପାନର ଅନ୍ୟତମ ଟପ ଡାକ୍ତର ସମାଲୋଚନା କରିଛନ୍ତି।…
ନିରପେକ୍ଷ ଭେନ୍ୟୁ ପ୍ରସ୍ତାବକୁ ପିସିବିର ଆଗ୍ରାହ୍ୟ
ଲାହୋର,୧୩।୯: ଶ୍ରୀଲଙ୍କା ଦଳର ସୀମିତ ଓଭର କ୍ରିକେଟ ସିରିଜ୍ ପାଇଁ ପାକିସ୍ତାନ ଗସ୍ତ ନେଇ ଅନିଶ୍ଚିତତା ଜାରି ରହିଛି। ଏହି ସିରିଜ୍କୁ କୌଣସି ନିରପେକ୍ଷ ଭେନ୍ୟୁରେ ଆୟୋଜନ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଗ୍ରାହ୍ୟ କରିଦେଇଛି।…
ଷ୍ଟ୍ରସ ଇସିବି କ୍ରିକେଟ କମିଟି ମୁଖ୍ୟ
ଲଣ୍ଡନ,୧୩।୯(ଏଏଫ୍ପି): ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରେୁ ଷ୍ଟ୍ରସ ପୁଣି ଥରେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) କ୍ରିକେଟ କମିଟି ଅଧ୍ୟକ୍ଷ ପଦକୁ ଫେରିଛନ୍ତି। ମଙ୍ଗଳବାର ଇଂଲଣ୍ଡର ସବୁଠୁ ବଡ଼ ନାଗରିକ ସମ୍ମାନ ନାଇଟଉଡ୍ ପାଇଥିବା ୪୨ ବର୍ଷୀୟ ପୂର୍ବତନ…
ହଂକଂ ଓପନ ବାତିଲ
ହଂକଂ,୧୩।୯(ଏଏଫ୍ପି) : ହଂକଂର ଅନ୍ୟତମ ସମ୍ମାନଜନକ କ୍ରୀଡ଼ା ଭିତ୍ତିକ ଇଭେଣ୍ଟ ସହରରେ ଚାଲିଥିବା ବଡ଼ ଧରଣର ବିକ୍ଷୋଭର ଶିକାର ହୋଇଛି। ପୂର୍ବରୁ ସମାନ କାରଣ ଯୋଗୁ ବହୁ ଇଭେଣ୍ଟ ବାତିଲ ହୋଇସାରିଛି। ଡବ୍ଲ୍ୟୁଟିଏ ହଂକଂ ଓପନ ମହିଳା ଟେନିସ ଟୁର୍ନାମେଣ୍ଟର ଆୟୋଜକମାନେ…
ନୂଆ ଉପାୟରେ ଗ୍ରୀଷ୍ମ ପ୍ରବାହକୁ ରୋକିବେ ଟୋକିଓ ଅଲିମ୍ପିକ୍ସ ଆୟୋଜକ
ଟୋକିଓ,୧୩।୯(ଏଏଫ୍ପି) : ଟୋକିଓ ୨୦୨୦ ଅଲିମ୍ପିକ୍ସ ଆୟୋଜକମାନେ ଇଭେଣ୍ଟବେଳେ ଗ୍ରୀଷ୍ମ ପ୍ରବାହକୁ ରୋକିବା ପାଇଁ କୃତ୍ରିମ ବରଫ ବର୍ଷା କରାଇବା ପାଇଁ ଯୋଜନା କରିଛନ୍ତି। କନୋଇଂ ଟେଷ୍ଟ ଇଭେଣ୍ଟରେ ବରଫ ବର୍ଷା ପରୀକ୍ଷା କରାଯାଇଛି। ଗତ କିଛି ସପ୍ତାହ ହେଲା ଦେଶରେ…
ରସେଲଙ୍କ ମୁଣ୍ଡରେ ବାଜିଲା ବଲ
କିଙ୍ଗ୍ଷ୍ଟନ,୧୩।୯: ଚଳିତ କାରିବିଅନ ଲିଗ୍ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଆନ୍ଧ୍ରେ ରସେଲଙ୍କ ହେଲ୍ମେଟ୍ରେ ବଲ ବାଜିଛି। ସେଣ୍ଟ ଲୁସିଆ ଜୁକ୍ସ ଦଳର ପେସର ହାର୍ଡୁସ ଭିଜୋଏନ୍ଙ୍କ ବାଉନ୍ସରକୁ ଜମାଇକା ତାଲାଓ୍ବାସ ପକ୍ଷରୁ ଖେଳୁଥିବା ରସେଲ ପୁଲ୍ ଶଟ ଖେଳିବାକୁ…
Archives


