ପ୍ରିମିୟର ଲିଗ୍: ମାଞ୍ଚେଷ୍ଟର ସିଟିର ପ୍ରଥମ ପରାଜୟ
ଲଣ୍ଡନ,୧୫।୯(ଏଏଫ୍ପି)- ଜାନୁୟାରୀ ପରେ ପ୍ରିମିୟର ଲିଗ୍ରେ ମାଞ୍ଚେଷ୍ଟର ସିଟ୍ ତା’ର ପ୍ରଥମ ପରାଜୟ ବରଣ କରିଛି। ଶନିବାର ଅନୁଷ୍ଠିତ ମୁକାବିଲାରେ ନରଓ୍ବିଚ୍ ସିଟି ୩-୨ ଗୋଲରେ ମାଞ୍ଚେଷ୍ଟର ସିଟିକୁ ହରାଇଛି। ନରଓ୍ବିଚ୍ ତରଫରୁ କେନି ମ୍ୟାକଲିନ୍ ୧୮ ତମ ମିନିଟ୍ରେ...
ମେଡିକାଲ ଇମର୍ଜେନ୍ସି : ନ୍ୟୁଜିଲାଣ୍ଡ ଗଲେ ସିନ୍ଧୁଙ୍କ କୋଚ୍
ହାଇଦ୍ରାବାଦ, ୧୫।୯- ଅଲିମ୍ପିକ୍ସ ରୌପ୍ୟ ତଥା ବିଶ୍ୱ ଚାମ୍ପିୟନଶିପ୍ ସ୍ବର୍ଣ୍ଣ ପଦକ ବିଜୟିନୀ ପି.ଭି. ସିନ୍ଧୁଙ୍କ କୋରିଆ କୋଚ୍ କିମ୍ ଜି ହ୍ୟୁନ୍ ମେଡିକାଲ ଇମର୍ଜେନି୍ସ ନେଇ ନ୍ୟୁଜିଲାଣ୍ଡ ପ୍ରସ୍ଥାନ କରିଛନ୍ତି। ତାଙ୍କ ସ୍ବାମୀ ଅସୁସ୍ଥ ଥିବାରୁ କିମ୍ଙ୍କୁ ହଠାତ...
ବେଞ୍ଜେମାଙ୍କ ଡବଲ୍ ଗୋଲ: ରିୟଲ ମାଡ୍ରିଡ୍ ବିଜୟୀ
ମାଡ୍ରିଡ,୧୫।୯(ଏଏଫ୍ପି)- ସ୍ପାନିଶ ଲା ଲିଗାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ କରିମ ବେଞ୍ଜେମାଙ୍କ ଡବଲ୍ ଗୋଲ ସହାୟତାରେ ରିୟଲ ମାଡ୍ରିଡ ୩-୨ ଗୋଲରେ ଲେଭାଣ୍ଟେକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧରେ ୩ଟି ଗୋଲ ଦେଇ ମାଡ୍ରିଡ ୩-୦ରେ ଅଗ୍ରଣୀ ହୋଇଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ...
ନେମାରଙ୍କ ସଫଳ ପ୍ରତ୍ୟାବର୍ତ୍ତନ : ଇଞ୍ଜୁରି ଟାଇମ୍ରେ ପିଏସ୍ଜିକୁ ଜିତାଇଲେ
ପ୍ୟାରିସ୍,୧୫।୯(ଏଏଫ୍ପି)- ବ୍ରାଜିଲ ଫୁଟବଲ ସୁପରଷ୍ଟାର ନେମାର ଦୀର୍ଘ ଦିନ ପରେ ନିଜ କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ(ପିଏସ୍ଜି)କୁ ପ୍ରତ୍ୟାବର୍ତ୍ତନ କରି ଚମକ ଦେଖାଇଛନ୍ତି। ଶନିବାର ଫ୍ରେଞ୍ଚ୍ ଲିଗ୍-୧’ରେ ଅନୁଷ୍ଠିତ ମ୍ୟାଚ୍ରେ ଷ୍ଟ୍ରାସବର୍ଗ ବିପକ୍ଷରେ ବିଜୟ ସୂଚକ ଗୋଲ ସ୍କୋର କରି...
ଇଷ୍ଟ ଜୋନ୍ ସ୍ନୁକର: ଶାହାବାଜ ଚାମ୍ପିୟନ
ଭୁବନେଶ୍ୱର,୧୫।୯(ସ୍ପୋଟର୍ସ ବ୍ୟୁରୋ)- ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଫାଲ୍କନ ଚିଲିକା ଇଷ୍ଟ ଜୋନ୍ ସ୍ନୁକର ଚାମ୍ପିୟନଶିପ୍ ଶନିବାର ଶେଷ ହୋଇଛି। ପଶ୍ଚିମବଙ୍ଗର ଶାହାବାଜ ଆଦିଲ ଖାଁ ଟାଇଟଲ ହାସଲ କରିଛନ୍ତି। ପ୍ରତିଯୋଗିତାର ଦଶମ ଦିବସରେ ଅନୁଷ୍ଠିତ ଫାଇନାଲ ମୁକାବିଲାରେ...
ବଞ୍ଜା ଲୁକା ଚ୍ୟାଲେଞ୍ଜର: ଫାଇନାଲରେ ନାଗାଲ
ବଞ୍ଜା ଲୁକା, ୧୫।୯(ପି.ଟି)- ବୋସନିଆ ଓ ହର୍ଜଗୋଭିନାର ବଞ୍ଜା ଲୁକାଠାରେ ଚାଲିଥିବା ଚ୍ୟାଲେଞ୍ଜର ଟେନିସ ଟୁର୍ନାମେଣ୍ଟରେ ଭାରତୀୟ ଯୁବ ଖେଳାଳି ସୁମିତ ନାଗାଲ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚ୍ରେ ସେ ସ୍ଲୋଭାକିଆର ଫିଲିପ୍...
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ ବିଶ୍ୱକପ୍ ପ୍ରସ୍ତୁତି ଲକ୍ଷ୍ୟରେ ଭାରତ
ଧର୍ମଶାଳା, ୧୫।୯(ପି.ଟି.)- ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ। ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍ପିସିଏ) ଷ୍ଟାଡିୟମରେ ରବିବାର ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ। ଆସନ୍ତା ବର୍ଷ...
ଜିମ୍ବାଓ୍ବେକୁ ହରାଇଲା ଆଫଗାନିସ୍ତାନ
ଢାକା, ୧୫ା୯ (ଏଏଫ୍ପି)-ନାଜିବୁଲ୍ଲା ଜାଡ୍ରାନଙ୍କ ଅପରାଜିତ ଦ୍ରୁତ ଅର୍ଦ୍ଧଶତକ ସହାୟତାରେ ଆଫଗାନିସ୍ତାନ ଏଠାରେ ଚାଲିଥିବା ଅନ୍ତର୍ଜାତୀୟ ଟି୨୦ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଜିମ୍ବାଓ୍ବେକୁ ୨୮ରନରେ ପରାସ୍ତ କରିଛି। ନାଜିବୁଲ୍ଲା ୩୦ ବଲ୍ ସାମ୍ନା କରି ୫ ଚୌକା ଓ ୬ ଛକା...
ଲକ୍ଷ୍ୟ ଜିତିଲେ ବେଲଜିଆନ ଟାଇଟଲ
ଲେଉଭେନ୍ (ବେଲଜିୟମ),୧୫ା୯ (ପି.ଟି.)- ଭାରତର ଉଦୀୟମାନ ବ୍ୟାଡ୍ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ବେଲଜିଆନ ଇଣ୍ଟରନ୍ୟାଶନାଲ ଚ୍ୟାଲେଞ୍ଜ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲରେ ସେ ଦ୍ୱିତୀୟ ସିଡ୍ ତଥା ଡେନମାର୍କର ଭିକ୍ଟର ସ୍ବେଣ୍ଡ୍ସେନ୍ଙ୍କ ବିପକ୍ଷରେ୨୧-୧୪, ୨୧-୧୫ରେ ଚମକପ୍ରଦ...
ପ୍ଲିସ୍କୋଭା ଫାଇନାଲରେ
ବେଜିଂ, ୧୫ା୯ (ଏଏଫ୍ପି)- ବିଶ୍ୱର ଦୁଇ ନମ୍ବର ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସକୋଭା ଡବ୍ଲ୍ୟୁଟିଏ ଝେଙ୍ଗ୍ଝୋ ଓପନ୍ ଟେନିସ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସେ ଅଜ୍ଲା ତୋମଲଜାନୋଭିଚ୍ଙ୍କୁ ୬-୩, ୬-୨ ସେଟ୍ରେ ହରାଇ ଦେଇଛନ୍ତି। ଚଳିତ ବର୍ଷ ଏହା...
ଆଶେସ୍ ପଞ୍ଚମ ଟେଷ୍ଟ: ଇଂଲଣ୍ଡ ସ୍ଥିତ ଦୃଢ଼
ଲଣ୍ଡନ, ୧୫।୯- ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଥିବା ଘରୋଇ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛି। ଦ୍ୱିତୀୟ ଇନିଂସରେ...
ଆଡ୍ଭାନୀ ଫାଇନାଲରେ
ମଣ୍ଡାଲେ (ମ୍ୟାନ୍ମାର), ୧୫ା୯ (ପି.ଟି.)-ଭାରତର ଟପ୍ କ୍ୟୁଇଷ୍ଟ ପଙ୍କଜ ଆଡଭାନୀ ଏଠାରେ ଚାଲିଥିବା ଆଇବିଏସ୍ଏଫ୍ ଓ୍ବାଲର୍ଡ ବିଲିୟାଡର୍ସ ଚାମ୍ପିୟନଶିପ୍ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଇଂଲଣ୍ଡର ମାଇକ୍ ରସେଲଙ୍କୁ ସେ ୫-୨ରେ ହରାଇ ଦେଇଛନ୍ତି। କ୍ୟାରିୟରର ୨୨ତମ ବିଶ୍ୱ ଟାଇଟଲ...
Archives


