ଖେଳ

ରଣବୀରଙ୍କୁ ବାଃ ବାଃ କଲେ କପିଳ ଦେବ, ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ପ୍ରଶଂସାରେ ପୋତି ପକାଇଛନ୍ତି ପୂର୍ବତନ କ୍ରିକେଟର କପିଳ ଦେବ। କାରଣ ଫିଲ୍ମ ‘୮୩’ରେ ୧୯୮୩ ବିଶ୍ୱକପର ହିରୋ କପିଳଙ୍କ ଲୁକରେ ନଜର ଆସିବେ ରଣବୀର ସିଂ। ଫିଲ୍ମର ଏକ ଫଟୋ ରଣବୀର ନିଜ ସୋସିଆଲ ଆକାଉଣ୍ଟରେ…

ଅଭିନୟରେ ଟ୍ୟାଲେଣ୍ଟ୍‌ ଦେଖାଇଲେ ଧାଓ୍ବନ

ଭାରତୀୟ ଦଳର ଓପନର ଶିଖର ଧାଓ୍ବନ ଜଣେ ମଜାକିଆ କ୍ରିକେଟର ଭାବେ ଜଣାଶୁଣା। ପଡିଆରେ ଆକ୍ରମଣାତ୍ମକ ଅନ୍ଦାଜ ଏବଂ ପଡିଆ ବାହାରେ ବିନ୍ଦାସ୍‌ ନଜର ଆସନ୍ତି ଧାଓ୍ବନ। ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ଖେଳୁଥିବାବେଳେ ଧାଓ୍ବନଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ…

ପ୍ରଥମ ଟେଷ୍ଟ: ଇନ୍ଦୋରରେ ପହଞ୍ଚିଲେ ଭାରତ, ବାଂଲାଦେଶ ଦଳ

ଇନ୍ଦୋର,୧୧।୧୧(ପି.ଟି.)- ଆସନ୍ତା ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଭାରତ ଓ ବାଂଲାଦେଶ କ୍ରିକେଟ ଦଳ ସୋମବାର ଇନ୍ଦୋରରେ ପହଞ୍ଚିଛନ୍ତି। ନାଗପୁରରୁ ଆସି ସ୍ବତନ୍ତ୍ର ବିମାନ ଯୋଗେ ଦେବୀ ଅହଲ୍ୟାବାଇ ହୋଲକାର ବିମାନବନ୍ଦରରେ ଦୁଇ ଦଳ…

ଡବଲ୍ସ ର଼୍ୟାଙ୍କିଙ୍ଗ୍‌: ଟପ୍‌- ୧୦୦ରୁ ବାଦ୍‌ ପଡିଲେ ପେସ୍‌

ନୂଆଦିଲ୍ଲୀ,୧୧।୧୧(ପି.ଟି.)- ଅଭିଜ୍ଞ ଟେନିସ ତାରକା ଲିଆଣ୍ଡର ପେସ୍‌ ଗତ ୧୯ ବର୍ଷ ପ୍ରଥମଥର ପାଇଁ ବିଶ୍ୱ ଡବଲ୍ସ ର଼୍ୟାଙ୍କିଙ୍ଗ୍‌ର ଶ୍ରେଷ୍ଠ-୧୦୦ରୁ ବାଦ୍‌ ପଡିଛନ୍ତି। ୫ଟି ସ୍ଥାନ ତଳକୁ ଖସି ସେ ୧୦୧ତମ ସ୍ଥାନରେ ରହିଛନ୍ତି। ୮୫୬ ପଏଣ୍ଟ ସହ ପେସ୍‌ ଏବେ…

ଏସିଆନ ଶୁଟିଂ ଚାମ୍ପିୟନଶିପ୍‌: ସୌରଭଙ୍କୁ ରୌପ୍ୟ

ଦୋହା, ୧୧।୧୧(ପି.ଟି.)- ଭାରତୀୟ ଟିନ୍‌ଏଜ୍‌ ଶୁଟର ସୌରଭ ଚୌଧାରୀ ଏଠାରେ ଚାଲିଥିବା ୧୪ତମ ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି। ସୋମବାର ଅନୁଷ୍ଠିତ ପୁରୁଷ ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ୧୭…

ହ୍ୟାଟ୍ରିକ ମ୍ୟାନ୍‌ ଚହରଙ୍କୁ୍‌ ପୂର୍ବତନ କ୍ରିକେଟରଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୧।୧୧- ଅନ୍ତର୍ଜାତୀୟ ଟି୨୦ରେ ପ୍ରଥମ ଭାରତୀୟ ଭାବେ ହ୍ୟାଟ୍ରିକ ଉଇକେଟ ହାସଲ କରିବା ପରେ ମିଡିୟମ ପେସର ଦୀପକ ଚହରଙ୍କୁ ପ୍ରଶଂସାର ସୁଅ ଛୁଟିଛି। ପୂର୍ବତନ କ୍ରିକେଟରମାନେ ମଧ୍ୟ ଚହରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ…

ପୁଣି ଚମକିଲେ ଲେଡି ତେନ୍ଦୁଲକର

ନୂଆଦିଲ୍ଲୀ,୧୧।୧୧: ଭାରତୀୟ ମହିଳା କ୍ରିକେଟରେ ଲେଡି ତେନ୍ଦୁଲକର। କ୍ରିକେଟ ଇତିହାସର କିମ୍ବଦନ୍ତୀ ଖେଳାଳି ସଚିନ ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଆଉ ତାଙ୍କୁ ଅନୁସରଣ କରିଛନ୍ତି ଏହି ମହିଳା କ୍ରିକେଟର ଜଣଙ୍କ। ମାତ୍ର ୧୫ ବର୍ଷ…

ଡେଭିସ୍‌ କପ୍‌ ଭେନ୍ୟୁ ସ୍ଥାନାନ୍ତର ପ୍ରସଙ୍ଗ: ଆଇଟିଏଫ୍‌ ନିଷ୍ପତ୍ତିକୁ ପାକିସ୍ତାନର ଚ୍ୟାଲେଞ୍ଜ୍‌

କରାଚି,୧୧।୧୧(ପି.ଟି.)- ଭାରତ ବିପକ୍ଷ ଡେଭିସ କପ୍‌ ଟାଇ ସ୍ଥାନାନ୍ତର ନିଷ୍ପତ୍ତି ବିରୋଧରେ ପାକିସ୍ତାନ ଚ୍ୟାଲେଞ୍ଜ୍‌ କରିଛି। ଡେଭିସ୍‌ କପ୍‌ ପ୍ରଥମେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ସୁରକ୍ଷା ତଥା ନିରାପତ୍ତା କାରଣରୁ ଏହି ଟାଇକୁ ନିରପେକ୍ଷ…

ବୁଲା କୁକୁର ସହ ଖେଳିଲେ ବିରୁଷ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ଭୁଟାନରେ ଛୁଟି କାଟୁଛନ୍ତି। ପ୍ରତିଦିନ ଉଭୟଙ୍କ ନୂଆ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ବୁଲା କୁକୁର ସହ ଖେଳୁଥିବା ଫଟୋ ପୋଷ୍ଟ…

ଦ୍ୱିତୀୟ ଟି୨୦: ଭାରତୀୟ ମହିଳା ୧୦ ଉଇକେଟରେ ବିଜୟୀ ଶେଫାଳି, ଦୀପ୍ତିଙ୍କ ଚମତ୍କାର ପ୍ରଦର୍ଶନ

ଗ୍ରସ୍‌ ଆଇଲେଟ (ସେଣ୍ଟ ଲୁସିଆ)- ଅଫ୍‌ ସ୍ପିନର ଦୀପ୍ତି ଶର୍ମାଙ୍କ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ (୪-୦-୧୦-୪) ଓ ଟିନଏଜ ବ୍ୟାଟିଂ ସେନସେସନ ଶେଫାଳି ବର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ (୬୯ରନ, ୪୪ ବଲ, ୧୦ ଚୌକା, ୨ ଛକା) ବଳରେ ଭାରତୀୟ ମହିଳା…

ଏଟିପି ଫାଇନାଲ୍ସ: ଥିମ୍‌ଙ୍କଠାରୁ ହାରିଲେ ଫେଡରର

ଲଣ୍ଡନ,୧୧।୧୧(ଏଏଫ୍‌ପି): ସ୍ଥାନୀୟ ଓ୨ ଏରିନାରେ ରବିବାର ଏଟିପି ଫାଇନାଲ୍ସ ଆରମ୍ଭ ହୋଇଛି। ସେସନ ଶେଷରେ ଆୟୋଜିତ ହେଉଥିବା ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ସୁଇଜରଲାଣ୍ଡ ଅଭିଜ୍ଞ ଖେଳାଳି ରୋଜର ଫେଡରର ଅଷ୍ଟ୍ରିଆର ଡୋମିନିକ ଥିମଙ୍କଠାରୁ ୭-୫, ୭-୫ ସେଟରେ ପରାସ୍ତ…

୬ ଉଇକେଟ ନେବା ପରେ ଧୋନୀଙ୍କୁ ମନେ ପକାଇଲେ ଦୀପକ ଚହର

ନାଗପୁର, ୧୧।୧୧:ଦୀପକ ଚହରଙ୍କ ମ୍ୟାଜିକ ସ୍ପେଲ ଏବଂ ହ୍ୟାଟ୍ରିକ ସଫଳତା ବଳରେ ଭାରତ ରବିବାର ଅନୁଷ୍ଠିତ ଟି୨୦ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୩୦ ରନରେ ହରାଇ ଦେଇଛି। ଏହି ମ୍ୟାଚରେ ଦୀପକ ମାତ୍ର ୭ ରନ ଦେଇ ୬ ଉଇକେଟ ନେଇଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri