ଖେଳ

ଧୋନୀଙ୍କ ପରାମର୍ଶ ମୋତେ ଶତକରୁ ବଞ୍ଚିତ ରଖିଥିଲା: ଗମ୍ଭୀର

ନୂଆଦିଲ୍ଲୀ,୧୮।୧୧- ପୂର୍ବତନ ଭରତୀୟ ଓପ୍‌ନର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ନିକଟ ଅତୀତରେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି। ଭାରତ-ବାଂଲାଦେଶ ମ୍ୟାଚ୍‌ବେଳେ ତାଙ୍କ ଜିଲାପି ଖାଇବାର ଫଟୋ ଭାଇରାଲ ହେବାଠାରୁ ଆରମ୍ଭ କରି ପ୍ରଦୂଷିତ ଦିଲ୍ଲୀ ସମ୍ପର୍କିତ…

ଦଳ ୨୭-୦ ଗୋଲରେ ଜିତିବାରୁ ବିଦା ହେଲେ କୋଚ୍‌

ତୁସକାନି,୧୮।୧୧- ଇଟାଲୀରେ ଶନିବାର ଖେଳାଯାଇଥିବା ୧୮ ବର୍ଷରୁ କମ୍‌ ବୟସ ବର୍ଗର ଏକ ମ୍ୟାଚ୍‌ରେ ୨୭-୦ ଗୋଲର ବୃହତ୍‌ ବ୍ୟବଧାନରେ ଜିତିବା ପରେ ବିଜୟୀ ଦଳର କୋଚ୍‌ଙ୍କୁ ବହିଷ୍କୃତ କରାଯାଇଛି। ପ୍ରତିପକ୍ଷ ଦଳକୁ ଅସମ୍ମାନିତ କରିବା ଉକ୍ତ କୋଚ୍‌ଙ୍କ ଲାଗି ଭାରି…

ଦିବାରାତ୍ର ଟେଷ୍ଟ: କାଉଣ୍ଟ ଡାଉନ୍‌ ଆରମ୍ଭ

କୋଲକାତା,୧୮ା୧୧ (ପି.ଟି.)-ଭାରତର ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ ମ୍ୟାଚ ପାଇଁ କାଉଣ୍ଟଡାଉନ୍‌ ରବିବାରଠାରୁ ଆରମ୍ଭ ହୋଇଛି। ହର୍ଷ ଉଲ୍ଲାସର ସହରକୁ ଗୋଲାପୀ କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ବହୁ ପ୍ରତିକ୍ଷୀତ ଇଭେଣ୍ଟର ଅଫିସିଆଲ ମାସ୍କଟ…

ରୋନାଲ୍‌ଡୋଙ୍କ ୯୯ତମ ଅନ୍ତର୍ଜାତୀୟ ଗୋଲ୍‌

ଲକ୍ସେମବର୍ଗ,୧୮ା୧୧(ଏଏଫପି)-ଲକ୍ସେମବର୍ଗ ବିପକ୍ଷରେ ୨-୦ଗୋଲରେ ବିଜୟ ହାସଲ କରି ପର୍ତ୍ତୁଗାଲ ୟୁରୋ ଫୁଟ୍‌ବଲ ଚାମ୍ପିୟନଶିପ୍‌ ୨୦୨୦ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ବ୍ରୁନୋ ଫର୍ନାଣ୍ଡିଜ ୩୯ତମ ମିନିଟ୍‌ରେ ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ।…

ରେଫରିଙ୍କୁ ଧକ୍କା ମାରି ୬ ମାସ ବାସନ୍ଦ ଖେଳାଳି

ଜୋହାନ୍ସବର୍ଗ,୧୮।୧୧(ଏଏଫ୍‌ପି)- କେପ୍‌ଟାଉନ ସିଟି ମିଡ୍‌ଫିଲ୍ଡର ଏମ୍‌ଫୋ ମାକୋଲାଙ୍କୁ ଏକ ମ୍ୟାଚ୍‌ବେଳେ ମିଳିଥିବା ହଳଦିଆ କାର୍ଡ ୬ ମାସ ବାସନ୍ଦାଦେଶରେ ପରିଣତ ହୋଇଛି। ଲିଗ୍‌ କପ୍‌ ମ୍ୟାଚ୍‌ରେ ପ୍ରତିପକ୍ଷ ଦଳ କେଜର ଚିଫ୍‌କୁ ପେନାଲ୍ଟି ମିଳିବା ପରେ ୩୩ ବର୍ଷୀୟ ପୂର୍ବତନ ଅନ୍ତର୍ଜାତୀୟ…

ବାରବାଟୀରେ ‘ଷ୍ଟାର ସ୍ପୋର୍ଟସ’ ଟିମ୍‌

କଟକ ଅଫିସ,୧୮ା୧୧- ‘ଷ୍ଟାର୍‌ ସ୍ପୋର୍ଟସ’ର ଏକ ଟିମ୍‌ ରବିବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନରେ ଆସିଥିଲା। ଆସନ୍ତା ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ର ପ୍ରସାରଣ ଦାୟିତ୍ୱ ଷ୍ଟାର ସ୍ପୋର୍ଟସ ଚ୍ୟାନେଲ ହାତରେ ରହିଛି। ଚ୍ୟାନେଲର ବରିଷ୍ଠ ଅଧିକାରୀ ପ୍ରଶାନ୍ତ ବିସ୍ତଙ୍କ ନେତୃତ୍ୱରେ ଆସିଥିବା ଏହି…

ଅଭୟ ନେଗିଙ୍କ ନାମରେ ଦ୍ରୁତତ୍ତମ ଅର୍ଦ୍ଧଶତକ

ମେଘାଳୟର ଅଭୟ ନେଗି ସୟଦ ମୁସ୍ତାକ ଅଲି ଟି୨୦ କ୍ରିକେଟ୍‌ରେ ଦ୍ରୁତତ୍ତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଛନ୍ତି। ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ମିଜୋରାମ ବିପକ୍ଷ ମ୍ୟାଚ୍‌ରେ ୨୭ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ଅଭୟ ମାତ୍ର ୧୪ ବଲରୁ ୫୦ ରନ…

ବିପିଏଲ୍‌ ଡ୍ରାଫ୍ଟରେ ଭାରତୀୟ ଖେଳାଳି

ଢାକା, ୧୮।୧୧- ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ୍‌)ର ଆଗାମୀ ସିଜନ ଲାଗି ପ୍ରକାଶିତ ଖେଳାଳି ଡ୍ରାଫ୍ଟରେ ୩ ଜଣ ଭାରତୀୟ କ୍ରିକେଟର୍‌ ରହିଛନ୍ତି। ସେମାନେ ହେଲେ ମନବିନ୍ଦର ବିସ୍‌ଲା, ଦ୍ରୁତ ବୋଲର ମନ୍‌ପ୍ରୀତ୍‌ ଗୋନୀ ଓ ପୂର୍ବତନ ରାଜସ୍ଥାନ ରୟାଲ୍ସ ଖେଳାଳି…

ଫ୍ଲଡ୍‌ ଲାଇଟ୍‌ରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ

ଇନ୍ଦୋର, ୧୮।୧୧(ପି.ଟି.)- କୋଲକାତାର ଇଡେନ ଗାର୍ଡେନରେ ହେବାକୁଥିବା ଦିବାରାତ୍ର କ୍ରିକେଟ ଟେଷ୍ଟକୁ ଦୃଷ୍ଟିରେ ରଖି ଭାରତୀୟ ଖେଳାଳିମାନେ ଏଠାରେ ଫ୍ଲଡ୍‌ ଲାଇଟ୍‌ରେ ଅଭ୍ୟାସ କରିଛନ୍ତି। ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଏବଂ ତିନି ପେସ୍‌ ବୋଲର(ମହମ୍ମଦ ସାମି, ଈଶାନ୍ତ ଶର୍ମା,…

୧୭ ବର୍ଷରୁ କମ୍‌ ମହିଳା ଫୁଟବଲ: ଲାୟନ୍ସେସ ଚାମ୍ପିୟନ

କଲ୍ୟାଣୀ, ୧୮।୧୧- ଏଠାରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଚାମ୍ପିୟନଶିପ୍‌ରେ ଲାୟନ୍ସେସ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଏହି ଦଳ ଟାଇଗ୍ରେସେସକୁ ୭-୨ ଗୋଲରେ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଲିଣ୍ଡା କୋମ୍‌ ସେର୍ତୋ (୧୭…

ଗର୍ଲଫ୍ରେଣ୍ଡ୍‌ଙ୍କ ସହ ସମୟ ବିତାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ,୧୮।୧୧: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଅସୁସ୍ଥ ହୋଇ କ୍ରିକେଟରୁ ଦୂରେଇ ଅଛନ୍ତି। ପିଠିରେ ଆଘାତ ଲାଗିଥିବାରୁ ନିକଟରେ ସେ ଲଣ୍ଡନରେ ଅସ୍ତ୍ରୋପଚାର କରି ଫେରିଛନ୍ତି। ଏବେ ସେ ବିଶ୍ରାମ ନେବା ସହ ଗର୍ଲଫ୍ରେଣ୍ଡ୍‌ ସହ ସମୟ ବିତାଉଛନ୍ତି। ହାର୍ଦ୍ଦିକଙ୍କ ନାଁ…

ସୟଦ ମୁସ୍ତାକ ଅଲି ଟ୍ରଫି: ପୃଥ୍ବୀ ଶ’ଙ୍କ ପ୍ରଭାବୀ ପ୍ରତ୍ୟାବର୍ତ୍ତନ

ମୁମ୍ବାଇ, ୧୭।୧୧ (ପି.ଟି.)- ଡୋପିଂ ମାମଲାରେ ୮ ମାସ ବାସନ୍ଦ ଦଣ୍ଡ ଭୋଗି କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବା ମୁମ୍ବାଇ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ପ୍ରଥମ ମ୍ୟାଚ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ରବିବାର ଅନୁଷ୍ଠିତ ସୟଦ ମୁସ୍ତାକ ଅଲି ଟି୨୦ କ୍ରିକେଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri